ତେଜସ୍ୱୀ ହେଲେ ବିହାର ମୁଖ୍ୟମନ୍ତ୍ରୀ!
ପାଟନା,୯ ।୧୧: ବିହାର ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଆଉ ଗୋଟିଏ ଦିନ ବାକି ରହିଛି । ହେଲେ ଗୋଟିଏ ଦିନ ପୂର୍ବରୁ ମହାମେଣ୍ଟର ନେତା ତେଜସ୍ୱୀ ଯାଦବ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ସହ ଗୋଟିଏ ଦିନ ପୂର୍ବରୁ ସେ…
ସ୍ତ୍ରୀଙ୍କ ସହ କଥା ହେଉଥିଲେ ବନ୍ଧୁ, ସ୍ବାମୀ ନେଲେ ଏମିତି ନିଷ୍ପତ୍ତି
ମୁଜଫରନଗର,୯।୧୧: ଉତ୍ତର ପ୍ରଦେଶର ମୁଜାଫରନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ନିଜ ବନ୍ଧୁଙ୍କ ସ୍ତ୍ରୀ ସହ କଥା ହେବା ମହଙ୍ଗା ପଡିଛି। କାମ ଥିବା କହି ଘରକୁ ଡାକି ସମ୍ପୃକ୍ତ ବ୍ୟକ୍ତି ଗଳାକାଟି ହତ୍ୟା କରିଛନ୍ତି ତାଙ୍କ…
ନିଜ ଓଜନର ରୁପା ଦାନ କଲେ ଭାଜପା ନେତା: ବଣ୍ଟାଗଲା ୧୦୧ କିଲୋଗ୍ରାମ୍ ରୁପା
ସୁରଟ,୯।୧୧: ଗୁଜରାଟର ରାଜ୍ୟ ଭାଜପା ଅଧ୍ୟକ୍ଷ ସି.ଆର୍. ପାଟିଲ ନିଜ ଓଜନର ରୁପା ଦାନ କରିଛନ୍ତି। ସୁରଟରେ ଜୈନ ସୋସାଇଟି ପକ୍ଷରୁ ଆୟୋଜିତ ହୋଇଥିବା ରଜତ ତୁଳା କାର୍ଯ୍ୟକ୍ରମରେ ପାଟିଲ ଯୋଗଦେଇଥିଲେ। ତାଙ୍କ ଓଜନ ୯୬ କିଲୋଗ୍ରାମ୍ ଥିଲା। ତେବେ ସୋସାଇଟି…
ଭାଗ୍ୟଫଳ ନେଇ ଉତ୍କଣ୍ଠା: ୩୮ ଜିଲାରେ ୫୫ ଗଣତି କେନ୍ଦ୍ର
ପାଟନା,୯।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇବ। ଏଥିପାଇଁ ରାଜ୍ୟର ୩୮ ଜିଲାର ୫୫ ଭୋଟ ଗଣତି କେନ୍ଦ୍ରରେ ଭୋଟ ଗଣାଯିବା ଲାଗି ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି କେନ୍ଦ୍ର ଚାରିପଟେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହିତ…
ଅର୍ଣ୍ଣବଙ୍କ ଗିରଫଦାରି ସହ ସାମ୍ବାଦିକତାର ସମ୍ପର୍କ ନାହିଁ
ନୂଆଦିଲ୍ଲୀ, ୯।୧୧: ରିପବ୍ଲିକ୍ ଟିଭି ଏଡିଟର-ଇନ୍-ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ଏହାକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହାଙ୍କଠାରୁ ଆରମ୍ଭ କରି ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଅପ୍ରତ୍ୟାଶିତ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେମାନେ…
ଜାହାଜ ଚଳାଚଳ ମନ୍ତ୍ରଣାଳୟ ନାଁ ବଦଳିଲା
ନୂଆଦିଲ୍ଲୀ, ୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜାହାଜ ଚଳାଚଳ ମନ୍ତ୍ରଣାଳୟର ନାଁ ବଦଳାଇଛନ୍ତି। ଏହାର ନାଁ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ରଖାଯାଇଛି। ଭିଡିଓ କନ୍ଫରେନ୍ସ ଜରିଆରେ ଗୁଜରାଟର ଭାବନଗରରେ ଥିବା ଘୋଘାରୁ ସୁରଟ ନିକଟସ୍ଥ ହାଜିରାକୁ…
ଭୁଲ୍ ବନାନ ଶିଶୁ ହତ୍ୟାକାରୀଙ୍କୁ ଧରାଇଲା
ହାର୍ଦୋଇ, ୯।୧୧(ଆଇଏଏନ୍ଏସ୍): ନିଜର ଦୁର୍ବଳ ଭାଷା ଜ୍ଞାନ ଯେ ଦିନେ ରାମପ୍ରତାପ ସିଂଙ୍କୁ ହତ୍ୟା ମାମଲାରେ ଜେଲ୍ ପଠାଇଦେବ ଏକଥା ସେ କେବେ ବି ଭାବି ନ ଥିଲେ। ଅକ୍ଟୋବର ୨୬ରେ ସେ ତାଙ୍କ ଜେଜେମାଆଙ୍କ ଘର ନିକଟରୁ ୮ ବର୍ଷର…
୩୧ ବର୍ଷରେ ପଦାର୍ପଣ କଲେ ତେଜସ୍ବୀ, ଗୋଟିଏ ଦିନ ପରେ ମିଳିପାରେ ବଡ ଉପହାର
ପାଟନା,୯।୧୧: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସୁପୁତ୍ର ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ସୋମବାର ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଛି। ଯୁବ ନେତାଙ୍କ ଜନ୍ମଦିନରେ ପରିବାରଠାରୁ…
୪ ଯବାନ ଶହୀଦ
ଶ୍ରୀନଗର,୮।୧୧:ଉତ୍ତର କାଶ୍ମୀରର କୁପୱାଡା ଜିଲାସ୍ଥିତ କେରନ ସେକ୍ଟରରେ ଆତଙ୍କବାଦୀ ଓ ସୁରକ୍ଷାବଳ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୪ ଜଣ ଯବାନ ଶହୀଦ ହୋଇଥିବାବେଳେ ୩ ଆତଙ୍କବାଦୀ ଟଳିପଡିଥିବା ସୂଚନା ମିଳିଛି। ଆତଙ୍କବାଦୀ ସୀମା ଅତିକ୍ରମ କରି ଅନୁପ୍ରବେଶ କରିବାର ଦୁଃସାହସ କରିବାରୁ…
ଥରିଲା ଜମ୍ମୁକଶ୍ମୀର
ଶ୍ରୀନଗର,୮।୧୧: ଜମ୍ମୁକଶ୍ମୀରର ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରବିବାର ସନ୍ଧ୍ୟା ୬.୫୬ରେ ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (ଏନସିଏସ) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୪.୦ ଥିଲା। ଭୂକମ୍ପ ହେବା ମାତ୍ରେ ଲୋକମାନେ…
କମ୍ପ୍ୟୁଟର ବାବାଙ୍କ ଆଶ୍ରମରୁ ମିଳିଲା ବନ୍ଧୁକ, ଖଣ୍ଡା
ଇନ୍ଦୋର,୮।୧୧:ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ସମୟରେ ସରକାରଙ୍କ ବିରୋଧରେ ‘ଲୋକତନ୍ତ୍ର ବଚାଓ’ ଯାତ୍ରା ଆରମ୍ଭ କରିଥିବା କମ୍ପ୍ୟୁଟର ବାବା ଓରଫ୍ ନାମଦେବ ଦାସ ତ୍ୟାଗୀଙ୍କ ଆଶ୍ରମ ରବିବାର ଭାଙ୍ଗି ଦିଆଯାଇଛି। ଇନ୍ଦୋର ସହର ନିକଟସ୍ଥ ଜାମ୍ବୁଡି ହାପସି ଗାଁର…
ଗୋଟିଏ ପରିବାରର ୫ ଲୋକଙ୍କ ମିଳିଲା ମୃତଦେହ
କୋଲକାତା,୮।୧୧: ପଶ୍ଚିମବଙ୍ଗରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ରବିବାର ଦକ୍ଷିଣ ଦିନାଜପୁର ଜିଲା ଅନ୍ତର୍ଗତ ଜମାଲପୁର ଗାଁରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତଦେହ ମିଳିଛି। ମୃତ ବ୍ୟକ୍ତିମାନେ ହେଲେ ୬୦ବର୍ଷିୟ ଉଲୋବାଲା ବର୍ମନ, ୩୨ ବର୍ଷିୟା…
Archives


