ଲଭ୍ ଜିହାଦ୍ ବିରୋଧରେ ହେବ କଡ଼ା ଆଇନ
ଭୋପାଳ, ୧୮ା୧୧: ଲଭ୍ ଜିହାଦ୍ ବିରୋଧରେ ଖୁବ୍ଶୀଘ୍ର କଠୋର ଆଇନ ଆସିବ। ଆଗାମୀ ବିଧାନସଭା ଅଧିବେଶନରେ ଏନେଇ ବିଲ୍ ଆସିବ ବୋଲି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଙ୍ଗଳବାର ପ୍ରକାଶ କରିଛନ୍ତି। ଏଥିରେ ୫ ବର୍ଷ ସଶ୍ରମ କାରାଦଣ୍ଡର ବ୍ୟବସ୍ଥା...
ଆତଙ୍କବାଦ ସବୁଠୁ ବଡ଼ ସମସ୍ୟା
ନୂଆଦିଲ୍ଲୀ, ୧୮ା୧୧: ଆତଙ୍କବାଦ ବିଶ୍ୱ ଲାଗି ଏବେ ବଡ଼ ବିପଦ ପାଲଟିଛି। ଆତଙ୍କବାଦୀଙ୍କୁ ସମର୍ଥନ ଓ ସହାୟତା ଦେଉଥିବା ଦେଶକୁ ଦୋଷ ଦେବା ସହ ଏହା ବିରୋଧରେ ମିଳିତ ଲଢ଼େଇର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର...
ଗୁପ୍କାର ଗ୍ୟାଙ୍ଗ୍ ଅପବିତ୍ର ମେଣ୍ଟ
ନୂଆଦିଲ୍ଲୀ,୧୮ା୧୧(ପି.ଟି.): ଜମ୍ମୁ-କଶ୍ମୀରରେ ଜିଲା ବିକାଶ ପରିଷଦ ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ମଙ୍ଗଳବାର ବିରୋଧୀଙ୍କୁ ଘେରିଛନ୍ତି। ପିପୁଲ୍ସ ଆଲାଏନ୍ସ ଫର୍ ଗୁପ୍କାର ଡିକ୍ଲାରେଶନ୍ (ପିଏଜିଡି)କୁ ଶାହା ଏକ ଅପବିତ୍ର ମେଣ୍ଟ ଭାବେ...
ତଦନ୍ତ ନ ସରିଲେ ଅଭିଯୁକ୍ତଙ୍କୁ ଜାମିନ
ନୂଆଦିଲ୍ଲୀ,୧୮ା୧୧: କୌଣସି ମାମଲାର ତଦନ୍ତ ନିର୍ଦ୍ଧାରିତ ସମୟରେ ଶେଷ ନ ହେଲେ ଅଭିଯୁକ୍ତଙ୍କୁ ‘ଡିଫଲ୍ଟ ବେଲ୍’ ମିଳିବ। ସମ୍ବିଧାନର ଅନୁଚ୍ଛେଦ ୨୧ ବେଆଇନ ଅଟକ ବିରୋଧରେ ଜୀବନ ଓ ବ୍ୟକ୍ତିଗତ ସ୍ବାଧୀନତାର ସୁରକ୍ଷାକୁ ସୁନିଶ୍ଚିତ କରିଥାଏ। ଏହି ଧାରା ଅନୁସାରେ...
ଗଠନ ହେବ ‘କାଓ କ୍ୟାବିନେଟ୍’
ନୂଆଦିଲ୍ଲୀ,୧୮।୧୧: : ମଧ୍ୟପ୍ରଦେଶରେ ଗୋଧନ ସଂରକ୍ଷଣ ଏବଂ ପ୍ରୋତ୍ସାହନ ପାଇଁ ‘କାଓ କ୍ୟାବିନେଟ’(ଗାଈ କ୍ୟାବିନେଟ୍) ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଗାଈ କ୍ୟାବିନେଟ୍ରେ ପଶୁପାଳନ, ଜଙ୍ଗଲ, ପଞ୍ଚାୟତ ଏବଂ ଗ୍ରାମ୍ୟ ଉନ୍ନୟନ, ରାଜସ୍ବ, ଗୃହ ଏବଂ କୃଷକ କଲ୍ୟାଣ ବିଭାଗ...
ଗର୍ଜିଲେ ଶାହା: ଟାର୍ଗେଟରେ ସୋନିଆ-ରାହୁଲ
ନୂଆଦିଲ୍ଲୀ,୧୭ ।୧୧: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁପକାର ଗୋଷ୍ଠୀ ସହ ଜଡିତ ଦଳ ଗୁଡିକ ଉପରେ ଖୁବ୍ ବର୍ଷିଛନ୍ତି । ମଙ୍ଗଳବାର ଶାହା କହିଛନ୍ତି ଗୁପକାର ଗ୍ୟାଙ୍ଗର ଗୋଷ୍ଠୀ ଏବେ ବିଶ୍ୱବ୍ୟାପୀ ହୋଇଯାଇଛି । ଏହି ଗ୍ୟାଙ୍ଗ ଉପରେ ତ୍ରିରଙ୍ଗାକୁ...
ନୀତୀଶଙ୍କ ମନ୍ତ୍ରିମଣ୍ଡଳର ହେଲା ବିଭାଗ ବଣ୍ଟନ
ପାଟନା,୧୭ ।୧୧: ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱରେ ଏନ୍ଡିଏ ସରକାର ଗଠନ କରିଛି । ସୋମବାର ନୀତୀଶ କୁମାର ସପ୍ତମଥର ଲାଗି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ତାଙ୍କ ସହ ୧୪ ମନ୍ତ୍ରୀ ମଧ୍ୟ ଶପଥ...
ଭାଜପାର କମ୍ ନୀତୀଶଙ୍କ ଅଧିକ ସହଯୋଗୀ ଥିଲେ ସୁଶିଲ ମୋଦି: ଶିବାନନ୍ଦ
ପାଟନା,୧୭ ।୧୧: ବିହାରରେ ନୀତୀଶ କୁମାରଙ୍କ ନେତୃତ୍ୱରେ ପୁଣିଥରେ ସରକାର ଗଠନ କରାଯାଇଛି । ହେଲେ ଏଥର ସରକାରରେ ସୁଶୀଲ କୁମାର ମୋଦିଙ୍କୁ ନିଆଯାଇ ନାହିଁ । ଏହାକୁ ନେଇ ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ନେତା ଶିବାନନ୍ଦ ତିୱାରି ତାଙ୍କର...
ଆଉ ୨ଶହ ନୁହେଁ ବିବାହ ଭୋଜିରେ ଯୋଗଦେବେ କେବଳ ୫୦
ନୂଆଦିଲ୍ଲୀ,୧୭ ।୧୧: ରାଜଧାନୀ ଦିଲ୍ଲୀରେ ଗତ କିଛି ସପ୍ତାହ ହେବ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖି ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି କିଛିଦିନ ହେବ ବିବାହ ଭୋଜିରେ ୨ଶହ ଲୋକ ଯୋଗ...
ରାହୁଲଙ୍କ ଭବିଷ୍ୟତ ପାଇଁ ବିପଦ ନ ଥିଲେ ମନମୋହନ, ସେଥିପାଇଁ ସୋନିଆ କରିଥିଲେ ପ୍ରଧାନମନ୍ତ୍ରୀ: ଓବାମା
ୱାଶିଂଟନ/ନୂଆଦିଲ୍ଲୀ,୧୭ ।୧୧: ଆମେରିକାର ପୂର୍ବତନ ରାଷ୍ଟ୍ର୍ରପତି ବାରାକ ଓବାମାଙ୍କ ପୁସ୍ତକ ‘ଏ ପ୍ରୋମିଜ୍ଡ ଲ୍ୟାଣ୍ଡ’ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କ ମା’ସୋନିଆ ଗାନ୍ଧୀ ତଥା ଦଳ ପାଇଁ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି କରିଛି ।...
୧୨୫ ଦିନ ପରେ ଆଜି ଦେଶରେ ସବୁଠୁ କମ୍ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୧୭।୧୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମୁଛି। ୧୨୫ ଦିନ ପରେ ମଙ୍ଗଳବାର ଦେଶରେ ସବୁଠୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୧୬୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ...
ବ୍ରିକ୍ସ ଶିଖର ସମ୍ମିଳନୀ: ସୀମା ବିବାଦ ମଧ୍ୟରେ ପୁଣି ସାମ୍ନା ସାମ୍ନି ହେବେ ଭାରତ-ଚାଇନା
ନୂଆଦିଲ୍ଲୀ,୧୭ ।୧୧: ବୈଦେଶିକ ମନ୍ତ୍ରଣାଳର ସୂଚନା ଅନୁଯାୟୀ ମଙ୍ଗଳବାର ଆୟୋଜିତ ହେଉଛି ବିକ୍ସ ଶିଖର ସମ୍ମିଳନୀ । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ୧୨ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ।...
Archives


