ଜାତୀୟ

ଏସ୍‌ଏଫ୍‌ଜେର ନୂଆ ଷଡ଼ଯନ୍ତ୍ର: ଖଲିସ୍ତାନ ପତାକା ଉଡ଼ାଇଲେ ମିଳିବ ୧୦ ହଜାର ଡଲାର ପୁରସ୍କାର

ନୂଆଦିଲ୍ଲୀ, ୪।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି। ଏପରିସ୍ଥଳେ ଶିଖ୍‌ ଫର ଜଷ୍ଟିସ୍‌(ଏସ୍‌ଏଫ୍‌ଜେ) ବିଚ୍ଛିନ୍ନତାବାଦୀ ସଂଗଠନ ପକ୍ଷରୁ ନୂଆ ଷଡ଼ଯନ୍ତ୍ର କରାଯାଇଛି। ରବିବାର ପଞ୍ଜାବ-ହରିୟାଣା ସୀମାରେ ଥିବା ଶମ୍ଭୁ ଟୋଲ୍‌ ପ୍ଲାଜାଠାରେ କୃଷକମାନଙ୍କ...

ରାମ ବିଳାସ ପାଶୱାନଙ୍କର ହେଲା ହାର୍ଟ ସର୍ଜରୀ

ନୂଆଦିଲ୍ଲୀ/ପାଟନା,୪ ।୧୦: ଗତ କିଛିଦିନ ହେବ ଅସୁସ୍ଥ ଥିବା କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାୱାନଙ୍କର ଶନିବାର ବିଳମ୍ବିତ ରାତ୍ରିରେ ହାର୍ଟ ସର୍ଜରୀ କରାଯାଇଛି । ରାମ ବିଳାସଙ୍କ ପୁଅ ତଥା ଏଲ୍‌ଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶୱାନ ଟୁଇଟ୍ କରି...

ଭାଜପା-ଜେଡିୟୁ ଆସନ ବୁଝାମଣା: ୫୦-୫୦ ଫର୍ମୂଲା ଉପରେ ନୀତିଶ ରାଜି !

ପାଟନା, ୪।୧୦: ବିହାର ବିଧାନ ସଭା ନିର୍ବାଚନ ପାଇଁ ଭାଜପା ଏବଂ ଜେଡିୟୁ ମଧ୍ୟରେ ଆସନ ବୁଝାମଣାରେ ସହମତି ପ୍ରକାଶ ପାଇଥିବା କୁହାଯାଉଛିି। ୫୦-୫୦ ଫର୍ମୂଲା ଉପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜି ଅଛନ୍ତି। ରାଜ୍ୟରେ ମୋଟ ୨୪୩ ବିଧାନସଭା...

ଆର୍‌ଜେଡି ୧୪୪ ଆସନରେ ଲଢ଼ିବ

ପାଟନା,୪।୧୦: ବିହାର ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ଏକାକୀ ୧୪୪ ଆସନରେ ଲଢ଼ିବ। ବିରୋଧୀ ମହାମେଣ୍ଟରୁ ଆର୍‌ଜେଡି ନେତା ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ୨୪୩ ଆସନରୁ କଂଗ୍ରେସ ୭୦, ବାମଦଳ ୨୯ ଆସନରେ...

ଦେଶବ୍ୟାପୀ ବିକ୍ଷୋଭ, ପ୍ରତିବାଦ

ନୂଆଦିଲ୍ଲୀ,୪।୧୦: ଉତ୍ତରପ୍ରଦେଶର ହାଥ୍‌ରସରେ ଦଳିତ ମହିଳାଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ବିକ୍ଷୋଭ, ପ୍ରତିବାଦ ଜାରି ରହିଛି। କୋଲକାତା ରାଲିରେ ଭାଜପା ବିରୋଧରେ ବର୍ଷିଲେ ମମତା ଶନିବାର କୋଲକାତାରେ ଘଟଣାକୁ ନେଇ ଟିଏମ୍‌ସି ପକ୍ଷରୁ ବିକ୍ଷୋଭ ରାଲି...

‘ବଳାତ୍କାର ଦୋଷୀଙ୍କ ହାତ-ପାଦ କାଟି ଛକରେ ଛାଡ଼ି ଦିଆଯିବା ଉଚିତ୍‌’

ମୁଜାଫରନଗର, ୩।୧୦: ଉତ୍ତରାଖଣ୍ଡର ମନ୍ତ୍ରୀ ରାଜେନ୍ଦ୍ର ଅନ୍ଥଓ୍ବାଲ ମୁଜାଫରନଗରରେ ଏକ ଦାୟିତ୍ୱହୀନ ମନ୍ତବ୍ୟ ଦେଇ ଚର୍ଚ୍ଚକୁ ଆସିଛନ୍ତି। ହାଥରସ୍‌ ଓ ବଳାରାମପୁର ଘଟଣାରେ ଅପରାଧୀଙ୍କ ହାତ-ପାଦ କାଟି ଛକରେ ଛାଡ଼ି ଦିଆଯିବା ଉଚିତ୍‌ ବୋଲି ରାଜେନ୍ଦ୍ର କହିଛନ୍ତି। ସେ ଆହୁରି...

ହାଥରସ ଗଣବଳାତ୍କାର ମାମଲା: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ଯୋଗୀ ସରକାର

ଲକ୍ଷ୍ନୌ,୩।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ମାମଲାର ତଦନ୍ତ କରିବ ସିବିଆଇ। ଏ ନେଇ ଶନିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହେବା ସହ ରାଜନୈତିକ ଦଳର ଚାପ ପଡିବାରୁ ଶେଷରେ ସରକାର...

ଜବତ ୫୦ ଲକ୍ଷ ଟଙ୍କାର ମଦ ଧରି ଫେରାର୍‌ ହୋଇଗଲେ ଅଭିଯୁକ୍ତ

ପୁନେ, ୩।୧୦: ମହାରାଷ୍ଟ୍ରରେ ଅବକାରୀ ପୋଲିସ ଦ୍ୱାରା ଜବତ ୫୦ ଲକ୍ଷ ଟଙ୍କାର ବେଆଇନ ମଦ ଭର୍ତ୍ତି ଏକ କଣ୍ଟେନରକୁ ନେଇ ଅଭିଯୁକ୍ତମାନେ ଫେରାର୍‌ ହୋଇଯାଇଛନ୍ତି। ତଳେଗାଓଁ ପୋଲିସ ପକ୍ଷରୁ ଏହି ଘଟଣାରେ ୭ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ...

୨୦୨୦ରେ ଏହି ରାଜ୍ୟରେ ବାଘ ନେଲାଣି ୩୧ ଜୀବନ

ମୁମ୍ବାଇ, ୩।୧୦: ଚଳିତ ବର୍ଷ ମହାରାଷ୍ଟ୍ରରେ ବାଘ ୩୧ ଜଣ ଲୋକଙ୍କ ଜୀବନ ନେଇସାରିଛି। ଯାହା ଗତ ଦଶନ୍ଧି ମଧ୍ୟରେ ଗୋଟିଏ ବର୍ଷରେ ସର୍ବାଧିକ। ୨୦୧୦ ପରଠାରୁ ମହାରାଷ୍ଟ୍ରରେ ୧୫୩ ଜଣ ଲୋକ ବାଘ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସେହିଭଳି...

ହାଥରସ ଗଣବଳାତ୍କାର ପୀଡିତାଙ୍କ ପରିବାରକୁ ଭେଟିଲେ ରାହୁଲ, ପ୍ରିୟଙ୍କା

ଲକ୍ଷ୍ନୌ,୩।୧୦-ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ପୀଡିତାଙ୍କ ପରିବାରକୁ ଶନିବାର  କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭେଟିଛନ୍ତି। ଦୀର୍ଘ ୧୬୫ କି.ମି ସଡକ ପଥରେ ଯାତ୍ରା କରିବା ପରେ ରାହୁଲ ସେଠାରେ ପହଞ୍ଚିଥିଲେ। ଏହାପରେ ପୀଡିତାଙ୍କ ପରିବାର ଲୋକଙ୍କ ସହ ରାହୁଲ କିଛି...

କରୋନା ସହ ଲଢିବା ପାଇଁ ରେସ୍ତୋରାଁରେ ମିଳୁଛି ଆୟର୍ବେଦୀୟ ଥାଳି ସହ ଆଲକୋହଲିକ କାଢା

ନୂଆଦିଲ୍ଲୀ,୩ ।୧୦: କରୋନା ମହାମାରୀ ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଥିବା ବେଳେ ଲୋକେ ବାହାରେ ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ ସାମାନ୍ୟ ଭୟ କରୁଛନ୍ତି । ଏବେ କିନ୍ତୁ ବିଭିନ୍ନ ରେସ୍ତୋଁରାରୁ ପ୍ୟାକିଂ ଫୁଡ ଘରକୁ ଆଣି...

ରାହୁଲ-ପ୍ରିୟଙ୍କାଙ୍କ ସମେତ ୫ ଜଣଙ୍କୁ ହାଥରସ ଯିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୩ ।୧୦: ଉତ୍ତରପ୍ରଦେଶ ହାଥରସରେ ଦଳିତ ଯୁବତୀଙ୍କ ସହ ହୋଇଥିବା ଗଣବଳାତ୍କାର ମାମଲାକୁ ନେଇ ଦେଶରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହି ମାମଲାକୁ ନେଇ ବିରୋଧି ଉତ୍ତର ପ୍ରଦେଶ ସରକାରଙ୍କୁ ଘେରିଛନ୍ତି । ଏହାରି ଭିତରେ କଂଗ୍ରେସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri