ନନ୍ଦିଗ୍ରାମରୁ ନିର୍ବାଚନ ଲଢିବେ ମମତା ବାନାର୍ଜୀ
କୋଲକତା,୧୮।୧: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ରାଜନୀତି ଜୋରସୋରରେ ଚାଲିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବଡ ଘୋଷଣା କରିଛନ୍ତି। ସେ ଏଥର ନନ୍ଦିଗ୍ରାମରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ମମତା ବାନାର୍ଜୀ ନନ୍ଦିଗ୍ରାମ ଏକ ସଭାକୁ ସମ୍ବୋଧନ କରି କହିଛନ୍ତି…
କରୋନା ଯୋଗୁ ସ୍ତ୍ରୀଙ୍କ ପାଖକୁ ଯାଇପାରୁନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ, କଲେ ଦୁଃଖପ୍ରକାଶ
ଶ୍ରୀନଗର,୧୮।୧: ଜମ୍ମୁ-କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଜାମ୍ମୁରେ ଏକ ପୁସ୍ତକ ରିଲିଜ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ। କିନ୍ତୁ ଏହି ସମୟରେ ସେ ଏପରି ଏକ କଥା କହିଥିଲେ ଯେ ଉପସ୍ଥିତ ଲୋକେ…
ରାମ ମନ୍ଦିର ନିର୍ମାଣ ପାଇଁ ଦୁଇ ଦିନରେ ଶହେ କୋଟି ଦାନ!
ନୂଆଦିଲ୍ଲୀ,୧୮ ।୧: ରାମ ମନ୍ଦିର ନିର୍ମାଣକୁ ନେଇ ଦେଶବାସୀଙ୍କ ମନରେ କେତେ ଉତ୍ସାହ ତାହା ଏବେ ଦେଖିବାକୁ ମିଳିଛି । କାରଣ ୨ ଦିନ ମଧ୍ୟରେ ରାମ ମନ୍ଦିର ନିର୍ମାଣ ପାଇଁ ପାଖାପାଖି ୧୦୦କୋଟି ଟଙ୍କା ଦାନ ମିଳିଥିବା ଜଣାପଡିଛି ।…
ଗୁପ୍ତତଥ୍ୟ ପ୍ରଭାବିତ ହେଲେ ହ୍ବାଟସ୍ଆପ୍କୁ ଡିଲିଟ୍ କର: ହାଇକୋର୍ଟ
ନୂଆଦିଲ୍ଲୀ,୧୮।୧: ହ୍ବାଟସ୍ଆପ୍ ଦ୍ୱାରା ଯଦି ବ୍ୟବହାରକାରୀଙ୍କ ଗୁପ୍ତତଥ୍ୟ ପ୍ରଭାବିତ ହେଉଛି, ତେବେ ଏହାକୁ ସେମାନେ ଡିଲିଟ୍ କରିବା ଆବଶ୍ୟକ ବୋଲି ଦିଲ୍ଲୀ ହାଇକୋର୍ଟ ସୋମବାର ପ୍ରକାଶ କରିଛନ୍ତି। ଏହା ଏକ ପ୍ରାଇଭେଟ୍ ଆପ୍ । ମ୍ୟାପ୍ ଏବଂ ବ୍ରାଉଜରରେ ମଧ୍ୟ ବ୍ୟକ୍ତିଗତ…
ପଞ୍ଜାବ ଆସି କୃଷି ଆଇନର ସୁବିଧା ବୁଝାନ୍ତୁ ହେମା, ଆମେ ଉଠାଇବୁ ଖର୍ଚ୍ଚ: କୃଷକ ସଙ୍ଗଠନ
ନୂଆଦିଲ୍ଲୀ,୧୮ ।୧: କେନ୍ଦ୍ରର କୃଷି ଆଇନକୁ ଫେରାଇ ନେବାକୁ ଦାବି କରି ୫୦ ଦିନରୁ ଊର୍ଦ୍ଧ୍ୱ ସମୟ ହେଲା ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାର ଓ କୃଷକଙ୍କ ମଧ୍ୟରେ ୧୦ମ ପର୍ଯ୍ୟାୟ…
ବାଲାକୋଟ ଷ୍ଟ୍ରାଇକ୍ ସମ୍ପର୍କିତ ସୂଚନା ୩ ଦିନ ପୂର୍ବରୁ ଜାଣିଥିଲେ ଗଣମାଧ୍ୟମ ପ୍ରତିନିଧି
ନୂଆଦିଲ୍ଲୀ,୧୮।୧: ବାଲାକୋଟ ଷ୍ଟ୍ରାଇକ୍ ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ପୁଣି ଥରେ ଘେରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଜଣେ ଗଣମାଧ୍ୟମ ପ୍ରତିନିଧି ଏବଂ ତାଙ୍କ ବନ୍ଧୁଙ୍କ ପାଖରେ ଏ ସମ୍ପର୍କିତ ସୂଚନା ୩ ଦିନ ପୂର୍ବରୁ…
ଭାରତ କିଣିବ ୨୧ ମିଗ୍, ୧୨ ସୁଖୋଇ
ନୂଆଦିଲ୍ଲୀ,୧୮।୧: ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଭାରତ ୨୧ଟି ମିଗ୍-୨୯ ଏବଂ ୧୨ ସୁଖୋଇ-୩୦ ଯୁଦ୍ଧ ବିମାନ ରୁଷ୍ଠାରୁ କିଣିବ। ଏନେଇ ସୁରକ୍ଷା କ୍ୟାବିନେଟ୍ କମିଟି ପକ୍ଷରୁ ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହା ସହିତ…
ପୁଣି ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ
ନୂଆଦିଲ୍ଲୀ,୧୮ ।୧: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଟୁଇଟ୍ କରି ସେ କହିଛନ୍ତି ମୋଦି ସରକାର ସୁଟ-ବୁଟ ବାଲା ବନ୍ଧୁଙ୍କୁ ୮,୭୫,୦୦୦କୋଟି ଟଙ୍କାର ଋଣ ଛାଡ କରିଛନ୍ତି । ଆଉ ଏବେ…
ଟ୍ରାକ୍ଟର ରାଲିରେ କିଏ ଦିଲ୍ଲୀ ଆସିବେ, ସେ ନିଷ୍ପତ୍ତି ନେବେ ପୋଲିସ
ନୂଆଦିଲ୍ଲୀ,୧୮।୧: ଅନ୍ନଦାତାଙ୍କ ପକ୍ଷରୁ ଜାନୁୟାରୀ ୨୬ରେ ହେବାକୁ ଥିବା ଟ୍ରାକ୍ଟର ରାଲିରେ କିଏ ଦିଲ୍ଲୀ ଆସିବେ ତାହାର ନିଷ୍ପତ୍ତି ପୋଲିସ ବିଭାଗ ନେବେ। ସୋମବାର ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍ଡେ କହିଛନ୍ତି। ଟ୍ରାକ୍ଟର କରିବା ଲାଗି ଅନ୍ନଦାତାଙ୍କୁ ଅନୁମତି…
ସିଆର୍ପିଏଫ୍-ଡିଆର୍ଡିଓ ପକ୍ଷରୁ ବାଇକ୍ ଆମ୍ବୁଲାନ୍ସ୍ ସେବା ଆରମ୍ଭ
ନୂଆଦିଲ୍ଲୀ,୧୮।୧: ସିଆର୍ପିଏଫ୍ ଏବଂ ଡିଆର୍ଡିଓ ପକ୍ଷରୁ ସୋମବାର ବାଇକ୍ ଆମ୍ବୁଲାନ୍ସ୍ ସେବା ‘ରକ୍ଷିତା’ର ଆରମ୍ଭ କରାଯାଇଛି। ସୁରକ୍ଷାକର୍ମୀଙ୍କୁ ଜରୁରିକାଳୀନ ସେବା ଯୋଗାଇ ଦେବା ପାଇଁ ଏହା କାର୍ଯ୍ୟ କରିବ। ଯୁଦ୍ଧ କ୍ଷେତ୍ର, ଆତଙ୍କବାଦୀ ଅପରେଶନ୍ ଅବା ମାଓବାଦୀ ଅପରେଶନ୍ ସମୟରେ ଏହି…
ଅହମଦାବାଦ-ସୁରଟ ମେଟ୍ରୋ ପ୍ରୋଜେକ୍ଟର ଶୁଭାରମ୍ଭ କଲେ ମୋଦି
ନୂଆଦିଲ୍ଲୀ,୧୮ ।୧: ଗୁଜରାଟର ସୁରଟ ଓ ଅହମଦାବାଦ ସହର ପାଇଁ ସୋମବାର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଅର୍ଥାତ୍ ୧୮ ଜାନୁୟାରୀରେ ଭିଡିଓ କନଫରେନ୍ସିଂ ଜରିଆରେ ଅହମଦାବାଦ ମେଟ୍ରୋ ରେଲ ପରିଯୋଜନାର ଦ୍ୱିତୀୟ ଭାଗ…
ଏବେ ମିଳିବନି ଥଣ୍ଡାରୁ ମୁକ୍ତି
ନୂଆଦିଲ୍ଲୀ,୧୮ ।୧: ଦେଶର କିଛି ଅଞ୍ଚଳରେ ହାଡଭଙ୍ଗା ଶୀତ ପଡିଛି । ଉତ୍ତର ଭାରତରେ ବେଳକୁ ବେଳ ଥଣ୍ଡାର ପରିମାଣ ବଢିବାରେ ଲାଗିଛି । ଏହାସହ ଘନ କୁହୁଡି ମଧ୍ୟ ଦେଖାଦେଇଛି । ଏହାକୁ ଦେଖି ପାଣିପାଗ ବିଭାଗ ଅନୁମାନ କରିଛି…
Archives


