ବୁଝାମଣାରେ ସମାଧାନ ସମ୍ଭବ
ନୂଆଦିଲ୍ଲୀ, ୧୭ା୧୨(ପି.ଟି.): ନୂଆଦିଲ୍ଲୀ, ୧୭।୧୨(ପି.ଟି.):କେନ୍ଦ୍ରର ୩ କୃଷି ଆଇନ ହଟାଇବା ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ୨୧ ଦିନ ବିତିଛି। ଉଭୟ ପକ୍ଷ ନିଜ ନିଜ ଜିଦରେ ଅଟଳ ଥିବାରୁ ଅଚଳାବସ୍ଥା ଦୂର ହୋଇପାରୁ ନାହିଁ। ଇତିମଧ୍ୟରେ ଆନ୍ଦୋଳନରତ ୨୦ ଜଣ…
କାଠଗଡ଼ାରେ ପିଏମ୍ କେୟାର୍ସ
ନୂଆଦିଲ୍ଲୀ,୧୭ା୧୨ :ପ୍ରାଇମ୍ ମିନିଷ୍ଟର୍ସ ସିଟିଜେନ୍ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍ ଫଣ୍ଡ୍ ଇନ୍ ଏମର୍ଜେନ୍ସି ସିଚ୍ୟୁଏଶନ୍ସ ବା ଜରୁରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ଉପଶମ ପାଣ୍ଠିକୁ ସଂକ୍ଷେପରେ ପିଏମ୍-କେୟାର୍ସ ଫଣ୍ଡ୍ କୁହାଯାଏ। କୋଭିଡ୍-୧୯ ମହାମାରୀ ଭାରତକୁ ଆସିବା ପରେ ୨୦୨୦…
ସବୁ ସୀମା ଟପି ଗଲେଣି ମୋଦି ସରକାର: ରାହୁଲ
ନୂଆଦିଲ୍ଲୀ, ୧୬।୧୨- ଦିଲ୍ଲୀ ଓ ହରିୟାଣାର ସିଙ୍ଗୁ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ବୁଧବାର ଜଣେ ଶିଖ ଗୁରୁ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ…
କୃଷକଙ୍କ ଆନ୍ଦୋଳନ ସ୍ଥଳରେ ଶିଖ ଗୁରୁଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ,୧୬।୧୨: ଦେଶର ରାଜଧାନୀ ଓ ହରିୟାଣା ସିଙ୍ଗୁ ସୀମାରେ ଚାଲିଥିବା ଆନ୍ଦୋଳନସ୍ଥଳରେ ବୁଧବାର ଜଣେ ଶିଖ ଧର୍ମପ୍ରଚାରକ ଆତ୍ମହତ୍ୟା କରିଛନ୍ତି। ଆନ୍ଦୋଳନରତ କୃଷକଙ୍କୁ ନ୍ୟାୟ ମିଳୁ ନଥିବାରୁ ଦୁଃଖରେ ଭାଙ୍ଗିପଡ଼ି ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ସନ୍ଥ ବାବା ରାମ ସିଂ।…
ନୂଆ କମିଟି ଗଠନ କରିବା ସମାଧାନ ନୁହେଁ: କୃଷକ ନେତା
ନୂଆଦିଲ୍ଲୀ, ୧୬।୧୨ : ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନର ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ବୁଧବାର ମାନ୍ୟବର ସୁପ୍ରିମକୋର୍ଟ ଏକ ପ୍ୟାନେଲ ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। ହେଲେ ଏହା ସମାଧାନ ନୁହେଁ ବୋଲି କହିଛନ୍ତି ଆନ୍ଦୋଳନରତ କୃଷକ…
ପ୍ରଧାନ ଶିକ୍ଷକଙ୍କ ନାମରେ ୫ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ
ହାଇଦ୍ରାବାଦ,୧୬।୧୨ : ଭଦ୍ରାରି କୋଥାଗୁଡେମ ଜିଲ୍ଲାର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ନାମରେ ଆସିଛି ବଳାତ୍କାର ଅଭିଯୋଗ। ସ୍କୁଲର ଦ୍ୱିତୀୟ କ୍ଲାସରେ ପଢ଼ୁଥିବା ୭ରୁ ୧୧ ବର୍ଷ ବୟସର ୫ ଜଣ ବାଳିକାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ । ପାକ୍ସୋ…
ଫେବୃଆରୀ ୨୩ରୁ ଆଇଆଇଟି, ଜେଇଇ ମେନ୍ସ ପରୀକ୍ଷା
ନୂଆଦିଲ୍ଲୀ,୧୬।୧୨: ଆଇଆଇଟି ଏବଂ ଜେଇଇ ମେନ୍ସ ୨୦୨୧ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। କେନ୍ଦ୍ର ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବୁଧବାର ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ୪ଟି ପର୍ଯ୍ୟାୟରେ ଜେଇଇ ମେନ୍ସ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ…
ବୈଠକ ଅଧାରୁ ପଳାଇଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୬।୧୨: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ସଂସଦ କମିଟି ଆଗରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାହୁଲ ଏବଂ ଅନ୍ୟ ଦୁଇ କଂଗ୍ରେସ ନେତା ବୁଧବାର ପ୍ରତିରକ୍ଷା ପ୍ରସଙ୍ଗରେ ସଂସଦୀୟ କମିଟିର ବୈଠକ ଛାଡି ପଳାଇଥିଲେ। ଏହି ବୈଠକରେ ସଶସ୍ତ୍ର…
ଆଖୁ ଚାଷୀଙ୍କ ପାଇଁ ବଡ ଘୋଷଣା କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୧୬।୧୨: ଆଖୁ ଚାଷୀଙ୍କ ପାଇଁ ବୁଧବାର ବଡ ଘୋଷଣା କରିଚନ୍ତି କେନ୍ଦ୍ର ସରକାର। ଆଖୁ ଚାଷୀମାନଙ୍କୁ ୩୫୦୦ କୋଟି ଟଙ୍କା ରପ୍ତାନି ସବସିଡି, ୧୮ ହଜାର କୋଟି ରପ୍ତାନି ସୁବିଧା ଏବଂ ଅନ୍ୟାନ୍ୟ ସବସିଡି ପ୍ରଦାନ କରାଯିବ ବୋଲି କ୍ୟାବିନେଟ ନିଷ୍ପତ୍ତି…
ମମତାଙ୍କୁ ବଡ ଝଟ୍କା
କୋଲକତା,୧୬।୧୨: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ(ଟିଏମସି)କୁ ଏକ ବଡ଼ ଝଟ୍କା ଲାଗିଛି। ଦଳର ବିଧାୟକ ଶୁଭେନ୍ଦୁ ଅଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅଧିକାରୀ ତାଙ୍କ ଇସ୍ତଫା ଦାଖଲ କରିବାକୁ ବିଧାନସଭାରେ ପହଞ୍ଚିଛନ୍ତି। କିନ୍ତୁ ବାଚସ୍ପତିଙ୍କ ଅନୁପସ୍ଥିତିରେ ସେ…
୮ ବର୍ଷ ପରେ ବି ବଦଳିନି ସ୍ଥିତି: ନିର୍ଭୟାଙ୍କ ମାତା-ପିତା
ନୂଆଦିଲ୍ଲୀ, ୧୬।୧୨: ଇତିମଧ୍ୟରେ ନିର୍ଭୟା କାଣ୍ଡକୁ ୮ ବର୍ଷ ବିତିଛି। ୨୦୧୨ ଡିସେମ୍ବର ୧୬-୧୭ ରାତ୍ରରେ ନିର୍ଭୟାକାଣ୍ଡ ହୋଇଥିଲା। ତେବେ ଏବେ ବି ସ୍ଥିତି ବଦଳିନି ବୋଲି ନିର୍ଭୟା ମାତା ଆଶା ଦେବୀ ଏବଂ ପିତା ବଦ୍ରିନାଥ ସିଂ କହିଛନ୍ତି। ରାଜରାସ୍ତାରେ…
ଭଣଜାଙ୍କୁ ବଞ୍ଚାଇବାକୁ ଯାଇ ଛାତରୁ ଗଳି ପଡ଼ିଲେ କନ୍ୟା: ଶଯ୍ୟାଶାୟୀ ଆରତୀଙ୍କ ସିନ୍ଥି ଭରିଲେ ବର
ସୁରଜ ବଡ଼ଯାତ୍ୟାଙ୍କ ଫିଲ୍ମ ବିବାହ(୨୦୦୬) ପ୍ରାୟ ସମସ୍ତଙ୍କ ମନେ ଥିବ। ଏହି ଫିଲ୍ମରେ ଅଭିନେତ୍ରୀ ଅମୃତା ରାଓ ତାଙ୍କର ସାନ ଭଉଣୀଙ୍କୁ ବଞ୍ଚାଇ ବାକୁ ଯାଇ ନିଜେ ନିଆଁରେ ପୋଡି ହୋଇଯାଇଥିଲେ। ତଥାପି ହିରୋ ଶାହିଦ୍ କପୁର ତାଙ୍କୁ ହିଁ ନିଜର…
Archives


