Posted inଜାତୀୟ

କୁକୁରକୁ ଗାଡ଼ି ପଛରେ ବାନ୍ଧି ଘୋଷାଡ଼ିଲେ ଦୁଇ ମହିଳା

ଚଣ୍ଡିଗଡ଼,୩୦।୬: ପଶୁଙ୍କ ପ୍ରତି ବର୍ବରତା ମାମଲାରେ ପଞ୍ଜାବର ପଟିଆଲାର ଦୁଇ ମହିଳା ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତାଙ୍କ ନାମ ଚଞ୍ଚଲ ଓ ସୋନିଆ। ଦୁହେଁ ସେମାନଙ୍କ ସ୍କୁଟି ପଛପଟେ ଏକ କୁକୁରକୁ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ବୁଲାଇଥିଲେ। ଜୁନ ୨୦ ତାରିଖରେ ଘଟିଥିବା ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ପଶୁଙ୍କ ପ୍ରତି ବର୍ବରତା ଆଇନ ଅନୁଯାୟୀ, ମାମଲା ରୁଜୁ କରାଯିବା ପରେ ଦୁଇ ମହିଳାଙ୍କୁ ଗିରଫ କରାଯାଇଥିଲା। ପରେ ଜାମିନ ମିଳିବାରୁ ଦୁଇ ମହିଳାଙ୍କୁ ଛଡ଼ା ଯାଇଛି। ଗୁରୁତର ଆଘାତ ଯୋଗୁ ଗତ ୨୪ରେ ଉକ୍ତ କୁକୁରର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋତ୍ର ବାହାରେ ବିବାହ କାରଣରୁ କାହାକୁ ବାସନ୍ଦ କରିବା ଅନୁଚ୍ଛେଦ ୨୫ର ଉଲ୍ଲଂଘନ…

ଥିରୁଭାନନ୍ତପୁରମ୍‌, ୧୭।୯ : ବିବାହ ଏକ ବ୍ୟକ୍ତିଗତ ମୌଳିକ ଅଧିକାର। ଜଣେ ବ୍ୟକ୍ତି ନିଜ ପସନ୍ଦର ବିବାହ କରିପାରିବେ। ଏନେଇ କେହି ତାଙ୍କୁ ବାଧା ଦେଇପାରିବେ...

ଦାଦନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ: ଶାହା

ନୂଆଦିଲ୍ଲୀ,୨୯ା୩(ପି.ଟି.): ୨୧ ଦିନିଆ ଲକ୍‌ଡାଉନ ବେଳେ ଦାଦନ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଶନିବାର କହିଛନ୍ତି।...

କଂଗ୍ରେସ ଡାକିଲା ଜରୁରୀ ବୈଠକ

ମୁମ୍ବାଇ,୨୩।୧୧: ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଣ ମହାରାଷ୍ଟ୍ରରେ ସରକାର ଗଢିଲା ଭାରତୀୟ ଜନତା ପାର୍ଟି(ଭାଜପା)। ଆଉ ଏହାପରେ ରାଜନୀତି ହୋଇଛି ସରଗରମ। ଦେବେନ୍ଦ୍ର ଫଡ୍‌ନବିସ...

ସୁରତରେ ତିଆରି ହେଲା ଗୋଲ୍ଡ ଘାରି ମିଠା: କିଲୋ ପ୍ରତି ଦାମ ରହିଛି ୯୦୦୦ ଟଙ୍କା

ସୁରତ,୧।୧୧- ସୁରତର ଲୋକ ପର୍ବ ଚାନ୍ଦି ପାଦଭୋକୁ ନଜରରେ ରଖି ସୁରତ ସହରର ଏକ ମିଠା ଦୋକାନରେ ନିଆରା ମିଠା ପ୍ରସ୍ତୁତ କରାଯାଇଛି। ଏହି ମିଠାର...

ଆକ୍ରମଣ କରୁଥିବା ଶକ୍ତି ପ୍ରତି ସଚେତନତା ଜରୁରୀ: ମୋଦି…

ନୂଆଦିଲ୍ଲୀ,୬।୯ : ମଙ୍ଗଳବାର ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ସାକ୍ଷାତ ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏଠାରେ...

ନୀତିଶଙ୍କୁ ଜେଲ୍‌ ପଠାଇଦେବାକୁ ଧମକ ଦେଲେ ଚିରାଗ

ପାଟନା,୨୫।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଭୋଟରଙ୍କୁ ହାତେଇବା ପାଇଁ ସମସ୍ତ ଦଳ ଉଦ୍ୟମ କରୁଛି। ରବିବାର ଏକ ରାଲିରେ ପ୍ରଚାର...

ଭାରତ-ମାଳଦ୍ୱୀପ ମଧ୍ୟରେ ୬ଚୁକ୍ତିନାମା ସ୍ବାକ୍ଷରିତ

ନୂଆଦିଲ୍ଲୀ,୨।୮: ଦିଲ୍ଲୀରେ ମଙ୍ଗଳବାର ହୋଇଥିବା ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଳଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ସୋଲିହଙ୍କ ମଧ୍ୟରେ ଦୁଇ ଦେଶ ୬ଟି...

ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ବଳାତ୍କାର ଘଟଣା ରୋକିବା କଷ୍ଟକର

ଜୟପୁର, ୮।୭: ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତା କାଳି ଚରଣ ସରାଫ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି,...

Advertisement
Archives

Model This Week