ଜାତୀୟ

ଫିଲ୍ମ ସିଟିକୁ ନେଇ ମୁହାଁମୁହିଁ: ପ୍ରତିଯୋଗିତା ସ୍ବାଗତ ଯୋଗ୍ୟ, ଧମକକୁ ସହ୍ୟ କରାଯିବ ନାହିଁ

ମୁମ୍ବାଇ,୨।୧୨: ନୋଏଡ଼ାରେ ଫିଲ୍ମ ସିଟି ନିର୍ମାଣ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ପ୍ରତିପକ୍ଷ ଉଦ୍ଧବ ଠାକ୍‌ରେ ମୁହାଁମୁହିଁ ହୋଇଛନ୍ତି। ଉଦ୍ଧବ କହିଛନ୍ତି ଯେ, ମୁମ୍ବାଇ ଭଳି ଢାଞ୍ଚାରେ ଫିଲ୍ମ ସିଟି ନିର୍ମାଣ ଏକ ଭଲ ଚିନ୍ତାଧାରା। ବଲିଉଡ୍‌…

କୃଷି ମନ୍ତ୍ରୀଙ୍କୁ ଚା, ପକୋଡାର ସ୍ବାଦ ଚାଖିବାକୁ ନିମନ୍ତ୍ରଣ କଲା କୃଷକ ସଂଗଠନ

ନୂଆଦିଲ୍ଲୀ,୨।୧୨: କୃଷକ ସଂଗଠନର ନେତାମାନେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସେମାନଙ୍କ ପିକେଟିଂସ୍ଥଳକୁ ଆସି ଜିଲାପି, ଚା-ପକୋଡା’ର ସ୍ବାଦ ଚାଖିବାକୁ ନିମନ୍ତ୍ରଣ କରିଛନ୍ତି। ମନ୍ତ୍ରୀ ସେଠାକୁ ଆସି ସେମାନଙ୍କ ସହ କଥା ହେବା ଉଚିତ ବୋଲି କୃଷକମାନେ କହିଛନ୍ତି। ୩ଟି…

ବିମାନର ୨ ଝରକାକୁ ଦେଖି ଭୟଭୀତ ହେଲେ କର୍ମଚାରୀ

କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଏଭଳି ଘଟଣା ଘଟିଛି ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେଠାରେ ମହୁମାଛିମାନେ ଏକ ବିମାନର ଝରକାକୁ ଘେରି ରହିଥିବା ଦେଖିବାକୁ ମିଳୁଛି। ଉପସ୍ଥିତ ଥିବା ଜଣେ…

ସରୁନି ଦୁଃଖ: ତାମିଲ୍‌ନାଡୁ ମୁହାଁ ସାମୁଦ୍ରିକ ଝଡ଼ ‘ବୁରେଭି’

ଚେନ୍ନାଇ,୨।୧୨: ଗତ ସପ୍ତାହରେ ସାମୁଦ୍ରିକ ଝଡ଼ ‘ନିଭାର’ ଯୋଗୁ ତାମିଲନାଡୁ, କେରଳ, ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏବେ ପୁଣି ବଙ୍ଗୋପସାଗରରେ ସାମ୍ରଦିକ ଝଡ଼ ‘ବୁରେଭି’ ଧୀରେଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ଡିସେମ୍ବର ୩ ସକାଳେ ଏହା କନ୍ୟାକୁମାରୀ…

ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକା: ୩୬ ବର୍ଷ ପରେ ବି ମିଳିନି ନ୍ୟାୟ !

ଭୋପାଳ,୨।୧୨: ମଧ୍ୟପ୍ରଦେଶର ଭୋପାଳ ବିଷାକ୍ତ ଗ୍ୟାସ୍‌ ବିଭୀଷିକାକୁ ଇତିମଧ୍ୟରେ ୩୬ ବର୍ଷ ପୂରିଛି। ଏବେ ମଧ୍ୟ ମୃତକଙ୍କୁ ମିଳିନି ନ୍ୟାୟ। ଦୋଷୀ ଆଇନ ହାତରୁ ସହଜରେ ଖସି ଯାଇଥିବା ଆଲୋଚନା ହେଉଛି । ୧୯୮୪ ଡିସେମ୍ବର ୨-୩ ତାରିଖ କାଳରାତିରେ ସ୍ଥାନୀୟ…

ସନ୍ନି ଦେଓଲ କରୋନା ପଜିଟିଭ୍‌

ଗୁରୁଦାସପୁର,୨।୧୨: ଗୁରୁଦାସପୁର ଏମ୍‌ପି ସନ୍ନି ଦେଓଲଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏନେଇ ବୁଧବାର ସନ୍ନି ଟୁଇଟ୍‌ କରି ଜଣାଇଛନ୍ତି। ସେ ଏବେ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ତାଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ତାଙ୍କ ସହିତ ମିଳାମିଶା କରି ଲୋକେ…

କାନ୍ଦୁଥିବା କରୋନା ବୃଦ୍ଧଙ୍କ ସହ ପିପିଇ କିଟ୍‌ ପିନ୍ଧି ଡାକ୍ତର କଲେ ଏମିତି: ଭାଇରାଲ ହେଉଛି ଫଟୋ

ଟେକ୍ସାସ୍‌, ୨।୧୨: ଆମେରିକାର ଟେକ୍ସାସ୍‌ ସହରରେ ପିପିଇ କିଟ୍‌ ପିନ୍ଧିଥିବା ଜଣେ ଡାକ୍ତରଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଡାକ୍ତର ଜଣେ ଭାବପ୍ରବଣ ବୃଦ୍ଧଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳୁଛି। ଏହି ଡାକ୍ତର ହେଲେ…

ବ୍ରହ୍ମପୁତ୍ରରେ ଡ୍ୟାମ୍‌ ଲାଗି ଭାରତର ଯୋଜନା

ନୂଆଦିଲ୍ଲୀ, ୨।୧୨(ପି.ଟି.): ବ୍ରହ୍ମପୁତ୍ର ନଦୀରେ ଚାଇନା ପକ୍ଷରୁ ଡ୍ୟାମ୍‌ କରାଯିବା ଲାଗି ଯୋଜନା ଚାଲିଥିବାବେଳେ ଭାରତ ପକ୍ଷରୁ ମଧ୍ୟ ଏକ ଡ୍ୟାମ୍‌ ନିର୍ମାଣ କରାଯିବ ବୋଲି ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଅରୁଣାଚଳ ପ୍ରଦେଶରେ ଭାରତ ୧୦ ଗିଗାଓ୍ବାଟ୍‌ ହାଇଡ୍ରୋପାଓ୍ବାର ପ୍ରକଳ୍ପ କରିବାକୁ…

ଜୀବନ ହାରିବାକୁ ଅନୁମତି ମାଗିଲେ ଅଯୋଧ୍ୟା ସନ୍ଥ

ଅଯୋଧ୍ୟା,୨ା୧୨(ଆଇଏଏନ୍‌ଏସ୍‌): ଅଯୋଧ୍ୟାର ମହନ୍ତ ପରମହଂସ ଦାସ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ସେଥିରେ ସେ ୭ ଗୋଟି ଦାବି ଉପସ୍ଥାପନ କରିଛନ୍ତି। ଉକ୍ତ ଦାବିଗୁଡ଼ିକ ପୂରଣ ନ ହେଲେ ସେ ଜୀବନ ହାରିଦେବେ ଏବଂ ଏଥିସକାଶେ ରାଷ୍ଟ୍ରପତି…

ପିଏମ୍‌- କେୟାର୍ସ ଟଙ୍କା କୁଆଡ଼େ ଗଲା

କୋଲକାତା,୨।୧୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ପିଏମ୍‌- କେୟାର୍ସ ପାଣ୍ଠି ଟଙ୍କା କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାର ଅଡିଟ୍‌ କରାଯାଇ ସତ୍ୟାସତ୍ୟ ଲୋକଲୋଚନକୁ ଅଣାଯିବା ଉଚିତ ବୋଲି ସେ କହିଛନ୍ତି।…

ପଛଘୁଞ୍ଚା ନାହିଁ କୃଷକ ଜାତକେ

ନୂଆଦିଲ୍ଲୀ,୨ା୧୨: ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦିଲ୍ଲୀ ଓ ଜାତୀୟ ରାଜଧାନୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀମାନେ ପଛଘୁଞ୍ଚା ଦେବେ ନାହିଁ। କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆନ୍ଦୋଳନ ପ୍ରତ୍ୟାହାର ପାଇଁ ମଙ୍ଗଳବାର ଚାଷୀ ନେତାମାନଙ୍କୁ ଅନୁରୋଧ କରିବା…

କୃଷକ-କେନ୍ଦ୍ର ବୈଠକ ନିଷ୍ଫଳ

ନୂଆଦିଲ୍ଲୀ,୨ା୧୨ (ପି.ଟି./ଆଇଏଏନ୍‌ଏସ୍‌): ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ ଚାଷୀ ନେତାମାନଙ୍କ ସହ କେନ୍ଦ୍ର ସରକାରଙ୍କ ବୈଠକ ମଙ୍ଗଳବାର ଅମୀମାଂସିତ ରହିଛି। ୩୫ କୃଷକ ସଙ୍ଗଠନର ନେତା ଓ ୩ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ନୂଆଦିଲ୍ଲୀର କୃଷିଭବନଠାରେ ଚାଲିଥିବା ଆଲୋଚନାରୁ କିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri