ଜାତୀୟ

ଦୀର୍ଘ ୬ ମାସ ପରେ ଖୋଲିଲା ତାଜମହଲ: ପ୍ରଥମେ ଆସିଲେ ଚାଇନା ଅତିଥି

ଆଗ୍ରା,୨୧ ।୯: କରୋନା ଭାଇରସ ସଂକ୍ରମଣ ଯୋଗୁ ପାଖାପାଖି ୬ ମାସ ହେବ ବନ୍ଦ ହୋଇ ରହିଥିଲା ତାଜମହଲ । ଏବେ ତାଜମହଲ ଖୋଲିଥିବା ବେଳେ କରୋନା କଟକଣା ମାନି ପର୍ଯ୍ୟଯକଙ୍କୁ ଭିତରକୁ ଯିବାକୁ ଅନୁମତି ପ୍ରଦାନ କରାଯାଉଛି ।...

ପୃଥିବୀରେ ଭାରତ ଶୀର୍ଷରେ: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୦ ପ୍ରତିଶତ

ନୂଆଦିଲ୍ଲୀ, ୨୧।୯: କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାରରେ ଭାରତ ପୃଥିବୀରେ ଶୀର୍ଷରେ ରହିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ହାର ୮୦ ପ୍ରତିଶତ ଛୁଇଁଛି। ଲଗାତାର ୩ ଦିନ ଧରି ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ...

୧୧ ରାଜ୍ୟର ୯୦ ଜିଲା ମାଓବାଦୀ ପ୍ରବଣ, ସାଇବର ଅପରାଧ ଟପିଛି ୮୨ ହଜାର

ନୂଆଦିଲ୍ଲୀ, ୨୧।୯: ଦେଶର ୧୧ଟି ରାଜ୍ୟର ୯୦ ଜିଲା ମାଓବାଦୀ ପ୍ରବଣ ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି.କିଶନ ରେଡ୍ଡୀ ସୋମବାର ସୂଚନା ଦେଇଛନ୍ତି। ୨୦୧୯ରେ ୬୧ ଜିଲା ମାଓବାଦୀ ପ୍ରବଣ ଥିଲା ବୋଲି ଏମ୍‌ପି ରାକେଶ ସିହ୍ନାଙ୍କର ଏକ ଲିଖିତ...

ଶତ୍ରୁକୁ ଜବାବ ଦେବ ନାରୀ ଶକ୍ତି: ରାଫାଲ ଯୁଦ୍ଧ ବିମାନ ଉଡାଇବେ ମହିଳା ପାଇଲଟ!

ନୂଆଦିଲ୍ଲୀ,୨୧ ।୯: ଭାରତୀୟ ବାୟୁସେନାକୁ ନିକଟରେ ମିଳିଥିବା ରାଫାଲ ଯୁଦ୍ଧ ବିମାନର ଦାୟିତ୍ୱରେ ଥିବା ସ୍କାଡ୍ରନଙ୍କ ମଧ୍ୟରେ ଖୁବ୍‌ଶୀଘ୍ର ଜଣେ ମହଳା ପାଇଲଟ ସାମିଲ ହୋଇ ପାରନ୍ତି ବୋଲି କୁହାଯାଉଛି । ରାଫାଲକୁ ବାୟୁସେନାର ୧୭ତମ ସ୍କାଡ୍ରନରେ ସାମିଲ କରାଯାଇଛି...

ଏମ୍‌ପିଙ୍କ ନିଲମ୍ବନ ନେଇ ଗର୍ଜିଲେ ଦିଦି: ଲୋକତନ୍ତ୍ରର ହତ୍ୟା କରିଛି ଭାଜପା

କୋଲକାତା, ୨୧।୯: କୃଷି ବିଧେୟକ ନେଇ ରାଜ୍ୟ ସଭାରେ ବିରୋଧୀ ଦଳ ସଦସ୍ୟଙ୍କ ହଙ୍ଗାମା ପରେ ସୋମବାର ୮ ଏମ୍‌ପିଙ୍କୁ ନିଲମ୍ବିତ କରାଯିବା ଘଟଣା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଗର୍ଜିଛନ୍ତି।...

ଦେଶରେ ମିଜୋରାମ ଲୋକ ସବୁଠାରୁ ଖୁସିରେ ରୁହନ୍ତି

ନୂଆଦିଲ୍ଲୀ,୨୧ ।୯: ଦେଶରେ ପ୍ରଥମଥର କରାଯାଇଥିବା ହାପିନେସ୍ ସର୍ଭେରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚକୁ ସାମିଲ କରାଯାଇ ର‌୍ୟାଙ୍କିଙ୍ଗ ଦିଆଯାଇଥିଲା । ଏହାପରେ ମିଜୋରାମ, ପଞ୍ଜାବ ଓ ଆଣ୍ଡାମାନ ନିକୋବର ଦ୍ୱୀପ ଟପ୍ ୩ରେ ରହିଛନ୍ତି । ଏଠାକାର...

ଖରାପ ପାଗ: ହେଲିକପ୍ଟର ଦୁର୍ଘଟଣାରେ ପାଇଲଟ୍‌ଙ୍କ ମୃତ୍ୟୁ

ଲକ୍ଷ୍ନୌ, ୨୧।୯: ଖରାପ ପାଗ ଯୋଗୁ ଉତ୍ତରପ୍ରଦେଶରେ ସୋମବାର ଇନ୍ଦିରାଗାନ୍ଧୀ ଉଡ଼ାଣ ଏକାଡେମୀର ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ୨୧ ବର୍ଷ ବୟସ୍କ ଟ୍ରେନିଂ ପାଇଲଟଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଆଜମଗଡ଼ର ସରାୟମୀର ଥାନା ଅଞ୍ଚଳରେ ପୂର୍ବାହ୍ନ ୧୧ଟା ୩୦ରେ...

ବିଧାନସଭା ନିର୍ବାଚନ ପୂର୍ବରୁ ଉପହାର ସୁଅ: ବିହାରର ୪୫ ହଜାରରୁ ଅଧିକ ଗାଁରେ ବିଛାଯିବ ଅପ୍ଟିକାଲ ଫାଇବର

ପାଟନା, ୨୧।୯: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଆକର୍ଷିତ କରିବା ଲାଗି ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମନୋଲୋଭାଣିଆ ପ୍ରତିଶ୍ରୁତି ଜାରି ରହିଛି। ଏପରିସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବିହାରରେ ୯ଟି ରାଜମାର୍ଗ...

ଗଙ୍ଗାଜଳ ବ୍ୟବହାର କରୁଥିବା ୯୦ ପ୍ରତିଶତଙ୍କୁ ହୋଇନି କରୋନା ସଂକ୍ରମଣ: ଆମେରିକା ପତ୍ରିକା

ନୂଆଦିଲ୍ଲୀ, ୨୧।୯: ଗଙ୍ଗାଜଳ ବ୍ୟବହାର କରୁଥିବା ୯୦ ପ୍ରତିଶତ ଲୋକଙ୍କୁ କରୋନା ସଂକ୍ରମଣ ହୋଇନି। ଏନେଇ ଆମେରିକା ବିଜ୍ଞାନ ପତ୍ରିକା ଇଣ୍ଟରନ୍ୟାଶନାଲ ଜର୍ନାଲ ଅଫ୍‌ ମାଇକ୍ରୋବାୟୋଲୋଜିରେ ତଥ୍ୟ ଭିତିକ ରିପୋର୍ଟ ପ୍ରକାଶ ପାଇଛି। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା...

ସିଆର୍‌ପିଏଫ୍‌ ପାଟ୍ରୋଲିଂ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର, ୨୧।୯: ଜମ୍ମୁ-କଶ୍ମୀରରେ ସିଆର୍‌ପିଏଫ୍‌ ପାଟ୍ରୋଲିଂ ଦଳ ଉପରେ ସୋମବାର ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। କେନ୍ଦ୍ରୀୟ କଶ୍ମୀରର ଶ୍ରୀନଗର ଜିଲାର ନୌଗାମ୍‌ ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ଆତଙ୍କବାଦୀମାନେ ୧୧୦ ବାଟାଲିୟନ୍‌ ସିଆର୍‌ପିଏଫ୍‌ ଦଳଙ୍କ ଉପରେ କିଛି...

କରୋନା ଯୁଦ୍ଧରେ ଲଢିବାକୁ ପରସ୍ପରକୁ ସହଯୋଗ କରିବେ ଭାରତ-ମାଲଦ୍ୱୀପ: ମୋଦି

ନୂଆଦିଲ୍ଲୀ,୨୧ ।୯: କରୋନା ମହାମାରୀ ସାରା ବିଶ୍ୱର ଅର୍ଥନୀତିକୁ ଦୋହଲାଇ ଦେଇଥିବା ବେଳେ ଏବେ ଭାରତ-ମାଲଦ୍ୱୀପ ଏହି କରୋନା ଯୁଦ୍ଧରେ ଲଢିବାକୁ ପରସ୍ପରକୁ ସହଯୋଗ କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ମହାମାରୀ ଯୋଗୁ ମାଲଦ୍ୱୀପର...

ଦେଶରେ ସାମାନ୍ୟ କମ୍ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୧ ।୯: କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ କମ୍ ହୋଇଛି । ଲାଗାତାର ଭାବେ ପ୍ରତି ୨୪ ଘଣ୍ଟାରେ ସଂକ୍ରମିତଙ୍କ ସଂଖ୍ୟା ୯୦ ହଜାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri