ଟ୍ରାକ୍ଟର ରୁଟ୍ ଉଲ୍ଲଂଘନ ଅଭିଯୋଗ: ୨ ଚାଷୀ ନେତା ନିଲମ୍ବିତ
ନୂଆଦିଲ୍ଲୀ, ୭।୨: ଚାଷୀ ସଂଗଠନ ଗୁଡ଼ିକ ପକ୍ଷରୁ ଜାନୁୟାରୀ ୨୬ରେ ଟ୍ରାକ୍ଟର ରାଲି କରାଯାଇଥିଲା। ତେବେ ରାଲି ସମୟରେ ଧାର୍ଯ୍ୟ କରାଯାଇଥିବା ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ବଦଳରେ ହିଂସାକାଣ୍ଡ ସୃଷ୍ଟି ହୋଇଥିଲା। ଟ୍ରାକ୍ଟର ରାଲିର ରୁଟ୍ ପରିବର୍ତ୍ତନ ଯୋଗୁ ଏଭଳି ହୋଇଥିବା ମିଳିତ…
ଲିଭ୍ ଇନ୍ ପାର୍ଟନରଙ୍କୁ ହତ୍ୟା କରି ବାଥ୍ରୁମ୍ କାନ୍ଥରେ ସିମେଣ୍ଟ ଦେଲେ ଯୁବକ
ପାଲଘର, ୭।୨: ମହାରାଷ୍ଟ୍ର ପାଲଘରରେ ଜଣେ ଯୁବକ ତାଙ୍କ ଲିଭ୍ ଇନ୍ ପାର୍ଟନରଙ୍କୁ ଫିଲ୍ମ ଷ୍ଟାଇଲ୍ରେ ହତ୍ୟା କରିଛନ୍ତି। ସ୍ଥାନୀୟ ବୃନ୍ଦାବନ ଦର୍ଶନ କମ୍ପ୍ଲେକ୍ସ୍ରେ ଫ୍ଲାଟ୍ ନମ୍ବର ୧୦୧ରେ ବାସରୁଥିବା ସୂରଜ ହଲମଲ୍କର ନାମକ ଜଣେ ଯୁବକ ତାଙ୍କ ଲିଭ୍ ଇନ୍…
ବୁରାଡ଼ି ହିଂସା: ୨୪ ଆନ୍ଦୋଳନକାରୀଙ୍କ ଫଟୋ ଜାରି
ନୂଆଦିଲ୍ଲୀ, ୭।୨: ଜାନୁୟାରୀ ୨୬ରେ କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଟ୍ରାକ୍ଟର ରାଲି ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ବୁରାଡ଼ିରେ ଘଟିଥିବା ହିଂସାରେ ସମ୍ପୃକ୍ତ ଥିବା ୨୪ ଜଣ ଆନ୍ଦୋଳନକାରୀଙ୍କ ଫଟୋ ଦିଲ୍ଲୀ ପୋଲିସ ପକ୍ଷରୁ ଜାରି…
ମୋଦିଙ୍କ ସହ ଏକାଠି ମଞ୍ଚରେ ବସିବେ ନାହିଁ ଦିଦି
କୋଲକାତା,୭ ।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିରୋଧ କରି ଭାରତୀୟ ଜନତା ପାର୍ଟି(ଭାଜପା) ରାଷ୍ଟ୍ରିୟ ଅଧ୍ୟକ୍ଷ ଜେବି ନଡ୍ଡା ଫେରିବାର ୨୪ ଘଣ୍ଟା ନ ପୁରୁଣୁ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଫଳରେ ପାଖେଇ…
ରାଜ୍ୟ ସଭାରେ ଗୁଲାମ ନବୀଙ୍କ ବିକଳ୍ପ ଖୋଜୁଛି କଂଗ୍ରେସ
ନୂଆଦିଲ୍ଳୀ,୭।୨: ଏବେ କଂଗ୍ରେସ ପକ୍ଷରୁ ରାଜ୍ୟ ସଭାରେ ଗୁଲାମ ନବୀ ଆଜାଦଙ୍କ ବିକଳ୍ପ ଖୋଜା ଆରମ୍ଭ ହୋଇଛି। ଫେବୃୟାରୀ ୧୫ରେ ଗୁଲାମ ନବୀଙ୍କ କାର୍ଯ୍ୟକାଳ ଶେଷ ହେଉଛି। ତାଙ୍କ ସ୍ଥାନରେ ରାଜ୍ୟ ସଭାରେ କଂଗ୍ରେସ ପକ୍ଷରୁ ବିରୋଧୀ ଦଳ ନେତା କିଏ…
ଚନ୍ଦା କୋଚରଙ୍କୁ ସମନ
ନୂଆଦିଲ୍ଲୀ,୭।୨: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚରଙ୍କୁ ସ୍ବତନ୍ତ୍ର କୋର୍ଟ ସମନ କରିଛି। ଘରୋଇ କମ୍ପାନୀ ଭିଡିଓକନ ଗ୍ରୁପ୍ର ଅଧ୍ୟକ୍ଷ ଭେନୁଗୋପାଳ ଧୂତ୍ଙ୍କୁ କୋଚର ଅହେତୁକ ଅନୁକମ୍ପା ଦେଖାଇବା ଘଟଣା ସାମ୍ନାକୁ ଆସିଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ଘଟଣାର…
‘ବିଦାୟ ନେବ ଟିଏମ୍ସି ଶାସନ’
ନବଦ୍ୱୀପ,୭ା୨(ପି.ଟି.): ପଶ୍ଚିମବଙ୍ଗ ଜନସାଧାରଣ ତୃଣମୂଳ କଂଗ୍ରେସ (ଟିଏମ୍ସି) ଶାସନର ଅନ୍ତ ଘଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ବିଧାନସଭା ନିର୍ବାଚନରେ ସେମାନେ ମମତା ବାନାର୍ଜୀଙ୍କ ସରକାରକୁ ବିଦାୟ ଦେବେ ବୋଲି ଶନିବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦୃଢ଼ୋକ୍ତି ବାଢ଼ିଛନ୍ତି। ନଦୀୟା…
ଚାଷୀଙ୍କ ସପକ୍ଷରେ ସୁସାନ
ନୂଆଦିଲ୍ଲୀ, ୭।୨: ଭାରତରେ ଚାଷୀ ଆନ୍ଦୋଳନକୁ ହଲିଉଡ୍ର ବର୍ଷୀୟାନ ଅଭିନେତ୍ରୀ ସୁସାନ ସରାଣ୍ଡନ୍ ସମର୍ଥନ ଜଣାଇଛନ୍ତି। ପପ୍ ଷ୍ଟାର ରିହାନାଙ୍କ ଟୁଇଟ୍କୁ ଦେଇ ବିବାଦ ଦେଖାଦେବା ପରେ ହଲିଉଡ୍ର ଏହି ୭୪ ବର୍ଷୀୟା ସେଲିବ୍ରିଟି କୃଷକମାନଙ୍କ ସମର୍ଥନରେ ବାହାରିଛନ୍ତି। ନ୍ୟୁୟର୍କ ଟାଇମ୍ସରେ…
ମହାପଞ୍ଚାୟତରୁ ମହାସଂଗ୍ରାମ
ନୂଆଦିଲ୍ଲୀ,୭ା୨: ଅନଶନରେ ବସିବି। ଗାଁରୁ ପାଣି ନ ଆସିବା ଯାଏ ଜଳ ସ୍ପର୍ଶ କରିିବି ନାହିଁ। ଜାନୁୟାରୀ ୨୮ରେ ଗାଜିପୁର ସୀମାରେ କୃଷକ ନେତା ରାକେଶ ଟିକାଏତ୍ ଦେଇଥିବା ଏହି ଆବେଗପୂର୍ଣ୍ଣ ଆହ୍ବାନ ପରେ ଚାରିଆଡ଼ୁ ପାଣିର ସୁଅ ଛୁଟିଥିଲା ଆନ୍ଦୋଳନସ୍ଥଳକୁ।…
ମୋଦିଙ୍କ ଗୁଣଗାନ କଲେ ବିଚାରପତି
ନୂଆଦିଲ୍ଲୀ,୭ା୨: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଏମ୍.ଆର୍. ଶାହା ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ସବୁଠୁ ପ୍ରିୟ, ଲୋକପ୍ରିୟ, ଜୀବନ୍ତ ଓ ଦୂରଦର୍ଶୀ ନେତା ଭାବେ ଅଭିହିତ କରିଛନ୍ତି। ଗୁଜରାଟ ହାଇକୋର୍ଟର ହୀରକ ଜୟନ୍ତୀ ପାଳନ ଅବସରରେ ଏକ ସ୍ମାରକ ଡାକଟିକେଟ ଉନ୍ମୋଚନ ବେଳେ ଭର୍ଚୁଆଲ…
ଚକା ଜାମ୍ ସଫଳ
ନୂଆଦିଲ୍ଲୀ, ୭।୨: କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନଗୁଡ଼ିକର ଡାକରାରେ ଶନିବାର ଦେଶବ୍ୟାପୀ ୩ ଘଣ୍ଟିଆ ଚକା ଜାମ୍ ଆନ୍ଦୋଳନ ସଫଳ ହୋଇଛି। ଚାଷୀମାନେ ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଦିଲ୍ଲୀରେ ଚକା ଜାମ୍…
ଶ୍ୱଶୁରଙ୍କୁ ବଳି ଚଢାଇଲା ବୋହୂ
ଲକ୍ଷ୍ନୌ,୬।୨: ତନ୍ତ୍ର ସାଧନାରେ ସିଦ୍ଧି ହାସଲ କରିବା ପାଇଁ ଶ୍ୱଶୁରଙ୍କୁ ବଳି ଚଢାଇଛି ବୋହୂ। ଏହି ଘଟଣା ଘଟିଛି ଉତ୍ତରପ୍ରଦେଶର କୋସମ୍ବିରେ। ପୋଲିସ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା ବୋହୂଙ୍କୁ ଗିରଫ କରିଛି। ସୂଚନା ଯୋଗ୍ୟ, କୋସମ୍ବିରେ କିଛି ଦିନ ତଳେ…
Archives


