ଜାତୀୟ

ନିୟନ୍ତ୍ରଣ ରେଖାର ୩ ସେକ୍ଟରରେ ପାକିସ୍ତାନର ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର, ୨୩।୯: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ବୁଧବାର ସକାଳେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଇଛି। ପୁଞ୍ଚ୍‌ ଜିଲାର କେର୍ନିି, କ୍ୱସବା ଏବଂ...

ଡେଟିଂ ଆପ୍‌ରେ ବ୍ୟବହାର କରାଯାଉଥିଲା ମହିଳା ଏମ୍‌ପିଙ୍କ ଫଟୋ

କୋଲକାତା,୨୩।୯: ତୃଣମୂଳ କଂଗ୍ରେସ ଏମ୍‌ପି ନୁଶ୍‌ରତ୍‌ ଜାହାଁଙ୍କ ଫଟୋ ଏକ ଡେଟିଂ ଆପରେ ବ୍ୟବହାର କରାଯାଉଛି। ଏହା ଜଣାପଡିବା ପରେ ନୁଶରତ୍‌ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ ଆଶ୍ରୟ ନେଇଛନ୍ତିି। ବିନା ଅନୁମତିରେ ମୋ ଫଟୋ ବ୍ୟବହାର କରିଯିବାକୁ ମୁଁ ବରଦାସ୍ତ...

କରୋନା ମୃତ୍ୟୁ ସଂଖ୍ୟା ୯୦ ହଜାର ଟପିଲା

ନୂଆଦିଲ୍ଲୀ, ୨୩।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଇତିମଧ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୯୦ ହଜାର ୨୦ ଛୁଇଁଛି। ଲଗାତାର ୨୧ ଦିନ ଧରି ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ହଜାରେ ଉପରେ...

ଦିନ ଟିଏ ଉପବାସ କରିବେ ଶରଦ

ମୁମ୍ବାଇ, ୨୩।୯: ରାଜ୍ୟ ସଭାରେ ରବିବାର କୃଷି ବିଲ୍‌ ଗୃହୀତ ସମୟରେ ହଟ୍ଟଗୋଳ କରିଥିବା ୮ଜଣ ଏମ୍‌ପିଙ୍କୁ ଚଳିତ ଅଧିବେଶନରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ଏମ୍‌ପିଙ୍କ ସମର୍ଥନରେ ପ୍ରାୟ ଅଧିକାଂଶ ବିରୋଧୀ ଦଳ ଏକାଠି ହୋଇ ସଂସଦ ବାହାରେ...

୫ ଆଇଆଇଆଇଟିକୁ ମିଳିବ ଜାତୀୟ ଅନୁଷ୍ଠାନ ମର୍ଯ୍ୟାଦା

ନୂଆଦିଲ୍ଲୀ, ୨୩।୯(ପି.ଟି.): ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇନ୍‌ଫର୍ମେଶନ ଟେକ୍ନୋଲୋଜି(ଆଇଆଇଆଇଟି) ଆଇନ ସଂଶୋଧନ ବିଲ୍‌- ୨୦୨୦ ରାଜ୍ୟ ସଭାରେ ଗୃହୀତ ହୋଇଛି। ଆଇଆଇଆଇଟି ଆଇନ ୨୦୧୪ ଓ ଆଇଆଇଆଇଟି ସରକାରୀ ବେସରକାରୀ ଭାଗିଦାରୀ ଆଇନ ୨୦୧୭ରେ ଏହି ବିଲ୍‌ ସଂଶୋଧନ ଆଣିବ।...

ଟାର୍ଗେଟ୍‌ ପୂରଣ ପାଇଁ ନିଜର ୧୫ଥର କରୋନା ଟେଷ୍ଟ କଲେ ଡାକ୍ତର

ମଥୁରା, ୨୨।୯: ଉତ୍ତର ପ୍ରଦେଶର ମଥୁରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଡାକ୍ତର ଟାର୍ଗେଟ୍‌ ପୂରଣ କରିବା ଲାଗି ୧୫ଥରରୁ ଊର୍ଦ୍ଧ୍ୱ ନିଜର କରୋନା ଟେଷ୍ଟ କରାଇଛନ୍ତି। ଏଭଳି ଭାବେ କରୋନା ଟେଷ୍ଟ କରାଉଥିବା ଡାକ୍ତରଙ୍କ...

ତାଲା ଭାଙ୍ଗି ଜେଲରୁ ଫେରାର୍‌ ହୋଇଗଲେ ୮ କଏଦୀ

ହରିଦ୍ୱାର, ୨୨।୯: ଉତ୍ତରାଖଣ୍ଡ ହରିଦ୍ୱାରର ଏକ ଅସ୍ଥାୟୀ ଜେଲରୁ ୮ ଜଣ ବିଚାରଧୀନ କଏଦୀ ତାଲା ଭାଙ୍ଗି ଫେରାର୍‌ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ନରେନ୍ଦ୍ର ବାଲ୍ମିକୀ ଗ୍ୟାଙ୍ଗର ସଦସ୍ୟ ଥିଲେ। ଫେରାର୍‌ ହୋଇଥିବା ସମସ୍ତ ୮ ଜଣ...

ପିତା ଶ୍ରମିକ, ଝିଅ ବ୍ୟାଙ୍କ୍‌ ଆକାଉଣ୍ଟରେ ଅଛି ୯ କୋଟି ୯୯ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ଲକ୍ଷ୍ନୌ,୨୨।୯: ଉତ୍ତର ପ୍ରଦେଶର ବାଲିଆ ଜିଲାର ବାଂଶଡିହ ଅଞ୍ଚଳର ରୁକୁନପୁରା ଗାଁରେ ଏକ ରୋଚକ ଘଟଣା ସାମ୍ନାକୁ ଆସିଛି। ଗାଁର ଜଣେ ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୯ କୋଟି ୯୯ ଲକ୍ଷ ଟଙ୍କା ଆସିଥିଲା। ଏହା ଦେଖି ଯୁବତୀ ଜଣଙ୍କ...

ବୁଧବାର ୭ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ, ୨୨।୯: କରୋନା ସଂକ୍ରମଣ ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ। କରୋନା ଦ୍ୱାରା ଅଧିକ ସଂକ୍ରମିତ ହୋଇଥିବା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ନାଟକ, ଉତ୍ତରପ୍ରଦେଶ, ତାମିଲନାଡୁ, ଦିଲ୍ଲୀ ଏବଂ ପଞ୍ଜାବ...

ଶରଦ ପାଓ୍ବାର-ଉଦ୍ଧବ ଠାକ୍‌ରେଙ୍କୁ ଆୟକର ନୋଟିସ୍‌

ନୂଆଦିଲ୍ଲୀ, ୨୨।୯: ରାଜ୍ୟ ସଭାରେ ୮ ଏମ୍‌ପିଙ୍କ ନିଲମ୍ବନ ନେଇ ଦେଶର ରାଜନୈତିକ କ୍ଷେତ୍ରରେ ଝଡ଼ ଉଠିଛି। ଏପରିସ୍ଥଳେ ମଙ୍ଗଳବାର ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ଏବଂ ଶିବସେନା ସୁପ୍ରିମୋ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆୟକର ବିଭାଗ ପକ୍ଷରୁ...

ତୃତୀୟ କୃଷି ବିଧେୟକକୁ ରାଜ୍ୟ ସଭାରେ ମଞ୍ଜୁରୀ

ନୂଆଦିଲ୍ଲୀ, ୨୨।୯: ନିଲମ୍ବିତ ଏମ୍‌ପିଙ୍କୁ ବିରୋଧୀ ଦଳ ସଦସ୍ୟ ମଙ୍ଗଳବାର ଗୃହତ୍ୟାଗ କରିବା ପରେ ତୃତୀୟ କୃଷି ବିଧେୟକକୁ ଧ୍ୱନି ମତରେ ମଞ୍ଜୁରୀ ମିଳିଛି। ଶାସକ ଦଳ ଏଭଳି ସୁଯୋଗକୁ ହାତଛଡ଼ା ନ କରି ଗୃହରେ ଉପସ୍ଥିତ ଥିବା ସଦସ୍ୟଙ୍କ...

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଚା’ ଚର୍ଚ୍ଚା: କପ୍‌ ଧରିଲେ ହରିବଂଶ

ନୂଆଦିଲ୍ଲୀ, ୨୨।୯: ଆଗକୁ ବିହାର ବିଧାନସଭା ନିର୍ବାଚନ। ଏପରିସ୍ଥଳେ ମୌସୁମୀ ଅଧିବେଶନରେ ରାଜ୍ୟ ସଭାରେ ହୋଇଥିବା ହଙ୍ଗାମାରେ ୮ ଏମ୍‌ପିଙ୍କୁ ନିଲମ୍ବିତ କରାଯିବା ପରେ ଘଟଣା ନୂଆ ମୋଡ ନେଇଛି। ଉପ ବାଚସ୍ପତି ବିହାର ଜନସାଧାରଣଙ୍କ ପାଇଁ ବେଶ୍‌ ଗୁରୁତ୍ୱ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri