ଦିଦିଙ୍କ ଘର ସଜଡ଼ା ଆରମ୍ଭ: ଜିତେନ୍ଦ୍ର ନେଲେ ୟୁ-ଟର୍ନ
କୋଲକାତା,୧୯।୧୨: ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଭାଜପା ପକ୍ଷରୁ ଏହାକୁ ଦୃଷ୍ଟିରେ ରଖି ମିଶନ ପଶ୍ଚିମବଙ୍ଗ ଆରମ୍ଭ ହୋଇଛି। ଶାସକ ତୃଣମୂଳର ବରିଷ୍ଠ ନେତାଙ୍କୁ ବାଡ଼ ଡିଆଁଇବା ଯୋଜନା ଭାଜପା ପକ୍ଷରୁ କରାଯାଇଛି। ଇତିମଧ୍ୟରେ ତୃଣମୂଳ ୫ ଜଣ ଅସନ୍ତୁଷ୍ଟ…
ଚାଇନାର ଦାଦାଗିରି: କାରାକୋରମ ପର୍ଯ୍ୟନ୍ତ ନିର୍ମାଣ କରୁଛି ସଡ଼କ
ଲଦାଖ,୧୯।୧୨: ପୂର୍ବ ଲଦାଖର ଏଲ୍ଏସିରେ ଭାରତ ଚାଇନା ମଧ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଚାଇନା ଜାଣିଶୁଣି ଏଠାରେ ଲଗାତାର ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଏହାକୁ ନେଇ ଭାରତ ଚିନ୍ତା ବଢ଼ିବାରେ ଲାଗିଛି। ଉପଗ୍ରହ ଦ୍ୱାରା ଉତ୍ତୋଳନ କରାଯାଇଥିବା ଚିତ୍ରରୁ…
ଦେଶରେ ୧ କୋଟି ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା
ନୂଆଦିଲ୍ଲୀ,୧୯ ।୧୨: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନି । ଶନିବାର ସକାଳ ସୁଦ୍ଧା ଗତ ୨୪ ଘଣ୍ଟାରେ ୨୫,୧୫୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ଅତିକ୍ରମ କରି…
ରାହୁଲଙ୍କ ଅଧ୍ୟକ୍ଷ ହେବାକୁ ନେଇ ୯୯.୯୯ ପ୍ରତିଶତ ସଦସ୍ୟ ରାଜି: ସୁର୍ଜେଓ୍ବାଲା
ନୂଆଦିଲ୍ଲୀ,୧୯।୧୨: କଂଗ୍ରେସରେ ନେତୃତ୍ୱ ସଙ୍କଟ ନେଇ ୨୩ ଜଣ ବରିଷ୍ଠ ନେତା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପାଖକୁ ଚିଠି ଲେଖିଥିଲେ। ଏହାକୁ ନେଇ ଦଳରେ ସେତେବେଳେ ବହୁ ଚର୍ଚ୍ଚା ହୋଇଥିଲା। ଅସନ୍ତୁଷ୍ଟଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୋନିଆ ଗାନ୍ଧୀ ଶନିବାର କେତେକ…
ପଶ୍ଚିମବଙ୍ଗ ପହଞ୍ଚିଲେ ଶାହା: ଟିଏମ୍ସିକୁ ଲାଗିପାରେ ଶକ୍ତ ଧକ୍କା
କୋଲକାତା,୧୯ ।୧୨: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ହେବ ବିଧାନସଭା ନିର୍ବାଚନ । ସମୟ ଯେତିକି ପାଖେଇ ଆସୁଛି ରାଜନୀତି ବି ସେତିକି ସତିକି ସରଗରମ ହେବାରେ ଲାଗିଛି । ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାଣପଣେ…
ସାନିଟାଇଜର ବାଣ୍ଟିଲେ ସାଣ୍ଟା
ମୁମ୍ବାଇ,୧୯ା୧୨: ମୁମ୍ବାଇରେ ସାଣ୍ଟା ସାନିଟାଇଜର ବାଣ୍ଟୁଛନ୍ତି। ସାଣ୍ଟା କ୍ଲଜ୍ ପୋଷାକଧାରୀ ଜଣେ ବ୍ୟକ୍ତି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଲକ୍ଷ୍ମୀ ଚୌକ୍ ଏରିଆରେ ଲୋକଙ୍କୁ ସାନିଟାଇଜର ଓ ମାସ୍କ ବାଣ୍ଟୁଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ପିଲାମାନଙ୍କୁ ମୁଁ ଚକୋଲେଟ, ଖେଳଣା ଓ…
ଗଣବଳାତ୍କାର ପରେ ହତ୍ୟା କରାଯାଇଥିଲା
ଲକ୍ଷ୍ନୌ,୧୯।୧୨(ପି.ଟି.): ଉତ୍ତରପ୍ରଦେଶର ହାଥ୍ରସ୍ରେ ଦଳିତ ଯୁବତୀଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶୁକ୍ରବାର ୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଛି। ସେମାନେ ହେଲେ ସନ୍ଦୀପ୍, ଲବକୁଶ, ରବି…
ଆଲୋଚନା ପାଇଁ ପ୍ରସ୍ତୁତ
ନୂଆଦିଲ୍ଲୀ, ୧୯।୧୨(ପି.ଟି.): କେନ୍ଦ୍ରର ନୂଆ କୃଷି ଆଇନକୁ ନେଇ ଚାଷୀମାନେ ଆନ୍ଦୋଳନ ଚଳାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସେମାନଙ୍କ ଆଗରେ ମୁଣ୍ଡ ନୁଆଇବା ସହ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ଶୁକ୍ରବାର କହିଛନ୍ତି। ଭିଡିଓ କନ୍ଫରେନ୍ସ ଜରିଆରେ ମଧ୍ୟପ୍ରଦେଶର କିଷାନ…
ଥରୁଛି ଉତ୍ତର ଭାରତ
ନୂଆଦିଲ୍ଲୀ,୧୯ା୧୨: ସମଗ୍ର ଉତ୍ତର ଭାରତକୁ ଥରାଇ ଦେଇଛି ଶୀତ। ହିମାଳୟର ଥଣ୍ଡା ପବନ ରାଜସ୍ଥାନର ମାଉଣ୍ଟ ଆବୁରେ ତାପମାତ୍ରାକୁ ନିମ୍ନଗାମୀ କରିବାରେ ଲାଗିଛି। ଆରାବଳୀ ପର୍ବତମାଳାର ଏହି ହିଲ୍ ଷ୍ଟେଶନରେ ଶୁକ୍ରବାର ତାପମାତ୍ରା ବିଯୁକ୍ତ ୧ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।…
୧୧୩ ଦିନର କରୋନା ଲଢେଇରେ ଜିତିଲେ ବୃଦ୍ଧ
ଅହମ୍ମଦାବାଦ, ୧୮।୧୨-କରୋନାକୁ ହରାଇଛନ୍ତି ଜଣେ ବୃଦ୍ଧ। ଦୀର୍ଘ ୧୧୩ ଦିନ ଧରି କରୋନା ସହ ଲଢେଇ କରି ବୃଦ୍ଧ ଜଣକ ସୁସ୍ଥ ହୋଇ ଫେରିଛନ୍ତି ଘରକୁ । ସେ ହେଲେ ଅହମ୍ମଦାବାଦର ଦେବେନ୍ଦ୍ର ପରମାର। ସିଭିଲ ହସ୍ପିଟାଲରୁ ଶୁକ୍ରବାର ଦେବେନ୍ଦ୍ରଙ୍କୁ ଡିସଚାର୍ଜ…
କେଜ୍ରିଓ୍ବାଲଙ୍କୁ ବଡ଼ ଠକ କହିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ
ମୋହାଲି, ୧୮।୧୨- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ପଞ୍ଜାବ ସିଏମ୍ ଅମରିନ୍ଦର ସିଂଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି। ଦିଲ୍ଲୀ ବିଧାନସଭାରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ନୂଆ କୃଷି ଆଇନ ଚିଠା ଫାଡିବାର ଗୋଟିଏ ଦିନ ପରେ ପଞ୍ଜାବ…
ହାଥରସ୍ ଗଣବଳାତ୍କାର: ଚାର୍ଜସିଟ୍ ଦାଖଲ କଲା ସିବିଆଇ
ଲକ୍ଷ୍ନୌ, ୧୮।୧୨- ଉତ୍ତରପ୍ରଦେଶର ହାଥରସ ଜିଲାରେ ଘଟିଥିବା ଗଣବଳାତ୍କାର ଘଟଣା ଲୋକଲୋଚନକୁ ଆସିବାର ପ୍ରାୟ ୩ ମାସ ପରେ ଶୁକ୍ରବାର ୪ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ। ଅଭିଯକ୍ତଙ୍କ ବିରୋଧରେ ଗଣବଳାତ୍କାର ଓ ହତ୍ୟା ସହ ଏସ୍ସି/ଏସ୍ଟି ଆକ୍ଟ…
Archives


