ଜାତୀୟ

ଦିଲ୍ଲୀରେ ରାତ୍ର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବନ୍ଦ !

ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ମଙ୍ଗଳବାର ଦିଲ୍ଲୀରେ ଅନ୍ନଦାତା ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀର କେତେକ ଅଞ୍ଚଳରେ ରାତ୍ର ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ସିଙ୍ଘୁ…

କୃଷି ଆଇନ ନ ହଟିବା ପଛରେ ଅଦୃଶ୍ୟ ଶକ୍ତି: ସଞ୍ଜୟ ରାଉତ

ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ଅନ୍ନଦାତାଙ୍କ ପକ୍ଷରୁ ଦିଲ୍ଲୀରେ ଟ୍ରାକ୍ଟର ରାଲି ସମୟରେ ସ୍ଥିତି ଅଣାୟତ ହୋଇଛି। ଆନ୍ଦୋଳନକାରୀ ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଘଟଣାକୁ ଶିବସେନା ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ଶିବସେନା…

ଲାଲ୍‌ କିଲ୍ଲାରେ ପତାକା ଉଡାଇଲେ ଆନ୍ଦୋଳନକାରୀ !

ନୂଆଦିଲ୍ଲୀ, ୨୬/୧: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକାରୀଙ୍କ ପକ୍ଷରୁ ଦିଲ୍ଲୀରେ ଟ୍ରାକ୍ଟର ରାଲି ହୋଇଛି। କେତେକ ଆନ୍ଦୋଳନକାରୀ ଲାଲ୍‌ କିଲ୍ଲାରେ ପ୍ରବେଶ କରି ପତାକା ଉଡାଇଥିଲେ। ସେମାନେ ପୋଲିସ ବାଧାକୁ ଖାତିର ନ କରି ଏଭଳି କରିଥିଲେ। ତେବେ ଆନ୍ଦୋଳନକାରୀମାନେ…

ମନ୍ତ୍ରମୁଗ୍ଧ କଲା କଳାହାଣ୍ଡିର ‘ବଜାସାଲ’ ଲୋକନୃତ୍ୟ

ନୂଆଦିଲ୍ଲୀ, ୨୬।୧: ଦିଲ୍ଲୀ ରାଜପଥରେ ଗଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟର ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ଚଳିତ ଥର କଳାହାଣ୍ଡିର ଲୋକନୃତ୍ୟ ‘ବଜାସାଲ’ ପରେଡରେ ସାମିଲ ହୋଇଛିି। ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ ପକ୍ଷରୁ ୮୦ ଜଣିଆ ନୃତ୍ୟଦଳ ରାଜପଥରେ ମାଦଳର…

ବାଡ଼ ଡେଇଁବେ ରାଜକୁମାର ସିଂ !

ପାଟନା, ୨୬/୧: ଏଲ୍‌ଜେପି ମୁଖ୍ୟ ଚିରାଗ ପାସୱାନଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଏହାର ମୁଖ୍ୟ କାରଣ ପାଲଟିଛନ୍ତି ଏଲଜେପିର ଏକ ମାତ୍ର ବିଧାୟକ ରାଜକୁମାର ସିଂ। ରାଜକୁମାର ଏଲ୍‌ଜେପି ବାଡ଼ ଡେଇଁବା ପାଇଁ ଯୋଜନା କରିଥିବା ରାଜନୈତିକ ମହଲରେ ଚର୍ଚ୍ଚା…

ଗଣତନ୍ତ୍ର ଦିବସ ପରେଡରେ ବାଂଲାଦେଶ ସୈନ୍ୟ ବାହିନୀ

ନୂଆଦିଲ୍ଲୀ, ୨୬।୧: ଭାରତର ୭୨ତମ ଗଣତନ୍ତ୍ର ଦିବସ ପରେଡରେ ପ୍ରଥମ ଥର ପାଇଁ ବାଂଲାଦେଶ ସୈନ୍ୟ ବାହିନୀ ସାମିଲ ହୋଇଛନ୍ତି। ବାଂଲାଦେଶର ୧୨୨ ଜଣିଆ ସୈନ୍ୟ ବାହିନୀ ରାଜରାସ୍ତାରେ କଦମ କଦମ ବଢ଼ାଇ ଯା… ଧୁନ୍‌ରେ ପରେଡ କରିଛନ୍ତି। ଭାରତ ଏବଂ…

ଦଳ ଛାଡୁଥିବା ନେତାଙ୍କୁ ଅଟକାଇବାକୁ କଂଗ୍ରେସର ‘ଡ୍ୟାମେଜ କଣ୍ଟ୍ରୋଲ’ କମିଟି

ଗୁଜରାଟ,୨୬ ।୧: ଏବେ କଂଗ୍ରେସରୁ ଜଣକ ପରେ ଜଣେ ନେତା ଦଳଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଉଛନ୍ତି । ଯାହା ଫଳରେ ଗୁଜରାଟରେ ଦିନକୁ ଦିନ ଦୁର୍ବଳ ହୋଇ ପଡିଛି କଂଗ୍ରେସ । ଗୁଜରାଟରେ ଆଗକୁ ନିର୍ବାଚନ ଥିବା ବେଳେ…

ହିଟଲର-ଟ୍ରମ୍ପ୍‌ ବାବା: ପହଞ୍ଚିଲେ ପ୍ରୟାଗରାଜ ମାଘମେଳାରେ

ପ୍ରୟାଗରାଜ, ୨୬।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମାଘମେଳାରେ ହିଟଲର ଏବଂ ଟ୍ରମ୍‌ ବାବା ପହଞ୍ଚିଛନ୍ତି। ସେମାନଙ୍କୁ ନେଇ ମେଳାରେ ଚର୍ଚ୍ଚା ଆରମ୍ଭ ହୋଇଛି। ମହନ୍ତ ମାଧବଦାସଙ୍କୁ ଗୁରୁଙ୍କଠାରୁ ହିଟଲର ନାମ ମିଳିଛି। ତାଙ୍କର ପ୍ରକୃତ ନାମ ଅଜୟ କୁମାର ତ୍ରିପାଠି…

୪୦ କୋଟି ୟୁଜରଙ୍କ ଡାଟା ଚୋରି କରିଛି ଟେଲିଗ୍ରାମ୍‌ ଆପ୍‌

ନୂଆଦିଲ୍ଲୀ, ୨୬।୧: ଟେଲିଗ୍ରାମ୍‌ ଆପ୍‌ ଦ୍ୱାରା ଦେଶର ୪୦ କୋଟି ୟୁଜରଙ୍କ ଡାଟା ଚୋରି ହୋଇଛି। ଏହି ଆପ୍‌ ମାଧ୍ୟମରେ ଫେସ୍‌ବୁକ୍‌ ୟୁଜରଙ୍କ କଣ୍ଟେଟ୍‌ ସମ୍ପର୍କିତ ବିସ୍ତୃତ ତଥ୍ୟ ଚୋଲାଇ ନିଆଯାଇଛି। ହ୍ୟାକର ରିସର୍ଚ୍ଚ ସର୍ଚ୍ଚ ଟ୍ରିକ୍‌ ଦ୍ୱାରା ଫେସ୍‌ବୁକ୍‌ ଆଇଡି…

ବ୍ୟାଣ୍ଡ୍‌-ବାଜା ସହ ପହଞ୍ଚିଲେ ବର, କନ୍ୟା ଘରେ ପଡିଥିଲା ତାଲା: ଆଉ ତା’ପରେ

ଚଣ୍ଡିଗଡ,୨୬।୧: ପଞ୍ଜାବର ମୋଗା ଜିଲାରେ ଏକ ରୋଚକ ଘଟଣା ଘଟିଛି। ବ୍ୟାଣ୍ଡବାଜା ସହ ବର କନ୍ୟା ଘରେ ପହଞ୍ଚିବା ପରେ ସେଠାରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା। କନ୍ୟା ଘରେ ତାଲା ପଡିଥିବା ଦେଖି ବରଘର ପକ୍ଷ କୌଣସି ଉପାୟ…

ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ବନ୍ଦ

ଶ୍ରୀନଗର, ୨୬।୧: ଗଣତନ୍ତ୍ର ଦିବସ ଅବସରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀରରେ ମୋବାଇଲ ଇଣ୍ଟରନେଟ୍‌ ସେବାକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି। ମଙ୍ଗଳବାର ପରେ ଏହା ପୁଣି ସ୍ବାଭାବିକ ହେବ। ପୂର୍ବରୁ ଉଦାମପୁର ଏବଂ ଗାନ୍ଦେରଓ୍ବଲକୁ ଛାଡି ଅନ୍ୟ ଅଞ୍ଚଳରେ…

ଲାହୋଲରେ ୧୭୫ କିଲୋମିଟର ମଧ୍ୟରେ ନାହିଁ ସେଲୁନ!

ଉଦୟପୁର,୨୬ ।୧: ହିମାଚଳପ୍ରଦେଶର ଲାହୋଲରେ ଛୋଟ ପିଲା, ଯୁବକ, ବୃଦ୍ଧ ହେୟାର ଷ୍ଟାଇଲ କରିବାକୁ ଟ୍ରିମର ଉପରେ ନିର୍ଭର କରିଥାଆନ୍ତି । ସେଥିପାଇଁ ସେଠାରେ ମିଳିଥିବା ବିଭିନ୍ନ କମ୍ପାନୀର ଟ୍ରିମରକୁ ଏମାନେ ୫ଶହ ଟଙ୍କାରୁ ନେଇ ୫ ହଜାର ଟଙ୍କା ପର୍ଯ୍ୟନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri