ଜାତୀୟ

ଫେରାଯିବ କୋଭିଡ୍‌ ଟିକା

ନୂଆଦିଲ୍ଲୀ,୨୯।୪ : ବେସରକାରୀ କୋଭିଡ୍‌-୧୯ ଟିକାକରଣ କେନ୍ଦ୍ରକୁ ଅବ୍ୟବହୃତ ଟିକା ଫେରାଇବାକୁ କୁହାଯାଇଛି। ଏଥିନେଇ ସେମାନଙ୍କୁ ଦିଆଯାଇଛି ଶୁକ୍ରବାର ପର୍ଯ୍ୟନ୍ତ ସମୟ। ବଳକା ଟିକାଗୁଡ଼ିକୁ ମେ’ ୧ ତାରିଖରୁ ଆରମ୍ଭ ହେବାକୁ ଥିବା ୩ୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟାରେ ବ୍ୟବହାର କରାଯାଇ…

ଚାର୍‌ ଧାମ ଯାତ୍ରା ବାତିଲ

ଡେରାଡୁନ୍‌,୨୯ା୪: କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥକୁ ୪ ଧାମ୍‌ ଯାତ୍ରା ବାତିଲ କରିଛନ୍ତି। ଗୁରୁବାର ସରକାରଙ୍କ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ମେ ମାସରେ ଏହି ଯାତ୍ରା ଆରମ୍ଭ ହେବାକୁ…

‘ମୋ ସ୍ବାମୀଙ୍କ ମୃତ୍ୟୁ ପାଇଁ ନିର୍ବାଚନ ଆୟୋଗ ଅଧିକାରୀ ଦାୟୀ’

କୋଲକାତା,୨୯।୪ : ଡେପୁଟି ଇଲେକଶନ କମିଶନର ସୁଦୀପ ଜୈନ ଓ ଅନ୍ୟ ଅଧିକାରୀମାନେ ମା ସ୍ବାମୀଙ୍କ ମୃତ୍ୟୁ ପାଇଁ ଦାୟୀ। ଖାର୍ଦା ବିଧାନସଭା ଆସନର ଟିଏମ୍‌ସି ପ୍ରାର୍ଥୀ ସ୍ବର୍ଗତ କାଜଲ ସିହ୍ନାଙ୍କ ପତ୍ନୀ ନନ୍ଦିତା ସିହ୍ନା ଖାର୍ଦା ଥାନାରେ ଏଭଳି ଅଭିଯୋଗ…

କରୋନାକୁ ହରାଇଲେ ମନମୋହନ

ନୂଆଦିଲ୍ଲୀ,୨୯।୪: କରୋନାକୁ ହରାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଗତ ଏପ୍ରିଲ ୧୯ରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୧୦ ଦିନର ଚିକିତ୍ସା ପରେ ଶେଷରେ ସେ ସୁସ୍ଥ…

ଫୋନ ପାସଓ୍ବାର୍ଡ ନ ଦେବାରୁ ସାଙ୍ଗକୁ ହତ୍ୟା

ନୂଆଦିଲ୍ଲୀ,୨୯।୪ : ଫୋନ ପାସଓ୍ବାର୍ଡ ଦେବାକୁ ମନା କରି ଦେବାରୁ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କୁ ପାର୍କରେ ବେକ ଚିପି ହତ୍ୟା କରିଛି ସାଙ୍ଗ। ଦିଲ୍ଲୀର ପିତମପୁରା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଘଟଣା। ଏହି ଘଟଣା ଗତ ୨୧ ତାରିଖରେ…

କୋଭିସିଲ୍ଡ ପରେ ‘କୋଭାକ୍ସିନ’ ଦର ହ୍ରାସ: ଡୋଜ୍‌ ପିଛା ୨୦୦ ଟଙ୍କା କମ୍‌ରେ ମିଳିବ

ନୂଆଦିଲ୍ଲୀ,୨୯।୪: କମିଲା ‘କୋଭାକ୍ସିନ’ ଟିକା ଦର। ପୂର୍ବରୁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ‘କୋଭିସିଲ୍ଡ’ ଟିକାର ଦାମ ହ୍ରାସ କରିିଥିବା ବେଳେ ଗୁରୁବାର ଭାରତ ବାୟୋଟେକ୍‌ ପକ୍ଷରୁ ‘କୋଭାକ୍ସିନ ଦର ହ୍ରାସ କରାଯାଇଛି। ପୂର୍ବରୁ କମ୍ପାନୀ ରାଜ୍ୟଗୁଡ଼ିକୁ କୋଭାକ୍ସିନ୍‌ ଟିକା ଡୋଜ୍‌…

ମୁମ୍ବାଇରେ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ଦିଆଯାଇପାରିବ ନାହିଁ ଟିକା

ମୁମ୍ବାଇ,୨୯।୪: ମେ ୧ରୁ ତୃତୀୟ ପର୍ଯ୍ୟାୟ ତଥା ୧୮ରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ଅଭିଯାନ ଆରମ୍ଭ ହେବ। ଏନେଇ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ରାଜ୍ୟ ସରକାର ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ହେଲେ ବର୍ତ୍ତମାନ…

ଖେଳାଳିଙ୍କ ପରେ ସାହାଯ୍ୟ ପାଇଁ ଆଗେଇ ଆସିଲା ଆଇପିଏଲ ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨୯।୪ : କୋଭିଡ୍‌-୧୯ ସୁନାମିରେ ସଂଘର୍ଷ କରୁଥିବା ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ। ପ୍ରଥମ ସଂସ୍କରଣର ଚାମ୍ପିୟନ ଦଳ ଗୁରୁବାର ଏହାର ଫାଉଣ୍ଡେଶନ ଜରିଆରେ ୭.୫ କୋଟି ଟଙ୍କା କୋଭିଡ୍‌ ପ୍ରଭାବିତଙ୍କ ପାଇଁ…

କୋଭିଡ୍‌ ଓ୍ବାର୍ଡରେ ସନ୍ତାନ ପ୍ରସବ କଲେ କରୋନା ସଂକ୍ରମିତ ମହିଳା, ଅକ୍ସିଜେନ ସ୍ତର ଥିଲା ବହୁତ କମ୍‌

ଭୋପାଳ,୨୯।୪: ଜଣେ କରୋନା ସଂକ୍ରମିତ ମହିଳାଙ୍କଠାରେ ଅକ୍ସିଜେନ ସ୍ତର ବହୁତ କମ୍‌ ଥିଲା। ଫଳରେ ସେ ଜୀବନ ମରଣ ସହ ସଂଗ୍ରାମ କରୁଥିଲେ। ଏହି ସମୟରେ ସେ କୋଭିଡ୍‌ ଓ୍ବାର୍ଡରେ ଏକ ସନ୍ତାନ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ମା ଏବଂ ଛୁଆ…

ସନ୍ୟାସୀ ପାଲଟିଲେ ରିଲାଏନ୍ସ୍‌ର ପୂର୍ବତନ ଉପସଭାପତି…

ମୁମ୍ବାଇ,୨୯।୪: ଦୁନିଆର ମୋହମାୟା ଛାଡ଼ି ରିଲାଏନ୍ସ୍‌ର ପୂର୍ବତନ ଉପସଭାପତି ପ୍ରକାଶ ଶାହା ସନ୍ୟାସୀ ପାଲଟିଛନ୍ତି। ସେ ଜଣେ ଜୈନ ସାଧୁଙ୍କଠାରୁ ସନ୍ୟାସ ଦୀକ୍ଷା ଗ୍ରହଣ କରିଛନ୍ତି। ପ୍ରକାଶ ତାଙ୍କ ସ୍ତ୍ରୀ ନୈନାଙ୍କ ସହିତ ମୁମ୍ବାଇଠାରେ ସନ୍ୟାସବ୍ରତ ଗ୍ରହଣ କରିଛନ୍ତି। ଗତବର୍ଷ ସେ…

ରୁହନ୍ତୁ ସାବଧାନ ! ଫୁସ୍‌ଫୁସ୍‌ ସହିତ ଏସବୁ ଅଙ୍ଗକୁ ବି ପ୍ରଭାବିତ କରେ କରୋନା…

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଭାରତରେ ପରିସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ଭୂତାଣୁ ମୁଖ୍ୟତଃ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରିଥାଏ। ତେବେ ଏହା ସହିତକ ଶରୀରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ମଧ୍ୟ ଅକାମୀ…

କରୋନା ଟିକାକରଣରେ ୩୨ ହଜାର କୋଟିିର ଦୁର୍ନୀତି: ସୁପ୍ରିମ୍‌କୋର୍ଟରେ ପିଟିଶନ ଦାଖଲ…

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଟିକାକରଣ ଅଭିଯାନରେ ୩୨ ହଜାର କୋଟି ଟଙ୍କା ଦୁର୍ନୀତି ହୋଇଥିବା ନେଇ ସୁପ୍ରିମ୍‌କୋର୍ଟରେ ଏକ ପିଟିଶନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri