ଜାତୀୟ

କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ ବିଦା ହେଲେ କମଲନାଥ

ନୂଆଦିଲ୍ଲୀ,୩୦।୧୦-ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିବା ଅଭିଯୋଗରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲ ନାଥଙ୍କୁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରୁ ଶୁକ୍ରବାର ଭାରତୀୟ ନିର୍ବାଚନ କମିଶନ ବିଦା କରିଛନ୍ତି। କମିଶନ କହିଛନ୍ତି, କମଲନାଥ ଜଣେ ମହିଳା…

ମୁକୁଳି ନ ପାରନ୍ତି ଲାଲୁ

ରାଞ୍ଚି,୩୦ ।୧୦: ଗୋଟିଏ ପଟେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଜେଲରୁ ଜାମିନ ପାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଅନ୍ୟପଟେ ତାଙ୍କୁ ଯେପରି ଜାମିନ ନ ମିଳିବ ସେଥିପାଇଁ ସିବିଆଇ ସୁପ୍ରିମକୋର୍ଟ ଯିବାକୁ ପ୍ରସ୍ତୁତ…

ବିହାର ନିର୍ବାଚନ: ପୁଣିଥରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କୁ ଧୋକା ଦେଲା ହେଲିକପ୍ଟର

ମୁଜାଫରପୁର,୩୦ ।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ହୁଏତ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସପକ୍ଷରେ ଯାଉନାହିଁ ତାଙ୍କ ହେଲିକପ୍ଟର । ଯାହା ଏବେ ତାଙ୍କୁ ଚିନ୍ତାରେ ପକାଇ ଦେଇଛି । ଆଜିକୁ ଠିକ୍ ୧୨ ଦିନ ପୂର୍ବରୁ ବିହାର ବିଧାନସଭା ନିର୍ବାଚନ…

ନମାଜ ପଢିବାକୁ ବାହାରକୁ ଯିବାକୁ ଫାରୁକଙ୍କୁ ମିଳିଲା ନାହିଁ ଅନୁମତି

ଶ୍ରୀନଗର,୩୦ ।୧୦: ନ୍ୟାଶନାଲ କନଫରେନ୍ସ ଦାବି କରିଛି ଯେ ପାର୍ଟି ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କୁ ଘରୁ ବାହାରକୁ ବାହାରିବାକୁ ଦିଆଯାଉ ନାହିଁ । ଦଳ କହିଛି ମିଲାଦ-ଉନ-ନବି ଅବସରରେ ବି ତାଙ୍କୁ ଘରୁ ବାହାରକୁ ଯିବାକୁ ଅନୁମତି ପ୍ରଦାନ କରାଗଲା ନାହିଁ…

ଭାରତୀୟ ନୌସେନା ପରୀକ୍ଷା କଲା ଆଣ୍ଟି ଶିପ୍ ମିଶାଇଲ: ସର୍ବାଧିକ ଦୂରତା ପର୍ଯ୍ୟନ୍ତ କରିବ ଲକ୍ଷ୍ୟ ଭେଦ

ନୂଆଦିଲ୍ଲୀ,୩୦ ।୧୦: ଭାରତୀୟ ନୌସେନା ଦ୍ୱାରା ଶୁକ୍ରବାର ଆଣ୍ଟି ଶିପ ମିଶାଇଲ ଉତ୍‌କ୍ଷେପଣ କରାଯାଇଛି । ନୌସେନା ଗାଇଡେଡ ମିଶାଇଲ କରଭେଟ ଆଇଏନ୍‌ଏସ୍ କୋରା ସହାୟତରେ ଏହି ମିଶାଇଲ ଉତକ୍ଷେପର କରିଛି । ପଶ୍ଚିମବଙ୍ଗ ଉପକୂଳରେ ଭାରତୀୟ ନୌସେନା ଏହି ପରୀକ୍ଷଣ…

ଖୁବ୍‌ଶୀଘ୍ର ଅନୁଷ୍ଠିତ ହେବ ଏଆଇସିସି ବୈଠକ

ନୂଆଦିଲ୍ଲୀ,୩୦ ।୧୦: ଅଖିଳ ଭାରତୀୟ କଂଗ୍ରେସ କମିଟି ତା’ର ବୈଠକ ଖୁବ୍‌ଶୀଘ୍ର କରିବ ବୋଲି ଜଣାପଡିଛି । କଂଗ୍ରେସ ପକ୍ଷରୁ ଏହାର ତାରିଖ ଘୋଷଣା କରାଯାଇ ନ ଥିଲେ ମଧ୍ୟ କୁହାଯାଉଛି କି ଏହି ବୈଠକରେ କରୋନା ଭାଇରସ, ଅର୍ଥବ୍ୟବସ୍ଥା ଓ…

ଅଡୁଆରେ ଅମୀର

ମୁମ୍ବାଇ: ବଲିଉଡ୍‌ର ପରଫେକ୍ଟନିଷ୍ଟ ଅମୀର ଖାନ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ଆଗାମୀ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’କୁ ନେଇ ନୁହେଁ, ବରଂ ଦିଲ୍ଲୀ ନିକଟସ୍ଥ ଗାଜିଆବାଦର ଲୋନି ବିଧାନସଭା ଆସନରୁ ଭାଜପା ବିଧାୟକ ନନ୍ଦ କିଶୋର ଗୁରଜାର ଅମୀରଙ୍କ…

ହାଫ୍ ପ୍ୟାଣ୍ଟ ପିନ୍ଧି ବଜାରରେ ବୁଲି ପାରିବେନି ଯୁବକ!

ବାଗପତ,୩୦ ।୧୦: ବର୍ତ୍ତମାନ ପର୍ଯ୍ୟନ୍ତ ଝିଅମାନଙ୍କ ପୋଷାକକୁ ନେଇ ନିୟମ ଜାରି କରୁଥିବା ହରିୟାଣାର ବଲିୟାନ ଖାପ ପଞ୍ଚାୟତର ମୁଖିଆ ତଥା ଭାରତୀୟ କୃଷକ ୟୁନିୟନର ଅଧ୍ୟକ୍ଷ ଏବେ ଯୁକକଙ୍କ ପୋଷାକକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ବାଗପତ…

ଝିଅ ବାହାଘର କଲେ ସରକାର ଦେବେ ୨୦ ହଜାର ଟଙ୍କା

ଲକ୍ଷ୍ନୌ,୩୦ା୧୦: ଉତ୍ତରପ୍ରଦେଶର ଯୋଗୀ ସରକାର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଏକ ବିଶେଷ ଉପହାର ଦେଇଛନ୍ତି। ଯୋଗୀ ସରକାରଙ୍କ ଘୋଷଣା ଅନୁଯାୟୀ, ସଂଖ୍ୟାଲଘୁ ସମ୍ପ୍ରଦାୟର ଝିଅ ବିବାହ ପାଇଁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ କହିଛନ୍ତି…

୩ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର,୩୦।୧୦: ଆତଙ୍କବାଦୀଙ୍କ ଟାର୍ଗେଟରେ ଏବେ ନେତା। ଦକ୍ଷିଣ କଶ୍ମୀରର କୁଲଗାମ ଜିଲା ଗୁରୁବାର ଆତଙ୍କବାଦୀମାନେ ୩ ଜଣ ସ୍ଥାନୀୟ ଭାଜପା କର୍ମୀଙ୍କୁ ହତ୍ୟା କରିଛନ୍ତି। ସେମାନେ ହେଲେ କୁଲଗାମ ଭାଜପା ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଫିଦା ହୁସେନ ଇଠୋ, ସହଯୋଗୀ…

ସର୍ଦ୍ଦାର ପଟେଲ ପ୍ରାଣୀ ଉଦ୍ୟାନର ଉଦ୍‌ଘାଟନ କଲେ ମୋଦି

ଅହମଦାବାଦ,୩୦ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଶୁକ୍ରବାର ସେଠାରେ ପହଞ୍ଚିଛନ୍ତି । ପ୍ରଥମେ ମୋଦି ନର୍ମଦା ଜିଲାର କେବଡିୟା ପହଞ୍ଚି ସେଠାରେ ଆରୋଗ୍ୟ ବନର ଲୋକର୍ପଣ କରିଛନ୍ତି । ପ୍ରାୟ ୧୭ ହେକ୍ଟର ପରିମିତ ସ୍ଥାନରେ…

ବାୟୁ ପ୍ରଦୂଷଣ ରୋକିବ ନୂଆ ଆଇନ

ନୂଆଦିଲ୍ଲୀ,୩୦ା୧୦(ପି.ଟି.):ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ରୋକିବା ଲାଗି କେନ୍ଦ୍ର ସରକାର ଏକ ନୂଆ ଆଇନ ଆଣିଛନ୍ତି। ଆଇନରେ ପ୍ରଦୂଷଣକୁ ଏକ ଅପରାଧ ଭାବେ ନିଆଯାଇଛି। ଏହାର ଉଲ୍ଲଂଘନ କଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡ ଏବଂ ୧ କୋଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri