ଜାତୀୟ

ଇତିହାସ ରଚିବେ ନୀତିଶ

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ବିଜୟ ସହିତ ନୀତୀଶ କୁମାର ଆଉ ଏକ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ୭ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ବିହାରରେ ଆରଜେଡି ହଟାଇ...

ଓଓ୍ବାଇସିଙ୍କ ଉପରେ ବର୍ଷିଲେ ଦିଗ୍‌ବିଜୟ

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳରେ ପ୍ରକାଶ ପାଇବା ପରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସିଙ୍କ ଉପରେ ବର୍ଷିଛନ୍ତି। ତାଙ୍କ ଯୋଗୁ ବିହାରରେ ଭୋଟ ଭାଗବଣ୍ଟା ହୋଇ ଭାଜପାର ବିଜୟ ପଥ ସହଜ ହୋଇଥିବା...

ମାତ୍ର ୧୨ ଖଣ୍ଡ ଭୋଟ୍‌ରେ ହାରିଲେ ପ୍ରାର୍ଥୀ

ପାଟନା,୧୧।୧୧:ବିହାର ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଆସନ୍ତା ପାଞ୍ଚ ବର୍ଷ ପାଇଁ ଜନସାଧାରଣ ପୁଣି ଥରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନଡିଏ ମିଳିତ ମଞ୍ଚକୁ କ୍ଷମତା ହସ୍ତାନ୍ତର କରିଛନ୍ତି। ୨୪୩ଟି ଆସନରୁ ଏନଡିଏକୁ ୧୨୫ ଟି ଆସନ, ମହାମେଣ୍ଟକୁ ୧୧୦ଟି...

ସାର୍ବଭୌମତ୍ୱକୁ ସମ୍ମାନ ଦିଅ

ନୂଆଦିଲ୍ଲୀ, ୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାଙ୍ଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ସମିଟ୍‌ରେ ଉଦ୍‌ବୋଧନ ଦେବା ଅବସରରେ ଦେଶଗୁଡ଼ିକ ପରସ୍ପରର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ସଂହତିକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏସ୍‌ସିଓ ଦେଶଗୁଡ଼ିକ ସହ ଭାରତର...

ଦୁର୍ବଳ ହେଲେ ନୀତୀଶ

ପାଟନା, ୧୧ା୧୧: ତିନି ତିନି ଥର ବିହାରର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଥିବା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାରଙ୍କ ହାତରୁ ଏଥର କ୍ଷମତା ଖସିଯାଇପାରେ। କାରଣ ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ଜେଡିୟୁ ୩ ନମ୍ବର ଦଳର ମାନ୍ୟତା ପାଇଛି। ଅନ୍ୟପକ୍ଷେ...

ଡ୍ରାଇଭର ସିଟ୍‌ରେ ଭାଜପା

ପାଟନା/ନୂଆଦିଲ୍ଲୀ,୧୧ା୧୧: ବିହାର ବିଧାନସଭା ନିର୍ବାଚନକୁ ନେଇ ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ର ଭବିଷ୍ୟବାଣୀ ଭୁଲ୍‌ ପ୍ରମାଣିତ ହୋଇଛି। ଭୋଟ ଗଣତି ଶେଷ ପର୍ଯ୍ୟାୟରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସ୍ପଷ୍ଟ ବହୁମତ ସହ ପୁଣି ଥରେ ସରକାର ଗଠନ ଦିଗରେ ଅଗ୍ରସର...

ଦାଉଦ ଇବ୍ରାହିମ୍‌ଙ୍କ ସମ୍ପତ୍ତି ନିଲାମ

ନୂଆଦିଲ୍ଲୀ,୧୦।୧୧: ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କର ସମ୍ପତ୍ତି ନିଲାମ ହୋଇଛି। ଦିଲ୍ଲୀର ଦୁଇ ଆଇନଜୀବୀଙ୍କୁ ଦାଉଦ୍‌ଙ୍କର ୬ ସମ୍ପତ୍ତି ମିଳିଛି। ସେଥିମଧ୍ୟରୁ ଆଇନଜୀବୀ ଅଜୟ ଶ୍ରୀବାସ୍ତବଙ୍କୁ ୨ଟି ଏବଂ ଭୂପେନ୍ଦ୍ର ଭରଦ୍ୱାଜଙ୍କୁ ୪ଟି ସମ୍ପତ୍‌ି ମିଳିଛି। ଦାଉଦ୍‌ଙ୍କ ୪,...

ବିହାର ବିଧାନସଭା ନିର୍ବାଚନ ଫଳାଫଳ: କରୋନା ପାଇଁ ବଢିଛି ଇଭିଏମ୍ ସଂଖ୍ୟା, ବିଳମ୍ବରେ ଆସିବ ଚୁଡାନ୍ତ ଫଳାଫଳ

ପାଟନା,୧୦ ।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ଥିବା ବେଳେ ଏନ୍‌ଡିଏ ବିଜୟୀ ହେବ ବୋଲି ଅନୁମାନ ଲଗାଯାଇଛି । ଏହାସହ ନୀତୀଶ କୁମାର ପୁଣିଥରେ ମୁଖ୍ୟମନ୍ତ୍ରୀ ଆସନରେ ବସି ପାରନ୍ତି ବୋଲି ମଧ୍ୟ...

ଚୂଡ଼ାନ୍ତ ଫଳାଫଳ ପୂର୍ବରୁ ପରାଜୟ ସ୍ବୀକାର କଲେ କମଲନାଥ

ଭୋପାଳ,୧୦।୧୧: ମଧ୍ୟପ୍ରଦେଶ ଉପନିର୍ବାଚନରେ ୨୮ଟି ବିଧାନସଭା ଆସନ ମଧ୍ୟରୁ ୨୦ଟିରେ ଭାଜପା ପ୍ରାର୍ଥୀ ଆଗୁଆ ରହିଛନ୍ତି। ଏପରିସ୍ଥଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ପରାଜୟ ସ୍ବୀକାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଏବଂ...

କଂଗ୍ରେସ ପାଇଁ ହାରିଲେ ତେଜସ୍ୱୀ!

ପାଟନା,୧୦ ।୧୧: ବିହାର ବିଧାନସଭା ଫଳାଫଳ ଉପରେ ସାରା ଦେଶର ନଜର ଥିବା ବେଳେ ଏବେସୁଦ୍ଧା ପ୍ରାୟ ସମସ୍ତ ୨୪୩ ବିଧାନସଭା ଆସନର ଗଣତି ସମ୍ପର୍କରେ ସୂଚନା ମିଳିଛି । ଏଥିରେ ଭାଜପା-ଜେଡିୟୁର ଏନ୍‌ଡିଏ ୧୨୪ ଆସନରେ ଆଗୁଆ ଥିବା...

୧୨୩ ଆସନରେ ବ୍ୟବଧାନ ୩ ହଜାରରୁ କମ୍‌: ଯେ କୌଣସି ସମୟରେ ବଦଳିପାରେ ସ୍ଥିତି

ପାଟନା,୧୦।୧୧: ବିହାର ନିର୍ବାଚନରେ ଯେ, କୌଣସି ସମୟରେ ସ୍ଥିତି ବଦଳିପାରେ। ଏଠାରେ ୧୨୩ ଆସନରେ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଭୋଟ ବ୍ୟବଧାନ ୩ ହଜାରରୁ କମ୍‌ ରହିଛି। ସେହିପରି ୮୦ ଆସନରେ ଭୋଟ ବ୍ୟବଧାନ ୨ ହଜାରରୁ କମ୍‌ ରହିଛି। ୪୯ଆସନରେ...

ଗୁଜରାଟରେ ବାଜି ମାରିଲା ଭାଜପା, ରୂପାନି କହିଲେ ଏହା କେବଳ ଟ୍ରେଲର

ଗାନ୍ଧିନଗର,୧୦ ।୧୧: ଗୁଜରାଟରେ ହୋଇଥିବା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ସମସ୍ତ ୮ ଆସନରେ ବିଜୟର ଦ୍ୱାର ଦେଶରେ ଥିବାରୁ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି କହିଛନ୍ତି ଏହା କେବଳ ଟ୍ରେଲର ମାତ୍ର । ଏହାପରେ ପଞ୍ଚାୟତ ନିର୍ବାଚନ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri