ଜାତୀୟ

ରାଜ୍ୟପାଳଙ୍କୁ ବିମାନ ଦେଲେନି ଉଦ୍ଧବ ସରକାର

ମୁମ୍ବାଇ, ୧୨ା୨: ମହାରାଷ୍ଟ୍ର ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ପୁଣି ସୃଷ୍ଟି ହୋଇଛି ବିବାଦ। ଗୁରୁବାର ସକାଳେ ଉତ୍ତରାଖଣ୍ଡ ଯିବାକୁ ବାହାରିଥିବା ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ସ୍ବତନ୍ତ୍ର ସରକାରୀ ବିମାନ ଯୋଗାଇବାକୁ ମନା କରିଥିଲେ ସରକାର। ଏଥିପାଇଁ ରାଜ୍ୟପାଳ ପ୍ରାୟ…

‘ମମତା କହିବେ ଜୟ ଶ୍ରୀରାମ’

କୁଚବିହାର,୧୨ା୨:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ବିଫଳ ପ୍ରଶାସିକା। ଆସନ୍ତା ବିଧାନସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଓ ମମତାଙ୍କ ବିନାଶ ମଡେଲ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ତାଚ୍ଛଲ୍ୟ କରିଛନ୍ତି। କୁଚ୍‌ବିହାରରେ ଏକ…

‘କୂ’ରେ ଡାଟା ଅସୁରକ୍ଷିତ

ନୂଆଦିଲ୍ଲୀ,୧୨ା୨: ଦିଲ୍ଲୀ ସୀମାରେ ଚାଲିଥିବା କେନ୍ଦ୍ରର କୃଷି ଆଇନ ବିରୋଧୀ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ବିଦେଶୀ ସେଲିବ୍ରିଟିମାନେ ଟୁଇଟ୍‌ କରିବାରେ ଲାଗିଛନ୍ତି। ଏହାକୁ ନେଇ ସରକାର ଟୁଇଟରକୁ ନାଲିଆଖି ଦେଖାଉଥିବାବେଳେ ଭାରତରେ ହଠାତ୍‌ ଉଭା ହୋଇଛି ଆଉ ଏକ ତଥାକଥିତ…

ଆଜି କୋଟିଆ ଶୁଣାଣି

ନୂଆଦିଲ୍ଲୀ, ୧୨।୨:କୋରାପୁଟ୍‌ ଜିଲାର କୋଟିଆ ପଞ୍ଚାୟତ ଅନ୍ତର୍ଗତ ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ କରାଉଥିବାରୁ ଏହା ବିରୋଧରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ନେଇ ପିଟିଶନ ଦାଏର କରିଥିଲେ। ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ୩ ଜଣିଆ…

ଗ୍ରାହକଙ୍କୁ ଠକୁଛନ୍ତି ପେଟ୍ରୋଲ ପମ୍ପ

ନୂଆଦିଲ୍ଲୀ,୧୨।୨:ଦେଶ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ବଢ଼ିଚାଲିଛି। ଏବେ ଇନ୍ଧନ ଦର ସର୍ବୋଚ୍ଚ ସ୍ତରରେ ରହିଛି। ଏଭଳି ସ୍ଥିତିରେ କମ୍ପଟ୍ରୋଲର ଆଣ୍ଡ୍‌ ଅଡିଟର ଜେନେରାଲ(ସିଏଜି) ଦେଶର ତୈଳ କମ୍ପାନୀଗୁଡ଼ିକର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପେଟ୍ରୋଲ ଏବଂ ଡିଜେଲର…

କୃଷ୍ଣସାର ଶିକାର ମାମଲା: ସଲମାନ ଆଶ୍ୱସ୍ତ

ନୂଆଦିଲ୍ଲୀ, ୧୧।୨: କୃଷ୍ଣସାର ଶିକାର ମାମଲାରେ ବଲିଉଡ୍‌ ଷ୍ଟାର ସଲମାନ ଖାନଙ୍କ ବିରୋଧରେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଦାୟର ହୋଇଥିବା ଯାଚିକାକୁ ଗୁରୁବାର ଜୋଧପୁର ଜିଲା ଓ ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ସଲମାନଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ…

କରୋନା ଟିକାକରଣ ପରେ ଲାଗୁ ହେବ ସିଏଏ

ନୂଆଦିଲ୍ଲୀ,୧୧।୨: କରୋନା ଟିକାକରଣ ଶେଷ ହେବା ପରେ ଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ) ଲାଗୁ କରାଯିବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି। ଗୁରୁବାର ପଶ୍ଚିମବଙ୍ଗରରେ ଏକ ରାଲିକୁ ସମ୍ବୋଧିତ କରି ଗୃହମନ୍ତ୍ରୀ ଶାହା ଏହା କହିଛନ୍ତି।…

ମହାରାଷ୍ଟ୍ର ଗଭର୍ନରଙ୍କୁ ମିଳିଲାନି ସରକାରୀ ବିମାନ

ମୁମ୍ବାଇ, ୧୧।୨- ମହାରାଷ୍ଟ୍ର ଗଭର୍ନର ଭଗତ ସିଂ କୋଶିୟାରିଙ୍କୁ ଗୁରୁବାର ସକାଳେ ମୁମ୍ବାଇ ବିମାନ ବନ୍ଦରରେ ଫ୍ଲାଇଟ୍‌ ନେବା ପାଇଁ ଦୁଇ ଘଣ୍ଟା କାଳ ଅପେକ୍ଷା କରିବାକୁ ପଡ଼ିଥିବା କିଛି ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ସରକାରୀ ବିମାନ ବ୍ୟବହାର…

‘ନିର୍ବାଚନ ପରେ ଜୟ ଶ୍ରୀ ରାମ ଜପ କରିବେ ଦିଦି’

କୋଲକାତା, ୧୧।୨- ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (ଦିଦି) ‘ଜୟ ଶ୍ରୀ ରାମ’ ଜପ କରିବେ। ପଶ୍ଚିମବଙ୍ଗର କୁଚ ବିହାରରେ ଏକ ରାଲିକୁ ଗୁରୁବାର ସମ୍ବୋଧନ ଦେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ଏଭଳି କହିଛନ୍ତି। ‘ଜୟ ଶ୍ରୀ…

ଟୁଇଟର ସହ ପ୍ରତିଦ୍ୱନ୍ଦିତା କରିବ ସ୍ବଦେଶୀ ଆପ୍‌ ‘କୁ’

ନୂଆଦିଲ୍ଲୀ,୧୧।୧: ନୂତନ କୃଷି ଆଇନ ଏବଂ କୃଷକମାନଙ୍କ ପ୍ରତିବାଦ ସଂକ୍ରାନ୍ତରେ ବିଭ୍ରାନ୍ତିକର ସୂଚନା ପୋଷ୍ଟ କରାଯାଉଥିବା ଅଭିଯୋଗ କରି ୧୧ଶହରୁ ଊର୍ଦ୍ଧ୍ୱ ଆକାଉଣ୍ଟକୁ ହଟାଇ ଦେବା ଲାଗି କେନ୍ଦ୍ର ସରକାର ଟୁଇଟରକୁ ଆଦେଶ ଦେଇଥିଲେ। ଏହାର ଜବାବରେ ଟୁଇଟର ବାକ ଅଧିକାର…

ସଙ୍ଗମରେ ବୁଡ ପକାଇଲେ ପିୟଙ୍କା

ନୂଆଦିଲ୍ଲୀ,୧୧ ।୨: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ଉତ୍ତର ପ୍ରଦେଶର ପ୍ରୟାଗରାଜ ଗସ୍ତ କରିଛନ୍ତି । ମୌନି ଅମାବାସ୍ୟା ଅବସରରେ ସେ ସଙ୍ଗମରେ ବୁଡ ପକାଇଛନ୍ତି । ଦିନ ପ୍ରାୟ ୨ଟା ବେଳେ ସେ ସେଠାରେ ବୁଡ ପକାଇଛନ୍ତି…

ପୀଡ଼ିତାଙ୍କୁ ବିବାହ ପାଇଁ ରାଜି ହେଲେ ବଳାତ୍କାର ଅଭିଯୁକ୍ତ: ଦଣ୍ଡମୁକ୍ତ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୧।୨: ପୀଡ଼ିତାଙ୍କୁ ବିବାହ କରିବା ପାଇଁ ରାଜି ହେବାପରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କ୍‌ୁ ବୁଧବାର ସୁପ୍ରିମ୍‌କୋର୍ଟ ଦଣ୍ଡମୁକ୍ତ କରିଛନ୍ତି। ତେବେ ୬ ମାସ ମଧ୍ୟରେ ପୀଡ଼ିତାଙ୍କୁ ବିବାହ କରିବାକୁ ପଡ଼ିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ତାଗିଦ କରିଛନ୍ତି। ପ୍ରଧାନ ବିଚାରପତି ଶରଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri