ଓଏନଜିସି କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ସୁରତ,୨୪।୯: ଗୁଜରାଟର ସୁରତରେ ଥିବା ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ (ଓଏନଜିସି) କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ଭୋରୁ ଏହି ନିଆଁ ଲାଗିଥିବା ଜଣାପଡିଛି। ଘଟଣାସ୍ଥଳରେ ୧୨ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ କରୁଛନ୍ତି। ତେବେ ଏଥିରେ...
ସ୍କୁଲରେ ସିଗାରେଟ ଟାଣୁଥିଲେ ପ୍ରିନ୍ସପାଲ: ଜଣାପଡ଼ିବା ପରେ…
ପାଟଣା, ୨୪।୯: ବିହାର ଭାଗଲପୁରର ଏକ ସରକାରୀ ବିଦ୍ୟାଳୟରେ ପ୍ରିନ୍ସପାଲଙ୍କୁ ସିଗାରେଟ ଟାଣିବା ମହଙ୍ଗା ପଡ଼ିଛି। କରୋନା ମହାମାରୀ ଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। କିନ୍ତୁ ଶିକ୍ଷକଙ୍କୁ ସ୍କୁଲକୁ ଯାଇ କାମ କରିବାକୁ ପଡୁଛି। ବର୍ତ୍ତମାନ ସ୍କୁଲରେ ଗରୀବ...
କରୋନାରେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କ ପରଲୋକ
ନୂଆଦିଲ୍ଲୀ, ୨୩।୯: କରୋନାରେ ପୀଡ଼ିତ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କର ବୁଧବାର ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ଗତ ସେପ୍ଟେମ୍ବର ୧୧ରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ରେଳ...
ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ
ନୂଆଦିଲ୍ଲୀ, ୨୩।୯: କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବୁଧବାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆମ୍ ଆଦ୍ମୀ ପାର୍ଟିର ଏହି ୪୮ ବର୍ଷୀୟ ବରିଷ୍ଠ ନେତାଙ୍କୁ ସ୍ଥାନୀୟ ସରକାରୀ ଲୋକ ନାୟକ ଜୟପ୍ରକାଶ ହସ୍ପିଟାଲରେ...
ଲେଜର ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ, ୨୩।୯: ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(ଡିଆର୍ଡିଓ) ପକ୍ଷରୁ ବୁଧବାର ସଫଳତାର ସହିତ ଲେଜର ଗାଇଡେଡ୍ ଆଣ୍ଟି ଟ୍ୟାଙ୍କ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓକୁ ପ୍ରଶଂସା କରିଛନ୍ତି। ମହାରାଷ୍ଟ୍ରର ଅହମେଦନଗର...
ଏଲ୍ଏସିରେ ଚାଇନାର ସମରସଜ୍ଜା: ୩ ଏୟାର ବେସ୍, ୫ ହେଲିପୋର୍ଟ ନିର୍ମାଣ
ନୂଆଦିଲ୍ଲୀ, ୨୩।୯: ଏଲ୍ଏସିରେ ଚାଇନା ସମରସଜ୍ଜା ଜାରି ରଖିଛି। ଏଠାରେ ଚାଇନା ୩ଟି ଏୟାର ବେସ୍ ଏବଂ ୫ଟି ହେଲିପୋର୍ଟ ନିର୍ମାଣ କରିଛି। ଏସମ୍ପର୍କିତ ରିପୋର୍ଟ ଅନ୍ତର୍ଜାତୀୟ ଏଜେନ୍ସି ଷ୍ଟ୍ରାଟ୍ଫର ପକ୍ଷରୁ ଜାରି ହୋଇଛି। ଏଥିରେ ଦର୍ଶାଯାଇଛି ଯେ, ୨୦୧୭ରେ...
ଭାରତୀୟ ଉପଗ୍ରହକୁ ଟାର୍ଗେଟ୍ କରୁଛି ଚାଇନା
ନୂଆଦିଲ୍ଲୀ, ୨୩।୯: ଭାରତ ଚାଇନା ମଧ୍ୟରେ ସୀମା ବିବାଦ ଜାରି ରହିଛି। ଏପରିସ୍ଥଳେ ଆମେରିକାର ଚାଇନା ଏରୋସ୍ପେସ୍ ଷ୍ଟଡିଜ୍ ଇନଷ୍ଟଚ୍ୟୁଟ୍(ସିଏଏସ୍ଆଇ) ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଚାଇନା...
ଶାହିନ୍ବାଗ୍ରୁ ଟାଇମ୍ ପତ୍ରିକା: ପ୍ରଭାବଶାଳୀ ତାଲିକାରେ ବିଲ୍କିସ୍ ଦାଦୀ
ନୂଆଦିଲ୍ଲୀ, ୨୩।୯: ଟାଇମ୍ ମାଗାଜିନ୍ର ୨୦୨୦ର ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଭାରତର ଜଣେ ୮୨ ବର୍ଷ ବୟସ୍କା ବୃଦ୍ଧା ବିଲ୍କିସ୍ ଦାଦୀ ରହିଛନ୍ତି। ସେ ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀର ଶାହିନ୍ବାଗ୍ରେ ଧାରଣାରେ ବସିଥିଲେ। ଶାହିନ୍ବାଗ୍ର ଧାରଣା ଯେ...
ଟାଇମ୍ ପ୍ରଭାବଶାଳୀ ନେତାଙ୍କ ତାଲିକାରେ ମୋଦି
ନୂଆଦିଲ୍ଲୀ, ୨୩।୯: ଟାଇମ୍ ମାଗାଜିନ୍ର ପ୍ରଭାବଶାଳୀ ନେତାଙ୍କ ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି। ୨୦୨୦ରେ ପୃଥିବୀର ଶହେ ଜଣ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ପୁଣି ମୋଦିଙ୍କ ନାମ ରହିଛି। ଚଳିତ ବର୍ଷ ଏହି ତାଲିକାରେ ପୃଥିବୀର...
ଉପବାସ ଭାଙ୍ଗିଲେ ହରିବଂଶ
ନୂଆଦିଲ୍ଲୀ, ୨୩।୯: ରାଜ୍ୟ ସଭାରେ ୮ ଜଣ ଏମ୍ପିିଙ୍କ ଆଚରଣରେ ଅପମାନବୋଧ ମନେ କରିଥିବା ଉପ ବାଚସ୍ପତି ହରିବଂଶ ଦିନିକିଆ ଆତ୍ମଶୁଦ୍ଧି ଉପବାସ ମଙ୍ଗଳବାରଠାରୁ ଆରମ୍ଭ କରିଥିଲେ। ବୁଧବାର ସେ ଉପବାସ ଭଙ୍ଗ କରିଛନ୍ତି। ଜନତା ଦଳ(ୟୁ) ଏମ୍ପି ରାଜୀବ...
ପ୍ରବଳ ବର୍ଷା: ବମ୍ବେ ହାଇକୋର୍ଟ ଘୋଷଣା କଲା ‘ରେନି ଡେ’
ମୁମ୍ବାଇ, ୨୩।୯: ପ୍ରବଳ ବର୍ଷା ଯୋଗୁ ମୁମ୍ବାଇରେ ସାଧାରଣ ଜୀବନ ଯାତ୍ରା ଅଚଳ ହୋଇ ପଡ଼ିଛି। ରାସ୍ତାଘାଟରେ ଛାତିଏ ପାଣି ଜମି ରହିଛି। ଏହାକୁ ଦୃଷ୍ଟିରେ ରଖି ବମ୍ବେ ହାଇକୋର୍ଟ ପକ୍ଷରୁ ବୁଧବାରକୁ ‘ରେନି ଡେ’ ଛୁଟି ଘୋଷଣା କରାଯାଇଛି।...
୧୧ ରାଜ୍ୟ ସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ
ନୂଆଦିଲ୍ଲୀ, ୨୩।୯: ରାଜ୍ୟ ସଭାରେ ୧୧ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ସମ୍ପର୍କରେ ଘୋଷଣା କରାଯାଇଛି। ଏସମ୍ପର୍କରେ ବାଚସ୍ପତି ଭେଙ୍କୟା ନାଇଡୁ ବୁଧବାର ସୂଚନା ଦେଇଛନ୍ତି। ସଦସ୍ୟମାନେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ବିଧାନସଭାରୁ ରାଜ୍ୟ ସଭାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ...
Archives


