କରୋନାରେ ଅଜିତ୍‌ ସିଂଙ୍କ ପରଲୋକ…

ନୂଆଦିଲ୍ଲୀ,୬।୫: ରାଷ୍ଟ୍ରୀୟ ଲୋକଦଳ ମୁଖ୍ୟ ତଥା ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ଚୌଧୁରୀ ଅଜିତ୍‌ ସିଂଙ୍କର ଗୁରୁବାର ସକାଳ ୬ଟାରେ ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଗତ ମଙ୍ଗଳବାର ରାତ୍ରରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଗୁରୁଗ୍ରାମ୍‌ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଜିତ୍‌ଙ୍କ ପୁତ୍ର ଜୟନ୍ତ ଚୌଧୁରୀ ଟୁଇଟ୍‌ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି। ଏପ୍ରିଲ୍‌ ୨୦ରେ ଅଜିତ୍‌ଙ୍କ ନମୁନା କରୋନା ପଜିଟିଭ୍‌ ଆସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଶୋକ ପ୍ରକାଶ କରିଛନ୍ତି। ୧୯୩୯ ଫେବୃୟାରୀ ୧୨ରେ ସେ ମିରଟଠାରେ ଜନ୍ମଗ୍ରହଣ କରିଥିଲେ। ରାଜନୈତିକ ଜୀବନରେ ସେ ବାଗପତ୍‌ରୁ ୭ ଥର ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିରିଏଲ୍‌ କିଲର ଗିରଫ

ଏଲୁରୁ,୭ା୧୧: ଗତ ୨୦ ମାସ ମଧ୍ୟରେ ୧୦ ଜଣଙ୍କୁ ବିଷ ଦେଇ ହତ୍ୟା କରିଥିବା ସିରିଏଲ୍‌ କିଲର ଶିବାଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ବୁଧବାର ଗିରଫ କରିଛି।...

ସୋନଭଦ୍ର ହତ୍ୟାକାଣ୍ଡ: ପୀଡିତଙ୍କ ପରିବାରକୁ ଭେଟି ନ ପାରି ଧାରଣାରେ ବସିଲେ ପ୍ରିୟଙ୍କା

ଲକ୍ଷ୍ନୌ, ୧୯।୭: ଉତ୍ତର ପ୍ରଦେଶର ସୋନଭଦ୍ର ଜିଲାର ଘୋରାବଲ କୋତବାଲୀ ଅଞ୍ଚଳର ମୂର୍ତ୍ତିଆ ଗାଁରେ ଜମି ବିବାଦକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ରକ୍ତ ସଂଘର୍ଷ ଘଟି...

ଉଦ୍ଧବଙ୍କ ସମ୍ପର୍କରେ ଚର୍ଚ୍ଚା କରୁଛନ୍ତି ବାଇଡେନ-ପୁଟିନ-ଚାଲର୍ସ: ସଞ୍ଜୟ ରାଉତ…

ମୁମ୍ବାଇ,୨୯।୧୨ : ଶିବସେନା ଉଦ୍ଧବ ବାଲାସାହେବ ଠାକରେ ନେତା ସଞ୍ଜୟ ରାଉତଙ୍କ ଏକ ଭାଷଣ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର...

ବନ୍ଦ ହେଲା କାଶୀ ବିଶ୍ୱନାଥ ମନ୍ଦିର: ୨ କର୍ମଚାରୀ କରୋନା ପଜିଟିଭ୍‌

ବାରାଣସୀ,୨୨।୭: ଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ଏହି କ୍ରମରେ ଧର୍ମନଗରୀ କୁହାଯାଉଥିବା ବାରାଣସୀରେ ମଧ୍ୟ ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ଆକ୍ରାନ୍ତ...

ମାଗଣାରେ ମାସ୍କ ବଣ୍ଟନ, ସାମାଜିକ ଦୂରତା ରକ୍ଷା ପାଇଁ କଲେ ସଚେତନ

ଭଟଲି,୧୨ା୪(ଡି.ଏନ୍‌.ଏ.) : ଦିନକୁଦିନ କରୋନା ଭୟାବହତା ରାଜ୍ୟରେ ବଢ଼ିଚାଲିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଗତ ୯ତାରିଖରୁ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ପାଇଁ...

ଆମେରିକା ଦୂତାବାସରେ ଲାଗିଲା ଧମକପୂର୍ଣ୍ଣ ପୋଷ୍ଟର: ମାମଲା ରୁଜୁ କରି ପୋଲିସର ତନାଘନା

ନୂଆଦିଲ୍ଲୀ,୨।୪: ଦିଲ୍ଲୀରେ ଅବସ୍ଥିତ ଆମେରିକୀୟ ଦୂତାବାସ କାର୍ଯ୍ୟାଳୟ ବାହାରେ ଲାଗିଥିବା ଫଳକରେ ଏକ ଧମକପୂର୍ଣ୍ଣ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରରେ ଭାରତକୁ ଆମେରିକା...

ବିଧାନସଭାରେ କାନ୍ଦିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୪।୭: ମହାରାଷ୍ଟ୍ର ବିଧାନସଭାରେ ଗୁରୁବାର ଅନୁଷ୍ଠିତ ବହୁ ପ୍ରତୀକ୍ଷିତ ଫ୍ଲୋର ଟେଷ୍ଟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ବିଜୟ ହାସଲ କରିଛନ୍ତି। ୧୬୪ ଜଣ ବିଧାୟକ ଏକନାଥ...

‘ଫ୍ଲୋର୍‌ ଟେଷ୍ଟରେ ଆମେ ଜିତିବୁ’

ଗୁଆହାଟୀ,୨୯।୬: ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡି (ଏମଭିଏ) ସରକାର ସଙ୍କଟରେ ପଡିଛି। ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଶିବସେନାର ୪୦ରୁ ଅଧିକ ବିଧାୟକ...

Advertisement
Archives

Model This Week