ଭୂତାଣୁ କବଳରେ ସ୍ବାସ୍ଥ୍ୟକର୍ମୀ
ଲକ୍ଷ୍ନୌ, ୨୦ା୪: କରୋନା ସହ ଲଢ଼େଇରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ଯୋଦ୍ଧା ହୋଇଥିଲେ ହେଁ ସେମାନେ ମଧ୍ୟ ଭୂତାଣୁ କବଳରୁ ବାଦ୍ ପଡ଼ିନାହାନ୍ତି। ଆକ୍ରାନ୍ତଙ୍କୁ ଚିକିତ୍ସା ଯୋଗାଉଥିବା ଡାକ୍ତର, ହସ୍ପିଟାଲ ଷ୍ଟାଫ୍, ନର୍ସ, ଟେକ୍ନିସିଆନ, ଓ୍ବାର୍ଡ ବଏଙ୍କ ସମେତ ଅନେକ ସ୍ବାସ୍ଥ୍ୟକର୍ମୀ…
କରୋନାରେ ବିଚାରପତିଙ୍କ ମୃତ୍ୟୁ
ନୂଆଦିଲ୍ଲୀ, ୨୦ା୪: କରୋନାରେ ସଂକ୍ରମିତ ହୋଇଥିବା ଦିଲ୍ଲୀର ଜଣେ ଜିଲା ଜଜ୍ କୋବଇ ବେଣୁଗୋପାଳ(୪୭)ଙ୍କ ସୋମବାର ଏକ ସରକାର ହସ୍ପିଟାଲରେ ମୃତ୍ୟୁ ଘଟିଛି। ସପ୍ତାହେ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିବା ବେଣୁଗୋପାଳଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ରବିବାର ତାଙ୍କୁ ଆଇସିୟୁରେ ଭର୍ତ୍ତି…
ଦ୍ୱିତୀୟ ଲହରରେ ବୟସ୍କ ଅଧିକ ଅସୁରକ୍ଷିତ
ନୂଆଦିଲ୍ଲୀ, ୨୦।୪(ପି.ଟି.): କରୋନାର ପ୍ରଥମ ଲହର ଭଳି ଦ୍ୱିତୀୟ ଲହର ମଧ୍ୟ ବୟସ୍କଙ୍କ ପାଇଁ ଅଧିକ ବିପଜ୍ଜନକ ସାବ୍ୟସ୍ତ ହୋଇଛି। କାରଣ ୭୦ ପ୍ରତିଶତରୁ ଉର୍ଦ୍ଧ୍ୱ କୋଭିଡ୍ ରୋଗୀଙ୍କ ବୟସ ୪୦ ବର୍ଷରୁ ଅଧିକ ବୋଲି ଜଣାପଡ଼ିଥିବା ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।…
ୟୁପିର ୫ ସହରରେ ହାଇକୋର୍ଟଙ୍କ ଲକ୍ଡାଉନ ନିର୍ଦ୍ଦେଶ ; ମାନିବାକୁ ମନା କଲେ ରାଜ୍ୟ ସରକାର
ଲକ୍ଷ୍ନୌ,୧୯।୪ : ଦୈନିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶର ୫ଟି ସହରରେ ସୋମବାର ରାତିରୁ ୨୬ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ ଆଲାହାବାଦ୍ ହାଇକୋର୍ଟ। ରାଜଧାନୀ ଲକ୍ଷ୍ନୌ ସମେତ ପ୍ରୟାଗରାଜ, ବାରଣାସୀ, କାନପୁର ଓ ଗୋରଖପୁର…
ପ୍ରବାସୀଙ୍କୁ ହାତ ଯୋଡ଼ିଲେ କେଜରିଓ୍ବାଲ
ନୂଆଦିଲ୍ଲୀ,୧୯।୪ : ଦିଲ୍ଲୀରେ ୬ ଦିନିଆ ଲକ୍ଡାଉନ ଘୋଷଣା ହେବା ପରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବା ପାଇଁ ଆନନ୍ଦ ବିହାର ଆଇଏସ୍ବିଟିଠାରେ ଏକତ୍ରିତ ହୋଇଛନ୍ତି। ସେମାନଙ୍କୁ ଦିଲ୍ଲୀ ନ ଛାଡ଼ିବା ପାଇଁ ହାତ ଯୋଡ଼ି ଅନୁରୋଧ…
‘ ଭାକ୍ସିନ ନୁହେଁ, କରୋନା ଉପରେ ମଦ କାମ ଦେବ ’
ନୂଆଦିଲ୍ଲୀ,୧୯।୪ : ଭାକ୍ସିନ ଦ୍ୱାରା କିଛି ହେବ ନାହିଁ। ମଦ ହିଁ ସାହାଯ୍ୟ କରିବ। ଦିଲ୍ଲୀରେ ୬ ଦିନିଆ ଲକ୍ଡାଉନ ଘୋଷଣା ହେବା ପରେ ଶିବପୁରୀ ଅଞ୍ଚଳରୁ ମଦ କିଣୁଥିବା ଜଣେ ମହିଳା ଏଭଳି ମନ୍ତବ୍ୟ ଦେଇଛନ୍ତି। ମୁଁ ଗତ ୩୫…
ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା
ନୂଆଦିଲ୍ଲୀ୧୯।୪: କେନ୍ଦ୍ର ସରକାର ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା ଦେବା ନେଇ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫାର୍ମା କମ୍ପାନୀଙ୍କ ସହ ବୈଠକ ପରେ ସୋମବାର ଏହି ନିଷ୍ପତ୍ତି ନେଇଛନ୍ତି। ଟିକାକରଣ ନେଇ ୩ଟି ରଣନୀତି ପ୍ରସ୍ତୁତ…
ଔଷଧ ଦୋକାନରେ ମିଳିବ କରୋନା ଟିକା
ନୂଆଦିଲ୍ଲୀ୧୯।୪: କେନ୍ଦ୍ର ସରକାର ଟିକା ନେଇ ସୋମବାର ବଡ ଘୋଷଣା କରିଛନ୍ତି। ମେ ୧ରୁ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଟିକା ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫାର୍ମା କମ୍ପାନୀଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ନେଇଛନ୍ତି। ଟିକାକରଣ ନେଇ ୩ଟି…
ଲକ୍ଡାଉନ ପୂର୍ବରୁ ମଦ କାଉଣ୍ଟର ଆଗରେ ଲମ୍ବା ଧାଡ଼ି
ନୂଆଦିଲ୍ଲୀ,୧୯।୪ : ଦିଲ୍ଲୀରେ ସୋମବାର ରାତି ୧୦ଟାରୁ ଆରମ୍ଭ ହେବାକୁ ଯାଉଛି ୬ ଦିନିିଆ ଲକ୍ଡାଉନ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଘୋଷଣା ପରେ ଦେଶର ରାଜଧାନୀ ବିଭିନ୍ନ ଲିକର ଶପରେ ଦେଖିବାକୁ ମିଳିଛି ଗ୍ରାହକଙ୍କ ଲମ୍ବା ଲାଇନ୍। ଖାନ ମାର୍କେଟରେ ଥିବା…
ଟିକା ନେବା ପରେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କୁ କରୋନା
ନୂଆଦିଲ୍ଲୀ,୧୯।୪ : ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ କୋଭିଡ୍ ରିପୋର୍ଟ ପଜିଟିଭ ଆସିଛି। ତାଙ୍କୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଜ୍ୱରରେ ପୀଡ଼ିତ ଥିବାରୁ ଏହି ଭେଟେରାନ କଂଗ୍ରେସ ନେତାଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା…
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ଚିଠିର ଉତ୍ତର ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ୧୯।୪: କରୋନା ମୁକାବିଳା ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଥିଲେ। ଏଥିରେ ଟିକାକରଣ ଅଭିଯାନକୁ ଜୋରଦାର କରିବା ସହିତ ଅନ୍ୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକାକୁ ବ୍ୟବହାର ପାଇଁ ସରକାର ଅନୁମତି ଦେବା…
ବୋରିସ୍ଙ୍କ ଭାରତ ଗସ୍ତ ବାତିଲ…
ନୂଆଦିଲ୍ଲୀ,୧୯।୪: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଭାରତରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ବୋରିସ୍ଙ୍କ ୨୫ ଏପ୍ରିଲ୍ରେ ଭାରତ ଗସ୍ତରେ ଆସିଥାନ୍ତେ। ତେବେ ଚଳିତ ମାସରେ…

