ଦୁର୍ଲଭ ବତକ ଦେଖି ଆଶ୍ଚର୍ଯ୍ୟ ହେଲେ ମୁଖ୍ୟମନ୍ତ୍ରୀ, ସୋସିଆଲ ମିଡିଆରେ ଶେୟାର କଲେ ଫଟୋ

ଇଟ୍ଟାନଗର,୮।୩: ଅରୁଣାଚଳ ପ୍ରଦେଶରେ ପଶ୍ଚିମ ୟୁରୋପ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ମାଣ୍ଡାରିନ ବତକ ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଏକ ଭିଡିଓ ଶେୟାର କରି ସୂଚନା ଦେଇଛନ୍ତି। ନିଜେ ଏହି ବତକକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିବା କହିଛନ୍ତି।

ମାଣ୍ଡାରିନ୍‌‌ ବତକ ମୂଳ ପରିଚିଙ୍ଗ ପ୍ରଜାତିର। ଯାହା ଏହି ସପ୍ତାହରେ ଅରୁଣାଚଳ ପ୍ରଦେଶରେ ଦେଖିବାକୁ ମିଳିଛି। ଭିଡିଓଟିକୁ ମିନିଷ୍ଟ୍ରି ଅଫ୍‌ ଏନ୍‌ଭାଏରନ୍‌ମେଣ୍ଟ, ଫରେଷ୍ଟ ଆଣ୍ଡ୍‌ କ୍ଲାଇମେଟ ଚେଞ୍ଜ’ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ଏହା ପରେ ମୁଖ୍ୟମନ୍ତ୍ରୀ ଏହି ଭିଡିଓକୁ ପୋଷ୍ଟ କରି ଲେଖିଛନ୍ତି, ସେ ବହୁତ ଖୁସି।

୧୮ ସେକେଣ୍ଡର ଏହି ଭିଡିଓରେ ମାଣ୍ଡାରିନ୍‌ ବତକ ପୋଖରୀରେ ଆଉ ଏକ ବତକ ସହ ପହଁରୁଥିବା ଦେଖିବାକୁ ମିଳିଛି। ଅରୁଣାଚଳ ପ୍ରଦେଶର ଦିରଙ୍ଗ ଘାଟି ନିକଟରେ ଥିବା ଏହା ଦେଖିବାକୁ ମିଳିଛି। ବନବିଭାଗ ଏବଂ ସ୍ଥାନୀୟ ଲୋକ ଏମାନଙ୍କର ସଂରକ୍ଷଣ ପାଇଁ ପ୍ରୟାସ ଜାରି ରଖିଛନ୍ତି।

ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ବତଖର ଫଟୋ ଶେୟାର କରି କ୍ୟାପଶନ ଲେଖିଛନ୍ତି, ଏହା ଖୁବ୍‌ ଭଲ ଏବଂ ଦେଖି ବହୁତ ଖୁସି ଅନୁଭବ କରୁଛି। ସେ ଲେଖିଛନ୍ତି, ସଂରକ୍ଷଣ ପ୍ରୟାସ ଫଳ ପ୍ରଦାନ କରୁଛି। ମାଣ୍ଡାରିନ୍‌ ଡକ୍‌ ଦୁନିଆର ସବୁଠାରୁ ସୁନ୍ଦର ବତକ ବୋଲି ବିବେଚନା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଦାଉଦ୍‌ କରାଚୀରେ ଥିବା ମାନିଲା ପାକିସ୍ତାନ

ମୁମ୍ବାଇ, ୨୩ା୮ : ପାକିସ୍ତାନ ଶେଷରେ ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାର ମୋଷ୍ଟ ଓ୍ବାଣ୍ଟେଡ୍‌ ଦାଉଦ୍‌ ଇବ୍ରାହିମ୍‌ କରାଚୀରେ ରହୁଥିବା କଥା ସ୍ବୀକାର କରିଛି। ଏଫ୍‌ଏଟିଏଫ୍‌...

ବିଶାଖାପାଟଣା ଅଏଲ ରିଫାଇନାରିରେ ଅଗ୍ନିକାଣ୍ଡ

ବିଶାଖାପାଟଣା, ୨୫।୫: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାସ୍ଥିତ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ଏଚ୍‌ପିସିଏଲ) ପ୍ଲାଣ୍ଟରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଘଟଣା ସ୍ଥଳରେ ନିଆଁକୁ ଆୟତ କରିବାକୁ...

ବିଗିଡିଲା ଭାଜପା ଏମ୍‌ପିଙ୍କ ସ୍ବାସ୍ଥ୍ୟାବସ୍ଥା

ଭୋପାଳ,୨୦।୧୨: ଭାରତୀୟ ଜନତା ପାର୍ଟି ଏମ୍‌ପି ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ଗତ କିଛି...

ମାଲାବାର ଏକ୍ସରସାଇଜ୍‌

ନୂଆଦିଲ୍ଲୀ,୧୨ ।୧୦: ପୂର୍ବ ଲଦ୍ଦାଖକୁ ଲାଗି ରହିଥିବା ଏଲ୍‌ଏସି ନିକଟରେ ଚାଇନା ସହ ତୁତୁ ମେମେ ବଢିଥିବା ବେଳେ, ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିୟା...

ଆର୍‌ଜେଡିକୁ ଧକ୍କା: ଉପାଧ୍ୟକ୍ଷ ପଦ ଛାଡିଲେ ରଘୁବଂଶ

ପାଟନା,୨୩।୬: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)କୁ ଲାଗିଛି ଶକ୍ତ ଧକ୍କା। ଆର୍‌ଜେଡିର ୫ ବିଧାନ ପରିଷଦ...

ସରକାରଙ୍କ ନୀତିକୁ ସୁନିଶ୍ଚିତ କରନ୍ତି ପ୍ରଶାସନିକ ଅଧିକାରୀ

ସରକାର ଲୋକଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ନୀତିର ପ୍ରଣୟନ କରିଥାନ୍ତି। ତେବେ ପ୍ରତିଟି ନୀତିର ସଫଳ ରୂପାୟନ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥାଏ।...

ନିଜ ସାଥୀଙ୍କ ଗୁଳିରେ ହାଇବ୍ରିଡ୍‌ ଆତଙ୍କବାଦୀ ନିହତ…

ଶ୍ରୀନଗର,୧୯।୧୦ : ଜମ୍ମୁ-କଶ୍ମୀରର ଶୋପିଆନରେ ଗ୍ରେନେଡ ଆକ୍ରମଣରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଗିରଫ ହୋଇଥିବା ହାଇବ୍ରିଡ ଆତଙ୍କବାଦୀ ଇମ୍ରାନ ବଶିର ଘନିଙ୍କୁ ମଧ୍ୟ...

ଷ୍ଟକ ଏକ୍ସଚେଞ୍ଜ ମାଧ୍ୟମରେ ଭବିଷ୍ୟତରେ ହୋଇପାରିବନି ଶେୟାର କିଣା: ସେବି…

ମୁମ୍ବାଇ,୨୦।୧୨ : ସେବି ମୁଖ୍ୟ ମାଧବୀ ପୁରୀ ବୁଚ କହିଛନ୍ତି ଯେ ଶେୟାର କିଣା ପାଇଁ ଷ୍ଟକ ଏକ୍ସଚେଞ୍ଜ ମାର୍ଗ ଅସୁରକ୍ଷିତ ଏବଂ ପକ୍ଷପାତପୂର୍ଣ୍ଣ ଅଟେ।...

Advertisement
Archives

Model This Week