କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଉପହାର: ଛୁଟି ବଦଳରେ ମିଳିବ ନଗଦ ଟଙ୍କା
ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ସରକାର ଉପହାର ଘୋଷଣା କରିଛନ୍ତି। ଛୁଟି ବଦଳରେ କର୍ମଚାରୀଙ୍କୁ ନଗଦ ଟଙ୍କା ପ୍ରଦାନ କରାଯିବ। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ସୂଚନା ଦେଇଛନ୍ତି। ଏହା ସହିତ ସମସ୍ତ କର୍ମଚାରୀଙ୍କୁ ପାର୍ବଣ ଋତୁରେ…
ମୁମ୍ବାଇରେ ବିଦ୍ୟୁତ୍ ସେବା ଠପ୍: ଅଟକିଲା ଲୋକାଲ ଟ୍ରେନ୍, ମେଟ୍ରୋ; ଶାନ୍ତି ବଜାୟ ରଖିବାକୁ ସମସ୍ତଙ୍କୁ ନିବେଦନ କଲେ ବିଗ୍ ବି
ମୁମ୍ବାଇ,୧୨।୧୦: ଗୋଟିଏ ପଟେ ଗତ କିଛି ମାସରୁ କରୋନା ଭାଇରସ୍ ମୁମ୍ବାଇରେ ଆତଙ୍କ ଖେଳାଇଥିବା ବେଳେ ଏବେ ଏଠାରେ ବିଦ୍ୟୁତ୍ ସରବରାହ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସୋମବାର ସକାଳେ ଗ୍ରୀଡ୍ ଫେଲ୍ ହୋଇଯିବାରୁ ମୁମ୍ବାଇର ଅନେକ ଅଞ୍ଚଳରେ ବିଦ୍ୟୁତ ସରବରାହ ଠପ୍…
୭୧ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟାରେ ୬୬ହଜାରରୁ ଊର୍ଦ୍ଧ୍ୱ ପଜିଟିଭ ଚିହ୍ନଟ
ନୂଆଦିଲ୍ଲୀ,୧୨।୧୦: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଦେଶରେ ଗତ ୨୪ଘଣ୍ଟାରେ ୬୬,୭୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୧୬ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧ଲକ୍ଷ ପାର କରିଛି।…
ବିହାରରେ ରାଜନେତାଙ୍କ ‘ବୟସ-ଦୁର୍ନୀତି’: ସତ୍ୟପାଠରେ ଭୁଲ ତଥ୍ୟ
ପାଟନା, ୧୨।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏପରିସ୍ଥଳେ ରାଜନେତାଙ୍କ ‘ବୟସ-ଦୁର୍ନୀତି’ର ପର୍ଦ୍ଦାଫାଶ୍ ହୋଇଛି। ସତ୍ୟପାଠରେ ରାଜନେତାମାନେ ଭୁଲ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ଶାସକ ଦଳ ମନ୍ତ୍ରୀ ଜୟ କୁମାର ସିଂଙ୍କ ବୟସ ୫ ବର୍ଷରେ ଦୁଇଗୁଣା…
କରୋନାକୁ ହରାଇଲେ ୧୦୪ ବର୍ଷୀୟା ମହିଳା
ନୂଆଦିଲ୍ଲୀ,୧୨।୧୦: ନୋଏଡାର ୧୦୪ ବର୍ଷୀୟା ଜଣେ ମହିଳା କରୋନାକୁ ହରାଇ ଘରକୁ ଫେରିଛନ୍ତି। ସେକ୍ଟର-୧୩୭ ଜେପି ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ମୂଳତଃ ଆଗ୍ରା ନିବାସୀ ଶ୍ୟାମବତୀଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ୧୦ ଦିନ ପୂର୍ବରୁ ତାଙ୍କୁ…
ଆଇଟିବିପି ଯବାନଙ୍କୁ ସାଲ୍ୟୁଟ କରୁଥିବା ଶିଶୁର ଭିଡ଼ିଓ ଭାଇରାଲ
ଚୁଶୁଲ୍, ୧୨।୧୦: ସୋସିଆଲ୍ ମିଡ଼ିଆରେ ଜଣେ ଶିଶୁର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଶିଶୁ ଜଣକ ଲଦାଖର ଚୁଶୁଲ୍ଠାରେ ଆଇଟିବିପି ଯବାନଙ୍କୁ ସାଲ୍ୟୁଟ୍ କରୁଥିବାର ଦେଖିବାକୁ ମିଳୁଛି। ନାମଗୟାଲ ନାମକ ଏହି ଶିଶୁ ରାସ୍ତାକଡ଼ରେ ଠିଆ ହୋଇଥିବାର ଦୃଶ୍ୟ ଭିଡ଼ିଓରେ…
୧୦୦ କିଲୋ ଓଜନର କଇଁଛକୁ ଗଭୀର ସମୁଦ୍ରରେ ଛଡ଼ାଗଲା
ରାମନାଥପୁରମ୍, ୧୨।୧୦: ତାମିଲନାଡୁ ରାମନାଥପୁରମ୍ ଜିଲାର ସମୁଦ୍ର କୂଳରୁ ୧୦୦ କିଲୋ ଓଜନର ଏକ ବୃହତ କଇଁଛକୁ ଉଦ୍ଧାର କରାଯାଇଛି। କଇଁଛଟି ମାଣ୍ଡାପମ୍ର ସମୁଦ୍ରକୂଳରେ ଲାଗିଥିଲା। ଖବର ପାଇ ବନ୍ୟ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କଇଁଛକୁ ଉଦ୍ଧାର କରିଥିଲେ। ଏହାପରେ…
ପାର୍ଲେ-ଜି ଏସବୁ ଚ୍ୟାନେଲକୁ ଦେବନି ବିଜ୍ଞାପନ
ମୁମ୍ବାଇ,୧୨।୧୦: ବଜାଜ କମ୍ପାନୀ ପରେ ଏବେ ବିସ୍କୁଟ ତିଆରି କରୁଥିବା କମ୍ପାନୀ ପାର୍ଲେ-ଜି ନିଜ ବିଜ୍ଞାପନକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି। ସମାଜରେ ବିଷ ଘୋଳୁଥିବା ଏବଂ ଭ୍ରମାତ୍ମକ ଖବର ପ୍ରସାରଣ କରୁଥିବା ନ୍ୟୁଜ ଚ୍ୟାନେଲଗୁଡ଼ିକୁ ବିଜ୍ଞାପନ ନ ଦେବାକୁ…
ନୂଆ ୧୦୦ ଟଙ୍କିଆ କଏନ୍ର ଲୋକାର୍ପଣ କଲେ ମୋଦି
ନୂଆଦିଲ୍ଲୀ, ୧୨।୧୦: ରାଜମାତା ବିଜୟା ରାଜେ ସିନ୍ଧିଆଙ୍କ ସ୍ମୃତିରେ ଏକ ନୂଆ ୧୦୦ ଟଙ୍କିଆ କଏନ୍ର ଲୋକାର୍ପଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏହାର ଲୋକାର୍ପଣ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କରିଛନ୍ତି। ରାଜମାତାଙ୍କ ଶହେତମ ଜନ୍ମ ବାର୍ଷିକୀ ଅବସରରେ ଏହାକୁ…
ଗୋଟିଏ ଦିନ ପାଇଁ ଜିଲାପାଳ ଆସନରେ ବସିଲେ ଆନ୍ଧ୍ରପ୍ରଦେଶର ଦ୍ୱାଦଶ ଶ୍ରେଣୀ ଛାତ୍ରୀ
ଅମରାବତୀ,୧୨ ।୧୦: ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ଦ୍ୱାଦଶ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ଜିଲାପାଳ ଭାବେ ନିଯୁକ୍ତି ମିଳିଛି । ରାଜ୍ୟପାଳ ଗନ୍ଧମ ଚନ୍ଦ୍ରଦୁ ରାଜ୍ୟରେ ଏହା ପ୍ରଥମ କରି ଆରମ୍ଭ କରିଛନ୍ତି । ସରକାରୀ ସ୍କୁଲର…
ଚାଇନା ସୀମାରେ ଭାରତର ୨୨ ପୋଲ: ଏଲ୍ଏସିରେ ଶୀଘ୍ର ପହଞ୍ଚିବ ଅସ୍ତ୍ରଶସ୍ତ୍ର
ନୂଆଦିଲ୍ଲୀ, ୧୨।୧୦: ଏଲ୍ଏସି ଏବଂ ଏଲ୍ଓସିରେ ଏଣିକି ଭାରତୀୟ ଯବାନଙ୍କ ପାଖରେ ଶୀଘ୍ର ଆବଶ୍ୟକ ସହାୟତା ତଥା ଅସ୍ତ୍ରଶସ୍ତ୍ର ପହଞ୍ଚିପାରିବ। ଅରୁଣାଚଳଠାରୁ ଲଦାଖ ମଧ୍ୟରେ ସଡ଼କ ପଥର ବିକାଶ କାର୍ଯ୍ୟ ଅନ୍ତର୍ଗତ ୪୩ଟି ପୋଲ ନିର୍ମିତ ହୋଇଛି। ଏହି ପୋଲଗୁଡ଼ିକୁ ସୋମବାର…
ରାଜଧାନୀରେ ହେବ ଦୁର୍ଗାପୂଜା, ରାମଲିଳା
ନୂଆଦିଲ୍ଲୀ,୧୨ ।୧୦: ବେଶ୍ କିଛି ସମୟର ସଂଶୟ ପରେ ଶେଷରେ ଏହାର ସମାଧାନ ବାହାରିଛି । ରାଜଧାନୀ ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମ୍ଏ) ସେଠାରେ ଦଶହରା ପାଳନ ଓ ରାମଲିଳା କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏଥିପାଇଁ ଏକ ସ୍ୱତନ୍ତ୍ର…
Archives


