ଜାତୀୟ

ରାୟକୁ ସ୍ବାଗତ, ହଟିବୁ ନାହିଁ

ନୂଆଦିଲ୍ଲୀ,୧୩ା୧: ସୁପ୍ରିମକୋର୍ଟ କୃଷି ଆଇନ ଉପରେ ମଙ୍ଗଳବାର ସ୍ଥଗିତାଦେଶ ଜାରି କରି ଦେଇଥିବା ରାୟକୁ କୃଷକ ସଙ୍ଗଠନଗୁଡ଼ିକ ସ୍ବାଗତ କରିଛନ୍ତି। ତେବେ ସମ୍ପୂର୍ଣ୍ଣ ଆଇନକୁ ପ୍ରତ୍ୟାହାର କରା ନ ଯିବା ଯାଏ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।…

୨୫୧ ଟଙ୍କିଆ ଫୋନ୍‌ କମ୍ପାନୀ ମାଲିକ ଗିରଫ

ନୋଏଡା, ୧୩ା୧: ମାତ୍ର ୨୫୧ ଟଙ୍କାରେ ସ୍ମାର୍ଟଫୋନ୍‌ ବିକ୍ରି କରିବାକୁ କହି ଚର୍ଚ୍ଚାକୁ ଆସିଥିବା ମୋହିତ ଗୋଏଲଙ୍କୁ ପୋଲିସ ରବିବାର ଗିରଫ କରିଛି। ତାଙ୍କ ନାମରେ ୨ ଶହ କୋଟି ଟଙ୍କାର ଡ୍ରାଏ ଫ୍ରୁଟ୍‌ ଜାଲିଆତି ଅଭିଯୋଗ ରହିଛି। ସ୍ତ୍ରୀଙ୍କ ସହ…

କୃଷକଙ୍କୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କହିପାରିବୁ ନାହିଁ

ନୂଆଦିଲ୍ଲୀ,୧୩ା୧(ଆଇଏଏନ୍‌ଏସ୍‌): କୃଷକମାନଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଜଣେ ଆଇନଜୀବୀଙ୍କ ଯୁକ୍ତିକୁ ମଙ୍ଗଳବାର ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବାଦୀୟ କୃଷି ଆଇନ ସମ୍ପର୍କରେ ଆଲୋଚନା ପାଇଁ ଆନ୍ଦୋଳନରତ କୃଷକମାନଙ୍କ ପାଖକୁ ଯାଇନାହାନ୍ତି ବୋଲି ଓକିଲ ଏମ୍‌.ଏଲ୍‌. ଶର୍ମା ଖଣ୍ଡପୀଠଙ୍କୁ…

ବିହାର: ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଲେ ଅମୁହାଁ ଗୁଳି ଚାଳନା କରୁଥିବା ହୋମଗାର୍ଡ

ମୁଙ୍ଗର,୧୨।୧: ପୋଲିସ ଏନକାଉଣ୍ଟରେ ଜଣେ ୫୨ ବର୍ଷୀୟ ହୋମଗାର୍ଡ ପ୍ରାଣ ହରାଇଛନ୍ତି। ଅମୁହାଁ ବହୁ ରାଉଣ୍ଡ ଗୁଳି ଚଳାନା ଯୋଗୁ ପୋଲିସ ପ୍ରଥମେ ତାଙ୍କୁ ମାଓବାଦୀ ଭାବି ଏନକାଉଣ୍ଟର କରିଥଲା । ହେଲେ ସେ ମାନସିକ ସନ୍ତୁଳନ ହରାଇ ଏଭଳି କାଣ୍ଡ…

ଅଭିନେତ୍ରୀ ମୌନି ରୟଙ୍କ ବୋଲ୍ଡ ଫଟୋ ଶେୟାର କଲା ଏନ୍‌ଏସ୍‌ଇ: ବ୍ୟବହାରକାରୀ କହିଲେ…

ନୂଆଦିଲ୍ଲୀ,୧୨।୧: ଅଭିନେତ୍ରୀ ମୌନି ରୟ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ମଧ୍ୟରୁ ଜଣେ। ସେ ନିଜର ବୋଲ୍ଡ ତଥା ହଟ୍‌ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ହେଲେ ମୌନିଙ୍କ କିଛି ଫଟୋ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ଶେୟାର କରିବା ଏବେ…

କୋଭିଡ୍‌-୧୯ ଭ୍ୟାକ୍‌ସିନ : ୧୨ ତାରିଖ ମଧ୍ୟାହ୍ନ ସୁଦ୍ଧା ପହଞ୍ଚିଛି ୫୪.୨୭ ଲକ୍ଷ ଡୋଜ

ନୂଆଦଲ୍ଲୀ,୧୨।୧: କୋଭିଡ୍‌-୧୯ ଭ୍ୟାକ୍‌ସିନ ମଙ୍ଗଳବାର ତଥା ୧୨ ତାରିଖ ମଧ୍ୟାହ୍ନ ସୁଦ୍ଧା ବିଭିନ୍ନ ଜାତୀୟ ଓ ରାଜ୍ୟ ସ୍ତରୀୟ ଷ୍ଟୋରରେ ପହଞ୍ଚିଛି ୫୪.୨୭ ଲକ୍ଷ ଡୋଜ। ଏ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଆସନ୍ତା ଗୁରୁବାର ସୁଦ୍ଧା ସେରମ ଇନଷ୍ଟିଚ୍ୟୁଟ୍‌…

ଜଲିକଟ୍ଟୁ ଦେଖି କୃଷକଙ୍କୁ ସମର୍ଥନ କରିବେ ରାହୁଲ

ନୂଆଦିଲ୍ଲୀ୧୨।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ତାମିଲନାଡୁ ଗସ୍ତ କରିବେ। ଗସ୍ତ ବେଳେ ପୋଙ୍ଗଲ ପର୍ବ ପାଳନ ଅବସରରେ ମଦୁରାଇରେ ଆୟୋଜିତ ହେଉଥିବା ‘ଜଲିକଟ୍ଟୁ’(ଷଣ୍ଢ ଲଢେଇ) କାର୍ଯ୍ୟକ୍ରମରେ ଯୋଗଦେଇ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇବେ ବୋଲି ଦଳର ତାମିଲନାଡୁ ମୁଖ୍ୟ…

୩ ମାସ ଯାଏ ସରକାରଙ୍କୁ ଟଙ୍କାଟିଏ ବି ଦେବେନି ସିନେମାହଲ୍‌ ମାଲିକ

ଥିରୁଅନନ୍ତପୁରମ୍‌, ୧୨।୧: ମହାମାରୀ କରୋନାଠାରୁ ରକ୍ଷା ପାଇବା ପାଇଁ ବିଗତ ଏକ ବର୍ଷ ହେବ ସମସ୍ତ ଦେଶ ଏବଂ ରାଜ୍ୟ ସରକାର ଲୋକଙ୍କୁ ସହାୟତା ଯୋଗାଇ ଆସୁଛନ୍ତି। ଏହି ଭାଇରସ ଯୋଗୁ ସମସ୍ତେ ବହୁତ କଷ୍ଟ ସହିଛନ୍ତି। କିନ୍ତୁ ସିନେମା କ୍ଷେତ୍ରରେ…

ଘରୋଇ ବଜାରରେ କରୋନା ଭ୍ୟାକ୍ସିନର ମୂଲ୍ୟ ରହିବ ଏକ ହଜାର ଟଙ୍କା: ପୁନାୱାଲା

ପୁଣେ,୧୨ ।୧: ସାରା ଦେଶର ଜନତାଙ୍କ ଅପେକ୍ଷାର ଅନ୍ତ ଘଟାଇ ଏବେ ଉପଲବ୍ଧ ହୋଇଛି କରୋନା ଭ୍ୟାକ୍ସିନ । ଆସନ୍ତା ୧୬ ତାରିଖରୁ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ହେଲେ ପ୍ରଥମ ପର୍ଯ୍ୟାୟରେ କେବଳ ୩ କୋଟି ଲୋକଙ୍କୁ ଏହା…

ଏଲ୍‌ଏସିରୁ ପଛଘୁଞ୍ଚା ଦେଲେ ୧୦ ହଜାର ଚାଇନା ସୈନ୍ୟ

ଲେହ,୧୨।୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ତେବେ ଏଠାର ପ୍ରବଳ ଥଣ୍ଡା ସହି ନ ପାରି ଚାଇନା ସୈନ୍ୟ ପଛଘୁଞ୍ଚାମାନେ ପଛଘୁଞ୍ଚା ଦେଇଛନ୍ତି। ୧୦ ହଜାର ଚାଇନା ସୈନ୍ୟ ଏଲ୍‌ଏସିଠାରୁ ୨୦୦ କିଲୋମିଟର…

ପ୍ରଥମେ ବିଧାୟକ, ଏମ୍‌ପିଙ୍କୁ ଟିକା ଲଗାଇବା ପ୍ରସ୍ତାବରେ ରାଜି ନୁହେଁ : ମୋଦି

ନୂଆଦିଲ୍ଲୀ,୧୨ ।୧: ସାରା ଦେଶରେ ଜାନୁୟାରୀ ୧୬ରୁ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ ଅଭିଯାନ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ କରିଛନ୍ତି ଯେ ପ୍ରଥମ ଭାଗରେ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ୍ ୱାରିୟର୍ସଙ୍କୁ ଟିକା ଦିଆଯିବ । ଏମିତି…

ଗୋଟିଏ ଗୋଡ଼ରେ ୨୮୦୦ କିମି ଯାତ୍ରାକରି ରେକର୍ଡ

ଭୋପାଳ, ୧୨।୧: ମଧ୍ୟପ୍ରଦେଶର ପାରା ସାଇକେଲ ଚାଳକ ତାନ୍ୟା ଡାଗା ଇତିହାସ ସୃଷ୍ଟି କରିଛନ୍ତି। ସେ ୪୨ ଦିନରେ ସାଇକେଲ ଯୋଗେ ୨୮୦୦ କିମି ଯାତ୍ରା କରିଛନ୍ତି। ଏହି ୪୨ ଦିନରେ ତାନ୍ୟା ଜାମ୍ମୁ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦୂରତା ଅତିକ୍ରମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri