Posted inଜାତୀୟ

ନୌସେନା ଗ୍ଲାଇଡର ଦୁର୍ଘଟଣା: ୨ ଅଧିକାରୀ ମୃତ

କୋଚି, ୪।୧୦: କେରଳର କୋଚିଠାରେ ଏକ ନୌସେନା ଗ୍ଲାଇଡର ଦୁର୍ଘଟଣା ଗ୍ରସ୍ତ ହୋଇଛି। ରବିବାର ସକାଳ ୭ଟାରେ ଗ୍ଲାଇଡ ନିୟନ୍ତ୍ରଣ ହରାଇ ସ୍ଥାନୀୟ ଥୋପୁପାଡ଼ି ପୋଲ ନିକଟରେ ଖସି ପଡ଼ିଛି। ଏଥିରେ ଦୁଇ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଅଧିକାରୀ ଦ୍ୱୟଙ୍କୁ ଲ୍ୟୁଟନାଟ୍‌ ରାଜୀବ ଝା ଏବଂ ସୁନୀଲ କୁମାର ଭାବେ ଚିହ୍ନଟ କରାଯାଇଛି। ସେମାନଙ୍କୁ ଉଦ୍ଧାର କରି ଆଇଏନ୍‌ଏସ୍‌ ସଞ୍ଜିବନୀକୁ ଅଣା ଯାଇଛି। ଗ୍ଲାଇଡରଟି ଆଇଏନ୍‌ଏସ୍‌ ଗରୁଡ଼ର ବୋଲି ଦକ୍ଷିଣ ନାଭାଲ କମାଣ୍ଡ ପକ୍ଷରୁ କୁହାଯାଇଛି। ଏହା ଉଡ଼ାଣ କରୁଥିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ହୋଇଥିବା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକରେ ପରାଜୟକୁ ସ୍ବୀକାର କଲା ଭାଜପା, ବୋମ୍ମାଇ କହିଲେ ଆମେ ପୁଣି ଫେରିବୁ

ବେଙ୍ଗାଲୁରୁ,୧୩।୫:କର୍ନାଟକରେ କଂଗ୍ରେସ ଜିତିବା ପରେ ଭାଜପା ନେତା ତଥା ମୁଖ୍ୟମନ୍ତ୍ରୀ ବାସବାରାଜ ବୋମ୍ମାଇ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ବୋମ୍ମାଇ କହିଛନ୍ତି, ଆସନ୍ତା ନିର୍ବାଚନରେ ଆମେ...

ମୁକୁଳିଲେ ଭାରତୀୟ ଦୂତାବାସର ୨ ଅଧିକାରୀ

ନୂଆଦିଲ୍ଲୀ,୧୬ା୬: ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ କାର୍ଯ୍ୟାଳୟରୁ ୨ ଅଧିକାରୀ ସୋମବାର ସକାଳୁ ନିଖୋଜ ହୋଇଯାଇଥିଲେ। ଦୀର୍ଘ ୭ ଘଣ୍ଟା ପରେ ପାକ୍‌ କର୍ତ୍ତୃପକ୍ଷ...

ସୋନିଆ ଗାନ୍ଧୀଙ୍କ ମା’ଙ୍କ ପରଲୋକ

ନୂଆଦିଲ୍ଲୀ,୩୧।୮: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମେନୋଙ୍କ ପରଲୋକ ଘଟିଛି। ୨୭ ଅଗଷ୍ଟ ଶନିବାର ଇଟାଲୀରେ ଥିବା ତାଙ୍କ ବାସଭବନରେ ପାଓଲା ଦେହାନ୍ତ...

ଡ୍ରଗ୍ସ ନିଅନ୍ତି ସଲମାନ ଖାନ୍‌: ବାବା ରାମଦେବ

ନୂଆଦିଲ୍ଲୀ,୧୮।୯: ଯୋଗ ଗୁରୁ ବାବା ରାମଦେବ ଏକ କାର୍ଯ୍ୟକ୍ରମରେ ନିଶା ମୁକ୍ତି ଭାରତ ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ସମୟରେ ସେ ବଲିଉଡର ଅଭିନେତା...

ପୁଣି ଆତଙ୍କ ଘନେଇଲା, ୪ ରାଜ୍ୟରେ ସ୍ଥିତି ସଙ୍କଟ ଜନକ…

ନୂଆଦିଲ୍ଲୀ, ୧୨।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ବିଚାରପତି ଏସ୍‌.ଏନ୍‌. ଶୁକ୍ଳାଙ୍କୁ ହଟାଇବା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ପ୍ରଧାନ ବିଚାରପତି ଗୋଗୋଇ

ନୂଆଦିଲ୍ଲୀ,୨୩।୬: ବିଚାରପତି ଏସ୍‌.ଏନ୍‌. ଶୁକ୍ଳାଙ୍କୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ। ପୂର୍ବରୁ ଏନେଇ ଗୋଗୋଇ...

ହତାଶ କର୍ମୀଙ୍କୁ ଭରସା ଦେବେ ଶାହ

ନୂଆଦିଲ୍ଲୀ,୫ ।୫: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୁରୁବାରଠାରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଯାତ୍ରାରେ ଯାଉଛନ୍ତି । ଗତବର୍ଷ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ...

ନାମାଙ୍କନପତ୍ର ଦାଖଲ କଲେ ଜୟଶଙ୍କର

ନୂଆଦିଲ୍ଲୀ,୨୬ା୬(ପି.ଟି.): ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗୁଜରାଟରୁ ଭାଜପାର ରାଜ୍ୟ ସଭା ପ୍ରାର୍ଥୀ ହୋଇଛନ୍ତି। ଜୁଲାଇ ୫ରେ ହେବାକୁ ଥିବା ଉପନିର୍ବାଚନ ଲାଗି ସେ ମଙ୍ଗଳବାର...

Advertisement
Archives

Model This Week