Posted inଜାତୀୟ

୧୩ ଚମରୀ ଗାଈ-୪ ବାଛୁରୀ ଚାଇନାକୁ ଫେରାଇଲେ ଭାରତୀୟ ଯବାନ

କାମେଙ୍ଗ, ୮।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ମାତ୍ର ଭାରତୀୟ ଯବାନ ସବୁବେଳେ ସଞ୍ଜମତା ଆଚରଣ ପ୍ରଦର୍ଶନ କରୁଛନ୍ତି। ଭାରତୀୟ ସୀମାକୁ ଚାଇନାର ୧୩ ଚମରୀ ଗାଈ ଏବଂ ୪ ବାଛୁରୀ ପଶିଆସିଥିଲେ। ଚରିବା ସମୟରେ ସେମାନେ ଏଲ୍‌ଏସି ଅତିକ୍ରମ କରିଥିଲେ। ତେବେ ଭାରତୀୟ ଯବାନ ଚାଇନାକୁ ଏହା ଫେରସ୍ତ କରିଥିଲେ। ସୋମବାର ଦିନ ସମୟରେ ଅରୁଣାଚଳ ପ୍ରଦେଶର କାମେଙ୍ଗ ଅଞ୍ଚଳରେ ଭାରତୀୟ ଯବାନ ଏଭଳି ମାନବୀୟ ଆଚରଣ ପ୍ରଦର୍ଶନ କରିଥିଲେ। ଏଲ୍‌ଏସି ନିକଟବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଏହି ଗାଈ ବୋଲି କୁହାଯାଉଛି। ଚାଇନା ସୈନ୍ୟ ଅଧିକାରୀ ଏଥିପାଇଁ ଭାରତୀୟ ଯବାନଙ୍କୁ ଧନ୍ୟବାଦ ଦେଇଥିଲେ। ମାତ୍ର ରାତ୍ରରେ ଏହାକୁ ଭୁଲି ଚାଇନା ସୈନ୍ୟ ଲଦାଖ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରିବା ସହିତ ଗୁଳି ଚାଳନା କରିଥିଲେ। ତେବେ ଭାରତୀୟ ଯବାନଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ସେମାନେ ପଛକୁ ହଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଏସ୍‌ପିଓଙ୍କୁ ଗୁଳି କଲେ ଆତଙ୍କବାଦୀ…

ଶ୍ରୀନଗର,୨୮।୬: ଜମ୍ମୁ-କଶ୍ମୀରର ଏୟାରଫୋର୍ସ ଷ୍ଟେଶନରେ ଡ୍ରୋନ୍‌ ଦ୍ୱାରା ଆତଙ୍କବାଦୀ ଆକ୍ରମଣ କରିବା ପରେ ଜଣେ ଏସ୍‌ପିଓଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଆତଙ୍କବାଦୀମାନେ ପୁଲଓ୍ବାମାର ଅଓ୍ବନ୍ତିପୋରାସ୍ଥିତ...

ସାଧାରଣ ଜାଳେଣି ବ୍ୟବହାର ବନ୍ଦ ହେଲେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିବ: ଆଇଆଇଟି ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୨୦।୪: ଭାରତରେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ସାଧାରଣ ଜାଳେଣି ବନ୍ଦ କରାଗଲେ ବର୍ଷରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଞ୍ଚିପାରିବ। ଜାଳେଣି କାଠ,...

ପୁଲଓ୍ବାମାରେ ସୁରକ୍ଷା ବଳକୁ ବଡ଼ ସଫଳତା

ଶ୍ରୀନଗର,୨୭।୧୨: କଶ୍ମୀରର ପୁଲଓ୍ବାମା ଜିଲାରେ ସୁରକ୍ଷା ବଳକୁ ସୋମବାର ବଡ଼ ସଫଳତା ମିଳିଛି। ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଇ-ମହମ୍ମଦ (ଜେଇଏମ) ପାଇଁ କାମ କରୁଥିବା ଦୁଇ ଜଣଙ୍କୁ...

ଯୁବବର୍ଗ ପଢ଼ନ୍ତୁ ଗୀତା: ମୋଦି

ନୂଆଦିଲ୍ଲୀ,୧୧।୩: ଗୀତା ମନୁଷ୍ୟଙ୍କୁ ପରୋପକାର କରିବାର ମାର୍ଗ ପ୍ରଦର୍ଶିତ କରାଇଥାଏ। ମାନବତାର କଲ୍ୟାଣ ପାଇଁ କିଛି ନୂଆ କରିବା ଲାଗି ଗୀତା ପ୍ରେରଣା ଦେଇଥାଏ। ଭିଡ଼ିଓ...

ରୋମ ଯିବାକୁ ମମତାଙ୍କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ,୨୫ ।୯: ଇଟାଲି(ରୋମ)ରେ ଆୟୋଜିତ ହେବାକୁ ଯାଉଥିବା ୱାର୍ଲଡ ‘ପିସ୍ କନଫରେନ୍ସ’ରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ଯୋଗ ଦେଇ ପାରିବେ ନାହିଁ । ଭାରତ...

ଖୋଲିଲା ମଦ ଦୋକାନ: ଲାଗିଲା ଗ୍ରାହକଙ୍କ ଲମ୍ବା ଲାଇନ

ନୂଆଦିଲ୍ଲୀ,୪।୫: କରୋନା ସଂକ୍ରମଣ ରୋକିବାକୁ ସୋମବାରଠାରୁ ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ ୩.୦। ପୂର୍ବରୁ ଯେଉଁ ୪୦ ଦିନିଆ ଲାକ୍‌ଡାଉନ ଘୋଷଣା କରାଯାଇଥିଲା ସେତେବେଳେ ମଦ...

ନୀତା ଅମ୍ବାନୀଙ୍କୁ ଉପହାର ମିଳିଥିଲା ବିଳାସପୂର୍ଣ୍ଣ ଜେଟ

ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକାଣୀ ନୀତା ଅମ୍ବାନି ନିଜ ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ପାଇଁ ବେଶ...

ଦିଲ୍ଲୀ ବିଧାନସଭା ନିର୍ବାଚନ: ଶାହ-ନୀତୀଶ କରିବେ ପ୍ରଚାର

ନୂଆଦିଲ୍ଲୀ,୨୯।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଜୋର୍‌ସୋର୍‌ ନିର୍ବାଚନୀ ପ୍ରଚାର ଜାରି ରହିଛି। ତେବେ ଏଠାରେ ପ୍ରଚାର କାର୍ଯ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ...

Advertisement
Archives

Model This Week