ଜାତୀୟ

ମୁଖ୍ୟ ସଚିବଙ୍କୁ କାର୍ଯ୍ୟମୁକ୍ତ ନ କରିବାକୁ ମମତା ମୋଦିଙ୍କୁ ଲେଖିଲେ ଚିଠି…

କୋଲକାତା,୩୧।୫: ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ କାର୍ଯ୍ୟମୁକ୍ତ ନ କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସରକାର ସମ୍ପ୍ରତି ସଙ୍କଟ ଜନକ ସ୍ଥିତିରେ ରହିଛନ୍ତି। ତେଣୁ ଅଲପନଙ୍କୁ ଏବେ କାର୍ଯ୍ୟମୁକ୍ତ କରିବା ସମ୍ଭବ ହେବ…

ଅଟକିବ ନାହିଁ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ: ହାଇକୋର୍ଟ…

ନୂଆଦିଲ୍ଲୀ,୩୧।୫: ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଉପରେ ରୋକ ଲଗାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ କରାଯାଇଥିବା ଆବେଦନ ଖାଜର ହୋଇ ଯାଇଛି। ହାଇକୋର୍ଟ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଅଟକିବ ନାହିଁ ବୋଲି କହିଛନ୍ତି। ଏହା ରାଷ୍ଟ୍ରୀୟ ମହତ୍ତ୍ୱ ରଖୁଥିବାରୁ ଏହାକୁ ରୋକା ଯାଇ…

ପ୍ରେମିକଙ୍କ ମୃତଦେହ ଅଙ୍ଗୁଳିରେ ପ୍ରେମିକା ସିନ୍ଥିରେ ଲାଗିଲା ସିନ୍ଦୁର..

କୋଲକାତା,୩୧।୫: ନାବାଳକ ପ୍ରେମିକ ଆତ୍ମହତ୍ୟା କରିବା ପରେ ତାଙ୍କ ମୃତଦେହ ଅଙ୍ଗୁଳିରେ ପ୍ରେମିକା ସିନ୍ଥିରେ ସିନ୍ଦୁର ଲଗାଯାଇଛି। ଏଭଳି ଅଭାବନୀୟ ଘଟଣା ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲାରେ ଘଟିଛି। ଏବେ ଏହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପ୍ରେମିକା ପ୍ରେମିକ…

କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବିଲ୍‌ ୧୯ ଲକ୍ଷ: ୮ ଲକ୍ଷ ଦେବା ପରେ ବି ମୃତଦେହ ମିଳିଲାନି…

ଲକ୍ଷ୍ନୌ,୩୧।୫: ଜଣେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ବିଲ୍‌ ୧୯ ଲକ୍ଷ ୨୦ ହଜାର ଟଙ୍କାରେ ପହଞ୍ଚିଥିବାବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଟଙ୍କା ପୈଠ ନ କଲେ ମୃତଦେହ ହସ୍ତାନ୍ତର କରିବାକୁ ମନା କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟ ୮ ଲକ୍ଷ ୮୫ ହଜାର…

ଦ୍ୱାଦଶ ପରୀକ୍ଷା ବିକଳ୍ପ ବିଚାର କରୁଛି ସିବିଏସ୍‌ଇ

ନୂଆଦିଲ୍ଲୀ, ୩୧।୫: ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିକଳ୍ପକୁ ନେଇ ବିଚାର କରୁଛନ୍ତି। ଯଦି ପରୀକ୍ଷା ବାତିଲ ହୁଏ ତେବେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଫଳ…

୪ ନୂଆ ହେଲ୍ପଲାଇନ ନମ୍ବର ଦେଖାଅ

ନୂଆଦିଲ୍ଲୀ, ୩୧।୫ (ପି.ଟି.): କୋଭିଡ୍‌-୧୯ ସଚେତନତା ପଦକ୍ଷେପର ଅଂଶବିଶେଷ ଭାବେ ନାଗରିକଙ୍କ ସୁବିଧା ପାଇଁ ୪ଟି ନୂଆ ଜାତୀୟ ହେଲ୍ପଲାଇନ ନମ୍ବର ପ୍ରଦର୍ଶନ କରିବା ଲାଗି କେନ୍ଦ୍ର ସରକାର ରବିବାର ଘରୋଇ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବିରତି ସମୟରେ ଏହି…

ତଳ ମୁହାଁ କରୋନା ଗ୍ରାଫ୍‌: କମିଲା ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା…

ନୂଆଦିଲ୍ଲୀ,୩୧।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ୪ ଦିନ ଧରି ୨ ଲକ୍ଷରୁ କମ୍‌ ରହିଛି। ଗତ ୨୪ ଘଣ୍ଟାରେ…

୩ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ,୩୧ା୫: ମୌସୁମୀ ସାଧାରଣତଃ ଜୁନ୍‌ ୧ରେ କେରଳ ଛୁଇଁଥାଏ। ଦେଶରେ ଏଇଠୁ ଆରମ୍ଭ ହୋଇଥାଏ ୪ ମାସିଆ ବର୍ଷାଋତୁ। କିନ୍ତୁ ଏଥର ପୂର୍ବାନୁମାନଠାରୁ ଆଉ ୨ ଦିନ ବିଳମ୍ବରେ ଅର୍ଥାତ୍‌ ଜୁନ୍‌ ୩ରେ କେରଳକୁ ଆସିପାରେ। ଏନେଇ ରବିବାର ଭାରତୀୟ ପାଣିପାଗ…

୫ରୁ ୧୨ ବର୍ଷ ପିଲାଙ୍କଠାରେ ଟିକା ପରୀକ୍ଷା କରିବ ଜାଇଡସ୍‌ କାଡିଲା

ଅହମଦାବାଦ, ୩୦।୫: ବୟସ୍କଙ୍କ ପରେ ୧୨ରୁ ୧୮ ବର୍ଷ ବର୍ଗ ପିଲାଙ୍କଠାରେ ଜାଇଡସ୍‌ କାଡିଲା ପ୍ରସ୍ତୁତ ଜିକୋଭ୍‌-ଡି କୋଭିଡ୍‌ ଟିକାର କ୍ଲିନିକାଲ ପରୀକ୍ଷା ଜାରି ରହିଛି। କମ୍ପାନୀ ଏହାର ପ୍ଲାସ୍‌ମିଡ୍‌ ଡିଏନ୍‌ଏ ଟିକା ୫ରୁ ୧୨ ବର୍ଷ ପିଲାଙ୍କଠାରେ ପରୀକ୍ଷା କରିବାକୁ…

ଦିଲ୍ଲୀ ପରେ ଏହି ରାଜ୍ୟରେ ଆରମ୍ଭ ହେଲା ଅନ୍‌ଲକ ପ୍ରକ୍ରିୟା

ଲକ୍ଷ୍ନୌ, ୩୦।୫: କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଅର୍ଥନୈତିକ କାରବାର ଆରମ୍ଭ କରିବା ନେଇ ଉତ୍ତରପ୍ରଦେଶରେ ପର୍ଯ୍ୟାୟ କ୍ରମେ ଲକ୍‌ଡାଉନ କଟକଣା କୋହଳ କରିବାକୁ ରାଜ୍ୟ ସରକାର ରବିବାର ଘୋଷଣା କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୟୁପିରେ ୧,୯୦୮ କୋଭିଡ୍‌ ପଜିଟିଭ୍‌…

‘ଟିକା ନ ନେଲେ ଦରମା ଭୁଲି ଯାଅ’

ନୂଆଦିଲ୍ଲୀ, ୩୦।୫: କୋଭିଡ୍‌ ଟିକା ନ ନେଲେ ଦରମା ନାହଁି। ଉଜେନ ମ୍ୟୁସିନିପାଲଟି କର୍ପୋରେଶନ ପକ୍ଷରୁ ରବିବାର ଏହାର କର୍ମଚାରୀଙ୍କୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଏଥିଯୋଗୁ କିଛି ଅଫିସରଙ୍କ ସମେତ ୩୦ ପ୍ରତିଶତ କର୍ମଚାରୀଙ୍କୁ ଦରମା ପାଇଁ ଟିକା ନେବା ପର୍ଯ୍ୟନ୍ତ…

ଏହି ଆଧାରରେ ଦ୍ୱାଦଶ ପରୀକ୍ଷା ଫଳାଫଳ ଘୋଷଣା କରିପାରେ ସିବିଏସ୍‌ଇ

ନୂଆଦିଲ୍ଲୀ, ୩୦।୫: ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିକଳ୍ପକୁ ନେଇ ବିଚାର କରୁଛନ୍ତି। ଯଦି ପରୀକ୍ଷା ବାତିଲ ହୁଏ ତେବେ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଫଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?