ଲୋକତନ୍ତ୍ରକୁ ମଜଭୁତ କରିବାକୁ ଭୋଟ ଦିଅନ୍ତୁ: ଓୱାସି
ହାଇଦ୍ରାବାଦ,୧ ।୧୨: ବୃହତ ହାଇଦ୍ରାବାଦ ନଗର ନିଗମ(ଜିଏଚ୍ଏମ୍ସି) ନିର୍ବାଚନ ଏବେ ରାଷ୍ଟ୍ରୀୟ ରାଜନୀତିର କେନ୍ଦ୍ର ପାଲଟି ଯାଇଛି । ଏବେ ସମସ୍ତଙ୍କ ନଜର ଏହି ନିର୍ବାଚନ ଫଳାଫଳ ଉପରେ ରହିଛି । ମଙ୍ଗଳବାର ୧୫୦ ୱାର୍ଡ ପାଇଁ ମତଦାନ ଆରମ୍ଭ କରାଯାଇଛି…
ବାବା ଆମ୍ତେଙ୍କ ନାତୁଣୀଙ୍କ ଆତ୍ମହତ୍ୟା
ଚନ୍ଦ୍ରପୁର(ମହାରାଷ୍ଟ୍ର), ୩୦।୧୧-ବାବା ଆମ୍ତେଙ୍କ ନାତୁଣୀ ତଥା ଜଣାଶୁଣା ସାମାଜିକ କର୍ମୀ ଡ. ଶୀତଲ ଆମ୍ତେ-କରାଜ୍ଗୀ ସୋମବାର ସକାଳେ ସ୍ଥାନୀୟ ଆନନ୍ଦବନ ଆଶ୍ରମରେ ଆତ୍ମହତ୍ୟା କରିଛନ୍ତି। ସେ କୌଣସି ଅଜଣା ପଦାର୍ଥ ଇଞ୍ଜେକ୍ଶନରେ ନେଇଥିବା ପୋଲିସ କହିଛି। ତାଙ୍କୁ ଓ୍ବାରୋରା ରୁରାଲ ହସ୍ପିଟାଲକୁ…
କରୋନାରେ ଆଖି ବୁଜିଲେ ଭାଜପା ବିଧାୟିକା କିରଣ ମାହେଶ୍ବରୀ
ଜୟପୁର,୩୦।୧୧-ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି ରାଜସ୍ଥାନ ରାଜସମାନ୍ଦର ଭାଜପା ବିଧାୟିକା କିରଣ ମାହେଶ୍ବରୀ। ରବିବାର ବିଳମ୍ବିତ ରାତିରେ ସେ ଗୁରୁଗ୍ରାମ ମେଦାନ୍ତ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା। କିଛି ଦିନ ତଳେ ତାଙ୍କ…
୭ ଦିନ ପରେ ଇଟାଭାଟିରୁ ଉଦ୍ଧାର ହେଲା ମୃତଦେହ : ହତ୍ୟା ସନ୍ଦେହ
ଜୟପୁର, ୩୦।୧୧- ରାଜସ୍ଥାନ ବାରାନ ଜିଲା ସାମସପୁରରେ ଥିବା ଏକ ଇଟାଭାଟିରୁ ଜଣେ ଯୁବକଙ୍କ ମୃତହେହ ଉଦ୍ଧାର କରାଯାଇଛି। ମୃତକ ହେଲେ କେହେଲି ଭଣ୍ଡୋଲିଆ ଗ୍ରାମର ମହେନ୍ଦ୍ର ମୀନା। ନିଖୋଜ ହେବାର ୭ ଦିନ ପରେ ମହେନ୍ଦ୍ରଙ୍କ ମୃତଦେହକୁ ପୋଲିସ ଉଦ୍ଧାର…
ଡିସେମ୍ବର ୩୦ ଯାଏ ବଢ଼ିଲା କୋଭିଡ-୧୯ କଟକଣା: ଡିସେମ୍ବର ୧୪ରୁ ଖୋଲିବ ମାରିନା ବିଚ୍
ଚେନ୍ନାଇ,୩୦।୧୧: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟଗୁଡ଼ିକରେ ସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଛନ୍ତି। ଇତିମଧ୍ୟରେ ତାମିଲନାଡୁର ସରକାର ଡିସେମ୍ବର ୩୧ ପର୍ଯ୍ୟନ୍ତ ଲକ୍ଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। କିନ୍ତୁ ଡିସେମ୍ବର ୩୦ ଯାଏ କୋଭିଡ-୧୯ ସମ୍ବନ୍ଧୀୟ କଟକଣାକୁ…
ଭାରତ ପକ୍ଷରୁ ସୟାନୀ ଗୁପ୍ତାଙ୍କ ‘ଶେମଲେସ୍’ ଓସ୍କାର ପାଇଁ ମନୋନୀତ
ମୁମ୍ବାଇ ୩୦।୧୧: ବଲିଉଡ୍ ଅଭିନେତ୍ରୀ ସୟାନି ଗୁପ୍ତା, ହୁସୈନ ଦଲାଲା ଓ ରିଷଭ କପୁରଙ୍କ ଭଳି ଷ୍ଟାରର ଫିଲ୍ମ ‘ଶେମଲେସ୍’କୁ ଓସ୍କାର ପାଇଁ ଚୟନ କରାଯାଇଛି। ଆସନ୍ତା ବର୍ଷ ୯୩ତମ ଓସ୍କାର ଆଓ୍ବାର୍ଡ ସମାରୋହ ଆୟାଜିତ ହେବ। ଏଥିପାଇଁ ଲାଇଭ ଆକ୍ସନ…
୩୨ ବର୍ଷ ତଳେ ଅନ୍ନଦାତାଙ୍କ ଆଗରେ ମୁଣ୍ଡ ନୁଆଇଁଥିଲେ ସରକାର: ଏବେ ହେବ କି ଏହାର ପୁନରାବୃତ୍ତି !
ନୂଆଦିଲ୍ଲୀ,୩୦।୧୧: କୃଷି ଆଇନକୁ ନେଇ ଦେଶବ୍ୟାପୀ ଅନ୍ନଦାତାଙ୍କ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ପ୍ରଦର୍ଶନକୁ ୫ ଦିନ ବିତିଛି। ଏହା ୩୨ ବର୍ଷ ତଳେ ୧୯୮୮ ଅକ୍ଟୋବର ୨୫ରେ ହୋଇଥିବା ଚାଷୀ ଆନ୍ଦୋଳନକୁ ମନେ ପକାଇ ଦେଇଛି। ୧୪ ରାଜ୍ୟର ୫…
ଟିଏମ୍ସି ଆତଙ୍କବାଦୀ ପ୍ରସ୍ତୁତକାରୀ କମ୍ପାନୀ: ଭାଜପା
କୋଲକାତା,୩୦ ।୧୧: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ହେଲେ ଏବେଠାରୁ ସବୁ ରାଜନୈତିକ ଦଳ ପ୍ର୍ସ୍ତୁତି ଆରମ୍ଭ କରି ସାରିଲେଣି । ଏବେଠାରୁ ଶାସକ ଓ ବିରୋଧି ମଧ୍ୟରେ କଥା କଟାକଟି ଓ ଆରୋପ ପ୍ରତ୍ୟାରୋପ…
କରୋନା ଭ୍ୟାକ୍ସିନ ସମ୍ପର୍କରେ ସରଳରେ ଲୋକଙ୍କୁ ବୁଝାଇ ଦେବାକୁ କହିଲେ ମୋଦି
ନୂଆଦିଲ୍ଲୀ,୩୦ ।୧୧: କରୋନା ମହାମାରୀକୁ ନେଇ ସାରା ବିଶ୍ୱରେ ଏବେ ଭ୍ୟାକ୍ସିନ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଭାରତ ବି ଏ କ୍ଷେତ୍ରରେ ପଛରେ ନାହିଁ । ଦେଶରେ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ୩ଟି ଟିମ୍ ସହ ପ୍ରଧାନମନ୍ତ୍ରୀ…
ଏଲ୍ଓସିରେ ପାକିସ୍ତାନୀ ଯୁଦ୍ଧ ବିମାନ: ଆଲର୍ଟରେ ଭାରତୀୟ ସେନା
ଶ୍ରୀନଗର,୩୦।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା (ଏଲ୍ଓସି)ରେ ଉତ୍ତେଜନା ବଢ଼ିଚାଲିଛି। ସୋମବାର ପୁଞ୍ଚ୍ ଜିଲାର ଢ଼ୋକରି ଅଞ୍ଚଳର ଡାଗଓ୍ବରଠାରେ ପାକିସ୍ତାନୀ ଯୁଦ୍ଧ ବିମାନକୁ ଠାବ କରାଯାଇଛି। ସକାଳ ୭ଟା ୪୫ ସମୟରେ ଯୁଦ୍ଧ ବିମାନଟି ଉଡ଼ି ବୁଲୁଥିବା ଦେଖାଯାଇଥିଲା। ଏହାକୁ…
ପରଲୋକରେ ସେନଗାରଙ୍କ ବିରୋଧରେ କେସ୍ ଲଢ଼ୁଥିବା ଓକିଲ ମହେନ୍ଦ୍ର
ଉନ୍ନାଓ,୩୦।୧୧: ଉତ୍ତରପ୍ରଦେଶ ଉନ୍ନାଓ ବଳାତ୍କାର ମାମଲାରେ ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ବିରୋଧରେ କେସ୍ ଲଢ଼ୁଥିବା ଓକିଲ ମହେନ୍ଦ୍ର ସିଂହ ମାଖିଙ୍କ ପରଲୋକ ଘଟିଛି। ରାୟବରେଲିରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଆହତ ହେବା ପରେ ପ୍ରାୟ ୧ବର୍ଷ ଧରି…
ଡିସେମ୍ବର ୧୫ ସୁଦ୍ଧା ଭାଙ୍ଗିଯିବ ଦିଦିଙ୍କ ସରକାର: ୬୨ ତୃଣମୂଳ ବିଧାୟକ ଭାଜପା ଯୋଗାଯୋଗରେ !
କୋଲକାତା,୩୦।୧୧: ପଶ୍ଚିମବଙ୍ଗରେ ଭାଜପା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କ ପାଇଁ କଣ୍ଟା ପାଲଟିଛି। ଏପରିସ୍ଥଳେ ଭାଜପା ଏମ୍ପି ସୌମିତ୍ର ଖାନ୍ଙ୍କ ମନ୍ତବ୍ୟ ନେଇ ରାଜ୍ୟ ରାଜନୀତିରେ ଉଷ୍ଣତା ବଢ଼ିବାରେ ଲାଗିଛି। ସେ କହିଛନ୍ତି ଯେ, ଡିସେମ୍ବର ୧୫ ସୁଦ୍ଧା ରାଜ୍ୟରେ ମମତା…
Archives


