ଜାତୀୟ

ଯବାନଙ୍କ ବଳିଦାନ ବୃଥା ଯିବ ନାହିଁ: ଅମିତ ଶାହା

ନୂଆଦିଲ୍ଲୀ,୪।୪: ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲ ଆକ୍ରମଣରେ ୨୨ ଯବାନ ଶହୀଦ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଯବାନଙ୍କ ବଳିଦାନ ବୃଥା ଯିବ ନାହିଁ। ଉପଯୁକ୍ତ ସମୟରେ ଏହାର ଜବାବ ଦିଆଯିବ। ତେବେ ଏହି…

ରାଜନୀତିରେ ବାଧା ସାଜିଲେ ଛାଡ଼ି ଦେବି ଅଭିନୟ – କମଲ ହାସନ

କୋଏମ୍ବାଟୁର,୪ା୪- ରାଜନୈତିକ ଅଭିଯାନରେ ବାଧା ସୃଷ୍ଟି ହେଲେ ଛାଡ଼ି ଦେବି ଅଭିନୟ। ଏଭଳି ମନ୍ତବ୍ୟ ଦେଇଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ। ଏକ ଖବରଦାତା ସମ୍ମିଳନୀରେ ଏମ୍‌ଏନ୍‌ଏମ୍‌ ମୁଖ୍ୟ କହିଛନ୍ତି, ସିନେମା ମୋ ପେଶା। ଏବେ ମୁଁ ଅଧିକରୁ ଅଧିକ…

ଶହୀଦଙ୍କ ମୃତଦେହ ଖୋଜୁଛି ବାୟୁସେନା, ବାଧକ ସାଜିଛି ଝଡବର୍ଷା

ରାୟପୁର,୪।୪: ଛତିଶଗଡ଼ରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟରେ ୨୨ ଜଣ ଯବାନ ଶହୀଦ ହୋଇଛନ୍ତି। ତେବେ ଏହି ଯବାନଙ୍କ ପ୍ରତି ଆକ୍ରମଣରେ ୧୫ରୁ ଅଧିକ ନକ୍ସଲ ନିପାତ ହୋଇଛନ୍ତି । ଏନେଇ ଛତିଶଗଡ ବିଜାପୁର ଏସ୍ପି ସୂଚନା ଦେଇଛନ୍ତି। ଯବାନମାନଙ୍କ…

କରୋନାକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ୫ ସୁତ୍ରୀ ଯୋଜନା

ନୂଆଦିଲ୍ଲୀ,୪।୪: ଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କରୋନା ବୃଦ୍ଧି ଏବଂ ଟିକାକରଣ ଅଭିଯାନ ସହ ଜଡିତ ପ୍ରସଙ୍ଗଗୁଡ଼ିକର ସମୀକ୍ଷା କରାଯାଇଥିଲା। ପରିସ୍ଥିତି ଉପରେ ଆଲୋକପାତ…

ରେଷ୍ଟୁରାଣ୍ଟ, ବାର୍‌ ବନ୍ଦ ଘୋଷଣା: ଘରୁ କାମ କରିବେ କର୍ମଚାରୀ

ମୁମ୍ବାଇ,୪।୪: ଦେଶରେ କରୋନାର ଦ୍ୱିତୀୟ ଲହର ଚାଲିଛି । ଏହା ପୂର୍ବ ଅପେକ୍ଷା ଅଧିକ ବିପଜ୍ଜନକ ବୋଲି କୁହାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୩ ହଜାରରୁ ଅଧିକ ଚିହ୍ନଟ ହୋଇଥିବାବେଳେ ୫୧୩ ଜଣଙ୍କ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ କରୋନା…

ପ୍ରଚାର ଅଧାରୁ ଦିଲ୍ଲୀ ଫେରିଲେ ଅମିତ ଶାହା

ନୂଆଦିଲ୍ଲୀ,୪।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସାମରେ ନିର୍ବାଚନ ପ୍ରଚାର ଅଧାରୁ ରବିବାର ଦିଲ୍ଲୀ ଫେରିଛନ୍ତି। ଶାହାଙ୍କ ଆସାମରେ ୩ଟି ରାଲି ରହିଥିଲା। ଗୋଟିଏ ରାଲିକୁ ସେ ସମ୍ବୋଧନ କରି ଦିଲ୍ଲୀ ଫେରିଆସିଛନ୍ତି। ଏନେଇ ଆସାମ ନିର୍ବାଚନ ଦାୟିତ୍ୱରେ ଥିବା…

ଗୋବିନ୍ଦାଙ୍କୁ କରୋନା

ମୁମ୍ବାଇ.୪।୪: ବଲିଉଡ୍‌ ଅଭିନେତା ଗୋବିନ୍ଦାଙ୍କ କରୋନା ରିପୋର୍ଟ ରବିବାର ପଜିଟିଭ ଆସିଛି। ଏନେଇ ସେ ହୋମ୍‌ ଆଇସୋଲେଶନରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷା କରାଇନେବାକୁ ସେ ପରାମର୍ଶ ଦେଇଛନ୍ତି। ସରକାରଙ୍କ କୋଭିଡ -୧୯ ପ୍ରୋଟୋକଲ…

ଯିଏ କୃଷକଙ୍କ ସମର୍ଥକ ନୁହେଁ, ସେ ଦେଶଭକ୍ତ ହୋଇପାରିବେ ନାହିଁ: କେଜ୍‌ରିୱାଲ

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ପୁଣି କୃଷକଙ୍କ ସମର୍ଥନରେ ମତ ଦେଇଛନ୍ତି। ସେ କହିଛନ୍ତି ଯେ, ଯିଏ କୃଷକଙ୍କ ସମର୍ଥକ ନୁହଁନ୍ତି, ସେ ଦେଶପ୍ରେମୀ ନୁହଁନ୍ତି। ଏହିପରି ଲୋକମାନେ ଦେଶକୁ ଖାଲି କରିଦେଇଛନ୍ତି ବୋଲି କେଜ୍‌ରିଓ୍ବାଲ୍‌ କହିଛନ୍ତି। ହରିୟାଣାର ଜିନ୍ଦଠାରେ…

ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ

ଉଜ୍ଜୈନ,୪।୪: ମଧ୍ୟପ୍ରଦେଶର ଉଜ୍ଜୈନରେ ଏକ ହସ୍ପିଟାଲରେ ନିଆଁ ଲାଗିଯାଇଛି। ରବିବାର ସକାଳ ୧୧.୩୦ ସମୟରେ ପାଟିଦାର ଫ୍ରିଗଞ୍ଜର ପାଟିଦାର ହସ୍ପିଟାଲରେ ନିଆଁ ଲାଗିଯାଇଥିଲା। ଏହି ଘଟଣା ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। ଏହି ଘଟଣାରେ କୌଣସି ମୃତାହତ ହୋଇନାହାଁନ୍ତି। ତେବେ…

ମମତାଙ୍କୁ ବଡ଼ ଝଟ୍‌କା

କୋଲକତା,୪।୪: ଗତ ଏପ୍ରିଲ ୨ରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ନନ୍ଦିଗ୍ରାମରେ ସାମାନ୍ୟ ହିଂସା ଦେଖିବାକୁ ମିଳିଥିଲା। ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରଥିଲେ ଯେ, ଭୋଟ ସମୟରେ ସେଠାରେ ଥିବା ସୁରକ୍ଷା ବାହିନୀ…

ମଧ୍ୟପ୍ରଦେଶ-ମହାରାଷ୍ଟ୍ର ବର୍ଡର ସିଲ୍‌

ଭୋପାଳ,୪।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ରାଜ୍ୟର ବର୍ଡର ସିଲ୍‌ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ର ବର୍ଡରକୁ ସିଲ୍‌ କରାଯିବା ସହିତ ଦୁଇ…

ବଢୁଛି ଶହୀଦ୍‌ ଯବାନଙ୍କ ସଂଖ୍ୟା: ୨୨ ମୃତଦେହ ଉଦ୍ଧାର, ଏବେ ବି କେତେକ ନିଖୋଜ

ବିଜାପୁର,୪।୪: ଛତିଶଗଡ଼ର ବିଜାପୁରରେ ଶନିବାର ମିଳିତ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଇତିମଧ୍ୟରେ ଶହୀଦ୍‌ ହୋଇଥିବା ୨୨ ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେହିପରି ଏବେ ବି କେତେକ ଯବାନ ନିଖୋଜ ଥିବା ଜଣାପଡ଼ିଛି। ମାଓବାଦୀମାନେ ଦେଶୀ ରକେଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri