ସିରିୟଲ କିଲର: ୮ ବର୍ଷର ନାବାଳକ ୩ ଜଣଙ୍କୁ କଲେ ହତ୍ୟା
ପାଟଣା,୧୨।୩: ବିଶ୍ୱରେ ଏମିତି କିଛି ସିରିୟଲ କିଲର ଅଛନ୍ତି,ଯେଉଁମାନେ ବେଶ୍ ପରିଚିତ। କାହାକୁ ନ ଚିହ୍ନି ନ ଜାଣି ବିନା କାରଣରେ ହତ୍ୟା କରିଥାନ୍ତି ଏମାନେ। ଏମାନଙ୍କ ମଧ୍ୟରୁ କେତେଜଣ ଧରା ପଡ଼ିଥିବା ବେଳେ ଆଉ କେତେକଙ୍କୁ ଆଜି ବି ପୋଲିସ…
ଡିଏମ୍କେ ଘୋଷଣା କଲା ପ୍ରାର୍ଥି ତାଲିକା: କୋଲାଥୁରରୁ ଲଢିବେ ଷ୍ଟାଲିନ
ଚେନ୍ନାଇ,୧୨ ।୩: ତାମିଲନାଡୁରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦ୍ରାବିଡ ମୁନ୍ନେତ୍ର କଝଗମ (ଡିଏମ୍କେ) ଶୁକ୍ରବାର ପ୍ରାର୍ଥି ତାଲିକା ଘୋଷଣା କରିଛି । ଦଳ ମୁଖ୍ୟ ଏମ୍କେ ଷ୍ଟାଲିନ ୧୭୩ ପ୍ରାର୍ଥିଙ୍କ ନାମ ଘୋଷଣା କରିଛନ୍ତି । ତେବେ ସେ…
ଦାଣ୍ଡି ଯାତ୍ରାକୁ ସବୁଜ ସଙ୍କେତ ଦେଲେ ମୋଦି
ଅହମଦାବାଦ,୧୨ ।୩: ଆସନ୍ତା ୨୦୨୨ ମସିହାରେ ଦେଶ ପାଳନ କରିବାକୁ ଯାଉଛି ସ୍ୱାଧିନତାର ୭୫ ବର୍ଷ । ଏହାସହ ଜାତିର ପିତା ମାହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହକୁ ବି ୯୧ ବର୍ଷ ପୂରଣ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ନନ୍ଦିଗ୍ରାମରୁ ପ୍ରାର୍ଥିପତ୍ର ଦାଖଲ କଲେ ଶୁଭେନ୍ଦୁ
କୋଲକାତା,୧୨ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ସେଠାରେ ରାଜନିତୀ ବେଳକୁ ବେଳ ରୋମାଞ୍ଚକ ହେବାକୁ ଲାଗିଛି । ସେଠାରେ ବିଶେଷ ଭାବେ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍ସି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ପ୍ରତିଯୋଗୀତା ଲାଗିଛି । ଦୁଇ ଦିନ…
୧୬୯ ଦିନ ପରେ ରେଳ ଧାରଣାରୁ ଉଠିଲେ କୃଷକ
ଚଣ୍ଡିଗଡ଼,୧୨।୩: ଗତ ସାଢେ ୩ ମାସେ ହେବ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ପଞ୍ଜାବରୁ ଏକ ଆଶ୍ୱସ୍ତିକର ଖବର ଆସିଛି। ଅମୃତସରରେ କୃଷି ଆଇନକୁ ବିରୋଧରେ ରେଳ ଧାରଣାରେ ବସିଥିବା କୃଷକମାନେ ଉଠିଯାଇଛନ୍ତି। ସୂଚନାଯୋଗ୍ୟ, ଏହି…
ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବିସ୍ଫୋରକ ମିଳିବା ଘଟଣାରେ ନୂଆ ମୋଡ
ନୂଆଦିଲ୍ଲୀ,୧୨।୩: ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ମିଳିଥିବା ବିସ୍ଫୋରକ ମାମଲାର ଲିଙ୍କ୍ ତିହାର ଜେଲ ସହ ରହିଥିବା ପ୍ରମାଣ ମିଳିଛି। ତିହାର ଜେଲ କର୍ତ୍ତୃପକ୍ଷ ସବ ଜେଲ ନଂ୮ରେ ବ୍ୟାପକ ସର୍ଚ୍ଚ ଅପରେସନ କରିଥିଲେ। ଏହି…
ଦେଶରେ ବଢି ଚାଲିଛି କରୋନା ସଂକ୍ରମଣ
ନୂଆଦିଲ୍ଲୀ,୧୨ ।୩: ଦେଶରେ ପୁଣିଥରେ ଦିନକୁ ଦିନ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୩,୨୮୫ ନୂଆ ସଂକ୍ରମିତଙ୍କୁ…
ସାବରମତୀ ଆଶ୍ରମରେ ପହଞ୍ଚିଲେ ମୋଦି: ବାପୁଙ୍କୁ ଜଣାଇଲେ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ,୧୨।୩: ଚଳିତବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରିବ। ଏହି ଅବସରରେ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅହମ୍ମଦାବାଦ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହାପୂର୍ବରୁ ମୋଦି ସାବରମତୀ ଆଶ୍ରମରେ ପହଞ୍ଚି ବାପୁଙ୍କୁ…
କରୋନା ଆକ୍ରାନ୍ତ ହେଲେ ଅର୍ଥମନ୍ତ୍ରୀ: ୪ ଦିନ ପୂର୍ବରୁ ଉପସ୍ଥାପନ କରିଥିଲେ ରାଜ୍ୟ ବଜେଟ
ଚଣ୍ଡିଗଡ଼,୧୨।୩: ପଞ୍ଜାବରେ କରୋନା ବ୍ୟାପୁଛି। ଏଥର ରାଜ୍ୟ ଅର୍ଥମନ୍ତ୍ରୀ ମନପ୍ରୀତ ସିଂ ବାଦଲ କରୋନା ଶିକାର ହୋଇଛନ୍ତି। ୫୮ ବର୍ଷୀୟ ବାଦଲ ଫେସବୁକ ମାଧ୍ୟମରେ କରୋନା ଆକ୍ରାନ୍ତ ହୋଇଥିବା ବିଷୟରେ ସୂଚନା ଦେଇଛନ୍ତି। ବାଦଲ କିଛି ଦିନ ପୂର୍ବରୁ ଗୃହରେ ରାଜ୍ୟ…
ମୋଦି ଭଗବାନ ଶିବଙ୍କ ଅବତାର: ଭାଜପା ମନ୍ତ୍ରୀ
ଶିମଲା,୧୨।୩ ହିମାଚଳ ପ୍ରଦେଶର ନଗର ଉନ୍ନୟନ ମନ୍ତ୍ରୀ ସୁରେଶ ଭରଦ୍ୱାଜ ଶିମଲା ରାମ ମନ୍ଦିରରେ ଶିବରାତ୍ରୀ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶିବ ଅବତାର ବୋଲି କହିଛନ୍ତି। ସେ କହିଛନ୍ତି ଯେ ୨୦୧୯ରେ ନିର୍ବାଚନ ଫଳାଫଳ…
ପ୍ରଥମଥର ଅନ୍ତର୍ଜାତୀୟ ମଞ୍ଚରେ ଏକାଠି ହେବେ ମୋଦି-ବାଇଡେନ୍
ନୂଆଦିଲ୍ଲୀ,୧୨।୩: କରୋନା ସଙ୍କଟ ସମୟ, ଚାଇନା ସହ ଚାଲିଥିବା ବିବାଦ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ QUAD ଦେଶଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ନାବାଳିକା ବକ୍ସରଙ୍କୁ ବଳାତ୍କାର
ମୁମ୍ବାଇ,୧୨।୩ : ମୁଲନ୍ଦ ଅଞ୍ଚଳରେ ଜଣେ ନାବାଳିକା ବକ୍ସରଙ୍କୁ ବଳାତ୍କାର ଅଭିଯୋଗରେ ୩୦ ବର୍ଷୀୟ କୋଚ୍ଙ୍କୁ ଗିରଫ କରାଯାଇଛି। ଏ ନେଇ ଗୁରୁବାର ସ୍ପଷ୍ଟ କରିଛି ସ୍ଥାନୀୟ ପୋଲିସ। ଏହି ଘଟଣା ରବିବାର ଘଟିଥିଲା। ପୀଡ଼ିତାଙ୍କୁ ବକ୍ସିଂ କ୍ଲବରେ ବଳାତ୍କାର କରିଥିଲେ…
Archives


