ପାଇଲଟଙ୍କ ଉପରେ ବର୍ଷିଲେ ଗେହଲଟ
ନୂଆଦିଲ୍ଲୀ,୨୦।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୁଣିଥରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ଗେହଲଟ କହିଛନ୍ତି ପାଇଟଲ କଂଗ୍ରେସ ପିଠିରେ ଛୁରି ମାରିବା ଭଳି କାମ କରିଛନ୍ତି। ତାଙ୍କୁ ଖୁବ୍ କମ୍ ବୟସରୁ ବହୁତ କିଛି...
ଚାପ ମୁକ୍ତ ପାଇଁ କୋଭିଡ କେୟାର ସେଣ୍ଟରରେ ଡ୍ୟାନ୍ସ କଲେ କରୋନା ରୋଗୀ: ଭିଡିଓ ଭାଇରାଲ
ବେଙ୍ଗାଲୁରୁ,୨୦।୭: ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କିନ୍ତୁ ଏଭଳି କିଛି ଲୋକ ଅଛନ୍ତି, ଯେଉଁମାନେ କରୋନାକୁ ହରାଇ ସମସ୍ତ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କିଛି ଏଭଳି କରିଦେଖାଇଛନ୍ତି କର୍ନାଟକର କୋଭିଡ ହସ୍ପିଟାଲର...
ଅଗଷ୍ଟ ୩୧ରୁ ଖୋଲିବ ସ୍କୁଲ: ମିଛ ଖବର ସୋସିଆଲ ମିଡ଼ିଆରେ ଭାଇରାଲ
ନୂଆଦିଲ୍ଲୀ, ୨୦।୭: ଏବେ ସୋସିଆଲ୍ ମିଡ଼ିଆରେ ଏକ ମିଛ ଖବର ଦ୍ରୁତବେଗରେ ଭାଇରାଲ ହେବାରେ ଲାଗିଛି। ଏଥିରେ କୁହାଯାଉଛି ଯେ, ଅଗଷ୍ଟ ୩୧ଠାରୁ ଦେଶରେ ସ୍କୁଲ କଲେଜ ଖୋଲିବ ଲାଗି କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ...
ଶ୍ମଶାନ ଘାଟରେ ହଙ୍ଗାମା: ମୃତଦେହ ଅଦଳବଦଳ ପଡ଼ିଲା ଜଣା
ଲକ୍ଷ୍ନୌ, ୨୦।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ କେତେକ ହସ୍ପିଟାଲରେ ଅବହେଳା ପ୍ରଦର୍ଶନ କରାଯାଉଥିବା ଘଟଣା ନେଇ ଅଭିଯୋଗ କରାଯାଉଛି। ଉତ୍ତରପ୍ରଦେଶ ଫରିଦାବାଦ୍ରେ ଥିବା ଏସିଆନ୍ ହସ୍ପିଟାଲରେ ଏଭଳି ଏକ ବଡ଼ ଧରଣର ଅବହେଳା ଘଟଣା ରବିବାର...
ଦେଶର ଏହି ୫ଟି ରାଜ୍ୟରେ କରୋନାଜନିତ ହୋଇନାହିଁ ମୃତ୍ୟୁ
ନୂଆଦିଲ୍ଲୀ,୨୦।୭: ଭାରତରେ କରୋନା ସଙ୍କଟ ଦିନକୁ ଦିନ ଉଦ୍ବେଗଜନକ ସ୍ଥିତି ହେବାରେ ଲାଗିଛି। ଇତିମଧ୍ୟରେ ଭାରତରେ କୋଭିଡ-୧୯ ଜନିତ ମୃତ୍ୟୁ ହାର ପ୍ରଥମ ଥର ପାଇଁ ୨.୫ ପ୍ରତିଶତ ତଳକୁ ଖସି ଆସିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ...
ଗରିବଙ୍କୁ ୧ଲକ୍ଷ ମାଗଣା ମାସ୍କ
ଆଗ୍ରା,୨୦।୭: କରୋନା ସଂକ୍ରମଣ ବେଳକୁ ବେଳ ବ୍ୟାପି ଚାଲିଥିବା ବେଳେ ଏବେ ଏଥିରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଉଛି। କିନ୍ତୁ ଏହି ସମୟରେ ଗରିବମାନେ ମାସ୍କ ନ କିଣି ପାରୁଥିବାରୁ ଆଗ୍ରାର କେତେଜଣ ଶିଖ...
୧୦ କିଲୋମିଟର ପାଇଁ ଆମ୍ବୁଲାନ୍ସ ନେଉଛି ୧୦ ହଜାର ଟଙ୍କା ଭଡା
ନୂଆଦିଲ୍ଲୀ,୨୦।୭: କରୋନା ସଙ୍କଟ ସମୟରେ ଆମ୍ବୁଲାନ୍ସର ଭଡାକୁ ନେଇ ଏବେ ଏମିତି ଖବର ଆସୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ଏମିତିକି ଏବେ ରୋଗୀ ୧୦-୧୫ କିଲୋମିଟର ଯାତ୍ରା କରିବାକୁ ଏତେ ଟଙ୍କା ଦେଉଛନ୍ତି ଯେଉଁଥିରେ ଜଣେ ବ୍ୟକ୍ତି ୟୁରୋପ...
ବନ୍ଦ ଥିଲା କରୋନା ରୋଗୀଙ୍କ ଘର, ପରେ ଏମିତି କିଛି ଘଟିଲା
ରାଞ୍ଚି,୨୦।୭: ଦେଶରେ କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ବିଭିନ୍ନ ରାଜ୍ୟରେ ଲକ୍ଡାଉନ୍ ଏବଂ ଶଟ୍ଡାଉନ୍ ଭଳି ନିୟମ ଲାଗୁ କରାଯାଇଛି। କରୋନା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ଘରକୁ ପ୍ରଶାସନ ସିଲ୍ କରିଦେଉଛି। ଏହାର...
ଲାଞ୍ଚ ନ ଦେବାରୁ ଷ୍ଟ୍ରେଚର ଠେଲିଲେ କୋମଳମତି ଶିଶୁ
ଦେଓରିଆ,୨୦।୭: କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ଭଲ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ସେସବୁ ଯୋଜନା ବାଟବଣା ହେବାରେ ଲାଗିଛି। ପୁଣି କରୋନା କାଳରେ ସ୍ବାସ୍ଥ୍ୟ ସେବାର ଏଭଳି ଦୃଶ୍ୟ...
ଆସିଲା ବିକାଶ ଦୁବେଙ୍କ ବ୍ୟବଚ୍ଛେଦ ରିପୋର୍ଟ
ଲକ୍ଷ୍ନୌ,୨୦।୭: ପୋଲିସ ଏନ୍କାଉଣ୍ଟରରେ ମୃତ୍ୟୁ ହୋଇଥିବା କୁଖ୍ୟାତ ଅପରାଧି ବିକାଶ ଦୁବେଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ବିକାଶଙ୍କ ଶରୀରରେ ୩ଟି ଗୁଳି ବାଜି ବାହାରି ଯାଇଛି। ଶରୀରରେ ମୋଟ ୧୦ଟି କ୍ଷତ ରହିଛି। ଏଥିରୁ...
ପ୍ରଥମଥର ଲାଗି ଦେଶରେ କମୁଛି କରୋନା ସଂକ୍ରମିତଙ୍କ ମୃତ୍ୟୁହାର
ନୂଆଦିଲ୍ଲୀ,୨୦।୭: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ଭିତରେ କିନ୍ତୁ ଆସିଛି ଏକ ଖୁସି ଖବର। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଶନିବାର ସୁଦ୍ଧା ଦେଶରେ କରୋନା ମୃତ୍ୟୁହାର ୨.୫ ପ୍ରତିଶତରୁ କମ୍ ରହିଛି। ଯଦିଓ ଦେଶରେ କରୋନା ସଂକ୍ରମିତଙ୍କ...
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୧୧ ଲକ୍ଷ
ନୂଆଦିଲ୍ଲୀ, ୨୦।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ସୋମବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୧୮ ହଜାର ୪୩ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୨୭ ହଜାର ୪୯୭ ଛୁଇଁଛି। ଗତ...
Archives


