ଜାତୀୟ

ରକ୍ତଦାନ କଲେ ମାଗଣାରେ ମିଳିବ ଏକ କିଲୋ ଚିକେନ-ପନିର୍‌: ଡିସେମ୍ବର ୧୧ରୁ ପଞ୍ଜିକରଣ ଆରମ୍ଭ

ମୁମ୍ବାଇ,୯।୧୨: କଥାରେ ଅଛି ରକ୍ତ ଦାନ ମହାପୁଣ୍ୟ। ତେବେ ଲୋକଙ୍କୁ ଏହି ମହାନ କାର୍ଯ୍ୟ ପ୍ରତି ଆକର୍ଷିତ କରାଇବା ଲାଗି ମହାରାଷ୍ଟ୍ରର ମହିମ୍‌-ଓ୍ବର୍ଲି ଅଞ୍ଚଳରେ ଏଭଳି ନିଆରା ଊଦ୍ୟମ ଆରମ୍ଭ କରାଯାଇଛି। ରକ୍ତଦାନ କଲେ ମାଗଣାରେ ଏକ କିଲୋ ଚିକେନ...

କରୋନା ଟିକା ପ୍ରସ୍ତୁତିରେ ଭାରତକୁ ସହଯୋଗ: ହାଇଦ୍ରାବାଦରେ ୬୪ ବିଦେଶୀ ପ୍ରତିନିଧି

ହାଇଦ୍ରାବାଦ,୯।୧୨: ଭାରତରେ ପ୍ରସ୍ତୁତ କରାଯାଉଥିବା କରୋନା ଟିକା ପ୍ରସ୍ତୁତିରେ ଭାରତକୁ ସହଯୋଗ କରିବା ପାଇଁ ବିଦେଶୀ ରାଷ୍ଟ୍ରଙ୍କ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଏହି ମର୍ମରେ ୬୪ ବିଦେଶୀ ପ୍ରତିନିଧି ବୁଧବାର ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ପହଞ୍ଚିଛନ୍ତି। ପ୍ରତିନିଧିମାନେ ବାୟୋଟେକ୍‌...

କୁତବ ମିନାର ମସଜିଦ୍‌ ବିରୋଧରେ କୋର୍ଟରେ ମାମଲା

ନୂଆଦିଲ୍ଲୀ,୯।୧୨: କୁତବ ମିନାର ମସଜିଦ୍‌ ବିରୋଧରେ ଦିଲ୍ଲୀର ସାକେତ କୋର୍ଟରେ ଏକ ମାମଲା ଦାଖଲ କରାଯାଇଛି। କୁତବ ବିନାର ପରିସରରେ ୧୧୯୨ରେ ନିର୍ମିତ ହୋଇଥିବା କୁବତ୍‌-ଉଲ୍‌-ଇସଲାମ ମସଜିଦ୍‌ ବିରୋଧରେ ଦାଖଲ ହୋଇଥିବା ମାମଲାରେ ଉଲ୍ଲେଖ କରାଯାଇଛି ଯେ, ୨୭ ହିନ୍ଦୁ...

ଟିକନରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର,୯।୧୨: ଜମ୍ମୁ-କଶ୍ମୀରରେ ଗୁରୁବାର ଭୋର୍‌ ୫ଟା ସମୟରେ ସମୟରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଛି। ଦକ୍ଷିଣ କଶ୍ମୀରର ପୁଲଓ୍ବାମା ଜିଲାର ଟିକନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ...

ଭାରତୀୟ ରାଜନୀତିରେ ସଫଳ ବୋହୂ

ନୂଆଦିଲ୍ଳୀ,୯।୧୨:ଆଜି ଭାରତୀୟ ରାଜନୀତିର ସଫଳ ବୋହୂ ସୋନିଆ ଗାନ୍ଧୀଙ୍କ ଜନ୍ମଦିନ। ସେ ତାଙ୍କ ଜୀବନର ୭୩ ବର୍ଷର ଯାତ୍ରା ସମାପ୍ତ କରିଛନ୍ତି। ପ୍ରାୟ ଦୁଇ ଦଶନ୍ଧି ଧରି ସୋନିଆ କଂଗ୍ରେସ ସଭାପତି ଦାୟିତ୍ୱ ତୁଲାଇ ଆସୁଛନ୍ତି। ଦୀର୍ଘ ସମୟ ଧରି...

ଚନ୍ଦ୍ରକୁ ପ୍ରଥମ ମହିଳା ପଠାଇବେ ବେଜୋସ୍‌

ନୂଆଦିଲ୍ଲୀ, ୯।୧୨: ଆମାଜନ୍‌ର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ମହାକାଶ କମ୍ପାନୀ ‘ବ୍ଲୁ ଅରିଜିନ୍‌’ ଚନ୍ଦ୍ରପୃଷ୍ଠକୁ ପ୍ରଥମ ମହିଳା ପଠାଇବାକୁ ଯାଉଛି। ଏହି କମ୍ପାନୀ ଦ୍ୱାରା ନିର୍ମିତ ଲୁନାର ଲ୍ୟାଣ୍ଡର ୨୦୨୪ ସୁଦ୍ଧା ଚନ୍ଦ୍ରକୁ ମହାକାଶଚାରୀ ପଠାଇବାକୁ ସମର୍ଥ। ଏନେଇ ନାସା...

କୋଭିଡ୍‌ ଟିକାକୁ ଖୁବ୍‌ଶୀଘ୍ର ମଞ୍ଜୁରୀ

ନୂଆଦିଲ୍ଲୀ, ୯।୧୨: ଆଗାମୀ କିଛି ସପ୍ତାହ ମଧ୍ୟରେ ଭାରତରେ କେତେକ କୋଭିଡ୍‌-୧୯ ଟିକାକୁ ବ୍ୟବହାର ପାଇଁ ଲାଇସେନ୍ସ ମିଳିଯିବ ବୋଲି ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଭାରତୀୟଙ୍କୁ କୋଭିଡ୍‌ ଟିକା ଦିଆଯିବ। ପ୍ରାୟ...

ଷଷ୍ଠ ପର୍ଯ୍ୟାୟ ବୈଠକ ବାତିଲ

ନୂଆଦିଲ୍ଲୀ,୯ା୧୨:କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ନେତାଙ୍କୁ ମଙ୍ଗଳବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଆଲୋଚନା ପାଇଁ ଡାକିଥିଲେ। ଷଷ୍ଠ ପର୍ଯ୍ୟାୟ ବୈଠକ ପୂର୍ବରୁ ଶାହାଙ୍କ ନିମନ୍ତ୍ରଣକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉ ଥିବାବେଳେ ଏଥିରୁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ।...

୭୪ ବର୍ଷରେ ସୋନିଆ: ରାଜନୀତିକୁ ଆସିବାକୁ ଚାହୁଁ ନ ଥିଲେ  

ନୂଆଦିଲ୍ଲୀ,୯।୧୨: କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୁଧବାର ୭୪ ବର୍ଷରେ ପାଦ ଥାପିଛନ୍ତି। ୧୯୪୬ ଡିସେମ୍ବର ୯ରେ ସେ ଇଟାଲୀର ଲୁସିଆନାଠାରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୮ରେ ସେ ରାଜୀବ ଗାନ୍ଧୀଙ୍କୁ ବିବାହ କରିଥିଲେ।...

ମିଳିଲା ଏଲୁରୁରେ ବ୍ୟାପିଥିବା ଅଜଣା ରୋଗର କାରଣ

ଏଲୁରୁ,୮।୧୨- ଆନ୍ଧ୍ର ପ୍ରଦେଶର ଏଲୁରୁ ସହରରେ ଦେଖାଦେଇଥିବା ଅଜଣା ରୋଗର କାରଣ ମଙ୍ଗଳବାର ଜଣାପଡ଼ିଛି। ପାଣିରେ ଲିଡ୍‌ ଓ ନିକେଲ ମାତ୍ରା ଅଧିକ ଏବଂ କ୍ଷୀର ଯୋଗୁ ହିଁ ରୋଗୀଙ୍କ ଠାରେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏ...

ଭାରତରେ କରୋନା ଟିକା ପାଇଁ କାର୍ଯ୍ୟକାରୀ ହେବ ଏହି ସ୍ବତନ୍ତ୍ର ଆପ୍‌: ନିଜକୁ କରିବାକୁ ହେବ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୮।୧୨: ଦେଶରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ କରୋନା ଟିକା। ଏଥି ପାଇଁ ସ୍ବତନ୍ତ୍ର ଆପ୍‌ କୋ-ଓ୍ବିନ୍‌ କାର୍ଯ୍ୟକାରୀ ହେବ। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ଆପ୍‌ ଦ୍ୱାରା ଟିକା...

୩୦ କୋଟିଙ୍କୁ ଦିଆଯିବ କରୋନା ଟିକା: ଏକକାଳୀନ ହେବ ବ୍ୟବସ୍ଥା

ନୂଆଦିଲ୍ଲୀ,୮।୧୨: ଦେଶରେ କରୋନା ସଂକ୍ରମଣ ରୋକିବା ଲାଗି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଟିକା ଅଗ୍ରଗତି ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଙ୍ଗଳବାର ସୂଚନା ଦେଇ କହିଛନ୍ତି,ଟିକା ପାଇଁ ଲାଇସେନ୍ସ ମିଳିଲେ ଟିକାକରଣ ଆରମ୍ଭ କରିଦିଆଯିବ। ଟିକା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri