Posted inଜାତୀୟ

ଏସ୍‌ଏଫ୍‌ଜେର ନୂଆ ଷଡ଼ଯନ୍ତ୍ର: ଖଲିସ୍ତାନ ପତାକା ଉଡ଼ାଇଲେ ମିଳିବ ୧୦ ହଜାର ଡଲାର ପୁରସ୍କାର

ନୂଆଦିଲ୍ଲୀ, ୪।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି। ଏପରିସ୍ଥଳେ ଶିଖ୍‌ ଫର ଜଷ୍ଟିସ୍‌(ଏସ୍‌ଏଫ୍‌ଜେ) ବିଚ୍ଛିନ୍ନତାବାଦୀ ସଂଗଠନ ପକ୍ଷରୁ ନୂଆ ଷଡ଼ଯନ୍ତ୍ର କରାଯାଇଛି। ରବିବାର ପଞ୍ଜାବ-ହରିୟାଣା ସୀମାରେ ଥିବା ଶମ୍ଭୁ ଟୋଲ୍‌ ପ୍ଲାଜାଠାରେ କୃଷକମାନଙ୍କ ପ୍ରଦର୍ଶନ ସମୟରେ ଖଲିସ୍ତାନ ପତାକା ଉଡ଼ାଇଲେ ୧୦ ହଜାର ଡଲାର ପୁରସ୍କାର ପ୍ରଦାନ କରାଯିବ ବୋଲି ଏସ୍‌ଏଫ୍‌ଜେ କହିଛି। ଆମେରିକାରେ ଥିବା ଏସ୍‌ଏଫ୍‌ଜେର ସଦସ୍ୟ ଗୁରବତ ସିଂ ପନ୍ନୁ ଏଭଳି ନିର୍ଦ୍ଦେଶ ଦେଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇସିୟୁରୁ ବାହାରିଲେ ଉନ୍ନାଓ ବଳାତ୍କାର ପୀଡିତା

ନୂଆଦିଲ୍ଲୀ,୧।୯: ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌(ଏମ୍ସ)ରେ ଚିକିତ୍ସାଧୀନ ଥିବା ଉନ୍ନାଓ ବଳାତ୍କାର ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଏବେ ତାଙ୍କୁ...

୫୦ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ମିଳିବ ଅନୁମତି: ୟୁଜିସି

ନୂଆଦିଲ୍ଲୀ,୭ା୧୧: କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ଲାଗି ୟୁନିଭର୍ସିିଟି ଗ୍ରାଣ୍ଟ୍‌ସ କମିଶନ (ୟୁଜିସି) ଗାଇଡ୍‌ଲାଇନ୍‌ ଜାରି କରିଥିବାବେଳେ ଏକା ଥରକେ ୫୦% ଛାତ୍ରୀଛାତ୍ରଙ୍କୁ ଉପସ୍ଥିତ ଲାଗି...

ସ୍ତ୍ରୀଙ୍କ ହାତ କାଟିଦେଲେ ସ୍ବାମୀ

କୋଲକାତା,୭।୬: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାର କେତୁଗ୍ରାମରେ ଜଣେ ମହିଳା ସରକାରୀ ନର୍ସିଂ ପଦବୀରେ ନିଯୁକ୍ତି ପାଇଁ ସିଲେକ୍ଟ ହୋଇଥିଲେ। ଈର୍ଷାନ୍ବିତ ସ୍ବାମୀ ତାଙ୍କୁ ଚାକିରିରେ...

୫ରେ ଇଲେକ୍ଟୋରାଲ ବଣ୍ଡ୍‌ ଶୁଣାଣି

ନୂଆଦିଲ୍ଲୀ ,୨୩।୧୧(ପି.ଟି.): ସାଧାରଣ ନିର୍ବାଚନ ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ବର୍ଷରେ ଇଲେକ୍ଟୋରାଲ ବଣ୍ଡ୍‌ ବିକ୍ରି ସମୟସୀମା ଆଉ ୧୫ ଦିନ...

କରୋନା ଚିକିତ୍ସା: ପିପିଇ କିଟ୍‌-ମାସ୍କ୍‌ ପାଇଁ ନିଆଯାଉଛି ମୋଟ ହସ୍ପିଟାଲ ବିଲ୍‌ର ୫୦ ପ୍ରତିଶତ

ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ସଂକ୍ରମିତଙ୍କ ଚିକିତ୍ସା ନେଇ ନାନା ପ୍ରକାର ଅଭିଯୋଗ ଉଠିବାରେ ଲାଗିଛି। କେତେକ ଘରୋଇ ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ମୋଟ ବିଲ୍‌ର...

ରାଷ୍ଟ୍ରପତି ଶାସନ ଲାଗୁ ହେବା ସତ୍ତ୍ୱେ: ସରକାର ଗଠନ ଉଦ୍ୟମ ଜାରି

ମୁମ୍ବାଇ,୧୩ା୧୧(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ମଙ୍ଗଳବାର ରାଷ୍ଟ୍ରପତି ଶାସନ ଜାରି କରାଯିବା ପରେ ସବୁ ରାଜନୈତିକ ଦଳ ବିସ୍ମିତ ହେବା ସତ୍ତ୍ୱେ ସରକାର ଗଠନ ପ୍ରକ୍ରିୟାରୁ ଓହରିନାହାନ୍ତି। ରାଜ୍ୟପାଳ...

ଯୋଗ ଦିବସରେ ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସରକାରୀ କର୍ମଚାରୀ

ଶାହଜହାଁପୁର,୨୧।୬: ଉତ୍ତରପ୍ରଦେଶର ଶାହଜହାଁପୁରରେ ଯୋଗ ଦିବସ ଅବସରରେ କ୍ୟାବିନେଟ ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀଙ୍କ ଏକ ଫଟୋ ଭାଇରାଲ ହୋଇଛି। ଜଣେ ସରକାରୀ କର୍ମଚାରୀ ତାଙ୍କୁ...

୫୦ପ୍ରତିଶତରେ ଖୋଲିବ ବାର, ପବ୍‌

ଚଣ୍ଡିଗଡ଼,୨୯।୬: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରର ଏବେ ଧୀରେ ଧିରେ ନିୟନ୍ତ୍ରଣକୁ ଆସୁଛି। ବର୍ତ୍ତମାନ ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ମୃତ୍ୟୁସଂଖ୍ୟା...

Advertisement
Archives

Model This Week