ଜାତୀୟ

ଏୟାର ଇଣ୍ଡିଆ ୱାନରେ ପ୍ରଥମଥର ଯାତ୍ରା କଲେ ରାଷ୍ଟ୍ରପତି କୋବିନ୍ଦ

ନୂଆଦିଲ୍ଲୀ,୨୪ ।୧୧: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ପ୍ରଥମ ମହିଳା ସବିତା କୋବିନ୍ଦଙ୍କ ସହ ଏୟାର ଇଣ୍ଡିଆ ୱାନ ବି-୭୭୭ରେ ପ୍ରଥମଥର ଚେନ୍ନାଇ ଯାତ୍ରା କରିଛନ୍ତି । ରାଷ୍ଟ୍ରପତି ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ପୂଜା କରିବା ପାଇଁ ଆନ୍ଧ୍ରପ୍ରଦେଶର...

ବୁଧବାର ତାମିଲନାଡୁ ଛୁଇଁବ ବାତ୍ୟା ‘ନିବାର’

ଚେନ୍ନାଇ,୨୪।୧୧: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନିବାର’ ବୁଧବାର ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳ ଛୁଇଁବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମୌସୁମୀ ପରେ ବଙ୍ଗୋପ ସାଗରରେ ପ୍ରଥମ ଥର ପାଇଁ ଏହି ସାମୁଦ୍ରିକ...

ଦିଲ୍ଲୀର କରୋନା ସ୍ଥିତି ଅସମ୍ଭାଳ: ପ୍ରତି ଘଣ୍ଟାରେ ୫ ଜଣଙ୍କର ହେଉଛି ମୃତ୍ୟୁ

ନୂଆଦିଲ୍ଲୀ,୨୪।୧୧: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ ପ୍ରତି ଘଣ୍ଟାଏରେ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ଲଗାତାର ୪ ଦିନ ଧରି ଏଠାରେ କରୋନା ମୃତ୍ୟୁ ସଂଖ୍ୟା ୧୦୦ରୁ ଅଧିକ ରହୁଛି। ଗତ...

କେରଳ ପୋଲିସ ଆଇନ ସଂଶୋଧନ ଅଧ୍ୟାଦେଶ ସ୍ଥଗିତ

ଥିରୁଭାନନ୍ତପୁରମ୍‌, ୨୪।୧୧: ବିରୋଧୀ ଦଳ, ଗଣମାଧ୍ୟମ ଓ ସିଭିଲ୍‌ ସୋସାଇଟିର ତୀବ୍ର ପ୍ରତିବାଦ ଫଳରେ କେରଳ ସରକାର ପୋଲିସ ଆଇନ ସଂଶୋଧନ ଅଧ୍ୟାଦେଶର କାର୍ଯ୍ୟକାରିତାକୁ ସ୍ଥଗିତ ରଖିଛନ୍ତି। ଉକ୍ତ ଅଧ୍ୟାଦେଶ ବାକ୍‌ ସ୍ବାଧୀନତା ଓ ଯେକୌଣସି ମାଧ୍ୟମରେ ମତାମତ ଦେବା...

କୋଭିଡ୍‌ ନେଗେଟିିଭ୍‌ ସାର୍ଟିଫିକେଟ୍‌ ବିନା ମହାରାଷ୍ଟ୍ର ମନା

ମୁମ୍ବାଇ, ୨୪ା୧୧: ମହାରାଷ୍ଟ୍ର ସରକାର ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ଗୋଆବାସୀଙ୍କ ଯାତ୍ରା ଉପରେ ସୋମବାର କଟକଣା ଲଗାଇଛନ୍ତି। କରୋନା ଆର୍‌ଟିପିସିଆର୍‌ ନେଗେଟିଭ୍‌ ସାର୍ଟିଫିକେଟ ବିନା ଏହି ରାଜ୍ୟବାସୀ ମହାରାଷ୍ଟ୍ର ଯାତ୍ରା କରିପାରିବେ ନାହିଁ। ଏହି ସବୁ ରାଜ୍ୟରେ ଏଷବ...

ଏଥର ସକାଳ-ସନ୍ଧ୍ୟା ନୁହେଁ ଠିକ୍ ସମୟରେ ହେବ ଶପଥ ଗ୍ରହଣ: ଫଡନବିଶ

ମୁମ୍ବାଇ,୨୪ ।୧୧: ମହାରାଷ୍ଟ୍ର ରାଜନୀତି ପୁଣି ହୋଇଛି ସରଗରମ । କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନୱେ ପାଟିଲ ଦାବି କରିଛନ୍ତି ଯେ ମହାରାଷ୍ଟ୍ରରେ ଖୁବ୍‌ଶୀଘ୍ର ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ଗଠନ କରିବ । ଆଉ ଏହାକୁ ନେଇ ମହାରାଷ୍ଟ୍ରର ପୂର୍ବତନ...

ଅକ୍ସଫୋର୍ଡ ଟିକା ୯୦% ଫଳପ୍ରଦ

ନୂଆଦିଲ୍ଲୀ, ୨୪।୧୧(ପି.ଟି.): ଅକ୍ସଫୋର୍ଡ ଟିକା ପାଖାପାଖି ୯୦ ପ୍ରତିଶତ ଫଳପ୍ରଦ ହୋଇପାରିବ ଓ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ବ୍ରିଟେନ କମ୍ପାନୀ ଅଷ୍ଟ୍ରାଜେନିକା ସୋମବାର ଘୋଷଣା କରିଛି। ବିଶ୍ୱରୁ କରୋନା ମହାମାରୀକୁ ରୋକିବାରେ ଏହା ଆଉ ଏକ...

ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟଙ୍କୁ କରୋନା

ଡେରାଡୁନ,୨୩।୧୧-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ। ଏ ନେଇ  ସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋର କରୋନା ରିପୋର୍ଟ ପଜିଟିଭ ଆସିଛି। ଏହାପରେ ଆଇସୋଲେଶନରେ ରହିଛି। ନିକଟରେ ଯେଉଁମାନେ ମୋ...

ପରଲୋକରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ

ଗୌହାଟୀ,୨୩।୧୧-ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗୋଇଙ୍କ ସୋମବାର ପରଲୋକ ହୋଇଯାଇଛି। ଗୌହାଟୀସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ଗୋଗୋଇ ୨୦୦୧ରୁ...

ଏହି ରାଜ୍ୟରେ ଡିସେମ୍ବର ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ: ୪ଟି ଜିଲାରେ ରାତ୍ରକାଳୀନ କର୍ଫ୍ୟୁ ଘୋଷଣା

ଶିମଲା,୨୩।୧୧: ହିମାଚଳ ପ୍ରଦେଶରେ କରୋନାର ବର୍ଦ୍ଧିତ ମାମଲାକୁ ଦେଖି ଡିସେମ୍ବର ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ନଭେମ୍ବର ୨୬ରୁ ଅନ୍‌ଲାଇନ୍‌ କ୍ଲାସ୍‌ ଆରମ୍ଭ ହେବ। ସେହିପରି ୪ଟି ଜିଲାରେ...

ମଙ୍ଗଳବାର ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି: ଭ୍ୟାକ୍ସିନ ଉପରେ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ,୨୩।୧୧: ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ ବେକାବୁୁ ହେବାରେ ଲାଗିଛି। କିଛି ଦିନରୁ ଭାରତରେ କରୋନା ସଂକ୍ରମଣ ମାମଲା ୫୦ହଜାରୁ ତଳକୁ ଥିବା ବେଳେ ଆଉ କେତେକ ରାଜ୍ୟରେ କରୋନା ଗ୍ରାଫ୍‌ ବଢ଼ିବାରେ ଲାଗିଛି। ଏହାର ମୁକାବିଲା ପାଇଁ...

ଏକ ମିନିଟ୍‌ରେ ୬୮ ବୋତଲର ଠିପି ଖୋଲି ଗିନିଜ୍‌ ଓ୍ବାର୍ଲ୍‌ଡ ରେକର୍ଡରେ ନାଁ ଲେଖାଇଲେ ବ୍ୟକ୍ତି

ହାଇଦ୍ରାବାଦ,୨୩।୧୧: ପ୍ରାୟ ସମୟରେ ଦେଖାଯାଏ, କୋଲ୍ଡ ଡ୍ରିଙ୍କ୍ସ ଖୋଲିବାକୁ ଓପ୍‌ନର ନ ମିଳିଲେ, ଲୋକେ ନିଜ ଦାନ୍ତରେ ଖୋଲିଥାନ୍ତି। ହେଲେ କେବେ କାହାକୁ ମୁଣ୍ଡରେ ବୋତଲର ଠିପି ଖୋଲିବା ଦେଖିଛନ୍ତି କି? ବୋଧେ ନୁହେଁ। ଭାବୁଥିବେ କେହି ମୁଣ୍ଡରେ ବୋତଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri