ଆମେରିକା ସେନା ବିମାନ ପ୍ରଥମଥର ଭାରତୀୟ ଏୟାର ବେସ୍ରେ ଭରିଲା ଇନ୍ଧନ
ନୂଆଦିଲ୍ଲୀ,୩ ।୧୦: ଗୋଟିଏ ପଟେ ପୂର୍ବ ଲଦ୍ଦାଖରେ ଭାରତ-ଚାଇନା ସୀମା ବିବାଦ ଲାଗି ରହିଥିବା ବେଳେ ଅନ୍ୟପଟେ ଆମେରିକାର ସେନା ବିମାନ ପ୍ରଥମଥର ଲାଗି ଆଣ୍ଡାମାନ ନିକୋବର ଦ୍ୱୀପରେ ଇନ୍ଧନ ଭରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଶୁକ୍ରବାର ଆମେରିକାର...
ମୋଦିଙ୍କ ନିକଟକୁ ପତ୍ର ଲେଖିଲେ କରନ
ମୁମ୍ବାଇ,୩ ।୧୦: ବଲିଉଡ୍ରେ ଚାଲିଥିବା ନେପୋଟିଜମ ଓ ଡ୍ରଗ୍ସ ମାମଲା ମଧ୍ୟରେ ନିର୍ଦ୍ଦେଶକ କରନ ଜୋହର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁକ୍ରବାର ଏକ ପତ୍ର ଲେଖିଛନ୍ତି । ଦେଶ ସ୍ୱାଧିନତାର ୭୫ ବର୍ଷ ପୁର୍ତ୍ତି ଉପଲକ୍ଷେ କରନ ଜୋହର ଏକ...
ଶୌର୍ଯ୍ୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଲକ୍ଷ୍ୟଭେଦ କ୍ଷମତା ୮୦୦ କିମି
ନୂଆଦିଲ୍ଲୀ, ୩।୧୦: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏବେ ଲଗାତାର କ୍ଷେପଣାସ୍ତ୍ର ପରୀକ୍ଷଣରେ ସଫଳତା ହାସଲ କରିଚାଲିଛି। ଶନିବାର ଓଡ଼ିଶାର ବାଲେଶ୍ୱରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ସଫଳତାର ସହିତ ୮୦୦ କିଲୋମିଟର ଲକ୍ଷ୍ୟଭେଦ କ୍ଷମତା ବିିଶିଷ୍ଟ କ୍ଷେପଣାସ୍ତ୍ର ଶୌର୍ଯ୍ୟର ପରୀକ୍ଷା ସମ୍ପନ୍ନ ହୋଇଛି।...
ନ୍ୟାୟ ପାଇଁ ନୁହେଁ ରାଜନୀତି କରିବାକୁ ହାଥରସ ଯାଉଛନ୍ତି ରାହୁଲ: ଇରାନି
ନୂଆଦିଲ୍ଲୀ,୩ ।୧୦: ଉତ୍ତର ପ୍ରଦେଶ ହାଥରସ ବଳାତ୍କାର ମାମଲାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୀତି । ଗୋଟିଏ ପଟେ ପୀଡ଼ିତାଙ୍କ ପରିବାର ଭିନ୍ନ ଭିନ୍ନ ବୟାନ ଦେଉଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଶାସକ ବିରୋଧି ମଧ୍ୟରେ ଟଣା...
ଗଲଓ୍ବାନ ଶହୀଦ୍ଙ୍କ ପାଇଁ ସ୍ମୃତି ସ୍ମାରକୀ
ଗଲଓ୍ବାନ, ୩।୧୦: ଗଲଓ୍ବାନ ଘଟିରେ ଜୁନ୍ ୧୫ରେ ଚାଇନା ସୈନ୍ୟ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଜଣ ଭାରତୀୟ ଯବାନ ଶହୀଦ୍ ହୋଇଥିଲେ। ଏଥିରେ ସମସ୍ତ ଶହୀଦ୍ ଯବାନଙ୍କ ନାମ ଏବଂ ସେମାନଙ୍କର ରେଜିମେଣ୍ଟ...
ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନୁହେଁ ଆତ୍ମହତ୍ୟା!
ମୁମ୍ବାଇ:୩ ।୧୦: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୀର୍ଘ ୩ ମାସ ବିତି ଯାଇଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ । ଏହାର କାରଣ ଖୋଜିବାକୁ ଦେଶର ୩...
ବଳାତ୍କାର ନେଇ ରାଜନୀତି ଆରମ୍ଭ: ନ୍ୟାୟ ମିଳିବା ତ ଦୂର, ଭାଜପା-କଂଗ୍ରେସ ମଧ୍ୟରେ କାଦୁଆ ଫିଙ୍ଗା ଜାରି
ନୂଆଦିଲ୍ଲୀ, ୩।୧୦: ଉତ୍ତରପ୍ରଦେଶ ହାଥରସ୍ରେ ଘଟିଥିବା ବଳାତ୍କାର ଘଟଣା ନେଇ ଏବେ ଦେଶରେ ରାଜନୈତିକ ସ୍ଥିତି ସରଗରମ ହେବାରେ ଲାଗିଛି। ଭାଜପା ଏବଂ କଂଗ୍ରେସ ଏନେଇ ପରସ୍ପର ଉପରକୁ କାଦୁଅ ଫିଙ୍ଗା ଜାରି ରଖିଛନ୍ତି। ପୀଡ଼ିତା ପରିବାରଙ୍କୁ ନ୍ୟାୟ ମିଳିବା...
ହାଥରସ ମାମଲା: ଗଣମାଧ୍ୟମକୁ ମିଳିଲା ପୀଡ଼ିତାଙ୍କ ପରିବାର ସହ ଭେଟିବାକୁ ଅନୁମତି
ହାଥରସ,୩ ।୧୦: ଉତ୍ତର ପ୍ରଦେଶ ହାଥରସରେ ହୋଇଥିବା ବଳାତ୍କାର ମାମଲାକୁ ନେଇ ଏବେ ସାରା ଦେଶରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ଏହାକୁ ନେଇ ରାଜନୀତି ବି ଆରମ୍ଭ ହୋଇ ଗଲାଣି । ମିଳିଥିବା ସୂଚନାରୁ ଜଣାପଡିଛି କି...
କରୋନା ତାଣ୍ଡବ: ମୃତ୍ୟୁ ସଂଖ୍ୟା ଲକ୍ଷେ ଟପିଲା
ନୂଆଦିଲ୍ଲୀ, ୩।୧୦: ଭାରତରେ କରୋନା ମହାମାରୀର ତାଣ୍ଡବ ଜାରି ରହିଛି। ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ଲକ୍ଷେ ୮୪୨ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୬୪ ଲକ୍ଷ ୭୩ ହଜାର ୫୪୪ ଛୁଇଁଛି। ଗତ ୨୪ ଘଣ୍ଟାରେ ୭୯ ହଜାର ୪୭୬...
ଶିକ୍ଷକଙ୍କଠାରୁ ୧୪ ଛାତ୍ରୀଛାତ୍ରଙ୍କୁ ବ୍ୟାପିଲା କରୋନା ସଂକ୍ରମଣ
ହାଇଦ୍ରାବାଦ୍, ୩।୧୦: ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ୭ ଲକ୍ଷରୁ ଅଧିକ ରହିଛି। ସ୍ଥାନୀୟ ଗୁଣ୍ଟୁର ଜିଲାରେ ଜଣେ କରୋନା ପଜିଟିଭ୍ ଶିକ୍ଷକଙ୍କଠାରୁ ୧୪ ଜଣ ଛାତ୍ରୀଛାତ୍ର ସଂକ୍ରମିତ ହୋଇଛନ୍ତି। ଛାତ୍ରୀଛାତ୍ରମାନେ ଶିକ୍ଷକଙ୍କ ପାଖକୁ ଟ୍ୟୁସନ ହେବାକୁ ଯାଉଥିଲେ।...
ଦୀର୍ଘତମ ହାଇଓ୍ବେ ଟନେଲ ଲୋକାର୍ପିତ: ସେନାର ବୃଦ୍ଧି ପାଇବ ଶକ୍ତି, ଚାଇନାକୁ ଘାରିଲା ଚିନ୍ତା
ରୋହତଙ୍ଗ, ୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳପ୍ରଦେଶର ରୋହତଙ୍ଗଠାରେ ଥିବା ପୃଥିବୀର ଦୀର୍ଘତମ ହାଇଓ୍ବେ ଟନେଲ ଅଟଳ ଟନେଲର ଲୋକାର୍ପଣ ଶନିବାର କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମ ଅନୁସାରେ ଏହାକୁ ଅଟଳ ରୋହତଙ୍ଗ ଟନେଲ ଭାବେ...
ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ମୋଦିଙ୍କ କଡ଼ା ପଦକ୍ଷେପ
ନୂଆଦିଲ୍ଲୀ, ୩।୧୦: ଦୁର୍ନୀତି ବିରୋଧରେ ଜିରୋ ଟୋଲରେନ୍ସ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଚାକିରିରୁ ଅବସର ନେବାର ୩୦ ଦିନ ପୂର୍ବରୁ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ଫାଇଲ କେନ୍ଦ୍ରୀୟ ଭିଜିଲାନ୍ସ୍ କମିଶନ(ସିଭିସି)ଙ୍କ...
Archives


