ଜାତୀୟ

ପୁଣି ହୁ ହୁ ହୋଇ ବଢୁଛି କରୋନା: ରେକର୍ଡ ଭାଙ୍ଗିଲା ମହାରାଷ୍ଟ୍ର

ନୂଆଦିଲ୍ଲୀ,୧୯।୩: କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କରୋନାର ଗ୍ରାଫ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ମହାରାଷ୍ଟ୍ରରେ କରୋନା ବେକାବୁ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫,୮୩୩ଟି ନୂଆ କରୋନା ରୋଗୀ…

‘ଜାମିନ ପାଇଁ ରାଖି’ ନିର୍ଦ୍ଦେଶ ଖାରଜ

ନୂଆଦିଲ୍ଲୀ,୧୯।୩:ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ‘ଜାମିନ ପାଇଁ ରାଖି’ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ଗୁରୁବାର ଖାରଜ କରିଦେଇଛନ୍ତି। ଏକ ଅସଦାଚରଣ ମାମଲାରେ ଅଭିଯୁକ୍ତ ପୀଡ଼ିତାଙ୍କ ହାତରୁ ରାଖି ବନ୍ଧାଇବା ସର୍ତ୍ତରେ ହାଇକୋର୍ଟ ଜାମିନ ମଞ୍ଜୁର କରିଥିଲେ। ଜଷ୍ଟିସ୍‌ ଏ.ଏମ୍‌. ଖାନ୍‌ଓ୍ବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉକ୍ତ…

ଏହି କାରଣରୁ ବଦଳିଲେ ମୁମ୍ବାଇ ପୋଲିସ କମିଶନର

ନୂଆଦିଲ୍ଲୀ,୧୮।୩: ପରମ ବୀର ସିଂଙ୍କୁ ମୁମ୍ବାଇର ପୋଲିସ କମିଶନର ପଦରୁ ହଟାଇ ଦିଆଯିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ରର ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ମୁକେଶ ଅମ୍ବାନୀଙ୍କ ବାସଭବନ ସମ୍ମୁଖରେ ବିସ୍ଫୋରକ ଭର୍ତ୍ତି ଏସ୍‌ୟୁଭି ମିଳିଥିବା ଘଟଣାରେ…

କୋଭିଡ୍‌ଠାରୁ ଅଧିକ ଜୀବନ ନେଇଛି ଦୁର୍ଘଟଣା

ନୂଆଦିଲ୍ଲୀ,୧୮।୩: ଗତବର୍ଷ କୋଭିଡ୍‌ ଅପେକ୍ଷା ଆମ ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁ ଅଧିକ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସରକାର ସଡ଼କ ଦୁର୍ଘଟଣାକୁ ରୋକିବାକୁ ଉଦ୍ୟମ କରୁଥିବା କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଟକରୀ। ଲୋକ ସଭାରେ ପ୍ରଶ୍ନ କାଳରେ ଏକ ପ୍ରଶ୍ନର…

ଭାଜପା ସହ ଯୋଡ଼ି ହେଲେ ଲୋକପ୍ରିୟ ଶ୍ରୀରାମ

ନୂଆଦିଲ୍ଲୀ,୧୮।୩ : ଦେଶର ସବୁଠୁ ଲୋକପ୍ରିୟ ଟେଲିଭିଜନ ଧାରାବାହିକ ରାମାୟଣର ଶ୍ରୀରାମ ଭୂମିକାରେ ଅବତୀର୍ଣ୍ଣ ହୋଇ ପରିଚୟ ସୃଷ୍ଟି କରିଥିବା ଅରୁଣ ଗୋଭିଲ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବାକୁ ଥିବା…

ନୂଆ ଷ୍ଟ୍ରେନ୍‌ ସଂଖ୍ୟା ୪୦୦ ଛୁଇଁଲା

ନୂଆଦିଲ୍ଲୀ,୧୮।୩: ଭାରତରେ କରୋନାର ନୂଆ ଷ୍ଟ୍ରେନ୍‌ ସଂଖ୍ୟା ୪୦୦ ଛୁଇଁଛି। ଏସବୁ ମଧ୍ୟରେ ବ୍ରିଟେନ, ବ୍ରାଜିଲ୍‌ ଏବଂ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଷ୍ଟ୍ରେନ୍‌ ରହିଛି। ୨ ସପ୍ତାହ ମଧ୍ୟରେ ଏସବୁ ୩ ଷ୍ଟ୍ରେନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮ ବଢ଼ିଛି। ପୂର୍ବରୁ ମାର୍ଚ୍ଚ…

ରାତ୍ର ୯ରୁ ଭୋର୍‌ ୫: ଘରୁ ବାହାରିବା ମନା

ଚଣ୍ଡିଗଡ଼,୧୮।୩: ପଞ୍ଜାବରେ କରୋନା ସଂକ୍ରମଣ ବଢ଼ିଚାଲିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ ହଜାର ୪୫ ଜଣଙ୍କର ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେହିପରି ଏହି ସମୟ ମଧ୍ୟରେ କରୋନା…

ବର୍ଷେ ଭିତରେ ହଟିବ ସବୁ ଟୋଲ୍‌ ପ୍ଲାଜା

ନୂଆଦିଲ୍ଲୀ,୧୮।୩: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର ସଂସଦରେ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ସରକାର ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ସମସ୍ତ ଟୋଲ ପ୍ଲାଜାଗୁଡିକ ହଟାଇବାର ଯୋଜନା କରୁଛନ୍ତି। ଆଗାମୀ…

ମମତା ଆପଣାଉଛନ୍ତି ପ୍ରତିଶୋଧ ରାଜନୀତି: ମୋଦି

ପୁରୁଲିଆ,୧୮।୩: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରତିଶୋଧ ରାଜନୀତି ଆପଣାଉଛନ୍ତି। ଏହା ରାଜ୍ୟ ପାଇଁ ହିତକର ନୁହେଁ। ମମତାଙ୍କର ଏଭଳି ଆଭିମୁଖ୍ୟର ଜବାବ ଭୋଟର ଦେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପୁରୁଲିଆରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ମୋଦି…

ତାଲାର ଓଜନ ୩୦୦ କିଲୋଗ୍ରାମ୍‌: ଲକ୍ଷେ ଟଙ୍କା ହେଲାଣି ଖର୍ଚ୍ଚ

ଅଲିଗଡ଼,୧୮।୩: ଉତ୍ତରପ୍ରଦେଶ ଅଲିଗଡ଼ରେ ଜଣେ ବ୍ୟକ୍ତି ୩୦୦ କିଲୋଗ୍ରାମ୍‌ ଓଜନର ଏକ ବୃହତ୍‌ ତାଲା ନିର୍ମାଣ କରିଛନ୍ତିି। ସ୍ଥାନୀୟ ଜ୍ୱାଲାପୁରୀରେ ବାସ କରୁଥିବା ସତ୍ୟପ୍ରକାଶ ଶର୍ମା ଏବଂ ତାଙ୍କ ସ୍ବୀ ରୁକ୍ମିଣୀ ଶର୍ମା କିଛି ସମ୍ପର୍କୀୟଙ୍କ ସହିତ ମିଶି ଏହି ତାଲା…

ପ୍ରଥମେ ଚିନ୍ତାଧାରା ପରିବର୍ତ୍ତନ କର, ତେବେ ଯାଇ ବଦଳିବ ଦେଶ

ନୂଆଦିଲ୍ଲୀ,୧୮।୩: ମହିଳାମାନେ ପିନ୍ଧୁଥିବା ଜିନ୍ସକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂ ରାଓ୍ବତ ଦେଇଥିବା ମନ୍ତବ୍ୟ ଏବେ ଦେଶରେ ଆଲୋଚନାର ବିଷୟ ହୋଇଛି। ଏହାକୁ ନେଇ ଅନେକ ମହିଳା ଆପତ୍ତି ଉଠାଇଛନ୍ତି। ମହିଳାମାନେ ଚିରା ଓ ଫଟା ଜିନ୍ସ ପିନ୍ଧି ସମାଜକୁ…

ଏହି ଶିକ୍ଷାନୁଷ୍ଠାନରେ ୯୨ କରୋନା ପଜିଟିଭ୍‌

ବେଙ୍ଗାଲୁରୁ,୧୮।୩: କର୍ନାଟକର ମଣିପାଳ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ଇତିମଧ୍ୟରେ ୯୨ରେ ପହଞ୍ଚିଛି। ପୂର୍ବରୁ ୫୯ ଜଣଙ୍କର ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ବୁଧବାର ପୁଣି ୩୩ ଜଣଙ୍କର ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିଥିବା ଉଡୁପି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?