ଦ୍ୱିତୀୟ ଭଳି ଗମ୍ଭୀର ହୋଇପାରେ ତୃତୀୟ ଲହର

ନୂଆଦିଲ୍ଲୀ, ୩।୬: କରୋନାରେ ଦ୍ୱିତୀୟ ଲହର ଭଳି ଭାରତରେ ତୃତୀୟ ଲହର ମଧ୍ୟ ଅନୁରୂପ ଭୟାବହ ସ୍ଥିତି ସୃଷ୍ଟି କରିପାରେ। ଏହା ୯୮ ଦିନ ପର୍ଯ୍ୟନ୍ତ ରହିବ ବୋଲି ଏସ୍‌ବିଆଇ ଇକୋର଼୍ୟାପ୍‌ ରିପୋର୍ଟରେ କୁହାଯାଇଛି। ତୃତୀୟ ଲହର ଦ୍ୱିତୀୟଠାରୁ ଭିନ୍ନ ହେବ ନାହିଁ। ତେବେ ଭଲ ପ୍ରସ୍ତୁତି ଯୋଗୁ ଉକ୍ତ ଲହରରେ ମୃତ୍ୟୁସଂଖ୍ୟା କମ୍‌ ହୋଇପାରେ ବୋଲି କୁହାଯାଇଛି। ଦ୍ୱିତୀୟ ଲହର ୧୦୮ ଦିନ ରହିବାକୁ ଥିବାବେଳେ ତୃତୀୟ ଲହର ୯୮ ଦିନ ରହିବ। ଏହାର ପିକ୍‌ ଦ୍ୱିତୀୟ ଲହରର ୧.୮ଗୁଣ ହେବ ବୋଲି ରିପୋର୍ଟରେ କୁହାଯାଇଛି। ଦ୍ୱିତୀୟ ଲହରର ପିକ୍‌ ମେ’ ମାସ ଥିଲା। ଏହି ମାସରେ ପ୍ରାୟ ୯୦.୩ ଲକ୍ଷ ସଂକ୍ରମିତ ହୋଇଛନ୍ତି ଓ ୧.୨ ଲକ୍ଷରୁ ଅଧିକ ପ୍ରାଣ ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା: କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି କହିଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୧: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନଙ୍କ ଯୋଗୁ ହୋଇଥିବା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଡ଼ା ସ୍ବରରେ...

ସୁନିଲ ଆରୋରା ବିଶ୍ୱ ନିର୍ବାଚନ ସଂସ୍ଥା ସଂଘର ଅଧ୍ୟକ୍ଷ

ନୂଆଦିଲ୍ଲୀ, ୪-୯: ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା ମଙ୍ଗଳବାର ବିଶ୍ୱ ନିର୍ବାଚନ ସଂସ୍ଥା ସଂଘର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ୨୦୨୧...

ଗୋଟିଏ ଦିନରେ ୮୩ କୋଟି ଟଙ୍କାର ସାନିଟାଇଜର ବ୍ୟବହାର କରୁଛନ୍ତି ଭାରତୀୟ !

ନୂଆଦିଲ୍ଲୀ,୨୨।୮: କରୋନା ଭାଇରସ ସଂକ୍ରମଣ ହେବା ପରେ ବୈଜ୍ଞାନିକ, ଗବେଷକ, ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ସାନିଟାଇଜର ବ୍ୟବହାର କରୋନା ସଂକ୍ରମଣକୁ ଅନେକାଂଶରେ ରୋକି ପାରିବ। ବିଶେଷଜ୍ଞମାନଙ୍କ...

ପୁଣି ହେମନ୍ତ ସୋରେନଙ୍କ ବଢିଲା ଅଡ଼ୁଆ

ରାଞ୍ଚି,୩।୧୦: ଖଣି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ପଙ୍କଜ ମିଶ୍ରଙ୍କ ଘରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ଚଢାଉ ବେଳେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବ୍ୟାଙ୍କ ପାସବୁକ ଏବଂ...

ବିହାରରେ ଲାଗୁ ହେବ ନାହିଁ ଏନ୍‌ଆରସି

ପାଟନା,୨୫।୨: ବିହାର ବିଧାନସଭାରେ ଏନ୍‌ପିଆର ଓ ଏନ୍‌ଆରସିକୁ ନେଇ ୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ପାସ୍‌ ହୋଇଛି। ମଙ୍ଗଳବାର ଗୃହରେ ରାଷ୍ଟ୍ରୀୟ ନାଗରିକ ପଞ୍ଜିକା(ଏନ୍‌ଆରସି)କୁ ଲାଗୁ ନ...

ମୋର୍‌ବି ଦୁର୍ଘଟଣା ପରେ ଯୋଗୀ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୟୁପିର ସମସ୍ତ ପୋଲର ହେବ ଯାଞ୍ଚ

ଲକ୍ଷ୍ନୌ,୩୧।୧୦: ଗୁଜୁରାଟର ମୋର୍‌ବି ସ୍ଥିତ ମାଛୁ ନଦୀ ବ୍ରିଜ ଉପରେ ଥିବା ଝୁଲାପୋଲ ଦୁର୍ଘଟଣା ପରେ ଯୋଗୀ ସରକାର ଏବେ ଆକ୍ସନ ମୁଡରେ ଆସିଯାଇଛନ୍ତି। ଏହି...

ଭୂକମ୍ପର ତୀବ୍ର ଝଟକାରେ ଥରିଲା ପିଓକେ: ବ୍ୟାପକ କ୍ଷୟକ୍ଷତି, ୫ ମୃତ, ୫୦ ଆହତ

ନୂଆଦିଲ୍ଲୀ/ ଇସ୍‌ଲାମାବାଦ, ୨୪।୯:  ଦିଲ୍ଲୀ ଏନ୍‌ସିଆର୍‌ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ...

ପୋଲିସ କର୍ମଚାରୀଙ୍କ ଝିଅ ଏବେ ମୋଷ୍ଟ ଓ୍ବାଣ୍ଟେଡ, ଅତିକ ଗ୍ୟାଙ୍ଗର ‘ଗଡ଼ ମଦର’ ଶାହିସ୍ତା ପରଓ୍ବିନ…

ପ୍ରୟାଗରାଜ,୧୯।୪ : ଏପ୍ରିଲ ୧୫ ତାରିଖ ରାତିରେ ପୋଲିସ ହେପାଜତରେ ଗୁଳି ଚଳାଇ ହତ୍ୟା କରାଯାଇଥିବkା ମାଫିଆ-ରାଜନେତା ଅତିକ ଅହମ୍ମଦଙ୍କ ୫୧ ବର୍ଷିୟା ସ୍ତ୍ରୀ ଶାହିସ୍ତା...

Advertisement
Archives

Model This Week