Posted inଜାତୀୟ

ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ, ଏସବୁ ନେତାଙ୍କୁ ଫୋନ୍‌…

ନୂଆଦିଲ୍ଲୀ,୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ନାନା ଚର୍ଚ୍ଚା ଜାରି ରହିଛି। କ୍ୟାବିନେଟ୍‌ରେ କେଉଁମାନଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି ସେ ନେଇ କଳ୍ପନା ଜଳ୍ପନା ଜାରି ରହିଛି। ତେବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ନାରାୟଣ ରାଣେ, ସର୍ବାନନ୍ଦ ସୋନେ ଓ୍ବାଲ, କପିଲ ପାଟିଲ୍‌, ଡ. ଭାଗବତ କରାଡ଼, ରଣଜୀତ୍‌ ସିଂ ନିବାଲକର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପଶୁପତି ପାରସ୍‌ ପ୍ରମୁଖଙ୍କ ପାଖକୁ ଫୋନ୍‌ କରାଯାଇଛି। ସେମାନଙ୍କୁ ଦିଲ୍ଲୀ ଆସିବାକୁ କୁହାଯାଇଛି। ତେବେ ମଙ୍ଗବାର ହେବାକୁଥିବା ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବାତିଲ କରାଯାଇଛି। ବୈଠକରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ନଡ୍ଡାଙ୍କ ସମେତ ଅନ୍ୟ ନେତା ଯୋଗଦେବାର କାର୍ଯ୍ୟକ୍ରମ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ କେବଳ ମିଛ କହୁଛନ୍ତି: ରାହୁଲ

ଓ୍ବାୟାନାଡ୍‌,୧୮ା୪(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ନିର୍ବାଚନ ମଣ୍ଡଳୀର କେରଳର ଓ୍ବାୟାନାଡ୍‌ ଯାଇ ବୁଧବାର ତିନୋଟି ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ...

ଜଳବାୟୁ ପରିବର୍ତ୍ତନ ଭାରତୀୟ ଶିଶୁଙ୍କୁ ଅଧିକ ପ୍ରଭାବିତ କରିବ: ରିପୋର୍ଟ

ନୂଆଦିଲ୍ଲୀ,୧୪।୧୧: ଜଳବାୟୁ ପରିବର୍ତ୍ତନ ଆଗାମୀ ଦିନରେ ଭାରତୀୟ ଶିଶୁଙ୍କୁ ଅଧିକ ପ୍ରଭାବିତ କରିବ। ଏନେଇ ଲାନସେଟ୍‌ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି। ସମ୍ପ୍ରତି ଭାରତୀୟ...

ବନ୍ୟାରେ ଭିଜି ଗଲା ବିବାହ ଟଙ୍କା: ରାସ୍ତାରେ ଶୁଖାଉଛନ୍ତି ପରିବାର ସଦସ୍ୟ

ମୁମ୍ବାଇ, ୨।୯: ବନ୍ୟା ଯୋଗୁ ଲୋକଙ୍କର ବହୁ କ୍ଷତି ହୋଇଛି। ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁ ଲୋକଙ୍କ ଆସବାବପତ୍ର ପାଣିରେ ନଷ୍ଟ ହୋଇଯାଇଛି। ସ୍ଥାନୀୟ ଭଣ୍ଡାରାରେ...

ହିନ୍ଦୁତ୍ୱ ଏକ ସଂସ୍କାର, ମୋଦି-ଶାହାଙ୍କ ଘରେ ପାଠ କରାଯାଉ ହନୁମାନ ଚାଳିସା ପାଠ, କହିଲା ଶିବସେନା…

ମୁମ୍ବାଇ, ୨୫।୪ : ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ହନୁମାନ ଚାଳିସା ବିବାଦକୁ ନେଇ ଶିବସେନା ପକ୍ଷରୁ ପୁଣି ଥରେ ସରକାରଙ୍କୁ ଟାର୍ଗେଟ କରାଯାଇଛି। ଶିବସେନାର ମୁଖପତ୍ର...

ବୁଡିଗଲାଣି କାଜିରଙ୍ଗା ଜାତୀୟ ଉଦ୍ୟାନର ୯୦ ଭାଗ

ଗୁଆହାଟି,୧୬।୭: ଆସାମର ପ୍ରାୟ ୩୦ଟି ଜିଲାରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି। ଏଠାକାର ପାଖାପାଖି ୪ହଜାର ୧୫୭ଟି ଗାଁ ଟାପୁରେ ପରିଣତ ହୋଇଛି। ଏହି ବନ୍ୟାରେ...

ହରତାଳରେ ବସିଲେ ୩ ଲକ୍ଷ ଡାକ୍ତର

ନୂଆଦିଲ୍ଲୀ, ୩୧।୭: ନ୍ୟାଶ୍‌ନାଲ ମେଡିକାଲ କାଉଂସିଲ୍‌ ବିଲ୍‌ ୨୦୧୯କୁ ବିରୋଧ କରି ବୁଧବାର ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌(ଆଇଏମଏ) ପକ୍ଷରୁ ଦେଶବ୍ୟାପୀ ହଡତାଳ ଘୋଷଣା କରାଯାଇଛି। ଏଥିରେ...

ଉତ୍ତରପ୍ରଦେଶରେ ପଶିଲେ ୨ ଆତଙ୍କବାଦୀ: ହାଇଆଲର୍ଟ ଜାରି

ଲକ୍ଷ୍ନୌ,୫।୧: ଆଇଏସ୍‌ ଆତଙ୍କବାଦୀ ସଂଗଠନର ୨ ସନ୍ଦିଗ୍ଧ ଆତଙ୍କବାଦୀ ଉତ୍ତରପ୍ରଦେଶରେ ପ୍ରବେଶ କରିଛନ୍ତି। ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା...

ଶିରିଡି ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ସବୁ ଦାବି ମାନି ନେଲେ ଉଦ୍ଧବ

ମୁମ୍ବାଇ,୨୦।୧: ଶିରିଡି ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ଦେଖାଦେଇଥିବା ବିବାଦର ଅନ୍ତ ଘଟିଛି। ସୋମବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶ୍ରୀ ସାଇବାବା ସଂସ୍ଥାନ...

Advertisement
Archives

Model This Week