ସେକ୍ସ୍ ସିଡ଼ି ମାମଲା: ମନ୍ତ୍ରୀ ଦେଲେ ଇସ୍ତଫା, ଚାକିରି ଦେବାକୁ କହି ଯୌନଶୋଷଣ କରୁଥିବା ଅଭିଯୋଗ
ବେଙ୍ଗାଲୁରୁ,୩।୩: ସେକ୍ସ୍ ସିଡ଼ି ମାମଲାକୁ ନେଇ କର୍ନାଟକ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ମନ୍ତ୍ରୀ ରମେଶ ଜାରକିହୋଲିଙ୍କ ବିରୋଧରେ ଚାକିରି ଦେବାକୁ କହି ଯୌନଶୋଷଣ କରୁଥିବା ଅଭିଯୋଗ ହୋଇଛି। ରମେଶ ଏହି ମାମଲାରେ ଇସ୍ତଫା ଦେଇଛନ୍ତି। ସେ ବୁଧବାର ନିଜ ଇସ୍ତଫା ପତ୍ର…
ରାଷ୍ଟ୍ରପତି ନେଲେ କରୋନା ଟିକା
ନୂଆଦିଲ୍ଲୀ,୩।୩: ସାର୍ବଜନୀକ କରୋନା ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଯିକାର ପ୍ରଥମ ଡୋଜ୍ ନେଇଛନ୍ତି। ରାଷ୍ଟ୍ରପତି ଦିଲ୍ଲୀର ଆର୍ ଆର୍ ସେନା ହସ୍ପିଟାଲରେ ଟିକା ନେବା ପାଇଁ ତାଙ୍କ ଝିଅ ସ୍ବାତୀ କୋବିନ୍ଦଙ୍କ ସହିତ ପହଞ୍ଚିଥିଲେ।…
ବିବାହ ପ୍ରସ୍ତାବରେ ହଁ ନ କହିବାରୁ ମହିଳା ଇଞ୍ଜିନିୟରଙ୍କ ସହ ଘଟିଲା ଏମିତି
ହାଇଦ୍ରାବାଦ, ୩।୩: ହାଇଦ୍ରାବାଦରେ ଏକ ଅଭାବାନୀୟ ଘଟଣା ଘଟିଛି। ଜଣେ ମହିଳା ସଫ୍ଟୱେୟାର ଇଞ୍ଜିନିୟର ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ତାଙ୍କୁ ଛୁରାମାଡ ହୋଇଛି। ମହିଳାଙ୍କୁ ସହରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଛୁରାମାଡ଼…
ତାପସୀ ପନ୍ନୁ-ଅନୁରାଗ କଶ୍ୟପ-ବିକାଶଙ୍କ ଘରେ ଆୟକର ଚଢ଼ାଉ
ମୁମ୍ବାଇ,୩।୩: ବଲିଉଡ୍ରେ ଆୟକର ବିଭାଗ ଟିମ୍ ପକ୍ଷରୁ ଚଢ଼ାଉ ଜାରି ରହିଛି। ଟିକସ ଚୋରି ଅଭିଯୋଗରେ ଅଭିନେତ୍ରୀ ତାପସୀ ପନ୍ନୁ, ଫିଲ୍ମ ମେକର ଅନୁରାଗ କଶ୍ୟପ,ବିକାଶ ବହଲ, ମଧୁ ମେଣ୍ଟେନାଙ୍କ ସମେତ ଅନ୍ୟ କେତେକଙ୍କ ଘରେ ଆୟକର ଚଢ଼ାଉ କରାଯାଉଛି। ମୁମ୍ବାଇ…
ନିଜ ସରକାର ବିରୋଧରେ ମୋର୍ଚ୍ଚା ଖୋଲିଲେ ସିଦ୍ଧୁ
ଚଣ୍ଡିଗଡ଼,୩।୩: ପଞ୍ଜାବ ବିଧାନସଭାରେ ବଜେଟ ଉପସ୍ଥାପିତ ହେବା ପୂର୍ବରୁ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ନବଜୋତ ସିଂ ସିଦ୍ଧୁ ପୁଣିଥରେ ନିଜ ସରକାର ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି। ଏକ ଭିଡିଓ ସେୟାର କରି ସିଦ୍ଧୁ ଅଭିଯୋଗ କରିଛନ୍ତି ଯେ…
କରୋନା ପରେ ଏବେ ମହଙ୍ଗା ମାଡ଼: ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ମଧ୍ୟବିତ୍ତ
ନୂଆଦିଲ୍ଲୀ,୩।୩: କରୋନା ମହାମାରୀ ପରେ ଏବେ ଦେଶରେ ସୃଷ୍ଟି ହୋଇଥିବା ମହଙ୍ଗା ମାଡ଼ ଯୋଗୁ ସଙ୍କଟ ଦେଖାଦେଇଛି। କରୋନା ଯୋଗୁ ବହୁ ଲୋକ ଚାକିରି ହରାଇ ବେରୋଜାଗାର ହୋଇଯାଇଛନ୍ତି। ଏହା କର୍ମଜୀବୀଙ୍କଠାରୁ ଆରମ୍ଭ କରି ଶ୍ରମିକ, ଛୋଟ ବ୍ୟବସାୟୀ ସଭିଙ୍କୁ ପ୍ରଭାବିତ…
ନିଜକୁ ଗୁଳି ମାରିଲେ ଲେଫନାଣ୍ଟ କର୍ନେଲ
ଶ୍ରୀନଗର,୩।୩:ଶ୍ରୀନଗର ଉପକଣ୍ଠ ଖାନମୋହରେ ଜଣେ ଲେଫ୍ଟନାଣ୍ଟ କର୍ନେଲ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ସେନା ଅଧିକାରୀ କାହଁିକି ଏପରି ଭୟାନକ ପଦକ୍ଷେପ ନେଇଛନ୍ତି ତାହାର ଅନୁସନ୍ଧାନ କରାଯାଉଛି। ବୁଧବାର ଡିପୋରେ କାର୍ଯ୍ୟରତ ଲେଫ୍ଟନାଣ୍ଟ କର୍ନେଲ ସୁଦୀପ ଭାଗବତ ନିଜକୁ ଗୁଳି…
୨୧ ବର୍ଷୀୟ ଯୁବକ ନିର୍ମାଣ କଲେ ବିଶ୍ୱର ସବୁଠୁ ଛୋଟ ଭାକ୍ୟୁମ କ୍ଲିନର୍
ହାଇଦ୍ରାବାଦ,୩।୩: ଆନ୍ଧ୍ରପ୍ରଦେଶର ୨୧ ବର୍ଷୀୟ ତପାଲା ନାଦମୁନି ଏକ ନିଆରା କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। ଚିତ୍ତୁର ଜିଲାର ଏକ ଛୋଟ ଗାଁର ଏହି ଯୁବକ ବିଶ୍ୱର ସବୁଠାରୁ ଛୋଟ ଭାକ୍ୟୁମ କ୍ଲିନର୍ ନିର୍ମାଣ କରିଛନ୍ତି ଏବଂ ଏହି କାରଣରୁ ତାଙ୍କ…
ପୁଣି କମିଲା ସୁନା ଦର
ନୂଆଦିଲ୍ଲୀ,୩।୩: ପୁଣି ସୁନା ଦର କମିଛି। ସୁନା ୦.୧୧ ପ୍ରତିଶତ ହ୍ରାସ ହୋଇ ୧୦ ଗ୍ରାମ ପ୍ରତି ୪୫,୫୦୦ ଟଙ୍କା ହୋଇଛି। ସେହିପରି ରୂପା କିଲୋଗ୍ରାମ ପିଛା ୬୯,୨୧୬ ଟଙ୍କା ରହିଲା। ସୂଚନାଯୋଗ୍ୟ, ୨୦୨୦ ଅଗଷ୍ଟରେ ସୁନା ଦର ରେକର୍ଡ ଭାଙ୍ଗିଥିଲା।…
ଭାରତୀୟ ପ୍ରତିଭାଙ୍କ ଚାହିଦା ପୃଥିବୀରେ ବୃଦ୍ଧି ପାଉଛି: ମୋଦି
ନୂଆଦିଲ୍ଲୀ,୩।୩: ଭାରତୀୟ ପ୍ରତିଭାଙ୍କ ଚାହିଦା ପୃଥିବୀରେ ବଢ଼ିଚାଲିଛି। ଏହା ଭାରତର ଗୁଣବତ୍ତାକୁ ସୂଚିତ କରୁଛି। ବୁଧବାର ଶିକ୍ଷା,ଅନୁସନ୍ଧାନ ଓ କୌଶଳ ବିକାଶ ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଅନ୍ଲାଇନ୍ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି କହିଛନ୍ତି। ଆତ୍ମନିର୍ଭର ଭାରତ ଗଠନ ପାଇଁ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ କିଏ ଲେଖନ୍ତି ଜାଣନ୍ତି କି
ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଶକ୍ତିଶାଳୀ ତଥା ଆକର୍ଷଣୀୟ ଭାଷଣ ପାଇଁ ଜଣାଶୁଣା। ‘ମନ କି ବାତ’ ହେଉ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ହେଉ, ମୋଦି ପ୍ରାୟ ପ୍ରତିଦିନ ଭାଷଣ ଦିଅନ୍ତି। ଭାଜପା ରାଲି ଏବଂ ନିର୍ବାଚନ ରାଲିରେ…
ମୋଦିଙ୍କ ଦାଢ଼ି ବଢୁଛି, ଦେଶର ଜିଡ଼ିପି କମୁଛି: ଶଶି ଥରୁର୍
ନୂଆଦିଲ୍ଲୀ,୩।୩: କଂଗ୍ରେସ ପକ୍ଷରୁ ଶଶି ଥରୁର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାଗେର୍ଟ କରି ଟୁଇଟରରେ ଏକ ରୋଚକ ଗ୍ରାଫିକ୍ସ୍ ଅପଲୋଡ୍ କରିଛନ୍ତି। ସେ ମୋଦିଙ୍କ ଦାଢ଼ିକୁ ନେଇ କହିଛନ୍ତି ଯେ, ଦେଶର ଜିଡ଼ିପି କମି ଯାଉଥିବାବେଳେ ପ୍ରଧାନମନ୍ତ୍ରୀ ଦାଢ଼ି ବଢ଼ିବାରେ ଲାଗିଛି।…
Archives


