ଜାତୀୟ

ବିଗୁଡୁଛି ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା

ରାଞ୍ଚି,୮।୧୧: ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣିଥରେ ବିଗିଡିଯାଇଛି। ତାଙ୍କୁ ସୁଗାର ସ୍ତର ବଢିଯାଇଛି। ଏଥି ସହିତ, ସେରମ କ୍ରିଏଟିନିନ୍‌ ସ୍ତର ମଧ୍ୟ ବୃଦ୍ଧି ପାଉଛି। ଲାଲୁଙ୍କ ଚିକିତ୍ସା କରୁଥିବା ମେଡିସିନ୍‌ ବିଭାଗର ଦାୟିତ୍ୱରେ…

୬ ମାସ ମଧ୍ୟରେ ୧୨୦ ମହିଳାଙ୍କୁ ନିଜର ଅଶ୍ଲୀଳ ଫଟୋ ପଠାଉଥିଲେ ଏହି ବ୍ୟକ୍ତି, ଆଉ ତା’ପରେ

ବେଙ୍ଗାଲୁରୁ,୮।୧୧: କର୍ନାଟକରେ ଏକ ରୋଚକ ଘଟଣା ଘଟିଛି। ଗତ ୬ ମାସ ମଧ୍ୟରେ ୧୨୦ ମହିଳାଙ୍କ ସମେତ ୨୦୦ରୁ ଅଧିକ ଲୋକଙ୍କୁ ନିଜର ଅଶ୍ଲୀଳ ଫଟୋ ପଠାଇ ଚର୍ଚ୍ଚାକୁ ଆସିଛନ୍ତି ଜଣେ ୫୪ ବର୍ଷୀୟ ବ୍ୟକ୍ତି। ଏହି ଘଟଣାରେ ପୋଲିସ ସମ୍ପୃକ୍ତ…

ବଲିଉଡ୍‌ ସହ ବାଇଡେନଙ୍କ ସମ୍ପର୍କ ରହିଛି ଏମିତି, ପ୍ରଚାର ମୈଦାନରେ ବାଜୁଥିଲା ଏହି ଫିଲ୍ମ ଗୀତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୮ା୧୧: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ ବିଜୟ ଲାଭ କରିଛନ୍ତି। ଏହି ନର୍ବାଚନ ଜିତିବା ପରେ ବାଇଡେନ ହେଉଛନ୍ତି ଆମେରିକାର ୪୬ତମ ରାଷ୍ଟ୍ରପତି। ତେବେ ଜାଣନ୍ତି କି ବାଇଡେନ୍‌ଙ୍କ ସହ ବଲିଉଡ୍‌ର ସମ୍ପର୍କ ରହିଛି। ଏମିତିରେ…

ଏକ୍‌ଜିଟ୍ ପୋଲ୍‌କୁ ଦେଖି କଂଗ୍ରେସ ତତ୍ପର

ନୂଆଦିଲ୍ଲୀ,୮ ।୧୧: ସରିଛି ବିହାର ବିଧାନସଭା ନିର୍ବାଚନ । ଏବେ ଏକ୍‌ଜିଟ୍ ପୋଲ୍‌ର ଫଳାଫଳକୁ ଦେଖିଲେ ମହାମେଣ୍ଟ ସମସ୍ତଙ୍କ ଉପରେ ଭାରି ପଡିବ ବୋଲି କୁହାଯାଉଛି । ଆଉ ଏହି ମହାମେଣ୍ଟର ଅଂଶ ହେଉଛି କଂଗ୍ରେସ । ତେଣୁ ଏକ୍‌ଜିଟ୍ ପୋଲ୍‌କୁ…

ସର୍ଚ୍ଚ ଅପରେଶନ୍‌: ଜଣେ ଯବାନ ଶହୀଦ୍‌

ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ସର୍ଚ୍ଚ ଅପରେଶନ୍‌ରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। କୁପଓ୍ବାରା ଜିଲାର ମାଛିଲି ସେକ୍ଟରଠାରେ ଆତଙ୍କବାଦୀ ଏବଂ ମିଳିତ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ଏହା ଘଟିଛି। ଶହୀଦ୍‌ ହୋଇଥିବା ଯବାନ ହେଉଛନ୍ତି କନେଷ୍ଟଳ ସୁଦୀପ୍‌…

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ଭାରତୀୟ ସେନାଙ୍କ ସର୍ଚ୍ଚ ଅପରେଶନରେ ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। କୁପଓ୍ବାରା ଜିଲାର ମାଛିଲି ସେକ୍ଟରଠାରେ ପାକିସ୍ତାନ ପଟୁ କିଛି ଆତଙ୍କବାଦୀ ଅନୁପ୍ରବେଶ କରୁଥିଲେ। ଭାରତୀୟ…

ଲକ୍‌ଡାଉନ୍‌ରେ ଚାଲିଯାଇଥିଲା ଚାକିରି, ଭାଙ୍ଗିପଡ଼ିଥିଲେ ଯୁବକ: ରାତାରାତି ସାମାନ୍ୟ ଘାସ କରିଦେଲା ଲକ୍ଷପତି

କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ହୋଇଥିଲା। ଆଉ ଏହି ଲକ୍‌ଡାଉନ୍‌ କେତେକଙ୍କ ଜୀବନ ଜୀବିକା ଉପରେ ଦାଉ ସାଧିଥିଲା। ଏ ନେଇ ପ୍ରାୟ କେତେ ଲୋକ ଚାକିରି ହରାଇଥିବା ବେଳେ ବ୍ୟବସାୟୀଙ୍କୁ ମଧ୍ୟ କ୍ଷତି ସହିବାକୁ ପଡ଼ିଥିଲା। ମାତ୍ର ଚାକିରି…

ମୋ ଜୀବନ ପ୍ରତି ବିପଦ ଅଛି: ଅର୍ଣ୍ଣବ ଗୋସ୍ୱାମୀ!

ମୁମ୍ବାଇ,୮ ।୧୧: ରିପବ୍ଲିକ ଟେଲିଭିଜନ ନେଟୱର୍କର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ କହିଛନ୍ତି ମୋ ଜୀବନ ପ୍ରତି ବିପଦ ଅଛି । ମୁମ୍ବାଇ ପୋଲିସ ତାଙ୍କୁ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ, ଦୁଇ ବର୍ଷ ତଳର…

ପିସ୍ତଲ ଧରି ନେଉଥିଲେ ସେଲ୍‌ଫି: ଫୁଟିଲା ଗୁଳି, ତାପରେ…

ନୋଏଡ଼ା,୮।୧୧: ଏବେ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିବା ଲାଗି କେତେକ ଭିନ୍ନ ଭିନ୍ନ ସେଲ୍‌ଫି ନେଉଛନ୍ତି। ବେଳେବେଳେ ବହୁ ଅଘଟଣ ମଧ୍ୟ ଘଟୁଛି। ଏଭଳି ଏକ ଅଘଟଣ ଉତ୍ତରପ୍ରଦେଶ ନୋଏଡ଼ାରେ ଘଟିଛି। କାର୍‌ରେ ବସି ସୌରଭ ମାଓ୍ବି ନାମକ ଜଣେ ଯୁବକ…

ମେୟର ନିର୍ବାଚନ: ବସୁନ୍ଧରାଙ୍କ ସମର୍ଥକ କଲେ ବିଦ୍ରୋହ

ଜୟପୁର,୮।୧୧: ରାଜସ୍ଥାନ ଜୟପୁରରେ ମେୟର ନିର୍ବାଚନ ନେଇ ଭାଜପାର ଘର କଳି ଏବେ ପଦାରେ ପଡ଼ିଛି। ବସୁନ୍ଧରା ରାଜେଙ୍କ ସମର୍ଥକ ବୋଲାଉଥିବା ବିଧାୟକ ନରପତ ସିଂ ରାଜସ୍ବୀ ଦଳୀୟ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ବିଦ୍ରୋହ କରିଛନ୍ତି। ଗ୍ରେଟର ନଗମ ନିଗମରେ…

ରୋ-ପାକ୍ସ୍‌ ଫେରି ସେବା ଲୋକାର୍ପଣ କଲେ ମୋଦି: ପର୍ଯ୍ୟଟନ ଶିଳ୍ପର ହେବ ବିକାଶ

ଅହମଦାବାଦ,୮।୧୧: ଗୁଜରାଟର ହଜିରା ଏବଂ ଘୋଘା ମଧ୍ୟରେ ରୋ-ପାକ୍ସ୍‌ ଫେରି ସେବାର ଲୋକାର୍ପଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରବିବାର ସମ୍ପନ୍ନ ହୋଇଛି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ମୋଦି କହିଛନ୍ତି ସେ ସୁରଟ ଏବଂ ସୌରାଷ୍ଟ୍ରର ବିକାଶ ପାଇଁ ସରକାର…

୯୩ ବର୍ଷରେ ଆଡଭାନୀ: ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୮ ।୧୧: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀ ୯୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଦୀର୍ଘ ଓ ସୁସ୍ଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri