କଂଗ୍ରେସ କ୍ଷମତାକୁ ଆସିଲେ ହଟାଇ ଦେବ ସମସ୍ତ କୃଷି ନିୟମ: ରାହୁଲ
ନୂଆଦିଲ୍ଲୀ,୪ ।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନୂଆ କୃଷି ନୀତିକୁ ନେଇ ପୁଣିଥରେ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି । ରବିବାର ପଞ୍ଜାବର ମୋଗାରେ ଏକ ମେଗା ରାଲିରେ ସମ୍ବୋଧନ ଦେବା ଅବସରରେ ରାହୁଲ କହିଛନ୍ତି ଯଦି...
ଏଲ୍ଏସିରେ ଉତ୍ତେଜନା: ଅକ୍ଟୋବର ୧୨ରେ କମାଣ୍ଡରସ୍ତରୀୟ ବୈଠକ
ନୂଆଦିଲ୍ଲୀ, ୪।୧୦: ଭାରତ ଚାଇନା ମଧ୍ୟରେ ଏଲ୍ଏସିରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ପୂର୍ବ ଲଦାଖରେ ସ୍ଥିତି କ୍ରମଶଃ ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଦୁଇପକ୍ଷଙ୍କ ମଧ୍ୟରେ ଅକ୍ଟୋବର ୧୨ରେ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଇତିମଧ୍ୟରେ...
ଅକ୍ଟୋବର ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ
ନୂଆଦିଲ୍ଲୀ,୪ ।୧୦: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ପୁଣିଥରେ ସ୍କୁଲ ବନ୍ଦର ଅବଧିକୁ ବୃଦ୍ଧି କରାଯାଇଛି । ରବିବାର ଶିକ୍ଷାମନ୍ତ୍ରୀ ମନିଷ ସିସୋଡିଆ କହିଛନ୍ତି ଅକ୍ଟୋବର ଶେଷ ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ସ୍କୁଲ ବନ୍ଦ ରହିବ ।...
ବିହାର ବିଧାନସଭା ନିର୍ବାଚନୀ ପ୍ରଚାର: ପାଟନାରେ ବ୍ୟବହୃତ ହେବ ୪୭ ପଡ଼ିଆ, ୧୯ ହଲ୍
ପାଟନା, ୪।୧୦: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନୀ ପ୍ରଚାରରେ ରାଜଧାନୀ ପାଟନାରେ ୪୭ ଟି ଖୋଲା ପଡ଼ିଆ ଏବଂ ୧୯ଟି ହଲ୍ ବ୍ୟବହାର କରାଯିବ। ଏନେଇ ପାଟନା ଜିଲାପାଳ କୁମାର ରବି ସୂଚନା ଦେଇଛନ୍ତି। ନିର୍ବାଚନୀ...
ମାନିଲେ ମମତା
କୋଲକାତା,୪ ।୧୦: କରୋନା ମହାମାରୀ ଦେଶରେ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ଏବେ ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟି ଯାଇଛି । ପଶ୍ଚିମବଙ୍ଗରେ କରୋନା ଭାଇରସର ସଂକ୍ରମଣକୁ ନେଇ ବହୁ ସମୟରେ...
ଅଯୋଧ୍ୟାରେ ମସଜିଦ୍ ନିର୍ମାଣ: ପ୍ରଥମ ଦାନ ଦେଲେ ଜଣେ ହିନ୍ଦୁ
ଲକ୍ଷ୍ନୌ, ୪।୧୦: ଅଯୋଧ୍ୟାରେ ୫ ଏକର ଜମିରେ ମସଜିଦ୍ ନିର୍ମାଣ କରାଯିବ। ଏନେଇ ପ୍ରଥମେ ଜଣେ ହିନ୍ଦୁ ଇଣ୍ଡୋ-ଇସଲାମିକ୍ କଲଚାରଲ୍ ଫାଉଣ୍ଡେଶନକୁ ଦାନ ଦେଇଛନ୍ତି। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଆଇନ ପ୍ରଫେସର ରୋହିତ ଶ୍ରୀବାସ୍ତବ ଏହି ଦାନ ଦେଇଥିବା ଇଣ୍ଡୋ-ଇସଲାମିକ୍ କଲଚାରଲ୍...
ଡ୍ରଗ୍ସ ମାମଲାରେ ବଲିଉଡ୍ ସେଲିବ୍ରିଟିଙ୍କୁ ଜେରା କରିଥିବା ଏନ୍ସିବି ଉପ ନିର୍ଦ୍ଦେଶକ କରୋନା ପଜିଟିଭ
ମୁମ୍ବାଇ,୪ ।୧୦: ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍ସିବି)ର ଉପନିର୍ଦ୍ଦେଶକ କେପିଏସ୍ ମାଲହୋତ୍ରା କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଥିବା ଡ୍ରଗ୍ସ ମାମଲାର ଯାଞ୍ଚ...
ନୌସେନା ଗ୍ଲାଇଡର ଦୁର୍ଘଟଣା: ୨ ଅଧିକାରୀ ମୃତ
କୋଚି, ୪।୧୦: କେରଳର କୋଚିଠାରେ ଏକ ନୌସେନା ଗ୍ଲାଇଡର ଦୁର୍ଘଟଣା ଗ୍ରସ୍ତ ହୋଇଛି। ରବିବାର ସକାଳ ୭ଟାରେ ଗ୍ଲାଇଡ ନିୟନ୍ତ୍ରଣ ହରାଇ ସ୍ଥାନୀୟ ଥୋପୁପାଡ଼ି ପୋଲ ନିକଟରେ ଖସି ପଡ଼ିଛି। ଏଥିରେ ଦୁଇ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଅଧିକାରୀ ଦ୍ୱୟଙ୍କୁ...
୯ ମାସରେ ୭ କୋଟି ୮୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା: ବଢୁଛି କରୋନା ଆକ୍ରାନ୍ତଙ୍କ ସୁସ୍ଥ ହେବା ସଂଖ୍ୟା
ନୂଆଦିଲ୍ଲୀ, ୪।୧୦: ଗଗତ ୯ ମାସ ମଧ୍ୟରେ ଦେଶରେ ୭କୋଟି ୮୯ ଲକ୍ଷ ୯୨ ହଜାର ୫୩୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଜାନୁୟାରୀ ୧ରୁ ଅକ୍ଟୋବର ୩ ମଧ୍ୟରେ ଏସବୁ ନମୁନା ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ ଓ ପରିବାର...
ବୁଢା ବୟସରେ ୱେଡିଂ ଫଟୋ ଶୁଟ୍ ହେଲା ଭାଇରାଲ
ଥିରୁଭାନନ୍ତପୁରମ,୪ ।୧୦: କୁହାଯାଏ ପ୍ରେମ ସ୍ୱର୍ଗୀୟ । ଏହା କୌଣସି ବୟସ ବା ବାଧା ବନ୍ଧନକୁ ମାନେ ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେରଳରେ । ବିବାହର ୫୮ ବର୍ଷ ପରେ ବୃଦ୍ଧ ଦମ୍ପତି...
ଭୋର୍ ସମୟରେ ମନକୋଟ ସେକ୍ଟରରେ ମୋର୍ଟାର ମାଡ଼ କଲା ପାକିସ୍ତାନ
ଶ୍ରୀନଗର, ୪।୧୦: ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ରବିବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭୋର ୩ଟା ୨୦ରେ ପୁଞ୍ଚ୍ ଜିଲାରୀ ମନକୋଟ ସେକ୍ଟରରେ ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକରୁ ଭାରତୀୟ ପୋଷ୍ଟକୁ ଲକ୍ଷ୍ୟ କରି ହଠାତ୍ ମୋର୍ଟାର...
ଆଇଏସ୍ଆଇ ଏଜେଣ୍ଟ୍ ଗିରଫ
କୋଟା, ୪।୧୦: ରାଜସ୍ଥାନର କୋଟା ଜିଲାରେ ଜଣେ ପାକିସ୍ତାନ ଗୁପ୍ତଚରୀ ସଂସ୍ଥା ଆଇଏସ୍ଆଇ ଏଜେଣ୍ଟ୍ଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ଗୁପ୍ତଚରଙ୍କୁ ସ୍ଥାନୀୟ ଭାରତୀୟ ସେନା ଶିବିର ଅଞ୍ଚଳରୁ ଗିରଫ କରାଯାଇଛି। ସେ ସେନାର ଗୁପ୍ତତଥ୍ୟ ପାକିସ୍ତାନ ଗୁପ୍ତଚରୀ ସଂସ୍ଥା ଆଇଏସ୍ଆଇ...
Archives


