Posted inଜାତୀୟ

ଭାଜପା-ଜେଡିୟୁ ଆସନ ବୁଝାମଣା: ୫୦-୫୦ ଫର୍ମୂଲା ଉପରେ ନୀତିଶ ରାଜି !

ପାଟନା, ୪।୧୦: ବିହାର ବିଧାନ ସଭା ନିର୍ବାଚନ ପାଇଁ ଭାଜପା ଏବଂ ଜେଡିୟୁ ମଧ୍ୟରେ ଆସନ ବୁଝାମଣାରେ ସହମତି ପ୍ରକାଶ ପାଇଥିବା କୁହାଯାଉଛିି। ୫୦-୫୦ ଫର୍ମୂଲା ଉପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜି ଅଛନ୍ତି। ରାଜ୍ୟରେ ମୋଟ ୨୪୩ ବିଧାନସଭା ଆସନ ମଧ୍ୟରୁ ଜେଡ଼ିୟୁ ୧୨୨ ଆସନରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଥିବାବେଳେ ଭାଜପା ୧୨୧ ଆସନରେ ନିର୍ବାଚନ ଲଢ଼ିବ ବୋଲି କୁହାଯାଉଛି। ସେହିପରି ଚିରାଗ ପାସଓ୍ବାନଙ୍କ ଏଲ୍‌ଜେପି ୧୪୩ ଆସନରେ ପ୍ରାର୍ଥୀ ଦେବାକୁ ସଙ୍କେତ ମଧ୍ୟ ଦେଇସାରିଛି। ତେବେ ରାମବିଳାସ ପାସଓ୍ବାନଙ୍କ ସ୍ବାସ୍ଥ୍ୟ ସ୍ଥିତି ନେଇ ଚିରାଗ ବିଧାନସଭା ରଣନୀତିଠାରୁ ଦୂରେଇ ରହୁଛନ୍ତି। ଭାଜପା ଚଳିତ ଥର ବିଧାନସଭା ନିର୍ବାଚନରେ ନୀତିଶଙ୍କ ବଡ଼ ଭାଇ ପଣିଆ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିବା ଚର୍ଚ୍ଚା ହେଉଛି। ସେଥିପାଇଁ ନୀତିଶ ୫୦-୫୦ ଫର୍ମୂଲା ଉପରେ ବାଧ୍ୟ ହୋଇ ସହମତି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟାରେ ମସ୍‌ଜିଦ୍‌ ନିର୍ମାଣ ପାଇଁ ଗଠନ ହେଲା ଟ୍ରଷ୍ଟ

ଅଯୋଧ୍ୟା,୨୯।୭: ଆଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆସନ୍ତା ଅଗଷ୍ଟ ୫ରେ ଭୂମିପୂଜା ଅନୁଷ୍ଠିତ ହେବ। ଇତିମଧ୍ୟରେ ମସ୍‌ଜିଦ୍‌ ନିର୍ମାଣ ପାଇଁ ବୁଧବାର ଟ୍ରଷ୍ଟର ଗଠନ...

ସୁପ୍ରିମକୋର୍ଟ ଗଲା ବିକେୟୁ

ନୂଆଦିଲ୍ଲୀ, ୧୭।୧(ପି.ଟି.): ବିବାଦୀୟ କୃଷି ଆଇନକୁ ନେଇ ଅଚଳାବସ୍ଥା ଜାରି ରହିଥିବାବେଳେ ଏହାର ସମାଧାନ ସୂତ୍ର ବାହାର କରିବା ଲାଗି ସୁପ୍ରିମକୋର୍ଟ ୪ ଜଣିଆ ବିଶେଷଜ୍ଞ...

‘ହର ଘର ତ୍ରିରଙ୍ଗା’ ସାଇଟ୍‌ରେ ୫ କୋଟିରୁ ଅଧିକ ତ୍ରିରଙ୍ଗା ସହ ସେଲ୍‌ଫି ହୋଇଛି ଅପଲୋଡ୍‌

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଏକ ବଡ଼ ସଫଳତା ପାଇଛି। ‘ହର ଘର ତ୍ରିରଙ୍ଗା’ ସାଇଟ୍‌ରେ ଏପର୍ଯ୍ୟନ୍ତ...

ରାଜ୍ୟପାଳଙ୍କୁ ଭେଟିଲେ ଗେହଲଟ

ଜୟପୁର,୧୯ା୭: ରାଜସ୍ଥାନ କଂଗ୍ରେସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିବା ଆଞ୍ଚଳିକ ଦଳର ୨ ବିଧାୟକ ପୁଣିଥରେ ସମର୍ଥନ ଜଣାଇବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶନିବାର...

ଏନ୍‌ପିଆର୍‌, ଜନଗଣନା ସ୍ଥଗିତ

ନୂଆଦିଲ୍ଲୀ,୨୬ା୩(ପି.ଟି.) : ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଯୋଗୁ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ପିଆର୍‌) ଏବଂ ପ୍ରଥମ ପର୍ଯ୍ୟାୟ ଜନଗଣନା କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି। ଏହି...

ନୀତୀଶଙ୍କୁ ଉତ୍ତର ଦେଲେ ପିକେ, କହିଲେ ବୟସ ବଢ଼ିବା ଯୋଗୁ କିଛି କହିବାକୁ ଚାହିଁ ଅନ୍ୟ କଥା କହୁଛନ୍ତି…

ପାଟନା,୯।୧୦ : ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ଆଣିଥିବା ଗୁରୁତର ଅଭିଯୋଗକୁ ନେଇ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣି ଥରେ ଉତ୍ତର...

ଆଜି କେନ୍ଦ୍ର କ୍ୟାବିନେଟ ବୈଠକ : ଅଧ୍ୟକ୍ଷତା କରିବେ ମୋଦି

ନୂଆଦିଲ୍ଲୀ,୨୪।୧: ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ...

ନିଜକୁ ଗଧ ବୋଲି କହିଲେ ମମତା ବାନାର୍ଜୀ, ଜାଣନ୍ତୁ କାହିଁକି

କୋଲକାତା,୨୧।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳର ନେତାଙ୍କ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଦେଶଦ୍ରୋହୀ...

Advertisement
Archives

Model This Week