କୃଷକ ମୃତ୍ୟୁକୁ ନେଇ ପୁଣି କେନ୍ଦ୍ର ସରକାରଙ୍କୁ ଘେରିଲେ ରାହୁଲ
ନୂଆଦିଲ୍ଲୀ,୧୮ ।୧୨: କଗ୍ରେସ ନେତା ରାହୁଲ ଗାନ୍ଧୀ କୃଷକ ଆନ୍ଦୋଳନକୁ ନେଇ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଗଣମାଧ୍ୟମର ଏକ ରିପୋର୍ଟର ଦାବି ଅନୁଯାୟୀ ସେ କହିଛନ୍ତି କୃଷକ ଆନ୍ଦୋଳନରେ ଏବେ ପର୍ଯ୍ୟନ୍ତ ୨୨ କୃଷକଙ୍କ ମୃତ୍ୟୁ ହେଲାଣି ।…
ପୁଣି ମମତାଙ୍କୁ ଝଟ୍କା: ଦଳ ଛାଡିଲେ ଆଉ ଜଣେ ବିଧାୟକ
କୋଲକତା,୧୮।୧୨: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ(ଟିଏମ୍ସି)କୁ ଝଟ୍କା ପରେ ଝଟ୍କା ଲାଗିଚାଲିଛି। ଜଣେ ପରେ ଜଣେ ବିଧାୟକ ଦଳରୁ ଇସ୍ତଫଶ ଦେଉଛନ୍ତି। ଶୁକ୍ରବାର ଦଳର ଅନ୍ୟ ଜଣେ ବିଧାୟକ ଶୀଳଭଦ୍ର ଦତ୍ତ ଦଳରୁ ଇସ୍ତଫା ଦେଇଛନ୍ତି। ୨୪ ପରଗଣା…
ଗୋଟିଏ ଦିନ ଉପବାସ ରହିବ ଡିଏମ୍କେ
ଚେନ୍ନାଇ,୧୮ ।୧୨: ତାମିଲନାଡୁର ରାଜନୈତିକ ପାର୍ଟି ଡିଏମ୍କେ ଗୋଟିଏ ଦିନ ଉପବାସ ରହି କୃଷକଙ୍କୁ ସହଯୋଗ କରିବ ବୋଲି କହିଛି । କେବଳ ଡିଏମ୍କେ ନୁହେଁ ବରଂ ଏହାର ସହଯୋଗୀମାନେ ବି ଉପବାସ ରହିବେ ବୋଲି ଜଣାପଡିଛି । କେନ୍ଦ୍ର ସରକାରଙ୍କ…
ମମତା ଡାକିଲେ ଜରୁରୀ ବୈଠକ
କୋଲକାତା,୧୮ ।୧୨: ପଶ୍ଚିମବଙ୍ଗରେ କିଛିଦିନ ତଳେ ଭାରତୀୟ ଜନତା ପାର୍ଟି(ଭାଜପା) ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ରାଲି ଉପରେ ଆକ୍ରମଣ ହୋଇଥିଲା । ଏବେ ଏହାକୁ ନେଇ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ତୁତୁମେମେ ବଢିବାରେ ଲାଗିଛି ।…
ଭାଜପା ପାଇଁ ବଢିଲା ଅଡୁଆ
ଚଣ୍ଡିଗଡ,୧୮।୧୨: ପଞ୍ଜାବ ଏବଂ ହରିୟାଣା ସମେତ ଅନେକ ରାଜ୍ୟର କୃଷକମାନେ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରୁଛନ୍ତି। ଏଭଳି ପରିସ୍ଥିତିରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର କୃଷକମାନଙ୍କୁ ବିଶ୍ୱାସ ଦେବାକୁ ଚେଷ୍ଟା କରୁଛନ୍ତି ଯେ ଏହି କୃଷି ଆଇନ କୃଷକଙ୍କ ସ୍ବାର୍ଥରେ…
ମୁଖ୍ୟମନ୍ତ୍ରୀଙ୍କ ନାଁରେ ବଳାତ୍କାର ଅଭିଯୋଗ
ରାଞ୍ଚି,୧୮।୧୨: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମପନ୍ତ ସୋରେନଙ୍କ ନାଁରେ ବଳାତ୍କାର ଅଭିଯୋଗ ହୋଇଛନ୍ତି। ଜଣେ ମଡେଲ ଏହି ଅଭିଯୋଗ ଆଣିଛନ୍ତି। ନ୍ୟାସନାଲ କମିଶନ ଫର ମହିଳା (ଏନସିଡବ୍ଲ୍ୟୁ) ହେମନ୍ତ ସୋରେନ ଉପରେ ମଡେଲ ଦ୍ୱାରା ଲଗାଯାଇଥିବା ବଳାତ୍କାର ଅଭିଯୋଗକୁ ଗୁରୁତର ସହ ନେଇଛି।…
ଥରିଲା ଦିଲ୍ଲୀ
ନୂଆଦିଲ୍ଲୀ,୧୮।୧୨: ମଣିପୁର ପରେ ଦିଲ୍ଲୀରେ ଭୂକମ୍ପ ଝଟ୍କା ଲାଗିଛି। ଭୂକମ୍ପ ତୀବ୍ରତା ଏପର୍ଯ୍ୟନ୍ତ ଜଣାପଡି ନାହିଁ। କିନ୍ତୁ ମଧ୍ୟ ଧରଣରୁ ଭୂକମ୍ପ ଅନୁଭୂତ ହୋଇଥିବା କୁହାଯାଉଛି। ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ଦିଲ୍ଲୀ…
ଦେଢ଼ ବର୍ଷର ଶିଶୁ ଗିଳିଦେଇଥିଲେ ୬୫ ଗୁଲି: ଜଣାପଡ଼ିବା ପରେ…
ଲକ୍ଷ୍ନୌ, ୧୮।୧୨: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜଣେ ଦେଢ଼ ବର୍ଷର ଶିଶୁ ଖେଳିବା ସମୟରେ ଗୋଟିଏ ପରେ ଗୋଟିଏ କରି ୬୫ଟି ଟ୍ୟାବଲେଟ ଚୁମ୍ବକ (ଗୁଲି) ଗିଳିଦେଇଥିଲେ। ୫ ଘଣ୍ଟାର ଅପରେସନ୍ ପରେ ଡାକ୍ତରମାନେ ସମସ୍ତ ଗୁଲିକୁ ବାହାର କରିବାରେ ସଫଳ…
ମହିଳାଙ୍କୁ ଭାକ୍ସିନ୍ ଭୟ
ନୂଆଦିଲ୍ଲୀ, ୧୮।୧୨:କରୋନା ମହାମାରୀରୁ ଦେଶକୁ ରକ୍ଷା କରିବାକୁ ସରକାର ଟିକାକରଣ ପାଇଁ ଜୋରଦାର ଉଦ୍ୟମ ଚଲାଇଥିବାବେଳେ ଲୋକେ କିନ୍ତୁ ଭାକ୍ସିନ୍ ନେବେ କି ନା ସେନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଭାରତରେ ଅର୍ଦ୍ଧାଧିକ ଲୋକ ଏଥିପାଇଁ ପଛଘୁଞ୍ଚା ଦେଉଥିବା ଏବଂ ଅନେକ ଲୋକ…
ଯିଏ ଯିବ ଯାଅ: ଭାଜପାମୁହାଁ ନେତାଙ୍କୁ ମମତାଙ୍କ ଜବାବ
ପ୍ରଥମେ ମୁକୁଲ ରାୟ, ଏବେ ଶୁଭେନ୍ଦୁ ଅଧିକାରୀ ଓ ଆଗକୁ ଅନେକ। ପଶ୍ଚିମବଙ୍ଗରେ ଏପରି ଭାବେ ଜଣେ ପରେ ଜଣେ ତୃଣମୂଳ କଂଗ୍ରେସ (ଟିଏମ୍ସି) ନେତା ଦଳତ୍ୟାଗ କରିବାରେ ଲାଗିଛନ୍ତି। ସେମାନେ ଭାଜପାମୁହଁା ହେଉଥିବା କୁହାଯାଉଛି। ରାଜ୍ୟରେ ୨୦୨୧ ଏପ୍ରିଲ ଆଡ଼କୁ…
ଭାକ୍ସିନ ଚ୍ୟାଲେଞ୍ଜ:୧୩୦ କୋଟି ଭାରତୀୟଙ୍କୁ ଟିକା ଦେବା ପାଇଁ ସରକାର କେତେ ପ୍ରସ୍ତୁତ
ଟିକାକରଣ ଭାରତ ପାଇଁ ନୂଆ ନୁହେଁ। ତେବେ ଦେଶର ୧୩୦ କୋଟି ଲୋକଙ୍କୁ ବ୍ୟବସ୍ଥିତ ଢଙ୍ଗରେ କୋଭିଡ୍-୧୯ ଭାକ୍ସିନ ଦେବା ନିଶ୍ଚିତ ଭାବେ ଏକ ବଡ଼ ଆହ୍ବାନ। କାରଣ ଉତ୍ପାଦନ କେନ୍ଦ୍ରରୁ ରାଜ୍ୟଗୁଡ଼ିକର ସ୍ବାସ୍ଥ୍ୟକେନ୍ଦ୍ରରେ ଟିକା ପହଞ୍ଚାଇବାଠାରୁ ନେଇ ଦରକାରୀ ଲୋକଙ୍କ…
ଅଜଣା ରୋଗ: କ୍ଷୀରରୁ ମିଳିଲା ନିକେଲ
ନୂଆଦିଲ୍ଲୀ,୧୭।୧୨: ଆନ୍ଧ୍ରପ୍ରଦେଶର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବ୍ୟାପିଥିବା ଅଜଣା ରୋଗର କାରଣ ଖୋଜୁଥିବା ବୈଜ୍ଞାନିକ ଦଳକୁ ମିଳିଛି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ରୋଗ ବ୍ୟାପିଥିବା ବିଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଇଥିବା କ୍ଷୀରରୁ ମିଳିଛି ନିକେଲ। ଅଜଣା ରୋଗ ଯୋଗୁ ଆନ୍ଧ୍ରପ୍ରଦେଶର ଏଲୁରୁ…
Archives


