ଜାତୀୟ

କମଲନାଥଙ୍କ ପରେ ଏବେ ଅଭଦ୍ର ଟିପ୍ପଣି ଦେଇ ଚର୍ଚ୍ଚାରେ ଶିବରାଜଙ୍କ ମନ୍ତ୍ରୀ

ଭୋପାଳ,୨୦ ।୧୦: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବୟାନ ପରେ ଏବେ ବିବାଦ ଥମିନାହିଁ । କନ୍ତୁ ଏହାରି ଭିତରେ ଭାରତୀୟ ଜନତା ପାର୍ଟି(ଭାଜପା)ର ଜଣେ ନେତା ଏବେ ଆଉ ଏକ ଅଭଦ୍ର ଟିପ୍ପଣି ଦେଇ ଆସିଛନ୍ତି ଚର୍ଚ୍ଚାକୁ । ଭାଜପା…

ଶହୀଦ୍‌ ପୋଲିସଙ୍କ ନାମରେ ନାମିତ କରାଯିବ ସ୍କୁଲ, ରାସ୍ତାଘାଟ

ଡେରାଡୁନ, ୧୯।୧୦: ଉତ୍ତରାଖଣ୍ଡରେ ଶହୀଦ୍‌ ପୋଲିସ କର୍ମୀଙ୍କ ନାମରେ ସ୍କୁଲ, ରାସ୍ତାଘାଟ, ଗଳି ଆଦିର ନାମକରଣ କରାଯିବ। ଉଲ୍ଲେଖନୀୟ କଥା ହେଉଛି ୨୧ ଅକ୍ଟୋବରରେ ପୋଲିସ ସ୍ମୃତି ଦିବସ ପାଳନ ହେବ। ଏହି ପରିପ୍ରେକ୍ଷୀରେ ପୋଲିସ ଏଥର ଏହି ପଦକ୍ଷେପ ନେଇଛି…

କର୍ନାଟକ ଉପ ମୁଖ୍ୟମନ୍ତ୍ରୀଙ୍କ ପରିବାରର ୮ ସଦସ୍ୟଙ୍କୁ କରୋନା

ବେଙ୍ଗାଲୁରୁ, ୧୯।୧୦-କର୍ନାଟକ ଉପମୁଖ୍ୟମନ୍ତ୍ରୀ ଗୋବିନ୍ଦ କାରଜୋଲଙ୍କ ପରିବାରର ୮ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗୋବିନ୍ଦଙ୍କ ପୁଅ ଗୋପାଲ କାରଜୋଲଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ବେଙ୍ଗାଲୁରୁରୁ ହାଇଦ୍ରାବାଦ ଚିକିତ୍ସା ପାଇଁ ସ୍ବତନ୍ତ୍ର ବିମାନରେ ପଠାଯାଇଛି। ଦୀର୍ଘ ୨୩ ଦିନ…

ନାଁ ମନେ ନ ପଡିବାରୁ ଆଇଟମ୍‌ କହିଥିଲି: କମଳନାଥ

ଭୋପାଳ,୧୯।୧୦: ମଧ୍ୟପ୍ରଦେଶ ବିଧାନସଭାର ୨୮ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ କ୍ୟାବିନେଟ୍‌ ମନ୍ତ୍ରୀ ଇମର୍ତି ଦେବୀଙ୍କୁ ଆଇଟମ୍‌ କହିବାକୁ ନେଇ ରାଜନୀତି ତୀବ୍ର ହୋଇଛି। ଏହି ବିବୃତ୍ତି ବିରୋଧରେ…

ଡେମଚୋକ୍‌ରୁ ଧରାପଡ଼ିଲେ ଚାଇନା ସୈନ୍ୟ: ଗୁପ୍ତ କାଗଜପତ୍ର ଜବତ

ଲେହ, ୧୯।୧୦: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା କମିବାର ନା ଧରୁନି। ସୋମବାର ଲଦାଖର ଡେମଚୋକ୍‌ ଅଞ୍ଚଳରୁ ଜଣେ ଚାଇନା ସୈନ୍ୟଙ୍କୁ ଭାରତୀୟ ଯବାନମାନେ ଧରିଛନ୍ତି। ସେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ। ତାଙ୍କ ପାଖରୁ ବହୁ ଗୁପ୍ତ କାଗଜପତ୍ର ଜବତ…

ଫାରୁକ୍‌ଙ୍କ ଉପରେ ଇଡ଼ି ଛାଟ: ୧୧୩ କୋଟି ଦୁର୍ନୀତି ନେଇ ପଚରାଉଚରା ଆରମ୍ଭ

ନୂଆଦିଲ୍ଲୀ, ୧୯।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ଉପରେ ଏବେ ଇଡ଼ିର ଛାଟ ଆରମ୍ଭ ହୋଇଛି। ରାଜ୍ୟର କ୍ରିକେଟ ଆସୋସିଏଶନ୍‌ରେ ଘଟିଥିବା ୧୧୩ କୋଟି ଟଙ୍କାର ଦୁର୍ନୀତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ପକ୍ଷରୁ ଫାରୁକ୍‌ଙ୍କୁ ପଚରାଉଚରା କରାଯାଉଛି। ୨୦୧୨ରେ ଏହି…

ଚାଇନାକୁ ଝଟ୍‌କା: ଦୀପାବଳିରେ କ୍ଷତି ହେବ ୪୨ ହଜାର କୋଟି

ନୂଆଦିଲ୍ଲୀ, ୧୯।୧୦: ଚଳିତ ଦୀପାବଳିରେ ଚାଇନାକୁ ବ୍ୟବସାୟରେ ବଡ଼ ଝଟ୍‌କା ଲାଗିବ ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଦୀପାବଳିରେ ଭାରତକୁ ବହୁ ଚାଇନା ସାମଗ୍ରୀର ଆମଦାନୀ ହେଉଥିତ୍ବାବେଳେ ଏଥର ଭାରତୀୟ ବ୍ୟବସାୟୀଙ୍କ ପକ୍ଷରୁ ଚାଇନା କମ୍ପାନୀଗୁଡ଼ିକୁ କୌଣସି ଅର୍ଡର ଦିଆଯାଇନାହିଁି। ଦୀପାବଳିରେ…

ବିହାର ନିର୍ବାଚନ ରାଲି ଉପରେ ଆତଙ୍କବାଦୀଙ୍କ ନଜର!

ପାଟନା,୧୯ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ରାଲିମାନ ବି ଆୟୋଜନ କରାଯାଉଛି । ଯେଉଁଥିରେ ବଡ ବଡ ନେତା ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଯେମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,…

୫ ବର୍ଷରେ ଦେଶରେ ୧୫ ଏମ୍ସ୍‌-୬ ଆଇଆଇଟି ସ୍ଥାପିତ ହୋଇଛି: ମୋଦି

ନୂଆଦିଲ୍ଲୀ, ୧୯।୧୦: ଗତ ୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଉଚ୍ଚଶିକ୍ଷା କ୍ଷେତ୍ରରେ ବହୁ ବିକାଶ କାର୍ଯ୍ୟ କରିଛନ୍ତି। ୨୦୧୪ଠାରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୧୫ଟି ନୂଆ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ୍‌) ସ୍ଥାପିତ ହୋଇଛି। ସେହିପରି ୬ଟି ଭାରତୀୟ ପ୍ରାଦ୍ୟୋଗିକ…

କମଲନାଥଙ୍କ ଉପରେ ବର୍ଷିଲେ ଶିବରାଜ କହିଲେ କଂଗ୍ରେସରେ ଭରି ରହିଛି ଅହଂକାର

ଇନ୍ଦୋର,୧୯ ।୧୦: ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ରାଜ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବୟାନକୁ ନେଇ ବିବାଦ ମୁଣ୍ଡ ଟେକିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋମବାର ୨ ଘଣ୍ଟା ପାଇଁ ସାଙ୍କେତିକ ମୌନ ବ୍ରତ ରଖିଛନ୍ତି ।…

ଦୂର୍ଗା ମଣ୍ଡପରେ ପୂଜାପାଇବେ ପ୍ରବାସୀ ମହିଳା ଶ୍ରମିକଙ୍କ ପ୍ରତିମୂର୍ତ୍ତି

କୋଲକାତା, ୧୯।୧୦: ମହାମାରୀ କରୋନା ସମୟରେ ସବୁଠାରୁ ଅଧିକ କଷ୍ଟ ସହିବାକୁ ପଡ଼ିଥିଲା ପ୍ରବାସୀ ଶ୍ରମିକଙ୍କୁ। ସେମାନଙ୍କୁ ନିଜ ଘରକୁ ଫେରିବା ପାଇଁ ଶହ ଶହ କିଲୋମିଟର ଚାଲିବାକୁ ପଡ଼ିଥିଲା। ଏହି ସମୟରେ ସେମାନଙ୍କ ଗୋଡ଼ ଫାଟିଯାଉଥିବା ବେଳେ ପୋଲିସ ଠାରୁ…

୭ମାସ ପରେ ଖୋଲିଲା ସ୍କୁଲ

ଲକ୍ଷ୍ନୌ/ଚଣ୍ଡିଗଡ଼, ୧୯।୧୦: ଦୀର୍ଘ ୭ ମାସ ପରେ ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ସୋମବାର ସ୍କୁଲ ଖୋଲିଛି। ସରକାରୀ ମାର୍ଗଦର୍ଶିକାକୁ ପାଳନ କରାଯାଇ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ସ୍କୁଲକୁ ଆସିବାକୁ ଅନୁମତି ପ୍ରଦାନ କରାଯାଇଛି। ସାମାଜିକ ଦୂରତା ନିୟମକୁ ପାଳନ କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri