ଜାତୀୟ

ଇସିଙ୍କ ନୋଟିସର ଏଭଳି ଜବାବ ଦେଲେ ମମତା

ନୂଆଦିଲ୍ଲୀ,୧୦।୪: କେନ୍ଦ୍ରୀୟ ସୁରକ୍ଷା ବଳ ପ୍ରତି ମନ୍ତବ୍ୟକୁ ନେଇ ନିର୍ବାଚନ କମିଶନଙ୍କ ନୋଟିସ ଉପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଜବାବ ରଖିଛନ୍ତି। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‌) ପ୍ରତି ତାଙ୍କର ସର୍ବୋଚ୍ଚ ସମ୍ମାନ ରହିଛି। ତେବେ ଭୋଟରମାନଙ୍କୁ…

ଅମିତ ଶାହାଙ୍କ ନିର୍ଦ୍ଦେଶରେ ହୋଇଛି ହିଂସା: ମମତା

କୋଲକାତା,୧୦।୪: ପଶ୍ଚିମବଙ୍ଗର କୁଚବିହାର ଜିଲାର ସିତଲକୁଚିରେ ହୋଇଥିବା ହିଂସା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିଛନ୍ତି। କେନ୍ଦ୍ର ପୋଲିସ ବାହିନୀକୁ ସେ ଦାୟୀ କରୁ ନାହାନ୍ତି କାରଣ ସେମାନେ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ…

ମୋତେ ବାହା ନ ହେଲେ ପାଣି ଟାଙ୍କି ଉପରୁ ଡେଇଁ ପଡ଼ିବି

ପାଟଣା,୧୦।୪: ପ୍ରେମିକାଙ୍କୁ ପାଇବା ପାଇଁ ଜଣେ ପ୍ରେମିକ ଶୋଲେ ଫିଲ୍ମ ପରି ଅଭିନୟ କରିଛନ୍ତି। ଫିଲ୍ମ ଶୋଲେରେ ବାସନ୍ତୀଙ୍କ ପ୍ରେମ ପାଇଁ ଯେମିତି ବୀରୁ ପାଣି ଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ କହିଥିଲେ ଠିକ୍‌ ସେମିତି ବିହାରର ଜଣେ ଯୁବକ…

ବୁଥ୍‌ ନମ୍ବର ୧୨୬ରେ ମତଦାନ ସ୍ଥଗିତ: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

କୋଲକାତା,୧୦।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ସମୟରେ କୁଚବିହାର ଅଞ୍ଚଳରେ ହୋଇଥିବା ହିଂସାକୁ ନେଇ ରାଜ୍ୟରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ବୁଥ୍‌ ନମ୍ବର ୧୨୬ରେ ମତଦାନ ସ୍ଥଗିତ ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ…

କରୋନାରେ କଂଗ୍ରେସ ବିଧାୟକଙ୍କ ପରଲୋକ

ମୁମ୍ବାଇ,୧୦।୪: ମହାରାଷ୍ଟ୍ରରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟର ନାନ୍ଦେଦ୍‌ ଜିଲାର ଡେଗଲୋରର ବିଧାୟକ ରାଓସାହେବ ଅଣ୍ଟାପୁରକାରଙ୍କ ପରଲୋକ ଘଟିଛି। ଶୁକ୍ରବାର ବିଳମ୍ବିତ ରାତ୍ରରେ ମୁମ୍ବାଇର ଏକ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…

କାର୍‌ରେ ଗଳିକନ୍ଦି ବୁଲି କରୋନା ସଚେତନତା ସୃଷ୍ଟି କରୁଛନ୍ତି ବିଚାରପତି, ଲୋକେ କହିଲେ…

ଭୋପାଳ,୧୦।୪: ମଧ୍ୟପ୍ରଦେଶର ଖରଗୋନରେ ଲକ୍‌ଡାଉନ ହେବାର ୫ ଘଣ୍ଟା ପୂର୍ବରୁ ଜଜ୍‌ ନିଜେ କାର୍‌ରେ ବସି ମାଇକ୍‌ ଯୋଗେ କରୋନା ସଚେତନତା ବାର୍ତ୍ତା ଦେଉଥିବା ଦେଖିବାକୁ ମିଳିଛି। ବିଚାରପତିଙ୍କ ଏପରି ଜନ ଜାଗରଣ ଦେଖି ଲୋକେ ତାଙ୍କୁ ଉତ୍ସାହିତ କରିବା ସହ…

୧୨ ଶହ ଟଙ୍କାରେ ମିଛ କରୋନା ରିପୋର୍ଟ…

ଲକ୍ଷ୍ନୌ,୧୦।୪: ଦେଶରେ କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ମିଛ କରୋନା ରିପୋର୍ଟ ପ୍ରସ୍ତୁତ କରିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ଉତ୍ତରପ୍ରଦେଶ ବିଭୁତିଖଣ୍ଡ ଅଞ୍ଚଳରେ ଏକ ଡାଏଗ୍ନୋଷ୍ଟିକ୍‌ ସେଣ୍ଟରରେ ଏଭଳି ମିଛ କରୋନା ରିପୋର୍ଟ ପ୍ରସ୍ତୁତ…

ନିମନ୍ତ୍ରଣ ପତ୍ରରେ ରହିବ ବର-କନ୍ୟାଙ୍କ ଜନ୍ମ ତାରିଖ…

ଜୟପୁର,୧୦।୪: ଏଣିକି ବିବାହରେ ନିମନ୍ତ୍ରଣ ପତ୍ରରେ ବର-କନ୍ୟାଙ୍କ ଜନ୍ମ ତାରିଖ ଉଲ୍ଲେଖ କରାଯିବ। ରାଜ୍ୟରେ ବାଳବିବାହ ରୋକିବା ପାଇଁ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରିଣ୍ଟିଂ ପ୍ରେସ୍‌କୁ ବର ଏବଂ କନ୍ୟାଙ୍କ ପ୍ରମାଣ ପତ୍ରର ନକଲ…

୭୩ ବର୍ଷୀୟା ବୃଦ୍ଧା ନିଜ ପାଇଁ ଖୋଜୁଛନ୍ତି ବର: ଦେଲେ ଏମିତି ବିଜ୍ଞାପନ

କଥାରେ ଅଛି ପ୍ରେମ ଏବଂ ବିବାହର କୌଣସି ବୟସ ନ ଥାଏ। ଏହାର ଏକ ଉଦାହରଣ କର୍ନାଟକର ମଇସୁରରେ ଦେଖିବାକୁ ମଳିଛି। ଏଠାରେ ଜଣେ ୭୩ ବର୍ଷୀୟା ଅବସରପ୍ରାପ୍ତ ବୃଦ୍ଧା ଶିକ୍ଷକ ନିଜର ବିବାହ ପାଇଁ ବିଜ୍ଞାପନ ଦେଇଥିଲେ। ଯାହାକି ଏବେ…

ମାଡ଼ି ଆସୁଛି ପ୍ରଳୟ: ତରଳୁଛି ପୃଥିବୀର ଛାତ…

ଲଦାଖ,୧୦।୪: ଭାରତ ସମେତ ସମ୍ପୂର୍ଣ୍ଣ ଏସିଆ ଉପରେ ଏବେ ବିପଦ ମାଡ଼ି ଆସୁଛି। ପୃଥିବୀର ଛାତ କୁହାଯାଉଥିବା ତିବ୍ବତରେ ବରଫ ପାହାଡ଼ ତରଳିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ହେଉଥିବା ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କିଛି ଦିନ…

ପୁଣି ଜଳିଲା ପଶ୍ଚିମବଙ୍ଗ: ନିର୍ବାଚନୀ ହିଂସାରେ ୪ ମୃତ

କୋଲକାତା,୧୦।୪: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଥମିବାର ନା ଧରୁନି। ସ୍ଥାନୀୟ କୁଚ ବିହାରର ସିତଲକୁଚି ଅଞ୍ଚଳର ଜୋର୍‌ ପାଟକିଠାରେ ବୁଥ୍‌ ନମ୍ବର ୧୨୬ ନିକଟରେ ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତିି। ଏଠାରେ ଫାଏରିଙ୍ଗ୍‌ରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଅନ୍ୟ ୪…

ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି

କୋଲକାତା,୧୦।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଶନିବାର ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଛି। ରାଜ୍ୟର ୫ ଜିଲାର ୪୪ଟି ବିଧାନସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟିଂ ପାଇଁ ଭୋଟରମାନେ ବିଭିନ୍ନ ପୋଲିଂ ବୁଥରେ ମତଦାନ କରୁଛନ୍ତି। ୧୫…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri