ଜାତୀୟ

ପୃଥିବୀର କଷ୍ଟସାଧ୍ୟ ପରୀକ୍ଷା ମାଷ୍ଟର ସମେଲିଅର ଡିପ୍ଲୋମା

ସଫଳ ବୃତ୍ତିଗତ ଜୀବନରେ ପାଦଦେବା ଆଗରୁ ମଣିଷ ସମ୍ମୁଖୀନ ହୋଇଥାଏ ଅନେକ ପରୀକ୍ଷାର। ସେଥିରୁ କେତୋଟିରେ ସହଜରେ ସଫଳତା ମିଳିଥାଏ ତ ଆଉ କେତେକରେ ବିଫଳତା। ହେଲେ ଏକଥା ହୁଏତ ଜାଣି ନ ଥିବେ ଯେ, ପୃଥିବୀର ସବୁଠାରୁ କଷ୍ଟକର ପରୀକ୍ଷା…

ଉତ୍ତରପ୍ରଦେଶରେ ଦକ୍ଷିଣ ଆଫ୍ରିକା କରୋନା ଷ୍ଟ୍ରେନ

ଲକ୍ଷ୍ନେ,୨୮।୩: ଉତ୍ତରପ୍ରଦେଶର ୪ ଜଣ ଦକ୍ଷିଣ ଆଫ୍ରିକା କରୋନା ଷ୍ଟ୍ରେନ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ଆଗ୍ରା ବାସିନ୍ଦା। ଅନ୍ୟ ଜଣେ ମଥୁରାର ବାସିନ୍ଦା ବୋଲି ଜଣାପଡିଛି। ଆକ୍ରାନ୍ତ ୪ଜଣଙ୍କ ମଧ୍ୟରୁ ଜଣେ ମହିଳା ଦକ୍ଷିଣ ଆଫ୍ରିକାରୁ ଭାରତକୁ…

ମୂଷା ନେଇଗଲା ଅପମିଶ୍ରିତ ମଦ ପେଟି ମାମଲାର ହେବ ତଦନ୍ତ

ଲକ୍ଷ୍ନୌ,୨୮।୩ : ଜବତ ହୋଇଥିବା ଅପମିଶ୍ରିତ ମଦ ପେଟି ଷ୍ଟ୍ରଙ୍ଗରୁମରୁ ଉଭାନ ହୋଇଯିବା ପଛରେ ମୂଷାମାନଙ୍କ ହାତ ଥିବା ଉତ୍ତର ପ୍ରଦେଶର ଇଟା ଜିଲାର ସ୍ଥାନୀୟ ପୋଲିସ ଅଧିକାରୀ ଦାବି କରିଥିଲେ। ଇଟା ଜିଲାର କୋଟଓ୍ବାଲି ଦେହତ୍‌ ଥାନାରେ ଜବତ ହୋଇଥିବା…

ଶରଦ ପାଓ୍ବାରଙ୍କ ସହ ଅମିତ୍‌ ଶାହଙ୍କ ଗୋପନ ବୈଠକ

ନୂଆଦିଲ୍ଲୀ,୨୮।୩ : ଦୁର୍ନୀତି ଅଭିଯୋଗ ଯୋଗୁ ମହାରାଷ୍ଟ୍ର ମେଣ୍ଟ ସରକାର ସଙ୍କଟରେ ଥିବାବେଳେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ରବିବାର ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାରଙ୍କ ସହ ଗୋପନ ବୈଠକ କରିଛନ୍ତି। ବୈଠକ ସମ୍ପର୍କରେ କିଛି…

ବିମାନ ଉଡ଼ୁଥିବାବେଳେ ଏମରଜେନ୍ସି ଗେଟ୍‌ ଖୋଲିବାକୁ ଉଦ୍ୟମ କଲେ ଯାତ୍ରୀ

ବାରଣାସୀ,୨୮।୩: ସ୍ପେସଜେଟ୍‌ ଫ୍ଲାଇଟ୍‌ ଉଡୁଥିବାବେଳେ ଜଣେ ଯାତ୍ରୀ ବିମାର ଏମରଜେନ୍ସି ଡୋର ଖୋଲିବାକୁ ଉଦ୍ୟମ କରିଥିଲେ। ଉକ୍ତ ଯାତ୍ରୀଙ୍କ ନାମ ଗୌରବ। ବାରଣାସୀ ଏୟାରପୋର୍ଟରେ ବିମାନର ସଫଳ ଅବତାରଣ ପରେ ତାଙ୍କୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଥିଲେ ସେଣ୍ଟ୍ରାଲ ଇଣ୍ଡଷ୍ଟିଆଲ ସିକୁରିଟି…

ଝୁମ୍ପୁଡ଼ି ବସ୍ତି ବାସିନ୍ଦାଙ୍କୁ ମିଳିବ ଘର

ନୂଆଦିଲ୍ଲୀ,୨୮।୩: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାର ଝୁମ୍ପୁଡ଼ି ବସ୍ତି ବାସିନ୍ଦାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେମାନଙ୍କୁ ସରକାରଙ୍କ ପକ୍ଷରୁ ଘର ଯୋଗାଇ ଦିଆଯିବ। ଏନେଇ ୨୦୨୧-୨୨ ବଜେଟ୍‌ରେ ୫୩୨୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଇତିମଧ୍ୟରେ ସୁଲତାନପୁରୀ…

ଚାକିରି ଦେବାକୁ କହି ଘରକୁ ଡାକି କରୁଥିଲେ ଦୁଷ୍କର୍ମ…

ରାଞ୍ଚି,୨୮।୩: ଝାଡ଼ଖଣ୍ଡର ସେମଡ଼େଗା ସଦର ହସ୍ପିଟାଲର ଜିଲା ପ୍ରୋଗ୍ରାମ୍‌ ମ୍ୟାନେଜର ରାଜୀବ କୁମାରଙ୍କୁ ଏକାଧିକ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ଚାକିରି ଦେବାକୁ କହି ରାଜୀବ ମହିଳାଙ୍କୁ କଥାବାର୍ତ୍ତା ହେବା ପାଇଁ ଘରକୁ ଡାକୁଥିଲେ। ଏହାପରେ ସେମାନଙ୍କ…

ମାର୍ଚ୍ଚ ୩୦ରେ ଜୟଶଙ୍କର-କୁରେଶି ସାକ୍ଷାତ୍‌ ସମ୍ଭାବନା

ନୂଆଦିଲ୍ଲୀ,୨୮।୩: ତଜାକିସ୍ତାନର ଦୁଶାନବେରେ ମାର୍ଚ୍ଚ ୩୦ରେ ହାର୍ଟ ଅଫ୍‌ ଏସିଆ ସମ୍ମିଳନୀ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଡ. ଏସ୍‌. ଜୟଶଙ୍କର ଯୋଗଦେବେ। ସେହିପରି ଏହି ସମ୍ମିଳନୀରେ ପାକିସ୍ତାନ ବହିର୍ବ୍ୟାପାର ମନ୍ତ୍ରୀ ଶାହା ମହମୁଦ୍‌ କୁରେଶି ଯୋଗଦେବାର…

ରାସ୍ତାରେ ଗଡୁଛି ୪ କୋଟିରୁ ଅଧିକ ପୁରୁଣା ଗାଡ଼ିମୋଟର

ନୂଆଦିଲ୍ଲୀ,୨୮।୩: ବାୟୁ ପ୍ରଦୂଷଣ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ୧୫ ବର୍ଷରୁ ଅଧିକ ପୁରାତନ ଗାଡ଼ିମୋଟରର ଚଳାଚଳ ଉପରେ କଟକଣା ଜାରି ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏପରିସ୍ଥଳେ ରାଜପଥ ଓ ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ…

କରୋନା ଲଢ଼େଇରେ ସଚେତନ ରହିବା ଗୁରୁତ୍ୱପୂର୍ଣ୍ଣ: ମୋଦି

ନୂଆଦିଲ୍ଲୀ,୨୮।୩: ଦେଶରେ କରୋନା ସଂକ୍ରମଣ ଏବେ ବି ଜାରି ରହିଛି। ତେଣୁ ମାର୍ଗଦର୍ଶିକା ପାଳନ ସହିତ ଔଷଧ ସେବନ କରିବା ପ୍ରତି ସଚେତନ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ରବିବାର…

ଶୋପିଆନ୍‌ରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୨୮।୩: ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଶୋପିଆନ୍‌ ଜିଲାର ଓ୍ବାନଗାମ୍‌ ଅଞ୍ଚଳରେ ହୋଇଥିବା ମିଳିତ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ ସମୟରେ ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏହି ଘଟଣାରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। ଆତଙ୍କବାଦୀଙ୍କ…

କାର୍ଡିଓଲୋଜି ହସ୍ପିଟାଲରେ ଅଗ୍ନିକାଣ୍ଡ

କାନପୁର,୨୮।୩: ଉତ୍ତରପ୍ରଦେଶର କାନପୁରସ୍ଥିତ କାର୍ଡିଓଲୋଜି ହସ୍ପିଟାଲରେ ରବିବାର ସକାଳ ୭ଟା ୪୦ରେ ଅଗ୍ନିକାଣ୍ଡ ଘଟିଛି। ଏନେଇ ହସ୍ପିଟାଲରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଥିଲା। ଖବର ପାଇ ୯ଟି ଦମକଳ ଗାଡ଼ି ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କରିଛନ୍ତି। ନିଆଁ ଲାଗିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri