ବଦାଉନ ଗଣମଳାତ୍କାର, ହତ୍ୟା ମାମଲା : ୨ ଗିରଫ
ଲକ୍ଷ୍ନୌ,୬।୧- ଉତ୍ତର ପ୍ରଦେଶର ବଦାଉନ ଜିଲାରେ ଘଟିଥିବା ଗଣାବଳାତ୍କାର ଓ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଅନ୍ୟ ଜଣେ ଅପରାଧିକୁ ଧରିବା ପାଇଁ ବଦାଉନ ସିନିୟର ଏସ୍ପି ସଙ୍କଳ୍ପ ଶର୍ମା ୨୫ ହଜାର ଟଙ୍କାର ପୁରସ୍କାର ରାଶି…
ହାଇଦ୍ରାବାଦ୍: ଅପହରଣ ମାମଲାରେ ପୂର୍ବତନ ମନ୍ତ୍ରୀଙ୍କୁ ପଚରାଉଚୁରା
ହାଇଦ୍ରାବାଦ୍,୬।୧- ପୂର୍ବତନ ବ୍ୟାଡ୍ମିଣ୍ଟନ ଖେଳାଳି ପ୍ରବୀଣ ରାଓ ଓ ତାଙ୍କ ଦୁଇ ଭାଇଙ୍କୁ ଅପହରଣ ପରେ ଉଦ୍ଧାର କରିଛି ହାଇଦ୍ରାବାଦ୍ ପୋଲିସ। ଏହାର ଘଣ୍ଟାକ ପରେ ପୋଲିସ ଟିଡିପି (ତେଲୁଗୁ ଦେଶମ ପାର୍ଟି) ନେତା ତଥା ପୂର୍ବତନ ମନ୍ତ୍ରୀ ଭୁମା ଅଖିଲା…
ଦେଶରେ ନୂଆ କୋଭିଡ୍ ଷ୍ଟ୍ରେନର ମାମଲା ୭୩କୁ ବୃଦ୍ଧି
ନୂଆଦିଲ୍ଲୀ,୬।୧: ଦେଶରେ ୨୪ ଘଣ୍ଟା ମଧ୍ୟରେ କୋଭିଡ୍-୧୯ ନୂତନ ଷ୍ଟ୍ରେନର ୨ଟି ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ବୁଧବାର ନୂତନ ଷ୍ଟ୍ରେନ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭୩ରେ ପହଞ୍ଚିବା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୭୩ଟି ମାମଲା…
ରୋହିଙ୍ଗ୍ୟା-ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲା: ଏଟିଏସ୍ ହେପାଜତରେ ୪ ସନ୍ଦିଗ୍ଧ
ଲକ୍ଷ୍ନୌ,୬।୧: ରୋହିଙ୍ଗ୍ୟା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଉତ୍ତରପ୍ରଦେଶ ଏଟିଏସ୍ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ୪ ଜଣ ସନ୍ଦିଗ୍ଧଙ୍କୁ ଏଟିଏସ୍ ହେପାଜତରେ ରଖାଯାଇଛି। ସେମାନଙ୍କୁ ପଚରା ଉଚରା ଜାରି ରହିଛି। ଗୋରଖପୁର, ଖଲିଲାବାଦ୍,ଅଲିଗଡ଼ ସମେତ ୫ ଜିଲାରେ ଚଢ଼ାଉ…
ଲଭ୍ ଜିହାଦ୍ ଅଧ୍ୟାଦେଶ: ସାମ୍ବିଧାନିକ ବୈଧତା ପରଖିବେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୬।୧: ଲଭ୍ ଜିହାଦ୍ ଅଧ୍ୟାଦେଶ ବିରୋଧରେ ସୁପ୍ରିମ୍କୋର୍ଟରେ ଦାଖଲ କରାଯାଇଥିବା ମାମଲାର ଶୁଣାଣି ବୁଧବାର କରାଯାଇଛି। ଏହା ଉପରେ ରୋକ ଲଗାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିବା ସହିତ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହାର…
ମତେ ଜହର ଦେଇ ହତ୍ୟା କରାଯିବାର ହୋଇଥିଲା ଉଦ୍ୟମ: ଇସ୍ରୋ ବୈଜ୍ଞାନିକ
ବେଙ୍ଗାଲୁରୁ,୬।୧: ଇସ୍ରୋର ବରିଷ୍ଠ ବୈଜ୍ଞାନିକ ତପନ ମିଶ୍ରାଙ୍କୁ ଜହର ଦେଇ ହତ୍ୟା କରାଯିବା ଉଦ୍ୟମ ହୋଇଥିଲା। ଏନେଇ ନିଜେ ତପନ ସୂଚନା ଦେଇଛନ୍ତି। ୨୦୧୭ରେ ସେ ଅହମଦାବାଦ୍ ସ୍ପେସ୍ ଆପ୍ଲିକେଶନ ସେଣ୍ଟରରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେହି ବର୍ଷ ମେ…
କରୋନା ଟିକା ନେଇ ୬୯ ପ୍ରତିଶତ ଭାରତୀୟଙ୍କ ମନରେ ସନ୍ଦେହ: ସର୍ଭେ
ନୂଆଦିଲ୍ଲୀ,୬।୧: ଦେଶରେ କରୋନା ଟିକା ସାର୍ବଜନୀକ ଭାବେ ଦିଆଯିବା ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେଶରେ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକାଦାନ ପାଇଁ ମଞ୍ଜୁରୀ ମିଳିଥିବାବେଳେ ଜାନୁୟାରୀ ୧୩ରୁ ଟିକାକରଣ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ତେବେ ୬୯…
୭ ରାଜ୍ୟରେ ବାର୍ଡ ଫ୍ଲୁ: ପଞ୍ଚକୁଲାରେ ୧୦ ଦିନରେ ୪ ଲକ୍ଷରୁ ଅଧିକ ପକ୍ଷୀ ମୃତ
ନୂଆଦିଲ୍ଲୀ,୬।୧: ଦେଶର ୭ ରାଜ୍ୟରେ ବାର୍ଡ ଫ୍ଲୁ ଯୋଗୁ ଆତଙ୍କ ଦେଖାଦେଇଛି। ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଆଦି ରାଜ୍ୟରେ ସ୍ଥିତି ଖରାପ ହେବାରେ ଲାଗିଛି। ମଧ୍ୟପ୍ରଦେଶରେ ବାର୍ଡ ଫ୍ଲୁରେ ୩୭୬ କାଉଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ…
ବିହାର କଂଗ୍ରେସରେ ଫାଟ: ବାଡ଼ ଡେଇଁବାକୁ ୧୧ ବିଧାୟକ ପ୍ରସ୍ତୁତ !
ପାଟନା,୬।୧: ବିହାରରେ କଂଗ୍ରେସରେ ଫାଟ ବଢ଼ିବାରେ ଲାଗିଛି। ଦଳର ୧୯ ଜଣ ବିଧାୟକଙ୍କ ମଧ୍ୟରୁ ଖୁବ୍ ଶୀଘ୍ର ୧୧ ଜଣ ଦଳ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବା କୁହାଯାଇଛି। ଏନେଇ ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଭରତ ସିଂ ସୂଚନା…
ଝିଅ ଜନ୍ମ ହେବାରୁ ମାଗଣାରେ ସେବା ଯୋଗାଇଲେ ସଲମାନ୍
ଆମ ସମାଜରେ ପୁଅ ଏବଂ ଝିଅ ମଧ୍ୟରେ ଅନେକ ଭେଦଭାବ ରହିଛି। ଅନେକ ଲୋକ ଅଛନ୍ତି, ଯେଉଁମାନେ ଘରେ କେବଳ ପୁତ୍ର ସନ୍ତାନ ହେଉ ବୋଲି ଚାହିଁଥାନ୍ତି। ହେଲେ ମଧ୍ୟପ୍ରଦେଶର ଗ୍ବାଲିୟରର ସଲମାନ ନାମକ ଜଣେ ସେଲୁନ ମାଲିକଙ୍କ ଘରେ ଝିଅ…
ଧାଡ଼ିରେ ଛିଡ଼ା ହେଲେ ମମତା
କୋଲକାତା, ୬ା୧: ‘ସ୍ବାସ୍ଥ୍ୟ ସାଥୀ’ ସ୍ମାର୍ଟ କାର୍ଡ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କୋଲକାତା ମ୍ୟୁନିସିପାଲିଟି କାର୍ଡ ବଣ୍ଟନ କେନ୍ଦ୍ରରେ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା। ନଗର ଉନ୍ନୟନ ମନ୍ତ୍ରୀ ଫିର୍ହାଦ ହାକିମ ଏବଂ ଅନ୍ୟ ସରକାରୀ…
ବାଚସ୍ପତି ବିର୍ଲାଙ୍କ ଝିଅଙ୍କୁ ୟୁପିଏସ୍ସିରେ ସଫଳତା
ନୂଆଦିଲ୍ଲୀ, ୬ା୧: ଲୋକ ସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଝିଅ ଅଞ୍ଜଳି ବିର୍ଲା ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସ୍ସି) ଦ୍ୱାରା ଆୟୋଜିତ ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ଉଦ୍ୟମରେ ହିଁ ତାଙ୍କୁ ଏହି ସଫଳତା ମିଳିଛି। ଅଞ୍ଜଳୀଙ୍କ…
Archives


