ଭେଟେନାରୀ ଅଫିସର ଭାବେ କ୍ୟାରିୟର ଆରମ୍ଭ କରିଥିଲେ ମୋହନ ଭାଗବତ: ଏପରି ଥିଲା ଆର୍ଏସ୍ଏସ୍ ମୁଖ୍ୟ ହେବାର ଯାତ୍ରା
ନୂଆଦିଲ୍ଲୀ,୧୧।୯: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍ଏସ୍ଏସ୍)କୁ ବିଶ୍ୱର ସବୁଠାରୁ ବଡ଼ ସ୍ବୟଂସେବକ ସଂସ୍ଥା ବୋଲି କୁହାଯାଏ। ବର୍ତ୍ତମାନ ଆର୍ଏସ୍ଏସ୍ର ମୁଖ୍ୟ ଅଛନ୍ତି ମୋହନ ଭାଗବତ। ଆଜି ଅର୍ଥାତ ଶୁକ୍ରବାର ସେ ନିଜର ୭୦ତମ ଜନ୍ମଦିବସ ପାଳନ କରୁଛନ୍ତି। ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ...
ଚାଇନାର ଅସଲ ମୁଖା ଖୋଲିଲା: ଏପଟେ ସୈନ୍ୟ ବୃଦ୍ଧି, ସେପଟେ ଆଲୋଚନା
ଲଦାଖ,୧୧।୯: ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଚରମ ସୀମାରେ ପହଞ୍ଚିଛି। ଗୋଟିଏ ପଟେ ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ରୁଷିଆର ମସ୍କୋରେ ଭାରତ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ...
ମାର୍କସିଟକୁ ‘ପ୍ରେସର ସିଟ୍’ କହିଲେ ମୋଦି: ଏହାଦ୍ୱାରା ଛାତ୍ରଙ୍କର ମୂଲ୍ୟାଙ୍କନ ନ ହେଉ
ନୂଆଦିଲ୍ଲୀ,୧୧ ।୯: ରାଷ୍ଟ୍ରୀୟ ଶିକ୍ଷାନୀତି ବା ନ୍ୟାଶନାଲ ଏଜୁକେଶନ ପଲିସି(ଏନ୍ଇପି)୨୦୨୦ ଆସିବା ପରେ ଏବେ ଏହା ଉପରେ ପୂରା ଧ୍ୟନ ଦିଆଯାଉଛି । ଏହାରି ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୨୧ଶତାଦ୍ଦୀରେ ସ୍କୁଲ ଶିକ୍ଷାକୁ ନେଇ ସାରା ଦେଶର...
ରିୟାଙ୍କ ଜାମିନ ଆବେଦନ ଖାରଜ, ଜେଲ୍ରେ ରହିବେ ଭାଇ, ଭଉଣୀ
ମୁମ୍ବାଇ,୧୧।୯: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଡ୍ରଗ୍ସ ମାମଲାରେ ମୁମ୍ବାଇ ସେସନ୍ସ କୋର୍ଟ ୬ ଅଭିଯୁକ୍ତ ରିୟା, ତାଙ୍କ ସୋଭିକ, ଦୀପେଶ ସାଓ୍ବନ୍ତ, ସାମୁଏଲ ମିରାଣ୍ଡା, ଜୈଦ୍, ବାସିଦ ପରିହାରଙ୍କ...
୮ ବର୍ଷ ହେବ ସ୍ବାମୀ-ସ୍ତ୍ରୀ ହୋଇ ରହୁଥିଲେ ଦୁଇ ଯୁବକ, ଏମିତି ହେଲା ଖୁଲାସା
ଭୋପାଳ,୧୧।୯: ମଧ୍ୟପ୍ରଦେଶର ସିହୋର ଜିଲାରେ ଏକ ପୋଷ୍ଟମର୍ଟମ ରିପୋର୍ଟରୁ ରୋଚକ ଘଟଣାର ଖୁଲାସା ହୋଇଛି। ସ୍ତ୍ରୀ-ସ୍ବାମୀ ଭଳି ଦୁଇ ଯୁବକ ଜୀବନ ବିତାଉଥିଲେ। ଏହି ବିବାହକୁ ଲୁଚାଇ ରଖିବା ପାଇଁ ଏକ ସନ୍ତାନ ମଧ୍ୟ ଆପଣାଇ ରଖିଥିଲେ। ଦିନେ ଦୁହିଁଙ୍କ...
ମୋ ଶରୀର ଅସୁସ୍ଥ, ପୁଅର ସବୁ ନିଷ୍ପତ୍ତିକୁ ସମର୍ଥନ କରୁଛି: ରାମବିଳାସ ପାଶଓ୍ବାନ୍
ପାଟନା,୧୧।୯: କରୋନା ସଙ୍କଟ ମଧ୍ୟରେ ବିହାରରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଲେଣି। ସେପଟେ କେନ୍ଦ୍ର ମନ୍ତ୍ରୀ ତଥା ଲୋକ ଜନତା ପାର୍ଟି ନେତା ରାମବିଲାସ ପାଶୱାନ ଶୁକ୍ରବାର...
ସୀମାରେ ଉତ୍ତେଜନା ହ୍ରାସ ପାଇଁ ଭାରତ-ଚାଇନା ମଧ୍ୟରେ ୫ ସୁତ୍ରୀ ସହମତି
ମସ୍କୋ,୧୧।୯: ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଭାରତ-ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ଦୁଇଦେଶ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି। ରୁଷିଆର ମସ୍କୋରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ଅବସରରେ...
ଥରିଲା ମାୟାନଗରୀ
ମୁମ୍ବାଇ,୧୧।୯: ମାୟା ନଗରୀ ମୁମ୍ବାଇରେ ଶୁକ୍ରବାର ସକାଳୁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏନସିଏସଙ୍କ ସୂଚନା ଅନୁଯାୟୀ, ଭୋର ୫ଟା ୩୦ ମଧ୍ୟରେ ଭୂକମ୍ପ ଅନୁଭବ ହେବା ସହ ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୩.୫ ରେକର୍ଡ କରାଯାଇଛି। ଭୂକମ୍ପର...
ଭାଜପାରେ ଯୋଗଦେବେ କି କଙ୍ଗନା, ଉତ୍ତରରେ କହିଲେ ଏମିତି
ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା ସହ ଭୀଷଣ ତିକ୍ତତାର ସମ୍ମୁଖୀନ ହୋଇଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଭାଜପାରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି। ମୁମ୍ବାଇ ମହାନଗର ନିଗମ ପକ୍ଷରୁ ତାଙ୍କ ଅଫିସ ଭଙ୍ଗାଯିବା ପରେ ମର୍ମାହତ ଅଛନ୍ତି କଙ୍ଗନା।...
ବେକାବୁ ହୋଇଚାଲିଛି କରୋନା, ଦିନକରେ ୯୬ ହଜାରରୁ ଅଧିକ ଆକ୍ରାନ୍ତ
ନୂଆଦିଲ୍ଲୀ,୧୧।୯: ଦେଶରେ ଲଗାତାର କରୋନା ସଂକ୍ରମଣ ବଢିଚାଲିଛି। ଗତ କିଛି ଦିନ ହେବ କରୋନା ସଂକ୍ରମଣ ୯୦ ହଜାରରୁ ଅଧିକ ରହିଛି। ଶୁକ୍ରବାର ପୁଣିଥରେ ଦେଶରେ ସଂକ୍ରମଣ ମାମଲା ପ୍ରାୟ ୯୬ ହଜାରରୁ ଅଧିକ ରହିଛି। ଗତ ୨୪ ଘଣ୍ଟା...
ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଏମିତି ନିଷ୍ପତ୍ତି ନେଲେ ଯୁବକ, ଆଉ ତା’ପରେ
ନୂଆଦିଲ୍ଲୀ,୧୧।୯: ଦିଲ୍ଲୀରେ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବକ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଶାଢି ସହାୟତାରେ ବେକକୁ ଚିପି ହତ୍ୟା କରିଛନ୍ତି। କେବଳ ଏତିକି ନୁହେଁ ଅଭିଯୁକ୍ତ ତାଙ୍କ ଦେଢ ବର୍ଷର ଶିଶୁ ସହିତ ରାତିସାରା...
ଜୟଶଙ୍କର-ୟାଙ୍ଗ ଆଲୋଚନା
ମସ୍କୋ, ୧୦।୯: ରୁଷିୟା ରାଜଧାନୀ ମସ୍କୋଠାରେ ସାଙ୍ଘାଇ ସହଯୋଗ ସଙ୍ଗଠନ( ଏସସିଓ) ବୈଦେଶିକ ମନ୍ତ୍ରୀଙ୍କ ବୈଠକ ପୁଷ୍ଠଭୂମିରେ ଭାରତର ବର୍ହିବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଓ ଚାଇନା ପ୍ରତିପକ୍ଷ ୟାଙ୍ଗ ୟି ଗୁରୁବାର ଆଲୋଚନା କରିଛନ୍ତି। ସାରେ ଏକ ଭର୍ଚିୁଆଲ...
Archives


