ଜାତୀୟ

ଭାଜପାରେ ଯୋଗଦେବା ପରେ ଏମିତି କହିଲେ ଅଭିନେତା ମିଥୁନ

କୋଲକାତା,୭।୩ : ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାରେ ଯୋଗ ଦେଇଛନ୍ତି ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। କୁର୍ତ୍ତା, କ୍ୟାପ ଓ ସନ ଗ୍ଲାସ ପିନ୍ଧି ସେ ଧରିଛନ୍ତି ଭାଜପା ପତାକା। ଏହି ଅବସରରେ ବେଙ୍ଗଲର ସବୁଠୁ ପ୍ରୀୟ ଅଭିନେତା…

ଚୁଲି ପାଉଁଶ ଏବେ ଅନ୍‌ଲାଇନ୍‌ରେ ବିକ୍ରି

ନୂଆଦିଲ୍ଲୀ,୭।୩: କାଠ ଚୁଲିର ପାଉଁଶ ପୁଣି ଇ-କମର୍ସ ବଜାରରେ ମିଳୁଛି। ଏହା ଶୁଣିଲେ ଯେ କେହି ହୁଏତ ଆଶ୍ଚର୍ଯ୍ୟ ହୋଇ ପାରନ୍ତି। ମାତ୍ର ଏହା ସତ। ତାମିଲନାଡୁର କିଛି ଇ-କମର୍ସ କମ୍ପାନୀ ସେମାନଙ୍କ ଓ୍ବେବସାଇଟ୍‌ରେ ଚୁଲି ପାଉଁଶ ଅନ୍‌ଲାଇନ୍‌ରେ ବିକ୍ରି କରୁଛନ୍ତି।…

ଶିପ୍ରା ନଦୀ ଗର୍ଭରେ ଜଳୁଛି ନିଆଁ

ଇନ୍ଦୋର,୭।୩: ମଧ୍ୟପ୍ରଦେଶର ଉଜ୍ଜୟନୀସ୍ଥିତ ଶିପ୍ରା ନଦୀର ତ୍ରିବେଣୀ ଘାଟରେ ଏକ ପ୍ରକାର ଅଲୌକିକ ଘଟଣା କିଛି ଦିନ ଧରି ଘଟିଚାଲିଛି। ନଦୀ ଗର୍ଭରେ ବିସ୍ଫୋରଣ ହେବା ସହିତ ନିଆଁ ଜଳୁଛି। ଏହା ସହିତ ଧଳା ଧୂଆଁ ମଧ୍ୟ ସୃଷ୍ଟି ହେଉଛି। ପ୍ରଥମେ…

ଆମ୍ବୁଲାନ୍ସ ନ ମିଳିବାରୁ ପୁଅର ମୃତଦେହକୁ ବ୍ୟାଗରେ ନେଲେ ବାପା

କାଟିହାର (ବିହାର),୭।୩ : ବିହାରର କାଟିହାର ଜିଲାରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା। ୧୩ ବର୍ଷର ପୁଅର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡ଼ିଥିବା ବାପାକୁ ମୃତଦେହ ନେବା ପାଇଁ ମିଳିଲା ନାହିଁ ଆମ୍ବୁଲାନ୍ସ। ଶେଷରେ ବାପା ମୃତଦେହକୁ ବ୍ୟାଗରେ…

୩୦ ବର୍ଷରେ ୩ ଲକ୍ଷ ଚାରା ଲଗାଇଲେଣି ବସ୍‌ କଣ୍ଡକ୍ଟର, ଛୁଟୁଛି ପ୍ରଶଂସାର ସୁଅ

ଚେନ୍ନାଇ,୭।୩: ସୋସିଆଲ ମିଡିଆରେ ତାମିଲନାଡୁର ଜଣେ ବସ୍‌ କଣ୍ଡକ୍ଟର ଖୁବ୍‌ ଭାଇରାଲ ହେଉଛନ୍ତି। ଏହି କଣ୍ଡକ୍ଟର ଜଣକ ଗତ ୩୦ ବର୍ଷ ଧରି ନିଜେ ଟଙ୍କା ଖର୍ଚ୍ଚ କରି ୩ ଲକ୍ଷ ଚାରା ଲଗାଇଛନ୍ତି। ସୋସିଆଲ ମିଡିଆରେ ଲୋକେ ତାଙ୍କର ଏହି…

ଭାଜପାରେ ଯୋଗଦେଲେ ମିଥୁନ

କୋଲକାତା,୭।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ଭାଜପା ରାଜ୍ୟରୁ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏନେଇ ଭାଜପା ପକ୍ଷରୁ ରାଜ୍ୟରେ ପରିବର୍ତ୍ତନ ଯାତ୍ରା ଆରମ୍ଭ…

ଆନ୍ଦୋଳନ ପାଇଁ ଆମେରିକା ଗସ୍ତକୁ ସ୍ଥଗିତ ରଖିଛନ୍ତି ଡାକ୍ତର

ନୂଆଦିଲ୍ଲୀ,୭।୩ : କେନ୍ଦ୍ର ସରକାରଙ୍କ ୩ ନୂଆ ଆଇନ ବିରୋଧରେ ଗତ ୩ ମାସ ହେଲା ଦିଲ୍ଲୀର ଟିକ୍ରି ସୀମାରେ ଚାଲିଥିବା ଅନ୍ଦୋଳନରେ ସାମିଲ ହୋଇଛନ୍ତି ଆମେରିକାର କାର୍ଡିଓଲୋଜିଷ୍ଟ (ହୃଦରୋଗ ବିଶେଷଜ୍ଞ) ଡ. ସ୍ବାଇମାନ ସିଂ। ସେ ଆମେରିକାର ନ୍ୟୁ ଜର୍ସି…

କଂଗ୍ରେସର ନୂଆ ରଣନୀତି: ବିଧାନସଭା ନିର୍ବାଚନ ପ୍ରଚାରରେ ସାମିଲ ହେବେ ପ୍ରିୟଙ୍କା

ନୂଆଦିଲ୍ଲୀ,୭।୩: ଆଗକୁ ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବାକୁୂ ଯାଉଛି। କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସେଠାରେ ନିର୍ବାଚନ ପ୍ରଚାରରେ ସାମିଲ ହେବେ। ଏନେଇ କଂଗ୍ରେସ ପକ୍ଷଏବେ ପ୍ରିୟଙ୍କା ଆସାମ ଗସ୍ତରେ ଅଛନ୍ତି।…

ମିଥୁନ ଧରିବେ ପଦ୍ମ !

କୋଲକାତା,୭।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ମାର୍ଚ୍ଚ ୨୭ରେ ହେବାକୁ ଯାଉଛି। ଏହା ପୂର୍ବରୁ ଭାଜପା ଦଳରେ ରାଜ୍ୟରେ ଖ୍ୟାତି ସମ୍ପନ୍ନ ବ୍ୟକ୍ତିଙ୍କୁ ମିଶାଇବା ପ୍ରକ୍ରିୟା ଜାରି ରଖିଛି। ଏବେ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଭାଜପାରେ ଯୋଗଦେବାର ନିଷ୍ପତ୍ତି…

ଏସବୁ ୫ କାରଣ ଯୋଗୁ କରୋନା ପୁଣି ହେଉଛି ବେକାବୁ

ନୂଆଦିଲ୍ଲୀ,୭।୩: ଦେଶରେ କରୋନା ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି କେତେକ ରାଜ୍ୟର କିଛି ଅଞ୍ଚଳରେ ସରକାରଙ୍କ ପକ୍ଷରୁ କଡ଼ା କଟକଣା ଜାରି ହୋଇଛି। ଧୀରେଧୀରେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ଗ୍ରାଫ୍‌ ବଢ଼ିବାରେ ଲାଗିଛି। ଲଗାତାର…

୭୫୦୦ତମ ଜନଔଷଧି କେନ୍ଦ୍ର ଲୋକାର୍ପିତ

ନୂଆଦିଲ୍ଲୀ,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୭୫୦୦ତମ ଜନଔଷଧି କେନ୍ଦ୍ରକୁ ରବିବାର ଲୋକାର୍ପିତ କରିଛନ୍ତି। ଏହି କେନ୍ଦ୍ର ମେଘାଳୟର ଶିଲଂର ନର୍ଥ ଇଷ୍ଟର୍ନ ଇନ୍ଦିରା ଗାନ୍ଧୀ ରିଜିଓନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ ଆଣ୍ଡ୍‌ ମେଡ଼ିକାଲ ସାଇନ୍ସ୍‌ଠାରେ ରହିଛି। ମାର୍ଚ୍ଚ ୭ ଜନଔଷଧି…

ବଳାତ୍କାର ଅଭିଯୋଗ ଆଣିଲେ ମା’

ଶାହାଜହାନପୁର, ୭ା୩: ପୁଅ ବାପାଙ୍କ ପରିଚୟ ମାଗିବା ପରେ ବଳାତ୍କାରର ଶିକାର ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ମା’। ଉତ୍ତରପ୍ରଦେଶର ଶାହାଜହାନପୁରଠାରେ ଏଭଳି ଘଟଣା ସାମ୍‌ନାକୁ ଆସିଛି। ପ୍ରାୟ ୨୭ ବର୍ଷ ପରେ ଏ ନେଇ ୨ ଜଣଙ୍କ ନାମରେ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?