ଚିରାଗଙ୍କୁ ସମର୍ଥନ କଲେ ତେଜସ୍ୱୀ
ପାଟନା,୧୯ ।୧୦: ଆସନ୍ତା ୨୮ ତାରିଖରେ ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ସମୟ ଯେତିକି ପାଖେଇ ଆସୁଛି ରାଜନୀତି ବି ସେତିକି ସରଗରମ ହେଉଛି । ଏହି କ୍ରମରେ ସୋମବାର ଜେଡିୟୁ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତୀଶ…
ହାଥରସ୍ ମାମଲା: ଘଟଣା ଘଟିଥିବା ଜମିର ମାଲିକ ମାଗିଲେ କ୍ଷତି ପୂରଣ
ଲକ୍ଷ୍ନୌ, ୧୯।୧୦: ଉତ୍ତରପ୍ରଦେଶ ହାଥରସ୍ ମାମଲାରେ ପ୍ରତିଦିନ ନୂଆ ନୂଆ ଖବର ଆସିବାରେ ଲାଗିଛି। ବଳାତ୍କାର ଘଟଣା ଘଟିଥିବା ଚାଷ ଜମିରେ ଏବେ ଫସଲ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଏନେଇ ସମ୍ପୃକ୍ତ ଜମି ମାଲିକ ଏବେ କ୍ଷତି ପୂରଣ ମାଗିଛନ୍ତି।…
ଭୁଲ ଟୁଇଟ୍କୁ ନେଇ ଉତ୍ତେଜନା: ଜମ୍ମୁ-କଶ୍ମୀରକୁ ଚାଇନାର ଅଂଶ ବୋଲି ଦର୍ଶାଯାଇଛି
ନୂଆଦିଲ୍ଲୀ, ୧୯।୧୦: ଟୁଇଟରରେ ଏକ ଭୁଲ ଟୁଇଟ୍ ନେଇ ଦେଶରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ନୀତୀନ ଏ. ଗୋଖଲେ ଟୁଇଟର ହ୍ୟାଣ୍ଡେଲରୁ ଅପଲୋଡ଼ କରାଯାଇଛି ଯେ, ଜମ୍ମୁ-କଶ୍ମୀରକୁ ଚାଇନାର ଅଂଶ ବୋଲି ଦର୍ଶାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଟୁଇଟର୍…
ମୃତ୍ୟୁ ପୂର୍ବରୁ ନିଜର ଶୋକ ବାର୍ତ୍ତା ଲେଖି ଚର୍ଚ୍ଚାକୁ ଆସିଲେ ବ୍ୟକ୍ତି
ଚେନ୍ନାଇ,୧୯ ।୧୦: ଜୀବନ ତାକୁ କୁହାଯାଏ ଯେତେବେଳେ ଜଣେ କିଛି ଯୋଜନା ପ୍ର୍ସ୍ତୁତିରେ ବ୍ୟସ୍ତ ରହିଯାଏ । ଜନ ଲେନନଙ୍କ ଏହି ଉକ୍ତି ଚେନ୍ନାଇରେ ରହୁଥିବା ସେପ୍ଟୁନରିୟମ ଏଜ୍ଜି ଉମା ମହେଶଙ୍କର ବୋଲି ଏବେ କୁହାଯାଉଛି । ଗତ ଶୁକ୍ରବାର ୭୨…
ଉପନିର୍ବାଚନ ପୂର୍ବରୁ ବାକ୍ଯୁଦ୍ଧ: କମଳନାଥଙ୍କୁ କଳଙ୍କନାଥ କହିଲେ ଇମର୍ତି ଦେବୀ
ଭୋପାଳ, ୧୯।୧୦: ମଧ୍ୟପ୍ରଦେଶରେ ୨୮ଟି ବିଧାନସଭା ଆସନରେ ଉପନିର୍ବାଚନ ଦିନ ପାଖେଇ ଆସୁଛି। ଏପରି ସ୍ଥଳେ କଂଗ୍ରେସ ଏବଂ ଭାଜପା ମଧ୍ୟରେ ବାକ୍ଯୁଦ୍ଧ ବଢ଼ିବାରେ ଲାଗିଛି। ଏହି ମର୍ମରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଭାଜପା ସଦସ୍ୟା ତତା ମନ୍ତ୍ରୀ ଇମର୍ତି ଦେବୀ…
ସୀମା ବିବାଦ: ଆସାମ-ମିଜୋରାମରେ ଜଳାପୋଡ଼ା
ନୂଆଦିଲ୍ଲୀ, ୧୯।୧୦: ସୀମା ବିବାଦକୁ ନେଇ ଆସାମ ଏବଂ ମିଜୋରାମରେ ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟିବା ସହିତ ବ୍ୟାପକ ଜଳାପୋଡ଼ା ଘଟିଛି। ଦୁଇ ରାଜ୍ୟରର ସୀମାବର୍ତ୍ତୀ ଅଞ୍ଚଳ ଏପରି ଘଟିଛି। ଏସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…
ମହିଳା ମନ୍ତ୍ରୀଙ୍କ ଅପମାନ ସହି ପାରିଲେନି ଶିବରାଜ
ଭୋପାଳ,୧୯ ।୧୦: ମଧ୍ୟପ୍ରଦେଶରେ ୨୫ରୁ ଊର୍ଦ୍ଧ୍ୱ ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଏହାପରେ ଜଣାପଡିବ ଶାସନ ଭାର କାହା ହାତରେ ରହିବ । ଏହି ଉପନିର୍ବାଚନକୁ ନେଇ ପ୍ରଚାର ମଧ୍ୟ ଜୋର ଧରିଛି । ଆଉ ଏହାରି ଭିତରେ ରାଜନେତାମାନେ…
ଭାରତରେ ପାକିସ୍ତାନଠାରୁ ବି ଖରାପ ସ୍ଥିତି
ନୂଆଦିଲ୍ଲୀ,୧୯ା୧୦: ସରକାର ଯୋଜନା ପରେ ଯୋଜନା ଗଢ଼ୁଛନ୍ତି। କିନ୍ତୁ ସେଗୁଡ଼ିକର ସୁବିଧା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁନାହିଁ। ଦୁର୍ନୀତି ଓ ବାଟମାରଣା ଯୋଗୁ ଭାରତରେ ଅନାହାର ଓ କୁପୋଷଣ ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ)…
‘ଗଣତନ୍ତ୍ର ପାଇଁ ସବୁଠୁ ଖରାପ ସମୟ’
ନୂଆଦିଲ୍ଲୀ,୧୯ା୧୦(ପି.ଟି.): ଭାରତୀୟ ଗଣତନ୍ତ୍ର ଏବେ ସବୁଠୁ ଖରାପ ସମୟ ଦେଇ ଗତି କରୁଛି ବୋଲି ରବିବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସମାଲୋଚନା କରିଛନ୍ତି। ୩ କୃଷି ଆଇନ, କୋଭିଡ୍-୧୯ ମହାମାରୀ, ଆର୍ଥିକ ମାନ୍ଦାବସ୍ଥା ଓ ଦଳିତଙ୍କ ଉପରେ ହେଉଥିବା ଆକ୍ରମଣକୁ…
ପାର୍ବଣରେ ବଢ଼ିପାରେ ସଂକ୍ରମଣ
ନୂଆଦିଲ୍ଲୀ,୧୯ା୧୦(ପି.ଟି.): ଭାରତରେ ଚଳିତ ପାର୍ବଣ ଋତୁରେ କରୋନା ସଂକ୍ରମଣ ବୃଦ୍ଧିପାଇବା ଆଶଙ୍କା ରହିଛି। ଏଥିପାଇଁ ବିଶେଷଜ୍ଞଙ୍କଠାରୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ କରିଦିଆଯାଇଛି। ନୀତି ଆୟୋଗ ବିଷେଶଜ୍ଞଙ୍କ ମତରେ ଶୀତଋତୁରେ କୋଭିଡ୍-୧୯ର ଦ୍ୱିତୀୟ ପ୍ରବାହ…
ଅଶୀଳ ଭିଡିଓ ଶୁଟ୍ କରି ଆମେରିକୀୟ ମହିଳା ଗିରଫ
ଡେରାଡୁନ, ୧୮।୧୦: ଉତ୍ତରାଖଣ୍ଡର ଋଷିକେଶ ପ୍ରସିଦ୍ଧ ଲ୍ୟାଣ୍ଡମାର୍କ ତଥା ଲକ୍ଷ୍ମଣଝୁଲା ଉପରେ ଅଶୀଳ ଭିଡିଓ ଶୁଟ୍ରେ ଅଂଶଗ୍ରହଣ କରିବା ଅଭିଯୋଗରେ ଜଣେ ୩୦ ବର୍ଷୀୟା ଆମେରିକୀୟ ମହିଳାଙ୍କୁ ଗିରଫ କରାଯାଇଛି। ଏହି ସ୍ଥାନରେ ଗତ ଅଗଷ୍ଟରେ ଜଣେ ୨୭ ବର୍ଷୀୟା ଫ୍ରେଞ୍ଚ୍…
ମୋଦି ଦେଇଥିବା ସମ୍ମାନ କେବେ ଭୁଲି ପାରିବି ନାହିଁ: ଚିରାଗ
ପାଟନା,୧୮।୧୦: ବିହାର ବିଧାନସଭା ନିର୍ବାଚନର କୋଳାହଳ ମଧ୍ୟରେ ଲୋକ ଜନଶକ୍ତି ପାର୍ଟିର ରାଷ୍ଟ୍ରୀୟ ସଭାପତି ଚିରାଗ ପାଶୱାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାରମ୍ବାର ପ୍ରଶଂସା କରୁଥିବା ନଜିର ରହିଛି। ନିର୍ବାଚନ ପୂର୍ବରୁ ଚିରାଗଙ୍କ ଏହା ଏକ ଚାଲ୍ ବୋଲି ବିରୋଧୀ କହିଛନ୍ତି।…
Archives


