ପିତାଙ୍କ ଆଶୀର୍ବାଦ ପାଇବାକୁ ତିନିଥର ଫୋନ୍ କଲେ ତେଜସ୍ୱୀ
ରାଞ୍ଚି,୯ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏବେ ଆରମ୍ଭ ହୋଉଛି କାଉଣ୍ଟଡାଉନ୍ । ଅନ୍ୟପଟେ ମହାମେଣ୍ଟର ନେତା ତଥା ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କର ସୋମବାର ଜନ୍ମଦିନ ପାଳନ କରାଯାଇଛି । ଏହି…
ଚାଇନାର ନୂଆ ଷଡ଼ଯନ୍ତ୍ର: ବ୍ରହ୍ମପୁତ୍ରରେ ନିର୍ମାଣ କରିବ ନଦୀବନ୍ଧ
ନୂଆଦିଲ୍ଲୀ,୯।୧୧: ଲଦାଖରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏପରିସ୍ଥଳେ ଚାଇନା ଅରୁଣାଚଳ ପ୍ରଦେଶ ନିକଟରେ ବ୍ରହ୍ମପୁତ୍ର ନଦୀର ନିମ୍ନ ଅବବାହିକାରେ ନଦୀବନ୍ଧ କରିବାକୁ ଷଡ଼ଯନ୍ତ୍ର ରଚିଛି। ଏନେଇ ଚାଇନାର କମ୍ୟୁନିଷ୍ଟ ସରକାର ଘୋଷଣା କରିଛନ୍ତି। ଏହି ପରିଯୋଜନା ନେଇ…
ଅର୍ଜୁନ ରାମପାଲଙ୍କ ଘରେ ଏନ୍ସିବି ଟିମ୍
ମୁମ୍ବାଇ,୯ ।୧୧: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ରହସ୍ୟଜନକ ମୃତ୍ୟୁର ଯାଞ୍ଚ ସମୟରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ମାମଲାରେ କେତେଜଣ ବଲିଉଡ୍ ସେଲିବ୍ରିଟିଙ୍କ ନାମ ଆସି ସାରିଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଏହି ମାମଲାରେ କେତେଜଣ ପେଡଲର୍ସଙ୍କୁ ଗିରଫ…
ସ୍ବଦେଶୀ ଉତ୍ପାଦ କିଣିବାକୁ ଅନୁରୋଧ କଲେ ମୋଦି
ନୂଆଦିଲ୍ଲୀ,୯।୧୧: ଦୀପାବଳିରେ ସ୍ବଦେଶ ଉତ୍ପାଦ କିଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଘରୋଇ ଉଦ୍ୟୋଗର ବିକାଶ ସମ୍ଭବ ହୋଇପାରିବ ବୋଲି ମୋଦି କହିଛନ୍ତି। ଦୀପଠାରୁ ଆରମ୍ଭ କରି ବିଦ୍ୟୁତ୍ ଲାଇଟ୍ ସମସ୍ତ ଉତ୍ପାଦ କିଣୁଥିବା ସମୟରେ ଘରୋଇ…
ପ୍ରଦୂଷିତ ସହରରେ ବାଣ ଫୁଟାଇବା ଉପରେ ଲାଗିଲା ପ୍ରତିବନ୍ଧକ
ନୂଆଦିଲ୍ଲୀ,୯ ।୧୧: ଶୀତ ଋତୁ ଆରମ୍ଭରେ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସାଂଘାତିକ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଗକୁ ଆସୁଥିବା ଦୀପାବଳୀରେ ଦିଲ୍ଲୀ ଏନ୍ସିଆର୍ରେ ବାଣ ଫୁଟାଇବା ଉପରେ ପ୍ରତିପବନ୍ଧକ ଲଗାଯାଇଛି । କାରଣ ଦିଲ୍ଲୀ ଏନ୍ସିଆର୍୍ର…
୨ କୋଟି ୟୁଜର୍ସଙ୍କ ଗୁପ୍ତ ତଥ୍ୟ ୩୦ ଲକ୍ଷରେ ଡାର୍କ ଓ୍ବେବ୍ରେ ବିକ୍ରି
ନୂଆଦିଲ୍ଲୀ,୯।୧୧: ଅନ୍ଲାଇନ୍ରେ ୨ କୋଟି ୟୁଜର୍ସଙ୍କ ଗୁପ୍ତତଥ୍ୟ ଚୋରି ହୋଇଥିବା ନେଇ ରିପୋର୍ଟ ସାଇବର ଇଣ୍ଟେଲଜେନ୍ସ୍ କମ୍ପାନୀ ସାଇବେଲ ପକ୍ଷରୁ ପ୍ରକାଶ ପାଇଛି। ହ୍ୟାକର ଗ୍ରୋସରୀ କମ୍ପାନୀ ବିଗ୍ ବାସ୍କେଟର ଡାଟାବେସ୍ରୁ ୧୫ ଜିବି ଫାଇଲ୍ ଚୋରି କରି ଏହାକୁ ୩୦…
ଚିରଞ୍ଜିବ କରୋନା ପଜିଟିଭ
ଚେନ୍ନାଇ,୯ ।୧୧: ସାଉଥ୍ ସୁପରଷ୍ଟାର ଚିରଞ୍ଜିବ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ଗତ ୫ ଦିନ ହେବ ଯେଉଁମାନେ ତାଙ୍କ ସହ ମିଳାମିଶା କରିଛନ୍ତି ସେମାନଙ୍କୁ ସେ…
କିଏ ଛୁଇଁବ କୁହୁକ ସଂଖ୍ୟା ୧୨୨
ପାଟନା,୯।୧୧: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ମଙ୍ଗଳବାର ଆରମ୍ଭ ହେବ। ରାଜ୍ୟର ମୋଟ ୨୪୩ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ଲାଗି କୁହୁକ ସଂଖ୍ୟା ୧୨୨ ରହିଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି କୁହୁକ ସଂଖ୍ୟା ଛୁଇଁବାକୁ…
କଂଗ୍ରେସକୁ ଘାରିଛି ବାଡ଼ ଡିଆଁ ଭୟ: ୩୮ ଜିଲାରେ ପର୍ଯ୍ୟବେକ୍ଷକ
ପାଟନା,୯।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସକୁ ବାଡ଼ ଡିଆଁ ଭୟ ଘାରିଛି। ଦଳର କିଛି ନେତା ଘୋଡ଼ାବେପାରରେ ସାମିଲ ହୋଇ ଅନ୍ୟ ଦଳରେ ମିଶିବାର ଆଶଙ୍କା ରହିଥିବା କଂଗ୍ରେସ କେନ୍ଦ୍ରୀୟ ଟିମ୍ ଅନୁମାନ କରୁଛନ୍ତି। ସେଥିପାଇଁ ରାଜ୍ୟର ୩୮…
କମଲା ହାରିସ୍ଙ୍କ ବିଜୟକୁ ନେଇ ଖୁସି ପ୍ରକାଶ କଲେ ତାଙ୍କ ମାଉସୀ
ଚେନ୍ନାଇ,୯ ।୧୧: ଆମେରିକା ଉପରାଷ୍ଟ୍ରପତି ଭାବେ ଭାରତୀୟ ମୂଳ ବାସିନ୍ଦା କମଲା ହାରିସ୍ ବିଜୟଲାଭ କରିବା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଇତିହାସ ରଚିଥିବା କମଲାଙ୍କ ପାଇଁ ତାଙ୍କ ମାଉସୀ ଡାକ୍ତର ସରଳା ଗୋପଳନ କହିଛନ୍ତି, କମଲା…
ବାରାଣସୀକୁ ୬୧୪ କୋଟିର ଦୀପାବଳି ଉପହାର ଦେଲେ ମୋଦି
ବାରାଣସୀ,୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସଂସଦୀୟ ଆସନ ବାରାଣସୀକୁ ସୋମବାର ୬୧୪ କୋଟି ଟଙ୍କାର ଦୀପାବଳି ଉପହାର ଦେଇଛନ୍ତି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସେ ଏଠାରେ ୩୩ ପରିଯୋଜନାର ଲୋକାର୍ପଣ ଏବଂ ଶିଳାନ୍ୟାସ କରିଛନ୍ତି। ବାରାଣସୀକୁ ସ୍ମାର୍ଟ ସହର ଭାବେ…
ତେଜସ୍ୱୀ ହେଲେ ବିହାର ମୁଖ୍ୟମନ୍ତ୍ରୀ!
ପାଟନା,୯ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଆଉ ଗୋଟିଏ ଦିନ ବାକି ରହିଛି । ହେଲେ ଗୋଟିଏ ଦିନ ପୂର୍ବରୁ ମହାମେଣ୍ଟର ନେତା ତେଜସ୍ୱୀ ଯାଦବ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ସହ ଗୋଟିଏ ଦିନ ପୂର୍ବରୁ ସେ…
Archives


