୧୦୦ ବର୍ଷ ପୁରୁଣା ପାଣି ଟାଙ୍କିର ମରାମତି କାର୍ଯ୍ୟ ଆରମ୍ଭ: ଖର୍ଚ୍ଚ ହେବ ୧ କୋଟି ୮୦ଲକ୍ଷ ଟଙ୍କା
ଶିମଲା,୮।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମଲାର ଐତିହାସିକ ରିଜ ମୈଦାନରେ ଅବସ୍ଥିତ ୧୦୦ ବର୍ଷ ପୁରୁଣା ଜଳ ସଂରକ୍ଷଣ ଟ୍ୟାଙ୍କର ମରାମତି କାମ ଆରମ୍ଭ ହୋଇଛି। ଟ୍ୟାଙ୍କରେ ଆସିଥିବା ଫାଟକୁ ପୂରଣ କରିବା ପାଇଁ ଟ୍ୟାଙ୍କକୁ ବ୍ୟାରିକେଡ କରିଛି। ସୁଇଜରଲ୍ୟାଣ୍ଡର...
କଙ୍ଗନାଙ୍କ ନିଶା ସେବନର ଯାଞ୍ଚ କରିବ ପୋଲିସ!
ମୁମ୍ବାଇ,୮।୯: ତୁଟୁନି ବଲିଉଡ୍ ନାୟିକା କଙ୍ଗନା ରାନାଓ୍ବତଙ୍କ ବିବାଦ। ଏବେ ମହାରାଷ୍ଟ୍ର ସରକାରଙ୍କ ସହ ଚାଲିଥିବା ବିବାଦ ଖୁବ୍ ଚର୍ଚ୍ଚାରେ ରହିଛି। ବେଳକୁ ବେଳ ତାଙ୍କ ଅଡୁଆ ଯେମିତି ବଢିବାରେ ଲାଗିଛି। କଙ୍ଗନା ମୁମ୍ବାଇକୁ ନେଇ ଦେଇଥିବା ବୟାନକୁ ନେଇ...
କଂଗ୍ରେସର ଝୁମ୍ପୁଡ଼ି ବସ୍ତି ରାଜନୀତି
ନୂଆଦିଲ୍ଲୀ, ୮।୯: ରାଜଧାନୀ ଦିଲ୍ଲୀର ରେଳ ଲାଇନ କଡ଼ରେ ଥିବା ୪୮ ହଜାରରୁ ଅଧିକ ଝୁମ୍ପୁଡ଼ି ଘର ହଟିବା ନେଇ ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ପର୍ଯ୍ୟାୟକ୍ରମେ ଝୁମ୍ପୁଡ଼ିଗୁଡ଼ିକୁ ହଟାଯିବ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ନିର୍ଦ୍ଦେଶ ଅନୁସାରେ...
ମୁଁ ଗୋବରରେ ଜନ୍ମ ହୋଇଛି, ଏଣୁ କରୋନା ମୋ ଆଖପାଖକୁ ଆସିପାରିବ ନାହିଁ: ଏହି ମନ୍ତ୍ରୀଙ୍କ ଅଜବ ଯୁକ୍ତି
ଭୋପାଳ,୮।୯: ଗୋଟିଏ ପଟେ ଦେଶରେ ମହାମାରୀ କରୋନା ଜନିତ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ କିଛି ନେତା ଅଜବ ଯୁକ୍ତି କରୁଥିବା ନଜିରକୁ ଆସିଛି। ଏହି କ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱାଧିନ...
ଲଦାଖରେ ପ୍ରଥମଥର ଲାଗି ନିୟୋଜିତ ହେଲେ ମହିଳା ଡାକ୍ତର
ନୂଆଦିଲ୍ଲୀ,୮।୯; ଲାଇନ ଅଫ୍ ଆକଚ୍ୟୁଆଲ କଣ୍ଟ୍ରୋଲ(ଏଲ୍ଏସି)ରେ ଚାଇନା ସହ ଲାଗି ରହିଥିବା ବିବାଦ ମଧ୍ୟରେ ଇଣ୍ଡୋ ତିବ୍ବତ ବର୍ଡର ପୋଲିସ(Indo-Tibet Border Police) ପ୍ରଥମଥର ଲାଗି ମହିଳା ଡାକ୍ତରଙ୍କୁ ଲଦାଖର ଫରଓ୍ବାର୍ଡ ପୋଷ୍ଟରେ ନିୟୋଜିତ କରିଛି। ଲେହରୁ ସେନା ପଠାଇବାଠାରୁ...
୪୬ ଲକ୍ଷରୁ ଅଧିକ ଚାଷୀ ‘ପିଏମ୍ କିଷାନ ଯୋଜନା’ରୁ ବଞ୍ଚିତ
ନୂଆଦିଲ୍ଲୀ, ୮।୯: ଦେଶରେ ଚାଷୀଙ୍କ ବିକାଶ ପାଇଁ ‘ପିଏମ୍ କିଷାନ ଯୋଜନା’ ପ୍ରଣୟନ କରାଯାଇଛି। ଇତିମଧ୍ୟରେ ଏହି ଯୋଜନାକୁ ୨୦ ମାସ ପୂରଣ ହୋଇଛି। ତେବେ ଆବଶ୍ୟକ କାଗଜ ପତ୍ର ଦାଖଲ କରି ନ ଥିବାରୁ ୪୬ ଲକ୍ଷ ୧୩...
ପତ୍ନୀଙ୍କ ଡରରେ ଆସନ ବଦଳାଇଲେ ତେଜ ପ୍ରତାପ!
ପାଟନା,୮।୯: ପାଖେଇ ଆସୁଛି ବିହାର ବିଧାନଭସା ନିର୍ବାଚନ। ଏହି କ୍ରମରେ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ନିର୍ବାଚନରେ ଭାଗ ନେବେ ସତ। ହେଲେ ହାର-ଜିତର ଭୟ ଏବେ ତାଙ୍କୁ...
୧୩ ଚମରୀ ଗାଈ-୪ ବାଛୁରୀ ଚାଇନାକୁ ଫେରାଇଲେ ଭାରତୀୟ ଯବାନ
କାମେଙ୍ଗ, ୮।୯: ଏଲ୍ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ମାତ୍ର ଭାରତୀୟ ଯବାନ ସବୁବେଳେ ସଞ୍ଜମତା ଆଚରଣ ପ୍ରଦର୍ଶନ କରୁଛନ୍ତି। ଭାରତୀୟ ସୀମାକୁ ଚାଇନାର ୧୩ ଚମରୀ ଗାଈ ଏବଂ ୪ ବାଛୁରୀ ପଶିଆସିଥିଲେ। ଚରିବା ସମୟରେ...
ଏଲ୍ଏସିରେ ଉତ୍ତେଜନା: ରାଜନାଥଙ୍କ ପରେ ଜୟଶଙ୍କରଙ୍କ ୪ ଦିନିଆ ରୁଷ୍ ଗସ୍ତ
ନୂଆଦିଲ୍ଲୀ, ୮।୯: ଭାରତ ଚାଇନା ମଧ୍ୟରେ ଏଲ୍ଏସିରେ ଉତ୍ତେଜନା ବଢ଼ି ଚାଲିଛି। ଏପରିସ୍ଥଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୩ ଦିନିଆ ରୁଷ୍ ଗସ୍ତ ପରେ ଏବେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ୪ ଦିନିଆ ଗସ୍ତ ମଙ୍ଗଳବାରଠାରୁ ଆରମ୍ଭ...
ବିମାନ ଯାତ୍ରୀଙ୍କ ପାଇଁ ଖାଦ୍ୟ ନିୟମରେ ହେଲା ପରିବର୍ତ୍ତନ
ନୂଆଦିଲ୍ଲୀ,୮।୯: କେନ୍ଦ୍ର ସରକାର ସମସ୍ତ ଏୟାରଲାଇନ୍ସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଖାଦ୍ୟ ପରସିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହାପରେ ସମସ୍ତ ଏୟାରଲାଇନ୍ସ ଏହାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାପଡିଛି। ହେଲେ ପୂର୍ବ ମେନୁରେ କିଛିଟା ପରିବର୍ତ୍ତନ କରାଯାଇଥିବା କୁହାଯାଉଛି।...
ମା’ କରୋନା ଆକ୍ରାନ୍ତ ଜାଣିବା ପରେ ୪ ପୁଅ ନେଲେ ଏମିତି ନିଷ୍ପତ୍ତି
ହାଇଦ୍ରାବାଦ୍,୮।୯: କରୋନା ମହାମାରୀ ସମୟରେ ମଣିଷର ଅମାନବୀୟ ଚେହେରା ପୁଣି ଥରେ ଦେଖିବାକୁ ମିଳିଛି। ବୃଦ୍ଧା ମା କରୋନା ସଂକ୍ରମିତ ଜଣାପଡିବା ପରେ ଚାରି ପୁଅ ତାଙ୍କୁ ବିଲରେ ଛାଡି ପଳାଇଯାଇଛନ୍ତି। ଏହି ଘଟଣା ତେଲେଙ୍ଗାନାରୁ ଘଟିଛି। ଏଠାରେ ଜଣେ...
ଭାରତକୁ ପାକିସ୍ତାନର ହାସ୍ୟାସ୍ପଦ ଧମକ: ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଲା
ନୂଆଦିଲ୍ଲୀ, ୮।୯: ଭାରତ ଚାଇନା ମଧ୍ୟରେ ଏଲ୍ଏସିରେ ଉତ୍ତେଜନା ବଢ଼ି ଚାଲିଛି। ଏପରିସ୍ଥଳେ ଭାରତକୁ ପାକିସ୍ତାନ ହାସ୍ୟାସ୍ପଦ ଧମକ ଦେଇଛି। ପାକିସ୍ତାନ ସୈନ୍ୟ ବାହିନୀ ମୁଖ୍ୟ ଜେନେରାଲ କମର ଜାବେଦ୍ ବାଜଓ୍ବା କହିଛନ୍ତି ଯେ, ଭାରତ ସହିତ ଯୁଦ୍ଧ ପାଇଁ...
Archives


